ଜାତୀୟ
ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ମହାନ୍ତି
ପୁଅ ବାବୁସାନ୍ ଦେଲେ ମୁଖାଗ୍ନି ଓଲିଉଡ୍ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଅଶ୍ରୁଳ ଓ ଶୋକାକୁଳ ପରିବେଶ ମଧ୍ୟରେ ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ ସ୍ବର୍ଗତଃ ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଛି। ଭୁବନେଶ୍ୱର ୨୮-୦୨-୨୦୨୫ (ପିପିଏସ ) : ଓଲିଉଡ୍ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଅଶ୍ରୁଳ ଓ ଶୋକାକୁଳ ପରିବେଶ ମଧ୍ୟରେ ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ […]
ଗ୍ରାମସଭା ପାଲଟିଲା ରଣକ୍ଷେତ୍ର
କମ୍ପାନି ସମର୍ଥକ, ବିସ୍ଥାପିତ ମୁହାମୁହିଁ ଆଦାନିକୁ ଆବଣ୍ଟିତ ସୁନ୍ଦରଗଡ଼ ହେମଗିର ବ୍ଲକ ବିଜାହାନ୍ କୋଇଲା ଖଣି ପାଇଁ ଆଜି ଡକା ଯାଇଥିବା ଜମି ଅଧିଗ୍ରହଣ ଗ୍ରାମସଭା ରଣକ୍ଷେତ୍ର ପାଲଟିଛି। ସଭା ଆରମ୍ଭ ହେଉଣୁ କମ୍ପାନି ସମର୍ଥକ ଓ ବିସ୍ଥାପିତଙ୍କ ମଧ୍ଯରେ ମାଡପିଟ, ଠେଲାପେଲା, ଚୌକି ଭଙ୍ଗାରୁଜା, ଟଣାଓଟରା ହୋଇଥିଲା। ଭୁବନେଶ୍ୱର ୨୮-୦୨-୨୦୨୫ (ପିପିଏସ ) : ଆଦାନିକୁ ଆବଣ୍ଟିତ ସୁନ୍ଦରଗଡ଼ ହେମଗିର ବ୍ଲକ ବିଜାହାନ୍ କୋଇଲା ଖଣି ପାଇଁ ଆଜି ଡକା ଯାଇଥିବା ଜମି ଅଧିଗ୍ରହଣ ଗ୍ରାମସଭା […]
ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ‘ବଜେଟ୍ର ୮୫% ଅର୍ଥ ଖର୍ଚ୍ଚ କର’
୨୦୨୪-୨୫ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ୧ ମାସ ଅଛି। ତେଣୁ ରାଜ୍ୟ ସରକାର ଚଳିତ ବଜେଟ୍ରେ ବିଭିନ୍ନ ବିଭାଗକୁ ଯେଉଁ ଅର୍ଥ ବରାଦ କରିଥିଲେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ତା’ର ଅନ୍ୟୁନ ୮୫% ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭାଗୀୟ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ୨୮-୦୨-୨୦୨୫ (ପିପିଏସ ) : ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ୧ ମାସ ଅଛି। ତେଣୁ ରାଜ୍ୟ ସରକାର ଚଳିତ […]
ମାଟ୍ରିକ ପରୀକ୍ଷାରେ ଅନିୟମିତତା, ୬ ଶିକ୍ଷକ ନିଲମ୍ବିତ
ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ ମୁରିବାହାଲ ବ୍ଲକ ହଦଳୀ ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ପରୀକ୍ଷାକେନ୍ଦ୍ର ଅଧୀକ୍ଷକ ଉମେଶ ବିଶ୍ଵାଳ ଓ ସହକାରୀ ଶିକ୍ଷୟିତ୍ରୀ ବୈଜୟନ୍ତୀ ସୁବୁଦ୍ଧିଙ୍କୁ ନିଲମ୍ବିତ କରିଛନ୍ତି। କଣ୍ଟାବାଞ୍ଜି/ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ ମୁରିବାହାଲ ବ୍ଲକ ହଦଳୀ ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ପରୀକ୍ଷାକେନ୍ଦ୍ର ଅଧୀକ୍ଷକ ଉମେଶ ବିଶ୍ଵାଳ ଓ ସହକାରୀ ଶିକ୍ଷୟିତ୍ରୀ ବୈଜୟନ୍ତୀ ସୁବୁଦ୍ଧିଙ୍କୁ […]
ଲିଙ୍ଗରାଜ ମନ୍ଦିରରେ ଅଘଟଣ: ମହାଦୀପ ସହ ଖସିପଡ଼ିଲେ ସେବାୟତ
ଗତକାଲି ମହାଦୀପ ଉଠିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଛି ବଡ଼ ଅଘଟଣ। ମହାଦୀପ ଧରି ଲୁହା ଶିକୁଳିରେ ମନ୍ଦିର ଚଢ଼ୁଥିବା ସେବାୟତ ଯୋଗେନ୍ଦ୍ର ସମର୍ଥା ତଳକୁ ଖସିପଡ଼ି ଗୁରୁତର ହୋଇଥିଲେ। ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ଗତକାଲିମହାଦୀପ ଉଠିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଛି ବଡ଼ ଅଘଟଣ। ମହାଦୀପ ଧରି ଲୁହା ଶିକୁଳିରେ ମନ୍ଦିର ଚଢ଼ୁଥିବା ସେବାୟତ ଯୋଗେନ୍ଦ୍ର ସମର୍ଥା ତଳକୁ ଖସିପଡ଼ି ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ […]
୩୦ ନୁହେଁ, ଏବେ ୩ଘଣ୍ଟାରେ କୋଲକାତାରୁ ଚେନ୍ନାଇ ଯାଇପାରିବେ ଯାତ୍ରୀ
କୋଲକାତାରୁ ଚେନ୍ନାଇର ଦୂରତା ପ୍ରାୟ ୧,୬୬୮ କିଲୋମିଟର। ଏହି ଦୂରତା ଅତିକ୍ରମ କରିବା ପାଇଁ ଅତି କମରେ ୩୦ଘଣ୍ଟା ସମୟ ଲାଗେ। ଏବେ ତାହା ୩ଘଣ୍ଟା ମଧ୍ୟରେ ସମାପ୍ତ ହୋଇପାରିବ। ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : କୋଲକାତାରୁ ଚେନ୍ନାଇର ଦୂରତା ପ୍ରାୟ ୧,୬୬୮ କିଲୋମିଟର। ଏହି ଦୂରତା ଅତିକ୍ରମ କରିବା ପାଇଁ ଅତି କମରେ ୩୦ଘଣ୍ଟା ସମୟ ଲାଗେ। ଏବେ ତାହା କିଛି ଘଣ୍ଟା ମଧ୍ୟରେ ସମାପ୍ତ ହୋଇପାରିବ। ଆଜ୍ଞା ହଁ, ଆଇଆଇଟି ମାଡ୍ରାସରେ, ଷ୍ଟାର୍ଟଅପ୍ ୱାଟରଫ୍ଲାଏ ଟେକ୍ନୋଲୋଜିସ୍ […]
ଭୁବନେଶ୍ବରକୁ ଭୂମିକମ୍ପ ଭୟ
ଓଡ଼ିଶାର ୧୪ଟି ଜିଲ୍ଲାକୁ ଭୂମିକମ୍ପ ଭୟ ରହିଛି। ଯେଉଁଥିରେ ଖୋର୍ଦ୍ଧା ସମେତ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲା ଭୂମିକମ୍ପ ପ୍ରବଣ ଜୋନ୍ରେ ସ୍ଥାନ ପାଇଛି। ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ଓଡ଼ିଶାର ୧୪ଟି ଜିଲ୍ଲାକୁ ଭୂମିକମ୍ପ ଭୟ ରହିଛି। ଯେଉଁଥିରେ ଖୋର୍ଦ୍ଧା ସମେତ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲା ଭୂମିକମ୍ପ […]
ଧୀରେଧୀରେ ସବୁ ବନ୍ଦ କରିଦେଲେ କି?
କାଡାଭରିକ୍, ଲିଭର୍ ପ୍ରତିରୋପଣ ବନ୍ଦ କଟକ ୨୭-୦୨-୨୦୨୫(ପିପିଏସ) : କଟକ ବଡ଼ଡାକ୍ତରଖାନାରେ ବନ୍ଦ ହୋଇଗଲାଣି କି ବ୍ୟବସ୍ଥା? କାଡାଭରିକ୍ ପ୍ରତିରୋପଣ ବ୍ୟବସ୍ଥା ସାଢ଼େ ୩ମାସରୁ ଅଧିକ ସମୟ ହେଲା ହୋଇପାରିନି। ସେହିପରି ଲିଭର୍ ପ୍ରତିରୋପଣ ବ୍ୟବସ୍ଥା ବି ଏକପ୍ରକାର ଠପ୍। ହୃତ୍ପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ପାଇଁ ଚୁକ୍ତି ହୋଇଛି ସିନା, ତା’ ବି ଆଗେଇ ପାରୁନି। ଓଏସ୍ଏମ୍ସିଏଲ୍ ଉପକରଣ ବି ଦେଉନି। ତା’ ସାଙ୍ଗକୁ ପ୍ରାଶାସନିକ ଦ୍ବନ୍ଦ୍ବ ଓ ସ୍ଥାଣୁତା କାରଣରୁ ୫ମାସରୁ ଅଧିକ ସମୟ […]
ଚାନ୍ଦିପୁରରୁ ନୌସେନା ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ
ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜ (ଆଇଟିଆର)ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନୌସେନା ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ବାଲେଶ୍ବର/ଚାନ୍ଦିପୁର/ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜ (ଆଇଟିଆର)ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନୌସେନା ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆର୍ଡିଓ) ଏବଂ ଭାରତୀୟ ନୌସେନା ପକ୍ଷରୁ ଗତକାଲି ଏହି ପରୀକ୍ଷଣ କରାଯାଇଥିଲା। ନୌସେନାର ଏକ ହେଲିକପ୍ଟର […]
୨୦୦ ଜମାକାରୀଙ୍କଠୁ ୫ କୋଟି ହଡ଼ପ
ମାଷ୍ଟର୍ମାଇଣ୍ଡକୁ ହାଇଦ୍ରାବାଦରୁ ଗିରଫ କଲା ଇଓଡବ୍ଲ୍ୟୁ ୧୦ ମାସରେ ଦୁଇଗୁଣ ଅର୍ଥ ପାଇବା ଲୋଭରେ ୫ କୋଟି ଟଙ୍କାର ଠକାମିର ଶିକାର ହୋଇଛନ୍ତି ଜମାକାରୀ। ଠକେଇ ଟଙ୍କାରେ ମାଷ୍ଟର୍ମାଇଣ୍ଡ ଦୁବାଇ, ଥାଇଲାଣ୍ଡ, ଜର୍ମାନୀ ବୁଲି ମଉଜ କରୁଥିଲା। ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ୧୦ ମାସରେ ଦୁଇଗୁଣ ଅର୍ଥ ପାଇବା ଲୋଭରେ ୫ କୋଟି ଟଙ୍କାର ଠକାମିର ଶିକାର ହୋଇଛନ୍ତି ଜମାକାରୀ। ଠକେଇ ଟଙ୍କାରେ ମାଷ୍ଟର୍ମାଇଣ୍ଡ ଦୁବାଇ, ଥାଇଲାଣ୍ଡ, ଜର୍ମାନୀ ବୁଲି ମଉଜ କରୁଥିଲା। ଓଡ଼ିଶାର ୬ […]