1 min read

ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ +୨ ଫର୍ମ ପୂରଣ : ଅକ୍ଟୋବର ରେ ଲାଗିବ ଫାଇନ

ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମ ପୂରଣ । କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୧୮ ତାରିଖରୁ ଅକ୍ଟୋବର ୧ ଯାଏଁ ବିନା ଜରିମାନା ଦେୟରେ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।ତେବେ ଅକ୍ଟୋବର ୪ରୁ ୧୪ ତାରିଖ ଭିତରେ ଫର୍ମ ଫିଲଅପ୍ କଲେ ୨୦୦ ଟଙ୍କା ଫାଇନ୍ ପଡ଼ିବ। ସେହିଭଳି ନଭେମ୍ବର ୧୧ରୁ ୧୮ ଭିତରେ ଫର୍ମ ପୂରଣରେ ଲାଗିବ […]

1 min read

ଜଙ୍ଗଲରୁ ମିଳିଲା ଶହଶହ ବସ୍ତା ଡୋଲୋମାଇଟ୍‌

ସୁନ୍ଦରଗଡ଼/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ଉର୍ବର ହେବ ଚାଷ ଜମି । ଆଉ ସଶକ୍ତ ହେବେ ଚାଷୀ । ସେଥିପାଇଁ ଚାଷୀଙ୍କୁ ଯୋଗାଇଦେବାକୁ ଆସିଥିଲା ଡୋଲୋମାଇଟ୍‌ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଡୋଲୋମାଇଟ୍‌ ଯୋଗାଇ ଦିଆଯାଇଥିଲା । ହେଲେ ସେହି ଡୋଲୋମାଇଟ୍‌କୁ ଏବେ ଜଙ୍ଗଲରେ ଫିଙ୍ଗି ଦିଆଯାଇଛି । ବସ୍ତେ କି ଦୁଇ ବସ୍ତା ନୁହେଁ, ଶହଶହ ଡୋଲୋମାଇଟ୍‌ ବସ୍ତା ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଚିତ୍ର […]

1 min read

ବନ୍ଧା ହେଲେ କୋଟିପତି ସହକାରୀ ଯନ୍ତ୍ରୀ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ପ୍ରସନ୍ନଙ୍କ ଭଞ୍ଜନଗର ବାଗଦେବୀ ରୋଡରେ ଥିବା ଦୁଇଟି ତିନି ମହଲା ଘର, ବ୍ରହ୍ମପୁର ତୁଳସୀନଗରର ୪ ମହଲାବିଶିଷ୍ଟ ବିଲଡିଂ, ଭଞ୍ଜନଗର ରଘୁନାଥ ବିହାରରେ ଥିବା ଜଣେ ସଂପର୍କୀୟଙ୍କ ଘର, ବାଗଦେବୀ ରୋଡରେ ଥିବା ତାଙ୍କର ଜଣେ […]

1 min read

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ବ୍ରହ୍ମପୁର/ଭୁବନେଶ୍ୱର,୧୧-୦୯-୨୦୨୪ (ପିପିଏସ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଜିଲ୍ଲା ଭଞ୍ଜନଗର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକାକାଳୀନ ୯ ଟି ସ୍ଥାନରେ ଚଢାଉ ହୋଇଛି। ସେଥିମଧ୍ୟରୁ ଭଞ୍ଜନଗରରେ ୭ ଟି, ବ୍ରହ୍ମପୁର ତୁଳସୀନଗର ଏବଂ ବେଲଗୁଣ୍ଠା ବ୍ଲକ ଲୁଦଲୁଦି ଘରେ ଚଢାଉ ଚାଲିଛି। ଚଢାଉ ସମୟରେ ଏକାଧିକ ମୂଲ୍ୟବାନ କୋଠା ବିଭାଗ ପକ୍ଷରୁ ଠାବ […]

1 min read

ଘାଗୁଡିମାଲ ରାସ୍ତା ମରଣ ଯନ୍ତା

କଲ୍ୟାଣସିଂହପୁର/ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ରାୟଗଡ଼ା ଜିଲା କଲ୍ୟାଣ ସିଂହପୁର ବ୍ଲକ ସଦରରେ ଥିବା ୧୫ ନମ୍ବର ୱାର୍ଡ ଘାଗୁଡିମାଲ ଗ୍ରାମର ରାସ୍ତା ମରଣ ଜନ୍ତା ପାଲଟିଥିବା ଦେଖିବାକୁ ମିଳିଛି। ଦେଶ ସ୍ୱାଧୀନ ହୋଇ ଆଜକୁ ୭୭ ବର୍ଷ ବିତିଯାଇଥିଲେ ସୁଧା ଘାଗୁଡ଼ିମାଳ ଗାଁକୁ ଯିବା ଆସିବା ପାଇଁ ଉନ୍ନତ ମାନର ରାସ୍ତାଟିଏ ହୋଇନାହିଁ। ଘାଗୁଡ଼ିମାଳ, ଲହରାସାହି ଗ୍ରାମରେ ପ୍ରାୟ ୫୫ରୁ୬୦ ଘର ପରିବାର ଆଦିମ କାଳରୁ ବସବାସ କରିଆସୁଛନ୍ତି କିନ୍ତୁ କୌଣସି ୱାର୍ଡ ମେମ୍ବର, ସରପଞ୍ଚ, ବ୍ଲକ […]

1 min read

ଶୁଭମୁକ୍ତି ଅପେକ୍ଷାରେ ଓଡ଼ିଆ ଚଳଚିତ୍ର “ମହାକାଳ “

ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ମହାକାଳ’ । ଦେଭ୍ସ ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ନାୟକ ଭୂମିକାରେ ଦେଭ୍ ନଜର ଆସିବେ । ଫିଲ୍ମର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଭାର ମଧ୍ୟ ଦେଭ୍ ସମ୍ଭାଳିଛନ୍ତି । କାହାଣୀ, ଡାଇଲଗ୍ ଦାୟିତ୍ବ ନେଇଛନ୍ତି ଭରଦ୍ବାଜ ପଣ୍ଡା । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡଲି ରଥ ।ଫିଲ୍ମର କାହାଣୀ ଜଙ୍ଗଲପୋଡି ଉପରେ ପର୍ଯ୍ୟବେସିତ । ଏଥିରେ ପରିବେଶ ସୁରକ୍ଷା ନେଇ […]

1 min read

୧୫ରୁ ଓଡ଼ିଶାକୁ ଆଉ ୩ଟି ବନ୍ଦେ ଭାରତ ଟ୍ରେନ

ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷ ରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ୧୫ତାରିଖରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏଥିପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଓ […]

1 min read

ଡେଙ୍ଗୁ ଭୟରେ ସକାଳୁ ଫାଙ୍କା ପଡୁଛି ପାର୍କ

ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ସକାଳୁ ସକାଳୁ ନିଦ ଭାଙ୍ଗିଲାମାତ୍ରେ ନିତ୍ୟକର୍ମ ସାରି ପ୍ରାତଃଭ୍ରମଣରେ ଯାଉଥିବା ଅଧାରୁ ଅଧିକ ଭୁବନେଶ୍ବରିଆ ଏବେ ଡେଙ୍ଗୁମଶା ଭୟରେ ସକାଳ ୮ଟା ପରେ ଘରୁ ବାହାରୁଛନ୍ତି। ବିଶେଷ କରି ବୃଦ୍ଧ ଓ ମହିଳାମାନେ ରାଜଧାନୀର ବିଭିନ୍ନ ପାର୍କକୁ ଯିବା ସମୟ ପରିବର୍ତନ କରିଛନ୍ତି। ଶତକଡ଼ା ୬୦ଭାଗ ଲୋକ ସକାଳ ୮ଟା ପରେ ପାର୍କକୁ ଯାଉଥିବାର ଦେଖିବାକୁ ମିଳୁଛି। ତେଣୁ ଫରେଷ୍ଟ ପାର୍କ, ମଧୁସୂଦନ ପାର୍କ, ଇନ୍ଦରା ଗାନ୍ଧୀ ପାର୍କ, ନିଳାଦ୍ରୀ ବିହାର ପାର୍କ, […]

1 min read

୩ ଭଉଣୀଙ୍କୁ ଘୋଷାଡ଼ି ନେଲା କାର୍‌: ଜଣେ ମୃତ

ନିଜ ଘର ସମ୍ମୁଖରେ ଥିବା ପିଣ୍ଡାରେ ତିନି ଭଉଣୀ (ବୋଲେଶ୍ବରୀ ମାଝୀ, ପ୍ରତିମା ମାଝୀ ଓ ଦେମତି ମଝୀ) କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ସୁରେଶଙ୍କ କାର ୩ ଜଣଙ୍କୁ ଘୋଷାଡି ନେଇଥିଲା। ପାଟଣାଗଡ଼/ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ନୁନହାଡ ଗ୍ରାମରେ ନିଜ ଘର ଅଗଣାରେ ଛିଡା ହୋଇଥିବା ବେଳେ ୩ ଜଣକୁ ଏକ କାର୍‌ ଘୋଷାଡି ନେଇଛି। ଏହି ଅଭାବନୀୟ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣା […]

1 min read

ସଶକ୍ତ ହେଉଛନ୍ତି ଟସର ଚାଷୀ

ଟସର ଚାଷ କରି ବାର୍ଷିକ ୧ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ୧୦ରୁ ୧୫ ଦିନ ପରେ ଚାଷୀ ଗଛରୁ ଖୋସା ସଂଗ୍ରହ କରି ଟିଆରସିଏସକୁ ବିକ୍ରି କରିଥାନ୍ତି।  କେନ୍ଦୁଝର/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ): ଟସର ହେଉଛି ଏକ ଲାଭଜନକ ଚାଷ। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଏହି ଚାଷକୁ ପ୍ରୋତ୍ସାହନ ଦିଆଯାଇ ଚାଷୀମାନଙ୍କ ଜୀବିକାକୁ ସୁଦୃଢ଼ କରାଯାଉଛି। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନେର ଥିବା ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଉଛି। […]