ଘଟଣା-ଦୁର୍ଘଟଣା
ବନ୍ଧାହେଲେ ବିଦ୍ୟାଧର
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ବିଦ୍ୟାଧର ପତିଙ୍କ ଘର, କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କ ନାଁରେ କୋଟିକୋଟି ଟଙ୍କାର ପ୍ଲଟ୍ ଓ ଫ୍ଲାଟ୍ ଥିବା ଜଣାଯାଇଛି। ବାଲେଶ୍ବର/ଭୁବନେଶ୍ୱର ୧୩-୦୨-୨୦୨୫(ପିପିଏସ) : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ବିଦ୍ୟାଧର ପତିଙ୍କ ଘର, କାର୍ଯ୍ୟାଳୟ ସମେତ ଏକକାଳୀନ […]
ନବ ଦାସ ହତ୍ୟା: ଜନସ୍ବାର୍ଥ ମାମଲାକୁ ଗୁରୁତ୍ବର ସହ ଗ୍ରହଣ କଲେ ହାଇକୋର୍ଟ
ନବ ଦାସଙ୍କୁ ଗୁଳି ମାରି ହତ୍ୟା କରାଯିବା ