ଘଟଣା-ଦୁର୍ଘଟଣା
ବିଜ୍ଞାନଶିକ୍ଷକଙ୍କୁ ଫେରାଇ ଆଣିବା ଦାବିରେ ଛାତ୍ରିଛାତ୍ରଙ୍କ ଧାରଣା ୨ ଦିନ ବିତିଲା
ସ୍କୁଲ ଅଫିସରେ ତାଲା। ମଧ୍ୟାହ୍ନ ଭୋଜନ ବନ୍ଦ। ଜଏନ ନକରି ପାରି ଫେରିଲେ ଶିକ୍ଷୟତ୍ରୀ। ରଘୁନାଥପୁର/ଜଗତସିଂହପୁର ୦୪-୧୨-୨୦୨୪(ପିପିଏସ ) : ରଘୁନାଥପୁର ବ୍ଲକ ତଅଁରା ପଞ୍ଚାୟତ ରାମଚନ୍ଦ୍ରପୁର ସ୍ଥିତ ଚର୍ଚ୍ଚିକାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଦଳି କରାଯାଇଥିବା ବିଜ୍ଞାନ ଶିକ୍ଷକଙ୍କୁ ଫେରାଇ ଆଣିବା ଦାବିରେ ଛାତ୍ରିଛାତ୍ର ଓ ଅଭିଭାବକଙ୍କ ଧାରଣା ଦୁଇଦିନ ବିତିଲା।ତେବେ କୌଣସି ଅଧିକାରୀ ଧାରଣା ସ୍ଥଳରେ ପହଞ୍ଚି ନଥିଲେ।ଫଳରେ ଅଭିଭାବକଙ୍କ ମଧ୍ୟରେ ଅସୋନ୍ତୋଷ ତିବ୍ର ହେବାସହ ଛାତ୍ରିଛାତ୍ରମାନେ ସ୍କୁଲ ଅଫିସରେ ତାଲା ପକାଇ ସମ୍ମୁଖରେ […]
ଘୁଷୁରିକୁ ଜିଅନ୍ତା ଖାଇବା ଘଟଣା: ଜଣେ ଗିରଫ
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ର ରାଳବ ଗାଁରେ ନାଟକ ମଞ୍ଚ ଉପରେ ଘୁଷୁରିକୁ ଜିଅନ୍ତା ଖାଇବା ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଖଲ୍ଲିକୋଟ ଅଞ୍ଚଳ ବିମ୍ବାଧର ଗୌଡ଼କୁ ଗିରଫ କରାଯାଇଛି। ନାଟକ ପାଇଁ ବିମ୍ବାଧର ଘୁଷୁରି ଯୋଗାଇଥିବା ଅଭିଯୋଗ ହୋଇଥିଲା ଗଞ୍ଜାମ/ଭୁବନେଶ୍ୱର ୦୨-୧୨-୨୦୨୪(ପିପିଏସ) : ହିଞ୍ଜିଳିକାଟୁ ବ୍ଲକ୍ର ରାଳବ ଗାଁରେ ନାଟକ ମଞ୍ଚ ଉପରେ ଘୁଷୁରିକୁ ଜିଅନ୍ତା ଖାଇବା ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଖଲ୍ଲିକୋଟ ଅଞ୍ଚଳ ବିମ୍ବାଧର ଗୌଡ଼କୁ ଗିରଫ […]
ଚଢ଼ାଦରରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ: ରେଟ ଚାର୍ଟ ମାରିବାକୁ ତାଗିଦ୍
ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଚଢ଼ାଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗ ଆଧାରରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। କଟକ ଛତ୍ରବଜାରର ବିଭିନ୍ନ ଦୋକାନ ଓ ଗୋଦାମରେ ଚଢ଼ଉ କରାଯାଇଛି। ସେହିପରି ଭୁବନେଶ୍ୱର ୪ ନମ୍ବର ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି ଭୁବନେଶ୍ୱର ୦୨-୧୨-୨୦୨୪(ପିପିଏସ) : ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଚଢ଼ାଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗ ଆଧାରରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଟ୍ୱିନ୍ ସିଟି […]
ଧମକପୂର୍ଣ୍ଣ ଇ-ମେଲ ମାମଲା: ଗୁଗୁଲକୁ ଚିଠି ଲେଖିଲେ କ୍ରାଇମବ୍ରାଞ୍ଚ ଏସଟିଏଫ୍
ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ ଘଟଣାରେ ଗୁଗୁଲକୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚିଠି ଲେଖିଛନ୍ତି। କେଉଁ ଆଇପି ଆଡ୍ରେସରୁ ପନ୍ନୁର ଇ-ମେଲରୁ ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ଭୁବନେଶ୍ୱର ୦୨-୧୨-୨୦୨୪(ପିପିଏସ) : ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ ଘଟଣାରେ ଗୁଗୁଲକୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚିଠି ଲେଖିଛନ୍ତି। କେଉଁ ଆଇପି ଆଡ୍ରେସରୁ ପନ୍ନୁର ଇ-ମେଲରୁ ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। […]
ଏସ୍ସିବିରେ ସଫଳ ଅସ୍ତ୍ରୋପଚାର ୧୨ଘଣ୍ଟା ପରେ ମୁଣ୍ଡରୁ ବାହାରିଲା କୁରାଢ଼ି
କନ୍ଧମାଳରୁ କଟକ ବଡ଼ଡାକ୍ତରଖାନା। ୧୨ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବିବେକ କହଁର। ଏସ୍ସିବି ଟ୍ରମା ୟୁନିଟ୍ରେ ୪ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ତାଙ୍କ ମୁଣ୍ଡରୁ କୁରାଢ଼ିକୁ ବାହାର କରାଯାଇଛି। କଟକ୦୧-୧୨-୨୦୨୪ (ପିପିଏସ ) : କନ୍ଧମାଳରୁ କଟକ ବଡ଼ଡାକ୍ତରଖାନା। ୧୨ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବିବେକ କହଁର। ଏସ୍ସିବି ଟ୍ରମା ୟୁନିଟ୍ରେ ୪ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ତାଙ୍କ ମୁଣ୍ଡରୁ କୁରାଢ଼ିକୁ ବାହାର କରାଯାଇଛି। କିନ୍ତୁ ବିବେକଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଗତକାଲି […]
ବିଧବାଙ୍କୁ ଠକିଲେ ବ୍ୟାଙ୍କ ଅଧିକାରୀ: ଲୁଟିନେଲେ ୨ କୋଟି ୩୦ ଲକ୍ଷ
କଟକ ବାଦାମବାଡ଼ିରେ ଜଣେ ବିଧବା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨ କୋଟି ୩୦ ଲକ୍ଷ ଟଙ୍କା ହଡ଼ପ ହୋଇଛି। ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ମହିଳାଙ୍କ ଦସ୍ତଖତ ନେଇ ତାଙ୍କ ଆକାଉଣ୍ଟରୁ ଏହି ଟଙ୍କା ହଡ଼ପ କରିଛନ୍ତି। କଟକ,୦୧-୧୨-୨୦୨୪ (ପିପିଏସ ) : କଟକ ବାଦାମବାଡ଼ିରେ ଜଣେ ବିଧବା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨ କୋଟି ୩୦ ଲକ୍ଷ ଟଙ୍କା ହଡ଼ପ ହୋଇଛି। ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ମହିଳାଙ୍କ ଦସ୍ତଖତ ନେଇ ତାଙ୍କ ଆକାଉଣ୍ଟରୁ ଏହି ଟଙ୍କା ହଡ଼ପ […]
ପନ୍ନୁ ଡର… ରାତି ସାରା ଧରପଗଡ଼
ଡିଜିପି ସମ୍ମିଳନୀ ସମୟରେ ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକକୁ ଆଖିଆଗରେ ରଖି ଆଜି ସହରରେ ରାତିଅଧିଆ ଯାଞ୍ଚକୁ ଅତି କଡ଼ାକଡ଼ି କରାଯାଇଛି। ରାଜଧାନୀର ୨୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନରେ କଡ଼ା ଚେକିଂ ହେଉଛି। ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଡିଜିପି ସମ୍ମିଳନୀ ସମୟରେ ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକକୁ ଆଖିଆଗରେ ରଖି ଆଜି ସହରରେ ରାତିଅଧିଆ ଯାଞ୍ଚକୁ ଅତି କଡ଼ାକଡ଼ି କରାଯାଇଛି। ରାଜଧାନୀର ୨୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନରେ କଡ଼ା […]
ଆଶାକର୍ମୀଙ୍କୁ ବୀଭତ୍ସ ହତ୍ୟା
ନିଖୋଜ ଥିଲେ ଆଶାକର୍ମୀ, ପୋଖରୀରୁ ଉଦ୍ଧାର ହେଲା କ୍ଷତବିକ୍ଷତ ମୃତଦେହ ସୁନ୍ଦରଗଡ଼/ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଭସ୍ମା ଥାନା ଅଧୀନ କୁଡ଼ାବଗା ପତ୍ରାପାଲି ଗାଁରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ନିଖୋଜ ଥିବା ଆଶାକର୍ମୀ ସୁଭାଷିନୀ ନାଏକଙ୍କର ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ଆଜି ଅପରାହ୍ଣ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ଜମିବାଡ଼ିକୁ କେନ୍ଦ୍ର କରି ପାରିବାରିକ ଶତ୍ରୁତା ଯୋଗୁଁ ଆଶାକର୍ମୀଙ୍କୁ ହତ୍ୟା କରାଯାଇ […]
ଘରକୁ ପହଞ୍ଚିବା ପୂର୍ବରୁ ସ୍ବାମୀଙ୍କ ଠାରୁ ସ୍ତ୍ରୀଙ୍କୁ ଛଡ଼ାଇ ନେଲା ଯମ
ସୁନ୍ଦରଗଡ଼ ଟାଉନ୍ ଥାନା ଅଧୀନ ୧୦ ନମ୍ବର ଜାତୀୟ ରାଜପଥର ପଣ୍ଡରିଢ଼ିପା ଛକ ନିକଟରେ ଆଜି ଅପରାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼/ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଆଉ ଅଳ୍ପ ସମୟ ପରେ ସ୍ବାମୀ-ସ୍ତ୍ରୀ ଘରେ ପହଞ୍ଚି ଥାନ୍ତେ। ପରିବାର ଲୋକଙ୍କ ସହ ହସଖୁସି ବାଣ୍ଟିଥାନ୍ତେ। ଏଥି ପାଇଁ ଗାଁ ନିକଟ ଛକରେ ଅଟୋରୁ ଓହ୍ଲାଇ ଘରକୁ ଯିବା ପାଇଁ ବାହାରିଥିଲେ। ଏତିକି ବେଳେ ସ୍ବାମୀ-ସ୍ତ୍ରୀଙ୍କ […]
ହାତୀ ଆକ୍ରମଣରେ ଆହତ ୩ ବନ କର୍ମଚାରୀଙ୍କ ମଧ୍ୟରୁ ୨ ଜଣ ଗୁରୁତର
ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ଏଥି ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ସତ୍ତ୍ବେ ଜଙ୍ଗଲର କଳେବର ବଢୁନାହିଁ କି ବନ୍ୟଜନ୍ତୁମାନେ ସୁରକ୍ଷିତ ନାହାନ୍ତି। କଣ୍ଟାବାଞ୍ଜି/ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ଏଥି ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ସତ୍ତ୍ବେ ଜଙ୍ଗଲର […]