1 min read

ନୂଆ ବିବାଦ ଛିଡ଼ାକଲା ଇସ୍କନ୍‌

ସ୍ନାନଯାତ୍ରା ବାତିଲ, ରଥଯାତ୍ରା ପାଇଁ ପ୍ରସ୍ତୁତି! ଅଦିନିଆ ରଥଯାତ୍ରାକୁ ସବୁ ମହଲରୁ ଦୃଢ଼ ବିରୋଧ କରାଯିବା ପରେ ନଭେମ୍ବର ୩ରେ ଆମେରିକାର ହଷ୍ଟନ୍‌ଠାରେ ଆୟୋଜିତ ହେବାକୁ ଥିବା ସ୍ନାନଯାତ୍ରାକୁ ଇସ୍କନ୍‌ ବାଦ୍‌ ଦେଇଛି। ଏମିତିକି ନିଜ ସାମାଜିକ ଗଣମାଧ୍ୟମରେ ସ୍ନାନଯାତ୍ରା ସମ୍ପର୍କିତ ସୂଚନାକୁ ଇସ୍କନ୍‌ ହଷ୍ଟନ୍‌ ଶାଖା ହଟାଇ ଦେଇଛି। ପୁରୀ/ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) : ଅଦିନିଆ ରଥଯାତ୍ରାକୁ ସବୁ ମହଲରୁ ଦୃଢ଼ ବିରୋଧ କରାଯିବା ପରେ ନଭେମ୍ବର ୩ରେ ଆମେରିକାର ହଷ୍ଟନ୍‌ଠାରେ ଆୟୋଜିତ ହେବାକୁ ଥିବା ସ୍ନାନଯାତ୍ରାକୁ ଇସ୍କନ୍‌ […]

1 min read

ପୁଣି ମହଙ୍ଗା ମାଡ଼: ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଉପଭୋକ୍ତାଙ୍କ ଉପରେ ଗୋଟିଏ ପରେ‌ ଗୋଟିଏ ମହଙ୍ଗା ମାଡ଼ ଜାରି ରହିଛି। ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି। ଦୀପାବଳି ଉତ୍ସବରେ ବୁଡି ରହିଥିବା ଲୋକଙ୍କୁ ପୁଣି ଥରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେବାକୁ ପଡ଼ିବ।  ୧ ନଭେମ୍ବରଠାରୁ ନୂତନ ଦର ମଧ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ପେଟ୍ରୋଲ ଡିଜେଲ ମହଙ୍ଗା ହୋଇଛି। ପୋର୍ଟବ୍ଲେୟାର ଭଳି ସ୍ଥାନରେ, ଯେଉଁଠାରେ ଭାରତରେ ଶସ୍ତା ପେଟ୍ରୋଲ ଏବଂ ଡିଜେଲ […]

1 min read

ୟୁରୋପ ପାଇଁ ଇନ୍ଧନ ଯୋଗାଣରେ ଆଗୁଆ ଭାରତ

ଇନ୍ଧନ ଯୋଗାଣ ମାମଲାରେ ଭାରତ ୟୁରୋପର ଏକ ପ୍ରମୁଖ ଯୋଗାଣକାରୀ ପାଲଟିଛି। କରୋନା ମହାମାରୀ ସମୟରେ ୟୁରୋପର ତୈଳ ବିଶୋଧନାଗାର ବନ୍ଦ ହେବା ଏବଂ ପରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଭାରତକୁ ଇନ୍ଧନ ଯୋଗାଣ ପାଇଁ ଏକ ସୁଯୋଗ ଦେଇଥିଲା। ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଇନ୍ଧନ ଯୋଗାଣ ମାମଲାରେ ଭାରତ ୟୁରୋପର ଏକ ପ୍ରମୁଖ ଯୋଗାଣକାରୀ ପାଲଟିଛି। କରୋନା ମହାମାରୀ ସମୟରେ ୟୁରୋପର ତୈଳ ବିଶୋଧନାଗାର ବନ୍ଦ ହେବା ଏବଂ ପରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଭାରତକୁ ଇନ୍ଧନ […]

