ଓଡିଶା
ମହାପ୍ରଭୁଙ୍କ ଜମି ବେଆଇନ୍ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ, ଥାନାରେ ଏତଲା
ପୁରୀ/ଭୁବନେଶ୍ୱର ୧୬-୧୧-୨୦୨୪(ପିପିଏସ) : ବିଶ୍ବ ନିୟନ୍ତାଙ୍କୁ ମଧ୍ୟ ଆମ ସମାଜର କିଛି ଲୋକ ଖାତିର କରୁ ନାହାନ୍ତି। ଯାହାଙ୍କ ନିର୍ଦ୍ଦେଶରେ ଏହି ଦୁନିଆ ପରିଚାଳିତ ହେଉଛି, ସେହି କାଳିଆ ଠାକୁରଙ୍କ ସଂପତ୍ତି ଉପରେ ମଧ୍ୟ ଖଳ ଲୋକମାନେ ନଜର ପକାଉଛନ୍ତି। ଏଭଳି ଏକ ଅଭିଯୋଗ ଆସିଛି। ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ଏତଲା ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳୀସାହି ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ନାଁରେ ଥିବା ଜମିକୁ […]
ସେଣ୍ଟ ଜୋନ ଆମ୍ବୁଲାନ୍ସ ସେବା ଲୋଗୋ ଉନ୍ମୋଚନ
କଟକ,୧୬-୧୧-୨୦୨୪(ପିପିଏସ) : ସେଣ୍ଟ ଜୋନ ଆମ୍ବୁଲାନ୍ସ ର ଐତିହାସିକ ବାଲିଯାତ୍ରା ପାଇଁ ୩୨ ତମ ରାଜ୍ୟ ସ୍ତରୀୟ ସେବା କ୍ୟାମ୍ପର ଲୋଗୋ ସମ୍ମାନୀୟ ସାଂସଦ ରତ୍ନ ଶ୍ରୀଯୁକ୍ତ ଭର୍ତୁହରି ମହତାବଙ୍କ କର କମଳରେ ଉନ୍ମୋଚିତ ହୋଇଛି । ଜୀବନ ରକ୍ଷାକାରୀ ଆମୁଲାନ୍ସ ଓ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେଉଥିବା ଅନୁଷ୍ଠାନର ସର୍ବ ଭାରତୀୟ ସ୍ତରରେ ମହାମାନ୍ୟ ରାଷ୍ଟ୍ରପତି ଓ ଓଡ଼ିଶାରେ ମହାମାନ୍ୟ ରାଜ୍ୟପାଳ ଯଥାକ୍ରମେ ସଭାପତି ଅଟନ୍ତି। ଦୀର୍ଘ ୩୨ ବର୍ଷ ଧରି ନିରବଚ୍ଛିନ୍ନ ଭାବେ […]
ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି ଭାରତ: ଭର୍ତ୍ତୃହରି ମହତାବ
ଭାରତ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି। ଭାରତକୁ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଓ ବିଶ୍ୱର ପ୍ରମୁଖ ସମୃଦ୍ଧଶାଳୀ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ଭୁବନେଶ୍ୱର ୧୬-୧୧-୨୦୨୪(ପିପିଏସ) : ଭାରତ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି। ଭାରତକୁ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଓ ବିଶ୍ୱର ପ୍ରମୁଖ ସମୃଦ୍ଧଶାଳୀ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ […]
ରୁପା ଆଚ୍ଛାଦିତ ହେବ ପତିତପାବନଙ୍କ ମନ୍ଦିର ଓ ସିଂହଦ୍ବାର ଜମଶିଳା
ଶ୍ରୀମନ୍ଦିର ସିଂହଦ୍ବାର ଜମଶିଳା ଓ ପତିତପାବନଙ୍କ ମନ୍ଦିର ସଂପୂର୍ଣ୍ଣ ରୁପା ଆଚ୍ଛାଦିତ କରାଯିବ। ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ ହେବ। ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ଓ ପତିତପାବନଙ୍କ ମନ୍ଦିରର ଏହି ନୂଆରୂପ ଭକ୍ତମାନେ ଦେଖିପାରିବେ। ପୁରୀ,ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ଶ୍ରୀମନ୍ଦିର ସିଂହଦ୍ବାର ଜମଶିଳା(ଦ୍ବାର ବନ୍ଧ) ଓ ପତିତପାବନଙ୍କ ମନ୍ଦିର ସଂପୂର୍ଣ୍ଣ ରୁପା ଆଚ୍ଛାଦିତ କରାଯିବ। ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ ହେବ। ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ଓ ପତିତପାବନଙ୍କ […]
ନୀଳମାଧବ ବସ୍ତି ଉଚ୍ଛେଦ ଓ ଥଇଥାନ: ରାସ୍ତାରେ ବିଜେପି-ବିଜେଡି ମୁହାଁମୁହିଁ
ନୀଳମାଧବ ବସ୍ତି ଉଚ୍ଛେଦ ଓ ଥଇଥାନକୁ ନେଇ ଆଜି ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଏମ୍ସିର ୧୩ ନମ୍ବର ୱାର୍ଡ ଧୀନରେ ଆସୁଥିବା ଏହି ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାଲାଗି ଆବାସ ଯୋଜନାରେ ଚିହ୍ନଟ ହୋଇଥିବା ବସ୍ତିବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଟ୍ରାଞ୍ଜିଟ୍ ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ନୀଳମାଧବ ବସ୍ତି ଉଚ୍ଛେଦ ଓ ଥଇଥାନକୁ ନେଇ ଆଜି ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଏମ୍ସିର ୧୩ ନମ୍ବର ୱାର୍ଡ ଧୀନରେ ଆସୁଥିବା ଏହି […]
