1 min read

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ନୂଆଦିଲ୍ଲୀ: ଏସଆଇରକୁ ନେଇ ବିରୋଧିଙ୍କ ଚାଲିଛି ଆନ୍ଦୋଳନ। ଏହାକୁ ନେଇ ଇଣ୍ଡି ମେଣ୍ଟ ସହ ଅନ୍ୟ ଦଳ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛି। ଏହାକୁ ନେଇ ନିକଟରେ ରାହୁଲ ଗାନ୍ଧୀ ଏବଂ ବିରୋଧି ଦଳ ନେତାମାନେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାର କରିଥିଲେ। ଏବେ ଏହାକୁ ନେଇ ରାହୁଲ ଗାନ୍ଧୀଙ୍କୁ କଡା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପ୍ରଧାନ ବିଚାରପତି ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ଏଭଳି ନୁହେଁ ସେ ବାସ୍ତବିକତା କ’ଣ ତାହା […]

1 min read

ଇମ୍ରାନ ଖାନଙ୍କୁ ଦେଶ ଛାଡିବାକୁ ନୋଟିସ୍

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୁମ୍ବାଇରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ବିରୋଧ ପ୍ରଦର୍ଶନରେ ସେ ସାମିଲ ହୋଇଥିବା ନେଇ ଖବର ପ୍ରକାଶ ପାଇଛି । ଏହା ପରେ ତାଙ୍କ ନାଗରିକତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ୍‌ଙ୍କ ଜନ୍ମଗତ ଆମେରିକୀୟ ନାଗରିକତା ରହିଛି । ବିରୋଧ ପ୍ରଦର୍ଶନରେ […]

1 min read

ଧର୍ମ ପରିବର୍ତ୍ତନ କଲେ ମିଳିବନି ସଂରକ୍ଷଣ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଧର୍ମ ପରିବର୍ତ୍ତନ ପରେ ସଂରକ୍ଷଣ ଏବଂ ପଛୁଆ ବର୍ଗର ମାନ୍ୟତା ହାସଲ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ସେହି ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି, ଯେଉଁଥିରେ ତାମିଲନାଡୁ ସରକାରଙ୍କ ସେହି ଆଦେଶକୁ ଅସାମ୍ବିଧାନିକ ଘୋଷଣା କରାଯାଇଥିଲା ଯାହା ଅଧୀନରେ ହିନ୍ଦୁ ଧର୍ମରୁ ଇସଲାମ ଧର୍ମ ଗ୍ରହଣ କରିଥିବା ପଛୁଆ ବର୍ଗ, ଅତି ପଛୁଆ ବର୍ଗ, ବିମୁକ୍ତ ସମୁଦାୟ ଏବଂ ଅନୁସୂଚିତ ଜାତିର ଲୋକଙ୍କୁ ‘ପଛୁଆ ବର୍ଗ ମୁସଲିମ୍’ ଭାବେ ସ୍ୱୀକୃତି […]

1 min read

ବିଜେପୁରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଡାକ୍ତର ଓ କର୍ମଚାରୀ ଅଭାବ

ବିଜେପୁର: ବିଜେପୁର ନିର୍ବାଚନମଣ୍ଡଳୀରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରିନାହିଁ। ନିର୍ବାଚନ ସମୟରେ ଅଞ୍ଚଳର ବିକାଶ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ। ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଅଭାବ ସହ ଭିତ୍ତିଭୂମି ସମସ୍ୟା ଯୋଗୁଁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରେ ଅସୁବିଧା ଭୋଗୁଛନ୍ତି। ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ପଦ ଖାଲି ପଡ଼ିଥିବା ବେଳେ ଅନେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଡାକ୍ତର ନାହାନ୍ତି। […]

1 min read

ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ, ୮ ବର୍ଷ ପରେ କ୍ୟାମ୍ପସରେ ଭୋଟ୍‌

ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଆସନ୍ତାକାଲି (ଗୁରୁବାର) ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିର୍ବାଚନୀ ଉତ୍ସାହ ବୃଦ୍ଧି ପାଇଛି। ପ୍ରାର୍ଥୀମାନେ ନିଜ ସପକ୍ଷରେ ମତଦାନ ପାଇଁ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଥିବା ବେଳେ କ୍ୟାମ୍ପସରେ ଛାତ୍ର ସମସ୍ୟା, ଭିତ୍ତିଭୂମିର ବିକାଶ, ସୁରକ୍ଷା ଓ ଛାତ୍ର କଲ୍ୟାଣ ଭଳି ପ୍ରସଙ୍ଗ ଗୁରୁତ୍ୱ ପାଇଛି। ୨୦୧୭ରେ ଶେଷ ଥର ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। […]

1 min read

୨୦୨୯ ଲୋକସଭା ନିର୍ବାଚନରେ  ବିଜେପି ବିଜୟୀ ହେବ : ଶାହ

ନୂଆଦିଲ୍ଲୀ:ଗୁଜରାଟରେ ସ୍ଥାନୀୟ ନିର୍ବାଚନରେ ବିଜେପିର ବିଜୟ ପରେ ଏବେ ରାଜନୈତିକ ଲଢ଼େଇ ତୀବ୍ର ହୋଇଛି। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନୀ ଫଳାଫଳକୁ ନେଇ ସିଧାସଳଖ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଗୁଜରାଟରେ କ୍ରମାଗତ ନିର୍ବାଚନୀ ପରାଜୟ ପାଇଁ କଂଗ୍ରେସ କ’ଣ ଏବେ ଏସ୍‌ଆଇଆର୍‌କୁ ମଧ୍ୟ ଦାୟୀ କରିବ ବୋଲି ଶାହ ପ୍ରଶ୍ନ କରିଛନ୍ତି।ଗୁଜରାଟଠାରୁ ଆରମ୍ଭ କରି ରାଜସ୍ଥାନ ଓ ତ୍ରିପୁରା ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନର ଫଳାଫଳ ଉଦାହରଣ ଦେଇ ସେ କଂଗ୍ରେସକୁ ଆତ୍ମସମୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଜନସାଧାରଣ ବାରମ୍ବାର ବିଜେପି ଓ ଏନ୍‌ଡିଏ ଉପରେ ଭରସା ପ୍ରକଟ କରିଥିବା ସେ ଦାବି କରିଛନ୍ତି। ୨୦୨୯ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ବିଜୟୀ ହେବ ବୋଲି ଶାହ ଆଶା ପ୍ରକାଶ କରିଛନ୍ତି। ଅର୍ଥାତ୍ ସ୍ଥାନୀୟ ନିର୍ବାଚନର ଫଳାଫଳ ପରେ ରାଜନୈତିକ ଲଢ଼େଇ ଏବେ ଏସ୍‌ଆଇଆର୍‌, ଅନୁପ୍ରବେଶ ଏବଂ ବିରୋଧୀ ଦଳର ରଣନୀତି ପର୍ଯ୍ୟନ୍ତ ପହଞ୍ଚିଛି।ଗୁଜରାଟର ନିର୍ବାଚନୀ ଫଳାଫଳକୁ ନେଇ ଅମିତ ଶାହ କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ୧୯୮୫ ପରଠାରୁ କଂଗ୍ରେସ ଗୁଜରାଟରେ ବିଜୟ ହାସଲ କରିପାରିନାହିଁ ଏବଂ ୪୧ ବର୍ଷ ପରେ ମଧ୍ୟ ଦଳର ସ୍ଥିତିରେ ପରିବର୍ତ୍ତନ ହୋଇନାହିଁ। ଏହି ପରାଜୟ ପାଇଁ ମଧ୍ୟ କ’ଣ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ଗଭୀର ଭୋଟର ତାଲିକା ସଂଶୋଧନ ବା ଏସ୍‌ଆଇଆର୍କୁ ଦାୟୀ କରିବେ ବୋଲି ଶାହ ପ୍ରଶ୍ନ ଉଠାଇଛନ୍ତି।ଗାନ୍ଧୀନଗର ମହାନଗର ନିଗମରେ ବିଜେପି ୪୪ଟି ଆସନରୁ ୩୮ଟିରେ ବିଜୟ ହାସଲ କରିଛି। କଂଗ୍ରେସକୁ ୫ଟି ଆସନ ମିଳିଥିବା ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଆମ୍ ଆଦମୀ ପାର୍ଟି ଏଠାରେ ଖାତା ଖୋଲିପାରିନାହିଁ।ଅମିତଶାହଙ୍କ ଦାବି ଅନୁଯାୟୀ, ଗାନ୍ଧୀନଗରରେ ବିଜେପିର ଭୋଟ୍ ପ୍ରତିଶତ ୧୦ ପ୍ରତିଶତ ବୃଦ୍ଧି ପାଇଛି। ଆପ୍୩୨ଟି ଆସନରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ସମସ୍ତ ଆସନରେ ଦଳର ପ୍ରାର୍ଥୀମାନେ ଅମାନତ ହରାଇ ହୋଇଛନ୍ତି। ଏହି ଫଳାଫଳ ବିରୋଧୀ ଦଳଗୁଡ଼ିକୁ ନିଜ ନିର୍ବାଚନୀ ରଣନୀତି ଉପରେ ପୁନର୍ବିଚାର

1 min read

ପୋପ୍‌ଙ୍କୁ କ୍ୟାନସର୍‌

ନୂଆଦିଲ୍ଲୀ/ଭାଟିକାନ ସିଟି : କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ପୋପ ଲିଓ ଚତୁର୍ଦ୍ଦଶଙ୍କ ଫୁସ୍‌ଫୁସ୍‌ରେ କ୍ୟାନ୍‌ସର୍‌ରୋଗ ଚିହ୍ନଟ ହୋଇଛି। ରୋମ୍‌ର ଜେମେଲି ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ବେଳେଡାକ୍ତରମାନେ ତାଙ୍କ ଡାହାଣ ଫୁସ୍‌ଫୁସର ତଳ ଭାଗକୁ ବାହାର କରିଛନ୍ତି। ଭାଟିକାନ ପକ୍ଷରୁ ଜାରି ମେଡିକାଲବୁଲେଟିନ ଅନୁଯାୟୀ, ପରୀକ୍ଷାରୁ ତାଙ୍କଠାରେ ଲଙ୍ଗ ଆଡେନୋକାର୍ସିନୋମା ରୋଗ ନିଶ୍ଚିତ ହୋଇଛି।ଅସ୍ତ୍ରୋପଚାର ପୂର୍ବରୁ କରାଯାଇଥିବା ଯାଞ୍ଚରେ ମଧ୍ୟ ଏହି ରୋଗର ଆଶଙ୍କା ପ୍ରକାଶ ପାଇଥିଲା। ପ୍ରାୟ୯୦ ମିନିଟ ଧରି ଚାଲିଥିବା ଅସ୍ତ୍ରୋପଚାର ସଫଳ ହୋଇଥିବାବେଳେ […]

1 min read

ଦୀପାବଳି ପୂର୍ବରୁ ଚାଷୀଙ୍କୁ ମିଳିବ ୫୦୦୦ ଟଙ୍କା

ମୁମ୍ବାଇ : ମହାରାଷ୍ଟ୍ରରେ ମରୁଡ଼ି ପରିସ୍ଥିତି ମଧ୍ୟରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀଦେବେନ୍ଦ୍ର ଫଡନବିସ୍‌ ସରକାର। ଦୀପାବଳି ପୂର୍ବରୁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଅଗ୍ରିମ ରାଶିପଠାଯିବ। ଏହାଦ୍ୱାରା ପର୍ବ ପୂର୍ବରୁ ଆର୍ଥିକ ସଙ୍କଟରେ ଥିବା ଚାଷୀଙ୍କୁ ଆଶ୍ୱସ୍ତି ମିଳିବା ଆଶାକରାଯାଉଛି। ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଆଉ ୪୦ଟି ତାଲୁକାକୁ ମରୁଡ଼ିଗ୍ରସ୍ତ ଘୋଷଣା କରାଯାଇଛି। ଏହିପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଆଜି ସହ୍ୟାଦ୍ରି ଗେଷ୍ଟ ହାଉସରେକ୍ୟାବିନେଟ ବୈଠକ ଡାକିଥିଲେ। […]

1 min read

ରେଳ କର୍ମଚାରୀ ପାଇବେ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ପାର୍ବଣ ଋତୁ ପୂର୍ବରୁ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ (ପିଏଲବି)ମଞ୍ଜୁର କରିଛି। ଦେଶର ୧୧,୪୦,୭୭୦ ରେଳ କର୍ମଚାରୀଙ୍କୁ ମୋଟ୍‌ ୨୦୦୯.୬୧ କୋଟି ଟଙ୍କାର ପିଏଲବିପ୍ରଦାନ କରାଯିବ। ଏହି ଘୋଷଣା ସହିତ କ୍ୟାବିନେଟ୍‌ ସମସ୍ତ ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁପ୍ରଶଂସା କରିଛି। ପ୍ରତିବର୍ଷ ଦୁର୍ଗା ପୂଜା/ଦଶହରା ଛୁଟି ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ପିଏଲବିପ୍ରଦାନ କରାଯାଏ। ଚଳିତ ବର୍ଷ ମଧ୍ୟ ପ୍ରାୟ ୧୧.୪୯ ଲକ୍ଷ […]