1 min read

ସୁପର ପୱାରଙ୍କ ବନ୍ଧୁତା

ଯୁଦ୍ଧ ନୁହେଁ, ଶାନ୍ତି ଆଲୋଚନା ଜରୁରୀ : ବ୍ରିକ୍ସ ପ୍ଲାଟଫର୍ମରୁ ଚୀନ୍ ସମେତ ସମଗ୍ର ବିଶ୍ୱକୁ ପରାମର୍ଶ ଦେଲେ ମୋଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସରେ ଆତଙ୍କବାଦକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିବାବେଳେ ବିସ୍ତାରବାଦ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ରୁଷିଆ ସହିତ ସେ ଚୀନ୍‌କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଶାନ୍ତି ଆଲୋଚନା ଜରୁରୀ କଜାନ: ରୁଷିଆର କଜାନ ସହରରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]

1 min read

ବିମାନ କମ୍ପାନି ପରେ ଏବେ ସିଆର୍‌ପିଏଫ୍‌ ସ୍କୁଲ୍‌ଗୁଡ଼ିକୁ ମିଳୁଛି ବୋମା ଧମକ

ଗତ କିଛି ଦିନ ମଧ୍ୟରେ ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ମିଳୁଥିବା କଥା ଆପଣ ଜାଣନ୍ତି। ନିକଟରେ ଦିଲ୍ଲୀର ଦୁଇଟି ଏବଂ ହାଇଦ୍ରାବାଦରେ ଗୋଟିଏ ସମେତ ଦେଶର ଅନେକ ସିଆର୍‌ପିଏଫ୍‌ ବିଦ୍ୟାଳୟକୁ ‌ବି ବୋମା ଧମକ ମିଳିଛି। ନୂଆଦିଲ୍ଲୀ/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ଗତ କିଛି ଦିନ ମଧ୍ୟରେ ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ମିଳୁଥିବା କଥା ଆପଣ ଜାଣନ୍ତି। ନିକଟରେ ଦିଲ୍ଲୀର ଦୁଇଟି ଏବଂ ହାଇଦ୍ରାବାଦରେ ଗୋଟିଏ ସମେତ ଦେଶର ଅନେକ ସିଆର୍‌ପିଏଫ୍‌ ବିଦ୍ୟାଳୟକୁ ‌ବି ବୋମା […]

1 min read

ମାଛଧରା ଡଙ୍ଗାରୁ ବିଦେଶୀ ସିଗାରେଟ୍ ମିଳିବା ଘଟଣାର ଖୋଳତାଡ଼

ପାରାଦୀପ ସମୁଦ୍ରପଥ ଦେଇ ବଢ଼ୁଛି ଚୋରା ନିଶା କାରବାର। ଗତକାଲି ମାଛଧରା ଡଙ୍ଗାରୁ ବିଦେଶୀ ସିଗାରେଟ୍ ମିଳିବା ପରେ ଏହି ସନ୍ଦେହ ବଢ଼ିବାରେ ଲାଗିଛି। କେତେକ ନିର୍ଦ୍ଦିଷ୍ଟ ଅଣ ପଞ୍ଜୀକୃତ ମାଛଧରା ଡଙ୍ଗାରେ ଏ ସବୁ କାରବାର ଚାଲିଥିବା କୁହାଯାଉଛି। ଜଗତସିଂହପୁର/ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ପାରାଦୀପ ସମୁଦ୍ରପଥ ଦେଇ ବଢ଼ୁଛି ଚୋରା ନିଶା କାରବାର। ଗତକାଲି ମାଛଧରା ଡଙ୍ଗାରୁ ବିଦେଶୀ ସିଗାରେଟ୍ ମିଳିବା ପରେ ଏହି ସନ୍ଦେହ ବଢ଼ିବାରେ ଲାଗିଛି। କେତେକ ନିର୍ଦ୍ଦିଷ୍ଟ ଅଣ ପଞ୍ଜୀକୃତ […]

1 min read

ତେଲ ୧୦୦ ଡଲାର ଛୁଇଁବ!

ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ମଧ୍ୟପ୍ରାଚ୍ୟରେ ଯୁଦ୍ଧଭଳି ସ୍ଥିତି ଉପୁଜିଛି। ଇରାନରେ ଏଥିପାଇଁ ତୈଳ ଉତ୍ପାଦନ ପ୍ରଭାବିତ ହେବା ସମ୍ଭାବନା ରହିଛି। ଯଦି ଏହା ହୁଏ ତା’ହେଲେ ଆଗାମୀ ଦିନରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବା ସମ୍ଭାବନା ରହିଛି ବୋଲି ଏକ ଆକଳନରେ କୁହାଯାଇଛି। ଗୋଲ୍‌ଡମ୍ୟାନ ସାଚ୍ସ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦ରୁ ୨୦ ଡଲାର ବୃଦ୍ଧି ଘଟିପାରେ।  ଯଦି ଦୈନିକ ୨ […]

1 min read

୩ ମାସରେ ଥରେ ବଦଳିବ ପେଟ୍ରୋଲ୍‌ ଦର!

ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ସରକାର ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ପ୍ରତି ୩ ମାସରେ ଥରେ ପେଟ୍ରୋଲ, ଡିଜେଲ ଦର ସମୀକ୍ଷା କରାଯିବ। ନୂଆଦିଲ୍ଲୀ/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ସରକାର ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ପ୍ରତି ୩ ମାସରେ ଥରେ ପେଟ୍ରୋଲ, ଡିଜେଲ ଦର ସମୀକ୍ଷା କରାଯିବ। ଯଦି ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଏ ତାହେଲେ ପେଟ୍ରୋଲ ଦର ଲିଟର […]

1 min read

ସ୍ପାମ୍‌ କଲ୍‌ ଓ ଏସ୍‌ଏମ୍‌ଏସ୍‌ ସମସ୍ୟାର ସମାଧାନ ଆଣୁଛି ଏୟାର୍‌ଟେଲ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଆଜିକାଲି ସ୍ପାମ୍‌ କଲ୍‌ ଓ ଏସ୍‌ଏମ୍‌ଏସ୍‌ର ସମସ୍ୟା ପ୍ରାୟ ସମସ୍ତେ ଅନୁଭବ କରୁଥିବେ। ଏହି ସମସ୍ୟାର ସାମ୍ନା କରୁଥିବା ଅନେକ ଲୋକ ଏନେଇ ଅଭିଯୋଗ କରୁଛନ୍ତି। ଏହି ଅସୁବିଧାକୁ ଦୂର କରିବା ପାଇଁ ଏୟାର୍‌ଟେଲ୍‌ ଏକ ଖାସ୍‌ ଉପାୟ ଚିନ୍ତା କରିଛି। କମ୍ପାନି ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ପାୱାର୍ଡ ସ୍ପାମ୍‌ ଡି‌ଟେକ୍ସନ ସଲ୍ୟୁସନ୍‌ ରିଲିଜ୍‌ କରିଛି।  ଏହି ସେବା ଏଆଇର ସହଯୋଗରେ ଗ୍ରାହକଙ୍କୁ ସମ୍ଭାବିତ ସ୍ପାମ୍‌ କଲ୍‌ ଏବଂ ଏସ୍‌ଏମ୍‌ଏସ୍‌କୁ ବଞ୍ଚାଇବ। କମ୍ପାନିର କହିବା […]

1 min read

ଅନୁରା ଦିସାନାୟକେ ହେବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି !

କଲମ୍ବୋ/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନରେ ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି)ର ଅନୁରା କୁମାର ଦିସାନାୟକେ ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଛନ୍ତି। ଭୋଟ ଗଣତି ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଦିସାନାୟକଙ୍କୁ ୫୨% ଭୋଟ୍ ମିଳିଥିବା ବେଳେ ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ବିରୋଧୀ ଦଳ ନେତା ସଜିତ ପ୍ରେମଦାସାଙ୍କୁ ୨୩% ଭୋଟ୍ ମିଳିଛି। ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ (୭୫) ମାତ୍ର ୧୬% ଭୋଟ ପାଇଛନ୍ତି ।  ଏଣୁ ଅନୁରା ହିଁ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି […]