ଜାତୀୟ
ଭୁବନେଶ୍ୱରରେ ଜାତୀୟ ମହିଳା କମିସନଙ୍କ ଜନଶୁଣାଣି
ଜାତୀୟ ମହିଳା କମିସନ (ଏନସିଡବ୍ଲୁ) ମଙ୍ଗଳବାର ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କାର୍ଯ୍ୟାଳୟରେ “ମହିଳା ଜନ ସୁନୱାଇ” ନାମକ ଏକ ଜନଶୁଣାଣି କରିବାକୁ ଯାଉଛନ୍ତି. ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ଜାତୀୟ ମହିଳା କମିସନ(ଏନସିଡବ୍ଲୁ) ମଙ୍ଗଳବାର ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କାର୍ଯ୍ୟାଳୟରେ “ମହିଳା ଜନ ସୁନୱାଇ” ନାମକ ଏକ ଜନଶୁଣାଣି କରିବାକୁ ଯାଉଛନ୍ତି।ଏନସିଡିବ୍ଲୁ ଅଧ୍ୟକ୍ଷା ବିଜୟା କିଶୋର ରାହତକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପଡ଼ି ରହିଥିବା ଅଭିଯୋଗଗୁଡ଼ିକର ସମାଧାନ କରିବା ଏବଂ […]
ଧଉଳି-କଳିଙ୍ଗ ମହୋତ୍ସବ ଉଦ୍ଯାପିତ
ରୋମାଞ୍ଚ ଭରିଲା ଶୁମ୍ଭ-ନିଶୁମ୍ଭ ବଧ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ମିଳିତ ଆନୁକୂଲ୍ୟରେ ଶାନ୍ତିସ୍ତୂପ ପାଦଦେଶରେ ୩ଦିନ ଧରି ଚାଲିଥିବା ୨୧ତମ ଧଉଳି-କଳିଙ୍ଗ ମହୋତ୍ସବ ଆଜି ଉଦ୍ଯାପିତ ହୋଇଛି। ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ମିଳିତ ଆନୁକୂଲ୍ୟରେ ଶାନ୍ତିସ୍ତୂପ ପାଦଦେଶରେ ୩ଦିନ ଧରି ଚାଲିଥିବା ୨୧ତମ ଧଉଳି-କଳିଙ୍ଗ ମହୋତ୍ସବ […]
ପ୍ରେମକୁ ଅକ୍ଷୁଣ୍ଣ ରଖିବ ଟେଡି
ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’ ପ୍ରେମୀଯୁଗଳଙ୍କ ମଧ୍ୟରେ ଖୁବ ଲୋକପ୍ରିୟ। ଚକଲେଟ ଡେ’ର ଜୀବନରେ ମଧୁରତା ଭରିଥିବା ବେଳେ ଟେଡି ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଟେଡି ଦିଆନିଆ ହେବେ। ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’ ପ୍ରେମୀଯୁଗଳଙ୍କ ମଧ୍ୟରେ ଖୁବ ଲୋକପ୍ରିୟ। ଚକଲେଟ ଡେ’ର ଜୀବନରେ ମଧୁରତା ଭରିଥିବା ବେଳେ ଟେଡି ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଟେଡି ଦିଆନିଆ ହେବେ। କଥାରେ ଅଛି ଟେଡି ଯେତେ ଦିନ […]
କନ୍ଧମାଳ ଜିଲ୍ଲାରେ ରୋଜଗାର ଶୂନ: ଯୁବପିଢ଼ି ଦାଦନ ମୁଁହା
କନ୍ଧମାଳରେ ବିକାଶର ନଗ୍ନ ଚିତ୍ର ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି। ଜିଲ୍ଲାରେ ସରକାରଙ୍କ ମନରେଗା ଯୋଜନା ଫେଲ୍ ହୋଇଛି। ଦାଦନ ପାଇଁ ପୋଷ୍ଟର ଗାଁ ଗାଁରେ ଲାଗିଛି। ଦାଦନ ଶ୍ରମିକଙ୍କୁ ନେଇ ପ୍ରତ୍ୟକ ସପ୍ତାହରେ ବସ୍ କେରଳ ଯାଉଛି ଘୁ.ଉଦୟଗିରି/ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : କନ୍ଧମାଳରେ ବିକାଶର ନଗ୍ନ ଚିତ୍ର ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି। ଜିଲ୍ଲାରେ ସରକାରଙ୍କ ମନରେଗା ଯୋଜନା ଫେଲ୍ ହୋଇଛି। ଦାଦନ ପାଇଁ ପୋଷ୍ଟର ଗାଁ ଗାଁରେ ଲାଗିଛି। ଦାଦନ […]
ଭୁବନେଶ୍ୱର ଛାଡିଲେ ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଖେଳାଳି
ଫେବ୍ରୁଆରି ୧୨ରେ ଅହମ୍ମଦାବାଦରେ ଶେଷ ମ୍ୟାଚ୍ ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଖେଳାଳିମାନେ ଭୁବନେଶ୍ୱର ଛାଡିଛନ୍ତି। ଫେବ୍ରୁଆରି ୧୨ରେ ଅହମ୍ମଦାବାଦରେ ସେମାନେ ତୃତୀୟ ଏକଦିବସୀୟ ମ୍ୟାଚ୍ ଖେଳିବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ତୃତୀୟ ତଥା ଶେଷ ଏକଦିବସୀୟ ମ୍ୟାଚ୍ ଖେଳିବା ପାଇଁ ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଖେଳାଳିମାନେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଛାଡିଛନ୍ତି। ଗତକାଲି ସନ୍ଧ୍ୟାରେ କଟକର ବାରବାଟୀ ଷ୍ଟାଡିୟମରେ ଏକ ମହା ବିଜୟ ପରେ, ଟିମ୍ […]
ପାର୍କିଂରେ ଲୁଟ୍: ହଟାଇଦେଲେ ବିଏମ୍ସି ସୂଚନା ଫଳକ, ଠିକାଦାର ପାଖରେ ବନ୍ଧା ପଡ଼ିଛନ୍ତି ଅଧିକାରୀ
ଖଣ୍ଡଗିରିରେ ପାର୍କିଂ ଲୁଟ୍ରେ ରୋକ୍ ଲଗାଇପାରୁନି ବିଏମ୍ସି। ଦାୟିତ୍ବରେ ଥିବା ଅଧିକାରୀମାନେ ଠିକାଦାର ପାଖରେ ବନ୍ଧା ପଡ଼ି ଯାଇଛନ୍ତି ଯେମିତି! ବୁଧବାର ‘ସମ୍ବାଦ’ରେ ପାର୍କିଂରେ ଲୁଟ୍ ନେଇ ଖବର ପ୍ରକାଶ ପରେ ବିଏମ୍ସି ତତ୍ପରତା ପ୍ରକାଶ କରିଥିଲା। ଭୁବବେଶ୍ୱର ୦୯-୦୨-୨୦୨୫(ପିପିଏସ) : ଖଣ୍ଡଗିରିରେ ପାର୍କିଂ ଲୁଟ୍ରେ ରୋକ୍ ଲଗାଇପାରୁନି ବିଏମ୍ସି। ଦାୟିତ୍ବରେ ଥିବା ଅଧିକାରୀମାନେ ଠିକାଦାର ପାଖରେ ବନ୍ଧା ପଡ଼ି ଯାଇଛନ୍ତି ଯେମିତି! ବୁଧବାର ‘ସମ୍ବାଦ’ରେ ପାର୍କିଂରେ ଲୁଟ୍ ନେଇ ଖବର ପ୍ରକାଶ ପରେ ବିଏମ୍ସି ତତ୍ପରତା […]
ଏଏସ୍ଆଇ ନିୟମକୁ ବେଖାତିର
ଗୁମ୍ଫା ଭିତରେ ଶୌଚ, ରାତ୍ରିଯାପନ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପକ୍ଷରୁ ଦେଶର ସ୍ମାରକୀଗୁଡ଼ିକର ସଂରକ୍ଷଣ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଐତିହ୍ୟସ୍ଥଳରେ ରହିବା ବାରଣ କରାଯାଇଛି। ଏହି ନିୟମ ଅନୁଯାୟୀ, କାହାରିକୁ ଐତିହ୍ୟସ୍ଥଳ ପରିସରରେ ରାତ୍ରିଯାପନ ଅନୁମତି ନାହିଁ। ଭୁବବେଶ୍ୱର ୦୯-୦୨-୨୦୨୫(ପିପିଏସ) : ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପକ୍ଷରୁ ଦେଶର ସ୍ମାରକୀଗୁଡ଼ିକର ସଂରକ୍ଷଣ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଐତିହ୍ୟସ୍ଥଳରେ ରହିବା ବାରଣ କରାଯାଇଛି। ଏହି ନିୟମ ଅନୁଯାୟୀ, କାହାରିକୁ ଐତିହ୍ୟସ୍ଥଳ […]
ବାରବାଟୀରେ ଭାରତ ବିଜୟୀ
ଦିନିକିଆ ଶୃଙ୍ଖଳା କଲା ଅକ୍ତିଆର ଇଂଲଣ୍ଡର ତୃତୀୟ ଶିକାର ହୋଇଥିଲେ ରୋହିତ ଶର୍ମା। ଲିଆମ ଲିଭିଂଷ୍ଟୋନ୍ଙ୍କ ବଲ୍ ଆଦିଲ ରସିଦଙ୍କୁ କ୍ୟାଚ୍ ଦେଇ ରୋହିତ ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ୯୦ଟି ବଲ୍ ଖେଳି ୧୧୯ ରନ୍ ସଂଗ୍ରହ କରିଥିଲେ। କଟକ ୦୯-୦୨-୨୦୨୫(ପିପିଏସ) : ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍ରେ ଘରୋଇ ଦଳ ୪ ୱିକେଟ୍ରେ […]
ସୋମବାରଠୁ ୟୁଜର୍ସ ଫି
ଆବର୍ଜନା ପରିଚାଳନା ବିଏମ୍ସି ପାଇଁ ଆହ୍ବାନ ହୋଇ ଛିଡ଼ାହୋଇଛି। ମୋ ଖତରୁ ଆରମ୍ଭ କରି ବାୟୋମାଇନିଂ, ବାୟୋମିଥେନ୍ ଓ ୱେଷ୍ଟ-ଟୁ-ଏନର୍ଜି ବ୍ୟବସ୍ଥା ବିଏମ୍ସି ଆପଣେଇଛି। କିନ୍ତୁ କେତେକ ବଡ଼ବଡ଼ ପ୍ରତିଷ୍ଠାନ ଅଧିକ ଭୁବନେଶ୍ୱର ୦୮-୦୨-୨୦୨୫(ପିପିଏସ ) : ଆବର୍ଜନା ପରିଚାଳନା ବିଏମ୍ସି ପାଇଁ ଆହ୍ବାନ ହୋଇ ଛିଡ଼ାହୋଇଛି। ମୋ ଖତରୁ ଆରମ୍ଭ କରି ବାୟୋମାଇନିଂ, ବାୟୋମିଥେନ୍ ଓ ୱେଷ୍ଟ-ଟୁ-ଏନର୍ଜି ବ୍ୟବସ୍ଥା ବିଏମ୍ସି ଆପଣେଇଛି। କିନ୍ତୁ କେତେକ ବଡ଼ବଡ଼ ପ୍ରତିଷ୍ଠାନ ଅଧିକ ଆବର୍ଜନା ଉତ୍ପନ୍ନ କରୁଥିଲେ ମଧ୍ୟ ବିଏମ୍ସି […]
ବାରବାଟୀ ଷ୍ଟାଡିୟମ୍ରେ ଅଭ୍ୟାସ କଲେ ଭାରତୀୟ କ୍ରିକେଟ୍ ଟିମ୍ର ଖେଳାଳି
ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଆଜି ଭାରତୀୟ ଖେଳାଳିମାନେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ନେଟ୍ରେ ଅଭ୍ୟାସ କରିଛନ୍ତି। ଭୁବନେଶ୍ବର/କଟକ ୦୮-୦୨-୨୦୨୫(ପିପିଏସ ) : ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଆଜି ଭାରତୀୟ ଖେଳାଳିମାନେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ନେଟ୍ରେ ଅଭ୍ୟାସ କରିଛନ୍ତି। ଆସନ୍ତାକାଲିର ମହାମୁକାବିଲା ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ବିରାଟ […]