୬ ପେସାଦାର ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ
କଟକ,୧୪-୧୧-୨୦୨୪ (ପିପିଏସ ) : ଗତ ୧୫ ଦିନ ମଧ୍ୟରେ କଟକରେ ଘଟିଥିବା ତିନୋଟି ଛିନତାଇ ଲୁଟ୍ ଘଟଣାରେ କମିଶନରେଟ ପୋଲିସ ୬ ପେସାଦାର ଲୁଟେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏ ନେଇ କଟକ ଡିସିପି କହିଛନ୍ତି ଲୁଟେରା ମାନଙ୍କ ନାଁ’ ରେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଛି । ଗିରଫ ବେଳେ ସେମାନଙ୍କ ଠାରୁ ଅପରାଧରେ ବ୍ୟବହାର ହୋଇଥିବା ବନ୍ଧୁକ ଗୁଳି ବାଇକ୍ ମୋବାଇଲ କୁ ଜବତ କରିଛି […]
ଐତିହାସିକ ବାଲିଯାତ୍ରା କଟକ ଉତ୍ସବ-୨୦୨୪
ଚୂଡାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି, ସ୍ଥାନ ପାଇଛି ୨୫୦୦ରୁ ଅଧିକ ଷ୍ଟଲ୍ କଟକ, ୧୪-୧୧-୨୦୨୪ (ପିପିଏସ ) : ଐତିହାସିକ ବାଲିଯାତ୍ରା କଟକ ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୧୫ ତାରିଖ ସନ୍ଧ୍ୟା ୫ଘଟିକା ୩୦ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବାଲିଯାତ୍ରାର ଶୁଭ ଉଦଘାଟନ କରିବେ । ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଦତାତ୍ରୟ ଭାଉସାହେବ ଶିନ୍ଦେ ଆଜି […]
୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆର୍ଆଇ
ଭଦ୍ରକ/ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ଭଦ୍ରକ ଜିଲ୍ଲା ଗଦି ରାଜସ୍ୱ ସର୍କଲର ରାଜସ୍ୱ ଅଧିକାରୀ (ଆର୍ଆଇ) ଗୁରୁବାର ଦିନ ଓଡିଶା ଭିଜିଲାନ୍ସ ହାତରେ ପଡ଼ିଛନ୍ତି। ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଅଭିଯୁକ୍ତ ଆର୍ଆଇଙ୍କ ନାମ ଭାଗବତ ଖଟୁଆ ବୋଲି ଜଣାପଡିଛି।ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲାର ତିହିଡି ତହସିଲ ଅଧୀନରେ ଥିବା ରାଜସ୍ୱ ଇନ୍ସପେକ୍ଟର ଭାଗବତ ଖଟୁଆ, ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡିଶା ଭିଜିଲାନ୍ସ […]
ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିବାକୁ ଷଡ଼ଯନ୍ତ୍ର କରିଥିଲେ ପୂର୍ବ ସରକାର: ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ପୁଣି ପୂର୍ବର ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି। ୫-ଟି ସ୍କୁଲ୍ର ଦୂରାବସ୍ଥା ସହ ପ୍ରାଥମିକ ଶିକ୍ଷାର ମାନକୁ ନେଇ ପୂର୍ବ ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀ ବର୍ଷିଛନ୍ତି ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ପୁଣି ପୂର୍ବର ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି। ୫-ଟି ସ୍କୁଲ୍ର ଦୂରାବସ୍ଥା ସହ ପ୍ରାଥମିକ ଶିକ୍ଷାର ମାନକୁ ନେଇ ପୂର୍ବ […]
ସହିଦ ରଘୁ ସଦ୍ଦାର, ପ୍ରତୀକ୍ଷା ଓ ଦମନକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର
ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ବିଗତ ୩ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ଓ ନାଟ୍ୟକାର ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର (ଜୀବନବ୍ୟାପି ସାଧନା ପୁରସ୍କାର) ପାଇଁ ଅନନ୍ତ ମହାପାତ୍ରଙ୍କୁ ଚୟନ କରାଯାଇଛି। ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ବିଗତ ୩ ବର୍ଷ (୨୦୨୦, ୨୦୨୧ ଓ ୨୦୨୨) ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ […]
