1 min read

କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।

 ପୁରୀ ଜିଲ୍ଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ନିମାପଡା ନିକଟସ୍ଥ ଦିଘାଳ ଠାରେ ଥିବା ବିଦ୍ୟୁତ ବଣ୍ଟନ କାରି କମ୍ପାନୀ ଟିପିକଲ ଡିଭିଜନ କାର୍ଯ୍ୟାଳୟ ଆଗରେ ୧୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀପତ୍ର ଟିପିକଲ ନିମାପଡା ଡିଭିଜନ ପରିଚାଳକ ବିଶ୍ୱଜିତ ବେହେରା ଙ୍କୁ ପ୍ରଦାନ କରା ଯାଇ ଥିଲା। କମ୍ୟୁନିଷ୍ଟ ପାର୍ଟି ର ଶତାଧିକ କର୍ମୀ ଏହି ଶୋଭାଯାତ୍ରା ରେ ଯାଇ ସ୍ମାର୍ଟ ମିଟର […]

1 min read

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଆସନ୍ତା ୨୨ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ। ସେ ପ୍ରଥମେ ସମ୍ବଲପୁର ଆସିବେ ଏବଂ ତାପରେ ଭୁବନେଶ୍ବରରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ। ଭୁବନେଶ୍ୱର ୧୬-୦୩-୨୦୨୫(ପିପିଏସ ) : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଆସନ୍ତା ୨୨ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ। ସେ ପ୍ରଥମେ ସମ୍ବଲପୁର ଆସିବେ ଏବଂ […]

1 min read

ତାତିରେ ସିଝିଲା ଓଡ଼ିଶା: ବୌଦ୍ଧରେ ସର୍ବାଧିକ ୪୩.୬

ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ରବିବାର ରାଜ୍ୟର ସାତଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ବୌଦ୍ଧ ସହର ୪୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଛି ଭୁବନେଶ୍ୱର ୧୬-୦୩-୨୦୨୫(ପିପିଏସ ) : ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ରବିବାର ରାଜ୍ୟର ସାତଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ବୌଦ୍ଧ ସହର ୪୩.୬ ଡିଗ୍ରୀ ସେଲସିୟସ […]

1 min read

ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

‘ଶ୍ରୀରାଧା’ର ସ୍ରଷ୍ଟା ତଥା ପ୍ରଖ୍ୟାତ ସାହିତ୍ୟିକ ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ୧୬-୦୩-୨୦୨୫(ପିପିଏସ ) : ‘ଶ୍ରୀରାଧା’ର ସ୍ରଷ୍ଟା ତଥା ପ୍ରଖ୍ୟାତ ସାହିତ୍ୟିକ ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପଦ୍ମ ଭୂଷଣ ପୁରସ୍କାରପ୍ରାପ୍ତ ପୂର୍ବତନ […]

1 min read

ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ରମାକାନ୍ତ ରଥଙ୍କ  ଅନ୍ତିମସଂସ୍କାର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ଶେଷକୃତ୍ୟ

ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ପୁରୀ ସ୍ବର୍ଗଦ୍ବାରରେ ହେବ ସାହିତ୍ୟିକ ରମାକାନ୍ତ ରଥଙ୍କ ଅନ୍ତିମସଂସ୍କାର। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱର ୧୬-୦୩-୨୦୨୫(ପିପିଏସ ) : ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ପୁରୀ ସ୍ବର୍ଗଦ୍ବାରରେ ହେବ ସାହିତ୍ୟିକ ରମାକାନ୍ତ ରଥଙ୍କ ଅନ୍ତିମସଂସ୍କାର। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ତେଣେ ପରିବାର ପକ୍ଷରୁ କୁହାଯାଉଛି ଯେ […]

1 min read

‘ଶ୍ରୀରାଧା’ର ସ୍ରଷ୍ଟା ରମାକାନ୍ତ ରଥ ଆଉ ନାହାନ୍ତି

‘ଶ୍ରୀରାଧା’ର ସ୍ରଷ୍ଟା ତଥା ଓଡ଼ିଶାର ଖ୍ୟାତନାମା କବି ରମାକାନ୍ତ ରଥ ଆଉ ନାହାନ୍ତି। ୯୦ ବର୍ଷ ବୟସରେ ଭୁବନେଶ୍ବରଠାରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି। ଭୁବନେଶ୍ୱର ୧୬-୦୩-୨୦୨୫(ପିପିଏସ ) : ‘ଶ୍ରୀରାଧା’ର ସ୍ରଷ୍ଟା ତଥା ଓଡ଼ିଶାର ଖ୍ୟାତନାମା କବି ରମାକାନ୍ତ ରଥ ଆଉ ନାହାନ୍ତି। ୯୦ ବର୍ଷ ବୟସରେ ଭୁବନେଶ୍ବରଠାରେ ତାଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କର ପୁଅ ସିଙ୍ଗାପୁରରୁ ଆସିବା […]

1 min read

ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର

୧୬୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ ଜଣାଯିବା ପରେ ତାଙ୍କୁ ଗିରଫ କରାଯାଇଛି। ଭୁବନେଶ୍ବର/କେନ୍ଦୁଝର/ଗୁଆଲି/ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) : ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ […]

1 min read

ବନ୍ଧା ହେଲେ ବାପା ଓ ଜେଜେମା

ଦ୍ୱିତୀୟ ବିବାହକୁ ବାରଣ କରିବାରୁ ଦୁଇ ନାବାଳକ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କଲା ପିଶାଚ ବାପା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ ବାପାର ଦ୍ୱିତୀୟ ବିବାହକୁ ବାରଣ କରିବାରୁ ନିଜର ଦୁଇ ନାବାଳକ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିଛି ପିଶାଚ ବାପା। ଆଉ ଏଥିରେ ଅଭିଯୁକ୍ତ ପ୍ରକାଶ ମହାନ୍ତିକୁ ସାହାଯ୍ୟ କରିଥିଲେ ନାବାଳକ ପୁଅଙ୍କ ଜେଜେମା ସୌରୀ ମହାନ୍ତି। ନୟାଗଡ଼/ଭାପୁର/ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) :  ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ […]

1 min read

ଗଠନ ହେବ ଅପେରା ସେନ୍ସର ବୋର୍ଡ

ଅପେରା ଶୋ’ରେ ଅଶ୍ଳୀଳତା ରୋକିବା ପାଇଁ ବିଧାନସଭା ସ୍ଥାୟୀ କମିଟି ଓଡ଼ିଶାରେ ଏକ ଅପେରା ସେନ୍ସର ବୋର୍ଡ ଗଠନ କରିବାକୁ ସୁପାରିଶ କରିଛି। ବୋର୍ଡ ନିଶ୍ଚିତ କରିବ ଯେ, ଅପେରା ପ୍ରଦର୍ଶନଗୁଡ଼ିକ ନିର୍ଦ୍ଦେଶାବଳୀ ଏବଂ ନିୟମାବଳୀ ପାଳନ କରିବ ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) : ଅପେରା ସୋ’ରେ ଅଶ୍ଳୀଳତା ରୋକିବା ପାଇଁ ବିଧାନସଭା ସ୍ଥାୟୀ କମିଟି ଓଡ଼ିଶାରେ ଏକ ଅପେରା ସେନ୍ସର ବୋର୍ଡ ଗଠନ କରିବାକୁ ସୁପାରିଶ କରିଛି। ବୋର୍ଡ ନିଶ୍ଚିତ କରିବ ଯେ, ଅପେରା […]