Indian Market
ବିଶ୍ୱ ନଡ଼ିଆ ଉତ୍ପାଦନରେ ଭାରତ ନମ୍ବର-୧, ତାମିଲନାଡୁ ଆଗରେ
ନୂଆଦିଲ୍ଲୀ: ବିଶ୍ୱ ନଡ଼ିଆ ଉତ୍ପାଦନରେ ଭାରତ ଶୀର୍ଷ ସ୍ଥାନରେ ରହିଛି। ବିଶ୍ୱ ଉତ୍ପାଦନରେ ଭାରତର ଅଂଶ ୩୧.୨୪ ପ୍ରତିଶତ ଥିବା ବେଳେ, ନଡ଼ିଆ ଚାଷ ହେଉଥିବା ଅଞ୍ଚଳ ଦୃଷ୍ଟିରୁ ଭାରତ ୧୭.୯୦ ପ୍ରତିଶତ ଅଂଶୀଦାରିତା ସହ ତୃତୀୟ ସ୍ଥାନରେ ରହିଛି। ମଙ୍ଗଳବାର ଜାରି ହୋଇଥିବା ଏକ ସରକାରୀ ଫ୍ୟାକ୍ଟସିଟ୍ରେ ଏହି ସୂଚନା ଦିଆଯାଇଛି। ୨୦୨୪-୨୫ରେ ଭାରତ ୨.୧୯ ନିୟୁତ ହେକ୍ଟର ଜମିରୁ ୨୦,୩୦୧ ନିୟୁତରୁ ଅଧିକ ନଡ଼ିଆ ଉତ୍ପାଦନ କରିଛି। ଏହି ସମୟରେ ହାରାହାରି ଉତ୍ପାଦକତା ହେକ୍ଟର […]
୨୦୩୬ ସୁଦ୍ଧା ୨୦ ଟ୍ରିଲିଅନ ଡଲାର ଅର୍ଥନୀତି ହେବ ଭାରତ!
ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିକୁ ନେଇ ଆସିଛି ବଡ଼ ଆକଳନ। ୨୦୩୬ ସୁଦ୍ଧା ଭାରତ ୨୦ ଟ୍ରିଲିଅନ ଡଲାରର ଅର୍ଥନୀତିରେ ପରିଣତ ହୋଇପାରେ ବୋଲି ବ୍ରୋକରେଜ୍ ସଂସ୍ଥା ଇକ୍ବିରସ୍ ଏକ ରିପୋର୍ଟରେ ଆକଳନ କରିଛି। ତେବେ ଏହି ଲକ୍ଷ୍ୟ ପୂରଣ ପାଇଁ ଦେଶକୁ ଦ୍ରୁତ ଆର୍ଥିକ ବୃଦ୍ଧି ସହ ବ୍ୟାପକ ସଂସ୍କାର ଆଣିବାକୁ ପଡ଼ିବ। ରିପୋର୍ଟ ଅନୁସାରେ, ୨୦ ଟ୍ରିଲିଅନ ଡଲାର ଅର୍ଥନୀତି ହେବାକୁ ଭାରତୀୟ ଅର୍ଥନୀତିକୁ ଏବେର ସ୍ତରଠାରୁ ପ୍ରାୟ ୫.୫ ଗୁଣ ବଢ଼ିବା ଆବଶ୍ୟକ। ଏଥିପାଇଁ […]
