1 min read

ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପିଏମ୍ ମୋଦୀ

ୱେଲିଙ୍ଗଟନ୍,୧୦୲୭ (ଉଦୟ) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସଫଳ ତିନି ଦେଶୀୟ ବିଦେଶ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଶୁକ୍ରବାର ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ୱେଲିଙ୍ଗଟନ୍ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେଠାକାର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଭବ୍ୟ ଓ ଉଷ୍ମ ସ୍ୱାଗତ ଜଣାଇଛନ୍ତି। ଏହି ଦୁଇ ଦିନିଆ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେବ ବୋଲି ଆଶା କରାଯାଉଛି। ବାଣିଜ୍ୟିକ ସମ୍ପର୍କ ଓ ପ୍ରବାସୀଙ୍କ ଉପରେ ରହିବ ନଜର […]

1 min read

ମେଲବୋର୍ଣ୍ଣରେ ମୋଦୀଙ୍କ ନିବେଶ ଆହ୍ୱାନ

୨୦୪୭ ସୁଦ୍ଧା ୧୦୦ ଗିଗାୱାଟ ପରମାଣୁ ଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି କରିବା ଭାରତର ଲକ୍ଷ୍ୟ…. ମେଲବୋର୍ଣ୍ଣ, ୯୲୭(ଉଦୟ): ତିନି ଦେଶ ଗସ୍ତର ଅଂଶ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ପହଞ୍ଚି ସେଠାରେ ଆୟୋଜିତ ଭାରତ–ଅଷ୍ଟ୍ରେଲିଆ ସିଇଓ ଫୋରମରେ ଯୋଗ ଦେଇ ଉଭୟ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ଅର୍ଥନୀତି ବିଶ୍ୱ ନିବେଶକଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି […]

1 min read

ଦ୍ୱିତୀୟ ଦିନରେ ବି ଆମେରିକା–ଇରାନ ମଧ୍ୟରେ ପ୍ରତିଆକ୍ରମଣ ଜାରି

ୱାଶିଂଟନ/ତେହେରାନ, ୯୲୭(ବ୍ୟୁରୋ): ଆମେରିକା ଓ ଇରାନ ମଧ୍ୟରେ ସାମରିକ ସଂଘର୍ଷ ଆହୁରି ତୀବ୍ର ରୂପ ନେଇଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ଆମେରିକା ଇରାନର ପ୍ରାୟ ୯୦ଟି ସ୍ଥାନକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବା ଦାବି କରିଛି। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ “ଜୋରଦାର ଜବାବ” ଦିଆଯିବ ବୋଲି କହିଥିଲେ। ଆମେରିକୀୟ ଆକ୍ରମଣ ପରେ ଖାଡ଼ି ଅଞ୍ଚଳର ଅନେକ ଦେଶରେ ସୁରକ୍ଷା ଚିନ୍ତା ବଢ଼ିଯାଇଛି। ବାହାରିନର ରାଜଧାନୀ ମାନାମାରେ ବିସ୍ଫୋରଣ […]

1 min read

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ପ୍ରଶଂସା କଲେ ଇଣ୍ଡୋନେସିଆର ରାଷ୍ଟ୍ରପତି

ଜାକାର୍ତ୍ତା,୭I୭(ଉଦୟ): ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଦୀର୍ଘଦିନର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ଜାକର୍ତ୍ତାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବେ ସ୍ୱାଗତ ଜଣାଇଥିଲେ। ଉଭୟ ନେତାଙ୍କ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇ ଦେଶର ଭବିଷ୍ୟତ ସହଯୋଗକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ବିଶେଷକରି ବାଣିଜ୍ୟ, ବିନିଯୋଗ, ପ୍ରତିରକ୍ଷା, ସାମୁଦ୍ରିକ […]

1 min read

କେବଳ ଆମେରିକା ନୁହେଁ, ଭାରତ ବି ଆମ ବନ୍ଧୁ : ନେତନ୍ୟାହୁ

ଆମେରିକା ଏକମାତ୍ର ବନ୍ଧୁ ନୁହେଁ, ଭାରତ ମଧ୍ୟ ଇସ୍ରାଏଲ୍‌ ସହ ଅଛି: ଜେଡି ଭାନ୍ସଙ୍କ ମନ୍ତବ୍ୟକୁ ନେତାନ୍ୟାହୁଙ୍କ ପ୍ରତିକ୍ରିୟା। ନୂଆଦିଲ୍ଲୀ,୬।୭: ଇସ୍ରାଏଲ୍‌ର ସବୁଠୁ ବଡ଼ ଏବଂ ଏକମାତ୍ର ଶକ୍ତିଶାଳୀ ବନ୍ଧୁ ହେଉଛି ଆମେରିକା ବୋଲି ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କରିଥିବା ମନ୍ତବ୍ୟ ଉପରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଆମେରିକା ସହିତ ଇସ୍ରାଏଲ୍‌ର ଅନ୍ୟ ଘନିଷ୍ଠ ବନ୍ଧୁମାନେ ମଧ୍ୟ ଅଛନ୍ତି, ଯାହା ମଧ୍ୟରେ ଭାରତର ସ୍ଥାନ ଗୁରୁତ୍ୱପୂର୍ଣ୍ଣ। ଏକ […]

1 min read

ଗାଜା ଉପରେ ଆକ୍ରମଣ ବନ୍ଦ କର, ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ |

ଆମେରିକା ମଦଦ ରେ ଇସ୍ରାଏଲ ର ଗାଜା ଉପରେ ବର୍ବର ଆକ୍ରମଣପ୍ରତିବାଦରେ ବିକ୍ଷୋଭକଟକ ତା ୮/୪- ଆମେରିକାର ସହାୟତାରେ ଯୁଦ୍ଧ ବିରତି ଚୁକ୍ତି ଉଲଂଘନ କରି ଗାଜା ଉପରେ ଉଗ୍ର ଇହୁଦି ବାଦି ଇସ୍ରାଏଲ ରବର୍ବରୋଚିତ ଆକ୍ରମଣର ଦେଶବ୍ୟାପୀ ପ୍ରତିବାଦ ପାଇଁ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟି ପକ୍ଷରୁ ଡ଼ାକରା ଦିଆଯାଇଛି।ଏହି ଡାକରା ଅନୁଯାୟୀ ଆଜି ଦଳର କଟକ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ କଚେରିଗଡା ଠାରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା।ବିକ୍ଷୋଭ […]

1 min read

ଭାରତୀୟ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ପମ୍ବନ : ପ୍ରଧାନମନ୍ତ୍ରୀ|

ଚେନ୍ନାଇ : ଭାରତୀୟ ରେଳ ଇତିହାସରେ ଯୋଡ଼ି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ । ତାଲିଲନାଡୁର ବହୁପ୍ରତୀକ୍ଷିତ ନୂତନ ପମ୍ବନ ବ୍ରିଜ ଉଦଘାଟିତ ହୋଇଛି । ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସି ବ୍ରିଜ୍ ପ୍ରାୟ ୫୩୫ କୋଟି ଟଙ୍କାରେ ନିର୍ମିତ ହୋଇଛି । ପବିତ୍ର ରାମନବମୀରେ ଦେଶବାସୀଙ୍କୁ ସାମୁଦ୍ରିକ ସେତୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ରାମେଶ୍ବରମରୁ ଭାରତର ମୁଖ୍ୟ ଭୂଖଣ୍ଡକୁ ଯୋଡୁଥିବା ଏହି ବ୍ରିଜର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୯ରେ ଏହାର ଶିଳାନ୍ୟାସ ହୋଇଥିଲା । ଏହା କେବଳ ଏକ ବ୍ରିଜ ନୁହେଁ ଭାରତୀୟ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ । ୧୯୧୪ରେ ତିଆରି ହୋଇଥିବା ବ୍ରିଜର ଜାଗା ନେଇଛି ନୂଆ ପମ୍ବନ ବ୍ରିଜ । ପୁରୁଣା ତୁଳନାରେ ଏହା ୩ ମିଟର ଅଧିକ ଲମ୍ବା । ୨.୦୮ କିମି ଦୀର୍ଘ ବ୍ରିଜ ଦ୍ୱାରା ରାମନାଥସ୍ବାମୀ ମନ୍ଦିରକୁ ବର୍ଷକୁ ଆସୁଥିବା ୨୫ ଲକ୍ଷ ତୀର୍ଥଯାତ୍ରୀ ଉପକୃତ ହେବେ । ୭୨.୫ ମିଟର ଲିପ୍ଟ ସ୍ପାନ୍ ଯାହାକି ୧୭ ମିଟର ଉଚ୍ଚ କ୍ଲିୟରାନ୍ସ ପ୍ରଦାନ କରିବ ଯାହା ଦ୍ବାରା ବଡ଼ ବୋଟ୍ ଚଳାଚଳ କରିବା ସହିତ ସାମୁଦ୍ରିକ ସଂଯୋଗୀକରଣରେ ଉନ୍ନତି ହେବ । ପୋଲ ଉପରେ ଟ୍ରେନ୍ ଗଡ଼ିବ ତଳେ ଜାହଜ ଚାଲିବ । ୨୨ ମିଟର ଉପରକୁ ଉଠି ପାରିବ ବ୍ରିଜ୍ । ୫ ମିନିଟରେ ଖୋଲିବ ୩ ମିନିଟରେ ବନ୍ଦ ହୋଇଯିବ ବ୍ରିଜ୍ । ସମୁଦ୍ରରେ ୬, ୭୯୦ ଫୁଟ୍ ଲମ୍ବା ବ୍ରିଜ ତଳେ ବଡ଼ ବଡ଼ ଜାହଜ ଯାଇପାରିବ । ପମ୍ବନ ପୋଲ୍ ସହିତ ୮୩୦୦ କୋଟିର ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।   ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ । ସେତୁର ଉଦଘାଟନ କରିବା ସହିତ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ” ଆଜି ରାମନବମୀ । ଭଗବାନ ରାମଙ୍କ ପ୍ରେରଣା ରାଷ୍ଟ୍ର ନିର୍ମାଣର ଆଧାର । ଆଜି ଅଯୋଧ୍ୟାରେ ସୂର୍ଯ୍ୟକିରଣ ରାମଲାଲାଙ୍କ ଭବ୍ୟ ତିଲକ କରିଛି । ତାମିଲନୁଡୁ ସାହିତ୍ୟରେ ଭଗବାନ ରାମଙ୍କ ବିଷୟରେ କୁହାଯାଇଛି । ରାମେଶ୍ବରମର ଏହି ପବିତ୍ର ମାଟିରୁ ସମସ୍ତ ଦେଶବାସୀଙ୍କୁ ରାମନବମୀର ଶୁଭାକାମନା ଦେଉଛି । ଏହା ଭାରତରତ୍ନ ଅବଦୁଲ କଲାମଙ୍କ ମାଟି । ଏହି ପମ୍ବନ ବ୍ରିଜ୍ ଏକ ବଡ଼ ଉଦାହରଣ । ୨୧ ଦଶନ୍ଧୀର ଇଞ୍ଜିନିୟରିଂର ଏହା ଏକ ବଡ଼ ଉଦାହାରଣ । ଏହି ବ୍ରିଜ ଯାତ୍ରାକୁ ସୁଗମ କରିବ । ଏହା ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ”

1 min read

କାହିଁକି ଟ୍ରେନ ଅପହରଣ କଲେ ବେଲୋଚ୍ ବିଦ୍ରୋହୀ ?

ପାକିସ୍ତାନରେ ବେଲୁଚିସ୍ତାନ ମୁକ୍ତି ବାହିନୀ ବା ବିଏଲଏ ପକ୍ଷରୁ ଏକ ଯାତ୍ରିବାହୀ ଟ୍ରେନ ଅପହରଣ ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାକୁ ନେଇ ସମଗ୍ର ପାକିସ୍ତାନରେ ଆତଙ୍କ ଖେଳିଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠେ କାହିଁକି ଟ୍ରେନ ଅପହରଣ କଲେ ବେଲୋଚ୍ ବିଦ୍ରୋହୀ ? କ୍ବେଟା /ନୂଆଦିଲ୍ଲୀ ୧୧-୦୩-୨୦୨୫(ପିପିଏସ ) : ପାକିସ୍ତାନରେ ବେଲୁଚିସ୍ତାନ ମୁକ୍ତି ବାହିନୀ ବା ବିଏଲଏ ପକ୍ଷରୁ ଏକ ଯାତ୍ରିବାହୀ ଟ୍ରେନ ଅପହରଣ ଘଟଣା ସମଗ୍ର […]

1 min read

ମୋଦୀଙ୍କୁ ମରିସସର ସର୍ବୋଚ୍ଚ ସମ୍ମାନ

ମରିସସ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଠାକାର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଆଣ୍ଡ କି ଅଫ ଇଣ୍ଡିଆନ ଓସେନ’ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ନୂଆଦିଲ୍ଲୀ/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ମରିସସ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଠାକାର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଆଣ୍ଡ କି ଅଫ ଇଣ୍ଡିଆନ ଓସେନ’ ପ୍ରଦାନ କରିବାକୁ […]

1 min read

ଇତିହାସ ରଚିଲା ଟିମ୍ ଇଣ୍ଡିଆ

୨୫ ବର୍ଷ ପରେ ୨୦୨୫ରେ ପ୍ରତିଶୋଧ ନେଲା ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରିଛି ଦୁବାଇ/ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ […]