1 min read

୨୦୦ ହାଲୁକା ୟୁଟିଲିଟି ହେଲିକପ୍ଟର କିଣିବ ସେନା

ନୂଆଦିଲ୍ଲୀ : ପୁରୁଣା ଚିତା ଓ ଚେତକ ହେଲିକପ୍ଟରକୁ ବଦଳାଇବା ପାଇଁ ପ୍ରତିରକ୍ଷା ବାହିନୀ ଚିନ୍ତା କରୁଥିବା ବେଳେ ଭାରତୀୟ ସେନା ଏବଂ ବାୟୁସେନା ରାଷ୍ଟ୍ରାୟତ୍ତ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ଦ୍ୱାରା ବିକଶିତ ହେଉଥିବା ପ୍ରାୟ ୨୦୦ଟି ସ୍ୱଦେଶୀ ହାଲୁକା ୟୁଟିଲିଟି ହେଲିକପ୍ଟର କିମିବା ପାଇଁ ଯୋଜନା କରୁଛି । ସେନା ଓ ବାୟୁସେନାର ମୋଟ୍ ପ୍ରାୟ ୪୦୦ଟି ହାଲୁକା ହେଲିକପ୍ଟରର ଆବଶ୍ୟକତା ରହିଛି । ଏଥିମଧ୍ୟରୁ ୨୦୦ଟି ଲାଇଟ୍ ମଲ୍ଟିରୋଲ୍ ହେଲିକପ୍ଟରକୁ ପ୍ରକିରକ୍ଷା ଅଧିକଗ୍ରହଣ ପରିଷଦ […]

1 min read

କେନ୍ଦ୍ର କ୍ୟାବିନେଟରେ ରହିବେ ହରଦୀପ ସିଂ

ନୂଆଦିଲ୍ଲୀ : ପୁଣି ହରଦୀପ ପୁରୀଙ୍କୁ ସୁଯୋଗ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପୁଣି ଥରେ ପ୍ରାର୍ଥୀ କରିଛି । ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଦଳ ପୁରୀଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ଏହା ତାଙ୍କ ପାଇଁ ମୋଦି କ୍ୟାବିନେଟରେ ରହିବା ପାଇଁ ବାଟ ଖୋଲିଛି । କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ପଦ ବଜାୟ ରଖିବା ସସପେନ୍ସ ଉପରୁ ପରଦା ହଟିଛି […]

1 min read

ପ୍ୟାରେ ମିଆଁଙ୍କୁ ଆଜୀବନ ଜେଲ୍ ସହ ୭୭.୬୪ ଲକ୍ଷ ଜରିମାନା

ଭୋପାଳ : ନାବାଳିକାଙ୍କୁ ଯୌନ ଶୋଷଣ ମାମଲାରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ଏକ ବଡ଼ ଏବଂ କଠୋର ରାଏ ଶୁଣାଇଛନ୍ତି । ଭୋପାଳର ଜଣେ ପୂର୍ବତନ ସମ୍ବାଦପତ୍ର ମାଲିକ ପ୍ୟାରେ ମିଆଁକୁ ୫ ଜଣ ନାବାଳିକାଙ୍କ ସହ ଜଡ଼ିତ ଅପରାଧରେ ୧୦ ଥର ଆଜୀବନ କାରାଦଣ୍ଡ ଏବଂ ୭୭ ଲକ୍ଷ ୬୪ ହଜାର ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ମାମଲାରେ ତାଙ୍କ ସହଯୋଗୀ ରାନିଆ ବି […]

1 min read

ବିଧାନ ପରିଷଦ ନିର୍ବାଚନ ଫଳାଫଳ: ୪ ରାଜ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ: ବିଧାନସଭା ପରିଷଦ ନିର୍ବାଚନରେ ବୁଧବାର ​​କଂଗ୍ରେସକୁ ବଡ଼ ଝଟକା ଲାଗିଛି, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ବିହାର ଓ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ଘୋଷିତ ଆସନରେ ବିଜୟ ହାସଲ କରିବାରେ ବିଫଳ ହୋଇଛି, ଯଦିଓ ଅନେକ ଆସନରେ ଗଣନା ଜାରି ରହିଛି। କର୍ଣ୍ଣାଟକରେ ବିଜେପି-ଜେଡି(ଏସ୍) ମେଣ୍ଟ ସମସ୍ତ ଚାରୋଟି ଆସନରେ ବିଜୟୀ ହୋଇଛି, ଯେଉଁଠାରେ ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ଶାସକ କଂଗ୍ରେସ ଗୋଟିଏ ଆସନ ମଧ୍ୟ ହରାଇଛି। ବିଜେପି ତିନୋଟି ନିର୍ବାଚନମଣ୍ଡଳୀ ବଜାୟ ରଖିଥିବାବେଳେ ଜେଡି(ଏସ୍) କଂଗ୍ରେସଠାରୁ ବେଙ୍ଗାଲୁରୁ ଶିକ୍ଷକ ଆସନ […]

1 min read

ଦୈନିକ ରାଶିଫଳ

ମେଷ: ଆଜି ନୂଆ ଦାୟିତ୍ୱ ମିଳିପାରେ। କାମରେ ତତ୍ପରତା ରଖନ୍ତୁ, କିନ୍ତୁ ତରବରିଆ ନିଷ୍ପତ୍ତି ଏଡ଼ାନ୍ତୁ। ପରିବାରରେ ଆଲୋଚନା କରି ଆଗକୁ ବଢ଼ିବା ଭଲ। ବୃଷ: ବ୍ୟବସାୟ କିମ୍ବା ଚାକିରିରେ ଅଟକିଥିବା କାମ ଆଗକୁ ବଢ଼ିପାରେ। ଆର୍ଥିକ କାରବାରରେ କାଗଜପତ୍ର ଭଲଭାବେ ଯାଞ୍ଚ କରନ୍ତୁ। ସମ୍ପର୍କରେ ଧୈର୍ଯ୍ୟ ରଖିବା ଲାଭଦାୟକ। ମିଥୁନ: ଯୋଗାଯୋଗ ଓ ଆଲୋଚନାରୁ ନୂଆ ସୁଯୋଗ ମିଳିପାରେ। ପଢ଼ାଶୁଣାରେ ମନୋଯୋଗ ବଢ଼ିବ। ଅନାବଶ୍ୟକ ଖର୍ଚ୍ଚ ଉପରେ ନଜର ରଖନ୍ତୁ। କର୍କଟ: ପରିବାର ଓ ଘରୋଇ […]

1 min read

ଭ୍ରାମକ ଭିଡିଓ ପ୍ରସାରଣ ନେଇ କଂଗ୍ରେସ କ୍ଷମା ମାଗିବାକୁ ଦାବି କଲା ବିଜେପି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଚୀନ୍‌ ଭାରତୀୟ ଅଞ୍ଚଳ ଦଖଲ କରିଥିବା ଏବଂ ଭାରତୀୟ ସେନାକୁ ଆବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରାଯାଇଥିବା ଦାବି କରି ସୋସିଆଲ୍‌ ମିଡିଆରେ ଭ୍ରମାତ୍ମକ ଭିଡିଓ ପ୍ରସାରଣକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ଭାରତୀୟ ସେନା ଏହି ଭିଡିଓଗୁଡ଼ିକର ସତ୍ୟତା ଯାଞ୍ଚ କରି ଗୋଟିଏ ଭିଡିଓକୁ ଭୁଲ୍‌ ତଥ୍ୟ ସହ ପ୍ରସାରିତ ଦୃଶ୍ୟ ଏବଂ ଅନ୍ୟଟିକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପ୍ରସ୍ତୁତ ନକଲି ଭିଡିଓ ବୋଲି ସ୍ପଷ୍ଟ କରିଛି। ଏହାପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ […]

1 min read

‘ମୁଁ କେବେ ଚାହୁଁ ନ’ଥିଲି କି ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ’:ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କ ପୁସ୍ତକ “ବିଲଙ୍ଗିଙ୍ଗ୍ – ଏ ଜର୍ନି ଅଫ୍ ଲଭ୍” ରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଗୁଡ଼ିକୁ ସେୟାର କରିଛନ୍ତି । ତାଙ୍କ ପୁସ୍ତକ ବିଷୟରେ କଥା ହେବା ସମୟରେ, ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଯେତେବେଳେ ରାଜୀବ ଗାନ୍ଧୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯାଉଥିଲା, ସେ ଏହାର ସମ୍ପୂର୍ଣ୍ଣ ବିରୋଧ କରିଥିଲେ । ସେ କେବେ ଚାହୁଁ ନଥିଲେ ଯେ ସେ […]

1 min read

ଋଷିଆ ଓ ୟୁକ୍ରେନ ମଧ୍ୟରେ ହୋଇଛି ଯୁଦ୍ଧବିରତି

ଓ୍ବାଶିଂଟନ : ମଙ୍ଗଳବାର ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ସ୍ଥାନୀୟ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଉଲ୍ଲେଖନୀୟ ଯେ, ଆମେରିକାର ପ୍ରଥମ ମହିଳା (ଫାଷ୍ଟ ଲେଡି) ମେଲାନିଆ ଟ୍ରମ୍ପ ଏହି ବିଷୟରେ ହସ୍ତକ୍ଷେପ କରିଥିଲେ, ଯାହା ଫଳରେ ଦକ୍ଷିଣ ୟୁକ୍ରେନର ଓଲେଶ୍କି ସହରରେ ଏକ ଅସ୍ଥାୟୀ ଯୁଦ୍ଧବିରତି ଲାଗୁ ହୋଇପାରିଛି। ଏହି ବୁଝାମଣା ଅନୁଯାୟୀ, ଉଭୟ ପକ୍ଷ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ସହମତ ହୋଇଛନ୍ତି, ଯାହା ଦ୍ୱାରା ମାନବୀୟ ସହାୟତା ପହଞ୍ଚାଇବା ଏବଂ ଯୁଦ୍ଧଗ୍ରସ୍ତ ସହରରେ […]

1 min read

ମହାରାଷ୍ଟ୍ରରେ ପୁଣି କୋଲ୍ଡ ୱାର୍‌!

ମୁମ୍ବାଇ : ମହାରାଷ୍ଟ୍ରରେ କ୍ଷମତାସୀନ ମହାୟୁତି ମେଣ୍ଟ ଏବେ ରାଜନୈତିକ ଭାବେ ମଜଭୁତ ସ୍ଥିତିରେ ଥିବା ଦେଖାଯାଉଛି। କିନ୍ତୁ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ବଢ଼ୁଥିବା ମତଭେଦ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ମରାଠା ସଂରକ୍ଷଣ ଆନ୍ଦୋଳନକୁ ନେଇ ବିବାଦୀୟ ଅଡିଓ କ୍ଲିପ, ଏକନାଥ ଶିନ୍ଦେଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବା ଦାବି, କୋଙ୍କଣ ଅଞ୍ଚଳରେ ସହଯୋଗୀ ଦଳର ନେତାଙ୍କ ମଧ୍ୟରେ ବିବାଦ ଏବଂ ଅର୍ଥ ବିଭାଗକୁ ନେଇ ଅଜିତ ପାୱାର ଗୋଷ୍ଠୀର ଚାପ ରାଜନୈତିକ […]

1 min read

ଇମ୍ରାନ ଖାନ୍‌ଙ୍କୁ ‘ଭାରତ ଛାଡ଼’ ନୋଟିସ୍‌ ଉପରେ ରୋକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ବମ୍ବେ ହାଇକୋର୍ଟ। ଇମ୍ରାନଙ୍କୁ ଜାରି ହୋଇଥିବା ‘ଭାରତ ଛାଡ଼’ ନୋଟିସ୍‌ ଉପରେ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରୋକ୍‌ ଲଗାଇଛନ୍ତି ଅଦାଲତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଧ୍ୟ ନଭେମ୍ବର ୨ରେ ହେବ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ବିକ୍ଷୋଭରେ ସାମିଲ ହେବା ପରେ ଇମ୍ରାନଙ୍କୁ ଏହି ନୋଟିସ୍‌ ମିଳିଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ଆୟୋଜିତ ବିକ୍ଷୋଭରେ ଇମ୍ରାନ ଖାନ୍‌ ସାମିଲ ହୋଇଥିଲେ। […]