1 min read

ବାଂଲାଦେଶରେ ହିନ୍ଦୁ ପରିବାର ହତ୍ୟା ମାମଲା; ପୋଷ୍ଟମୋର୍ଟମ୍‌ ରିପୋର୍ଟ ପରେ ପୁଲିସ ତଦନ୍ତ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ: ବାଂଲାଦେଶର ରଙ୍ଗପୁର ଅଞ୍ଚଳରେ ଜଣେ ହିନ୍ଦୁ ପରିବାରର ୪ ଜଣ ସଦସ୍ୟଙ୍କ ହତ୍ୟା ଘଟଣାକୁ ନେଇ ଏବେ ନୂଆ ପ୍ରଶ୍ନ ଉଠିଛି। ପୋଷ୍ଟମୋର୍ଟମ୍‌ ରିପୋର୍ଟରେ ମୃତ୍ୟୁ ସମୟ ସମ୍ପର୍କରେ ମିଳିଥିବା ତଥ୍ୟ ପୁଲିସର ପ୍ରାରମ୍ଭିକ ତଦନ୍ତ ତଥ୍ୟ ସହ ମେଳ ଖାଉନଥିବାରୁ ମାମଲା ଅଧିକ ଜଟିଳ ହୋଇଛି। ରଙ୍ଗପୁରର ମାଛୁଆପାରା ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ହିନ୍ଦୁ ଶିକ୍ଷକ ଗଣପତି ଚକ୍ରବର୍ତ୍ତୀ, ତାଙ୍କ ପତ୍ନୀ, ଝିଅ ଓ ପୁଅଙ୍କ ମୃତଦେହ ଅଗଷ୍ଟ ୨୨ ତାରିଖରେ ନିଜ ଘରୁ […]

1 min read

ସଙ୍କଟ ସମୟରେ ରୁଷିଆ ଭାରତର ସାଥୀ ହୋଇ ରହିବ: ପୁଟିନ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଥିଲେ। କ୍ରେମଲିନ ପକ୍ଷରୁ ଜାରି ବୟାନ ଅନୁସାରେ, ସାକ୍ଷାତ ସମୟରେ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ, ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ରୁଷିଆ ଗସ୍ତ ଭାରତ ଓ ରୁଷିଆ ମଧ୍ୟରେ ଦଶନ୍ଧି ଧରି ରହିଆସିଥିବା ଦୃଢ଼ ସମ୍ପର୍କର ସ୍ତରକୁ ପ୍ରତିଫଳିତ କରୁଛି। ଏହା […]

1 min read

ଜାପାନର ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା

ନୂଆଦିଲ୍ଲୀ/ଟୋକିଓ: ଜାପାନର ରାଜଧାନୀ ଟୋକିଓ ସମେତ ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ରବିବାର ସକାଳେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜାପାନ ପାଣିପାଗ ଏଜେନ୍ସି ପ୍ରାଥମିକ ଭାବେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରିଥିବା ବେଳେ ଆମେରିକାର ଭୂଗର୍ଭ ବିଜ୍ଞାନ ସର୍ଭେ (USGS) ଏହାକୁ ୫.୮ ବୋଲି ଆକଳନ କରିଛି। ଦକ୍ଷିଣ ଇବାରାକି ଅଞ୍ଚଳରେ ଭୂପୃଷ୍ଠରୁ ପ୍ରାୟ ୭୦ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିବା ଜଣାପଡ଼ିଛି। ଭୂକମ୍ପର ହଠାତ୍ ଝଟକାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ […]

1 min read

ପୋଲାଣ୍ଡ ସୀମାରେ ଖସିପଡ଼ିଲା କ୍ଷେପଣାସ୍ତ୍ର: ରୁଷିଆ ଆଡ଼କୁ ଇଙ୍ଗିତ କଲେ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ

ନୂଆଦିଲ୍ଲୀ, ୩୦୲୦୭: ପୋଲାଣ୍ଡ ସୀମା ଭିତରେ ଏକ କ୍ଷେପଣାସ୍ତ୍ର (ମିସାଇଲ୍) ଖସିପଡ଼ି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ସମଗ୍ର ୟୁରୋପରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରାରମ୍ଭିକ ତଥ୍ୟ ଆଧାରରେ ଏହି କ୍ଷେପଣାସ୍ତ୍ରଟି ରୁଷିଆ ପକ୍ଷରୁ ନିକ୍ଷେପ କରାଯାଇଥିବା ନେଇ ସମସ୍ତ ସଙ୍କେତ ଇଙ୍ଗିତ କରୁଥିବା ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ପ୍ରକାଶ କରିଛନ୍ତି। ୟୁକ୍ରେନ ସୀମାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ପୋଲାଣ୍ଡର ଲୁବ୍ଲିନ୍ ପ୍ରଦେଶସ୍ଥିତ ଟାର୍ନାୱା କୋଲୋନିଆ ଗ୍ରାମ ନିକଟସ୍ଥ […]

1 min read

ନେପାଳରେ ଭୟାବହ ସାମ୍ପ୍ରଦାୟିକ ହିଂସା: ଏକାଧିକ ସହରରେ କର୍ଫ୍ୟୁ, ଆକାଶମାର୍ଗରୁ ସେନାର ନଜର, ଭାରତ-ନେପାଳ ସୀମାରେ ହାଇଆଲର୍ଟ

କାଠମାଣ୍ଡୁ, ୩୦୲୦୭: ନେପାଳର ସୁନସରୀ ଜିଲ୍ଲାରୁ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ସଂଘର୍ଷ ଏବେ ଦେଶର ବିଭିନ୍ନ ପ୍ରମୁଖ ସହରକୁ ବ୍ୟାପିବାରେ ଲାଗିଛି। ଗତ ୪ ଦିନ ଧରି ଚାଲିଥିବା ଭଙ୍ଗାରୁଜା, ପୋଡ଼ାଜଳା ଏବଂ ପୁଲିସ ଉପରକୁ ପଥରମାଡ଼ ଯୋଗୁଁ ସମଗ୍ର ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ୬ରୁ ଅଧିକ ସହରରେ କର୍ଫ୍ୟୁ ବଳବତ୍ତର ରଖାଯାଇଥିବା ବେଳେ ଭାରତ-ନେପାଳ ସୀମାରେ ସୁରକ୍ଷା ବାହିନୀକୁ ହାଇଆଲର୍ଟରେ ରଖାଯାଇଛି। […]

1 min read

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ପ୍ରଶଂସା କଲେ ଇଣ୍ଡୋନେସିଆର ରାଷ୍ଟ୍ରପତି

ଜାକାର୍ତ୍ତା,୭I୭(ଉଦୟ): ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଦୀର୍ଘଦିନର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ଜାକର୍ତ୍ତାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବେ ସ୍ୱାଗତ ଜଣାଇଥିଲେ। ଉଭୟ ନେତାଙ୍କ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇ ଦେଶର ଭବିଷ୍ୟତ ସହଯୋଗକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ବିଶେଷକରି ବାଣିଜ୍ୟ, ବିନିଯୋଗ, ପ୍ରତିରକ୍ଷା, ସାମୁଦ୍ରିକ […]