ଓଡିଶା
ରାଜ୍ୟ କନିଷ୍ଠ ବ୍ୟାଡ୍ମିଣ୍ଟନ୍: ଦିବ୍ୟମ୍, ସ୍ବିଟିପ୍ରିୟାଙ୍କୁ ଦ୍ବିମୁକୁଟ
ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ସ୍ଥାନୀୟ ପୋଖରୀପୁଟସ୍ଥିତ ମଲ୍ଟିପର୍ପୋଜ୍ ଇନ୍ଡୋର୍ ଷ୍ଟାଡିୟମ୍ରେ ନିଖିଳ ଓଡ଼ିଶା କନିଷ୍ଠ (୧୯ ବର୍ଷରୁ କମ୍) ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀରର ଦିବ୍ୟମ କେଜ୍ରୀୱାଲ ଓ ସ୍ବିଟିପ୍ରିୟା ପ୍ରଧାନ ଦୁଇଟି ଲେଖାଏଁ ବର୍ଗରେ ବିଜେତା ହୋଇ ଦ୍ବିମୁକଟ ହାସଲ କରିଛନ୍ତି। ବାଳକ ବିଭାଗ ଏକକ ଫାଇନାଲ୍ରେ ଦିବ୍ୟମ ୨୧-୧୮, ୨୧-୮ରେ ବାଲେଶ୍ବରର ଜ୍ୟୋତିସୂର୍ଯ୍ୟ ପରମାଣିକଙ୍କୁ ପରାସ୍ତ କରିଥିଲେ। ଏହା ପରେ ଦିବ୍ୟମ ଯୁଗଳ ବର୍ଗ ଫାଇନାଲ୍ରେ ବାପୁନ ରାଉତଙ୍କୁ ସାଥି କରି ମୟୂରଭଞ୍ଜ […]
ବୈଶ୍ୟ ତିଲି ଜାତୀୟ ସମିତିର ବାର୍ଷିକ ଉତ୍ସବ ପାଳିତ
କଟକ,୧୬-୧୦-୨୦୨୪(ପିପିଏସ) : ଦୁର୍ଗାପୂଜା ଅବସରରେ ବୈଶ୍ୟ ତିଲି ଜାତୀୟ ସମିତିର ୯୭ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ କେଶରୀ ଶ୍ରୀଯୁକ୍ତ ନୀଳମଣି ସାହୁ ଯୋଗ ଦେଇଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ସାହୁ, ସାଧାରଣ ସମ୍ପାଦକ ମଧୁସୂଦନ ସାହୁ, ଉପସଭାପତି କୁଞ୍ଜବିହାରୀ ସାହୁ, କାର୍ଯ୍ୟକାରୀ ସମ୍ପାଦକ ଡ. ସିଦ୍ଧାର୍ଥ କୁମାର ସାହୁ, ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ମାୟାଧର ସାହୁ, ଅନ୍ୟ କର୍ମୀମାନେ […]
ଆବର୍ଜନାରୁ ମୁକୁଳିପାରୁନି ସହର
ମାସକୁ ଠିକା ସଂସ୍ଥା ନେଉଛି ୧୫ ଲକ୍ଷ କୋରାପୁଟ/ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ୨୧ ୱାର୍ଡ ବିଶିଷ୍ଟ କୋରାପୁଟ ପୌରାଞ୍ଚଳର ସଫେଇ ଦାୟିତ୍ଵ ନେଇଛି ୨ଟି ଘରୋଇ ସଂସ୍ଥା। ତେବେ ଉପଯୁକ୍ତ ଦେଖାରଖା ଓ ପରିଚାଳନା ସମନ୍ବୟ ଅଭାବରୁ ଅସୁବିଧା ଭୋଗୁଛନ୍ତି ସହରବାସୀ । ସଫେଇ ପାଇଁ ପ୍ରତିମାସରେ ପୌରସଂସ୍ଥା ପକ୍ଷରୁ ୧୫ ଲକ୍ଷ ଟଙ୍କା ଗଣୁଛି। ହେଲେ ଏହି ସଂସ୍ଥା ଠିକ ଭାବେ ସଫେଇ କାର୍ଯ୍ୟ କରୁ ନଥିବା ଅଭିଯୋଗ ହୋଇଛି । ସହରର ବିଭିନ୍ନ ସ୍ଥାନରେ […]
ଅଭାବୀ ବିକ୍ରିର ଶିକାର ଅଦା ଚାଷୀ
ସରକାର କୋରାପୁଟ ଜିଲ୍ଲାରେ ଅମଳ ହେଉଥିବା ମାଣ୍ଡିଆ କିମ୍ବା କଫି ଭଳି ଅଦାକୁ ପ୍ରୋସାହନ ମିଳୁ ନାହିଁ । ଫଳରେ ଚାଷୀ ଯେଉଁ ଆଗ୍ରହରେ ଅଦାଚାଷ କରୁଛନ୍ତି ସେହି ହିସାବରେ ନିଜର ପ୍ରାପ୍ୟ ପାଉନାହାନ୍ତି କୋରାପୁଟ/ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ସରକାର କୋରାପୁଟ ଜିଲ୍ଲାରେ ଅମଳ ହେଉଥିବା ମାଣ୍ଡିଆ କିମ୍ବା କଫି ଭଳି ଅଦାକୁ ପ୍ରୋସାହନ ମିଳୁ ନାହିଁ । ଫଳରେ ଚାଷୀ ଯେଉଁ ଆଗ୍ରହରେ ଅଦାଚାଷ କରୁଛନ୍ତି ସେହି ହିସାବରେ ନିଜର ପ୍ରାପ୍ୟ ପାଉନାହାନ୍ତି । ଜିଲ୍ଲାରେ […]
ଘୁଷୁରୀ ଓ ମଣିଷର ବାସସ୍ଥାନ ଗୋଟିଏ
ଆଦିମ ଜନଜାତି ବଣ୍ଡା, ଦିଦାୟୀ, କୋୟା, କନ୍ଧ, ଦୁରୁଆ, ପରଜା, ଗାଦବା ଭଳି ବହୁ ଆଦିବାସୀ ସଂପ୍ରଦାୟର ଲୋକେ କାହିଁ କେଉଁ କାଳରୁ ଏଠାରେ ବସବାସ କରିଆସୁଛନ୍ତି। ଏମାନଙ୍କର ୧୨ ମାସରେ ୧୩ ପର୍ବ ପାଳନ କରନ୍ତି। ମାଲକାନଗିରି/ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ୮୦ ପ୍ରତିଶତ ଲୋକେ ଆଦିବାସୀ ସଂପ୍ରଦାୟର। ଆଦିମ ଜନଜାତି ବଣ୍ଡା, ଦିଦାୟୀ, କୋୟା, କନ୍ଧ, ଦୁରୁଆ, ପରଜା, ଗାଦବା ଭଳି ବହୁ ଆଦିବାସୀ ସଂପ୍ରଦାୟର ଲୋକେ କାହିଁ କେଉଁ […]
ବିରାଜିବେ ମା’ ଗଜଲକ୍ଷ୍ମୀ
ମହାମାୟାଙ୍କୁ ମେଲାଣି ପରେ ଗଜଲକ୍ଷ୍ମୀ ରୂପରେ ଧରାବତରଣ କରିବେ ମା’। ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ ମଧ୍ୟ ରାଜଧାନୀରେ ବି ମା’ଙ୍କୁ ସ୍ବାଗତ କରିବା ପାଇଁ ଆଡ଼ମ୍ବରପୂର୍ଣ୍ଣ ପୂଜା ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ମହାମାୟାଙ୍କୁ ମେଲାଣି ପରେ ଗଜଲକ୍ଷ୍ମୀ ରୂପରେ ଧରାବତରଣ କରିବେ ମା’। ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ ମଧ୍ୟ ରାଜଧାନୀରେ ବି ମା’ଙ୍କୁ ସ୍ବାଗତ କରିବା ପାଇଁ […]
ପିପିଲି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ: ମୁଖ୍ୟମନ୍ତ୍ରୀ
ପିପିଲି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ଡେଲାଙ୍ଗ ପିପିଲି ଅଞ୍ଚଳ ହେଉଛି ଐତିହ୍ୟ ସଂପନ୍ନ ସ୍ଥଳ। ବିଶ୍ଵ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ଏଠାରେ ହୋଇଛି। ଏଠିକାର ବୀର ନାଗା ନାଚ ଅତ୍ୟନ୍ତ ଚିତ୍ତାକର୍ଷକ। ଏଠାରେ ମଧ୍ୟ ଅନେକ କାଳରୁ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର, ବଳଙ୍ଗା ଓ ଓଡ଼ିଶାର ସବୁଠାରୁ ବଡ଼ ଗାଁ ଘୋରଡିଆର ଦୟଣାଚୋରି ମେଳଣ ଅନୁଷ୍ଠିତ ହୋଇଆସୁଅଛି। ତେଣୁ ଏପରି ଐତିହ୍ୟ […]
ଶ୍ରୀମନ୍ଦିରରେ ଓମ୍ଫେଡ୍ ଘିଅ ବ୍ୟବହାର ନେଇ ନିଷ୍ପତ୍ତି
ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ ପୁରୀ/ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ କେବଳ ଓମ୍ଫେଡ୍ ଘିଅର ବ୍ୟବହାର ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏନେଇ ମୁଖ୍ୟ ପ୍ରଶାସକ ଚିଠି ଖେଲିଥିବା ସୂଚନା ମିଳିଛି। ଆବଶ୍ୟକତା ଦୃଷ୍ଟିରୁ ସ୍ବତନ୍ତ୍ର ଡିପୋ ବ୍ୟବସ୍ଥା ପାଇଁ ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକଙ୍କୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମ୍ଫେଡ୍ ଘିଅ ବ୍ୟବହାର କରାଯିବ। ଘିଅ ଦାମ ହ୍ରାସ ପାଇଁ ନିଯୋଗ ଅନୁରୋଧ କରିଥିବା […]
ଦାଇତ୍ତ୍ୱକୁ ସଫଳ ରୂପେ ସଂପାଦନ କଲେ ଆମ ରାଜ୍ୟ ବିକଶିତ ସୁନିଶ୍ଚିନ୍ତ: ଭର୍ତ୍ତୃହରି ମହତାବ
ଦେଶ ପାଇଁ ଆହୁରି ଅନେକ କାର୍ଯ୍ୟ କରିବାର ଅଛି । ଦାଇତ୍ତ୍ୱକୁ ସଫଳ ରୂପେ ସଂପାଦନ କଲେ ଆମ ରାଜ୍ୟ ବିକଶିତ ସୁନିଶ୍ଚିନ୍ତ । ରାଜ୍ୟ ବାସି ପାଇଁ ଆର୍ଥିକ ମେରୁଦଣ୍ଡ ସମ୍ବଳ ହେବ ବୋଲି କହିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ।
ପୂଜାମଣ୍ଡପରେ ମହାଅଷ୍ଟମୀ: ଶ୍ରଦ୍ଧାଳୁଙ୍କ ଭିଡ଼
ଆଜି ଶକ୍ତିପୀଠରେ ମହାନବମୀ, ହେଲେ ପୂଜାମଣ୍ଡପରେ ମହାଅଷ୍ଟମୀ। ଏଥିଲାଗି ଆଜି ସକାଳୁ ପୂଜାମଣ୍ଡପରେ ବ୍ରତଧାରୀଙ୍କ ଭିଡ଼ ପରିଲକ୍ଷିତ ହେଉଛି। ସେମାନେ ବ୍ରତ ପୂଜା କରିବା ସହ ମାଙ୍କୁ ଶାଢ଼ୀ ଅର୍ପଣ କରୁଛନ୍ତି। କଟକ,୧୧-୧୦-୨୦୨୪ ( ପିପିଏସ) : ଆଜି ଶକ୍ତିପୀଠରେ ମହାନବମୀ, ହେଲେ ପୂଜାମଣ୍ଡପରେ ମହାଅଷ୍ଟମୀ। ଏଥିଲାଗି ଆଜି ସକାଳୁ ପୂଜାମଣ୍ଡପରେ ବ୍ରତଧାରୀଙ୍କ ଭିଡ଼ ପରିଲକ୍ଷିତ ହେଉଛି। ସେମାନେ ବ୍ରତ ପୂଜା କରିବା ସହ ମାଙ୍କୁ ଶାଢ଼ୀ ଅର୍ପଣ କରୁଛନ୍ତି।କଟକ ଓ ରାଜଧାନୀ ସମେତ ବିଭିନ୍ନ ମଣ୍ଡପରେ […]
