1 min read

ଗିରଫ ପରେ ଜେଲ୍ ଗଲେ ବବିଙ୍କ ଭାଇ ଭବ ପ୍ରକାଶ ଦାସ

ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରକାଶ ଦାସ(ଲଲ)ଙ୍କୁ ଅବଶେଷରେ ଜେଲ୍ ଯିବାକୁ ପଡ଼ିଲା। ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ଭବ ପ୍ରକାଶ ଦାସଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ତାପରେ ତାଙ୍କୁ ଯାଜପୁର ଉପ କାରାଗରକୁ ପଠାଇ ଦିଆଯାଇଛି। ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରକାଶ ଦାସ(ଲଲ)ଙ୍କୁ ଅବଶେଷରେ ଜେଲ୍ ଯିବାକୁ ପଡ଼ିଲା। ତାଙ୍କୁ […]

1 min read

‘ଓଡ଼ିଶାର ଇତିହାସରେ ହରେକୃଷ୍ଣ ମହତାବଙ୍କ କୃତିତ୍ଵ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ’

ସ୍ଵାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତ୍ୟିକ, କୂଟନୀତିଜ୍ଞ, ଐତିହାସିକ ଏବଂ ଲୋକପ୍ରିୟ ଜନନେତା ଥିଲେ ଡ଼ଃ ହରେକୃଷ୍ଣ ମହତାବ। ଆଧୁନିକ ଓଡ଼ିଶା ନିର୍ମାଣର ବିଶ୍ଵକର୍ମା ଭାବେ ସେ ସ୍ଵତନ୍ତ୍ର ପରିଚୟର ଅଧିକାରୀ ମଧ୍ୟ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏହା କହିଛନ୍ତି। ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ଓଡ଼ିଶାର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଇତିହାସରେ ଡ଼ଃ ହରେକୃଷ୍ଣ ମହତାବଙ୍କ କୃତିତ୍ଵ, ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ଏକାଧାରାରେ ସେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ, […]

1 min read

ଦୁର୍ଗମ ଅଞ୍ଚଳରେ ବିକାଶ ଅପହଞ୍ଚ !

ଯାତାୟତ ପାଇଁ ବିଦ୍ୟୁତ୍‌ ଖୁଣ୍ଟରେ ନିର୍ମିତ ପୋଲ ଭରସା ୨୦୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନକୁ ୧୦୦ ବ‌ର୍ଷ ପୂରିବ। ରାଜ୍ୟ ସରକାର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଗମନାଗମନର ବ୍ୟାପକ ଅସୁବିଧା ରହିଛି। ମାଲକାନଗିରି/ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ଆଉ ୧୨ ବର୍ଷ ପରେ ଓଡ଼ିଶା ଶତବାର୍ଷିକୀ ପାଳନ କରିବ। ୨୦୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନକୁ ୧୦୦ ବ‌ର୍ଷ ପୂରିବ। ରାଜ୍ୟ […]

1 min read

କେଦାରନାଥ ଆସନ ଜିତିଲା ବିଜେପି

ଉତ୍ତରାଖଣ୍ଡର କେଦାରନାଥ ଆସନ ପାଇଁ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରି ଶାସକ ଭାରତୀୟ ଜନତା ପାର୍ଟିର ଆଶା ନୌତିଆଲ ୫୬୨୨ ଭୋଟରେ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ମନୋଜ ରାଓ୍ବତଙ୍କ ପରାସ୍ତ କରିଛନ୍ତି । ଡେରାଡୁନ୍/ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ଉତ୍ତରାଖଣ୍ଡର କେଦାରନାଥ ଆସନ ପାଇଁ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରି ଶାସକ ଭାରତୀୟ ଜନତା ପାର୍ଟିର ଆଶା ନୌତିଆଲ ୫୬୨୨ ଭୋଟରେ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ମନୋଜ ରାଓ୍ବତଙ୍କ ପରାସ୍ତ କରିଛନ୍ତି । ବିଜେପି ବିଧାୟକ ଶୀଲା […]

1 min read

ଶୋଚନୀୟ ପରାଜୟ ପାଇଁ ଇଭିଏମକୁ ଦୋଷ ଦେଲେ ଉଦ୍ଧବ

ମହାରାଷ୍ଟ୍ର ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ଇଭିଏମକୁ ଦୋଷ ଦେଇଛନ୍ତି । ଏହି ଫଳାଫଳ ଅସ୍ବାଭାବିକ ଲାଗୁଛି ବୋଲି ସେ କହିଛନ୍ତି । ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ମହାରାଷ୍ଟ୍ର ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ନେତା ଉଦ୍ଧବ ଠାକରେ ଇଭିଏମକୁ ଦୋଷ ଦେଇଛନ୍ତି । ଏହି ଫଳାଫଳ ଅସ୍ବାଭାବିକ ଲାଗୁଛି ବୋଲି ସେ କହିଛନ୍ତି । ଉଦ୍ଧବ ଠାକରେ କହିଛନ୍ତି, ‘ମୁଁ ଭାବୁନାହିଁ […]

1 min read

ଡିସିପି ଅଫିସ୍ ସମ୍ମୁଖରେ ମନୋଜ ମିଶ୍ର ଓ ନିର୍ଦ୍ଦେଶକ ବବି ଇସଲାମ୍ ହାତାହାତି

ଡିସିପି ଅଫିସ୍ ସମ୍ମୁଖରେ ଅଭିନେତା ମନୋଜ ମିଶ୍ର ଓ ନିର୍ଦ୍ଦେଶକ ବବି ଇସଲାମ୍ ହାତାହାତି ହୋଇଥିବା ଜଣାଯାଇଛି। ଉଭୟଙ୍କ ହାତାହାତି ବେଳର ଦୃଶ୍ୟ ବି ଭାଇରାଲ୍ ହେବାରେ ଲାଗିଛି। ଖାଲି ସେତିକି ନୁହେଁ, ସେଠାରେ ଉପସ୍ଥିତ ଅନ୍ୟ  ନିର୍ଦ୍ଦେଶକମାନଙ୍କ ପ୍ରତି ବି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ପୁଲିସ ଉପସ୍ଥିତିରେ ଡିସିପି ଅଫିସ୍ ସମ୍ମୁଖରେ ଅଭିନେତା ମନୋଜ ମିଶ୍ର ଓ ନିର୍ଦ୍ଦେଶକ ବବି ଇସଲାମ୍ ହାତାହାତି ହୋଇଥିବା ଜଣାଯାଇଛି। ଉଭୟଙ୍କ ହାତାହାତି […]

1 min read

ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତି

ମହତାବ ଉତ୍ତରପ୍ରଦେଶ କିମ୍ବା ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ: ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ଓଡ଼ିଆ ଅସ୍ମିତା ବିପଦରେ ଥିଲା। ଲୋକମାନେ ଅସ୍ମିତାକୁ ଉଦ୍ଧାର କଲେ ଏବଂ ଏ ସରକାରଙ୍କୁ ଆଣିଲେ। ତେଣୁ ପୂଜ୍ୟପୂଜାକୁ ସମ୍ମାନ ଜଣାଇ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତି ପାଳନ କରାଯାଉଛି। ସେ ହିଁ ବିକଶିତ ଓଡ଼ିଶା, ଉତ୍କର୍ଷ ଓଡ଼ିଶା ଗଠନ ପାଇଁ ଉଦ୍ୟମ କରୁଥିଲେ। ଏବେ ଡ. ମହତାବଙ୍କ ନବଯୁଗର ପରିକଳ୍ପାନା […]

1 min read

ସୋରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୭ ବଖରା ଘର

ବାଲେଶ୍ବର ଜିଲ୍ଲା ସୋର ବ୍ଲକ ନଟାପଡା ପଞ୍ଚାୟତ ଚହଳିଗାଁ ଗ୍ରାମର ରାଜେନ୍ଦ୍ର ଭଞ୍ଜଙ୍କ ଘରେ ଅଗ୍ନିକାଣ୍ଡ ଘଟିବାରୁ ସାତ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ମଧ୍ୟାହ୍ନରେ ରାଜେନ୍ଦ୍ରଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଚାଳ ଘରେ ଅଗ୍ନିକାଣ୍ଡ ଘଟିଥିଲା। ସୋର/ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ବାଲେଶ୍ବର ଜିଲ୍ଲା ସୋର ବ୍ଲକ ନଟାପଡା ପଞ୍ଚାୟତ ଚହଳିଗାଁ ଗ୍ରାମର ରାଜେନ୍ଦ୍ର ଭଞ୍ଜଙ୍କ ଘରେ ଅଗ୍ନିକାଣ୍ଡ ଘଟିବାରୁ ସାତ ବଖରା ଘର ସମେତ […]

1 min read

ଏଥର ବରଗଡ ଧନୁଯାତ୍ରାରେ ନୂଆ କଂସ, ହୃଷିକେଶ ଭୋଇଙ୍କୁ ବାଦ୍ ଦେଲା କମିଟି

ବରଗଡ/ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ବଦଳିବେ ବରଗଡ ଧନୁଯାତ୍ରାର କଂସ । ବରଗଡ ଧନୁଯାତ୍ରା ପାଇଁ କଂସ ଚୟନ ପ୍ରକ୍ରିୟା ଆରମ୍ଭ ହେବ । କଂସ ଭୂମିକାରେ ଏଥର ଜଣେ ନୂଆ କଳାକାରଙ୍କୁ ଦେଖିବାକୁ ମିଳିବ । ନୂଆ କଳାକାରଙ୍କୁ ଚୟନ ପାଇଁ ନିଷ୍ପତ୍ତି ହୋଇଛି । ଧନୁଯାତ୍ରା ମହୋତ୍ସବ ସମିତି ଏହି ନିଷ୍ପତ୍ତି ନେଇଛି । ପୂର୍ବରୁ କଂସ ଭୂମିକାର ଅଭିନୟ କରୁଥିବା କାଳାକାର ହୃଷିକେଶ ଭୋଇଙ୍କୁ ଏଥିରୁ ବାଦ ଦିଆଯାଇଛି । କିଛିଦିନ ଦିନ […]

1 min read

ନବଜାତ ଶିଶୁକନ୍ୟା ବିକ୍ରି ମାମଲା: ସନ୍ଦେହ ଘେରରେ ଥିବା ଏଏନ୍‌ଏମ୍‌ ନିଳମ୍ବିତ

ପାଟଣାଗଡ଼/ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ନବଜାତ ଶିଶୁକନ୍ୟା ବିକ୍ରି ମାମଲାରେ ସଂପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତ ଏଏନ୍‌ଏମ୍‌ ନିଲମ୍ବିତ ହୋଇଛନ୍ତି।ଏଏନ୍‌ଏମ୍‌ ‌ମମତା ଭୋଇଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ନିଲମ୍ବନ କରିଛନ୍ତି।   ଅମୃତ ନାଗଙ୍କ ସ୍ତ୍ରୀ ଅରୁଣାବତୀ ନାଗ ଗତ ନଭେମ୍ବର ୨ ତାରିଖରେ ସୁନାମୁଦୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ପରଦିନ ଅର୍ଥାତ୍ ନଭେମ୍ବର ୩ ତାରିଖରେ ଆଶାକର୍ମୀ ମା’ […]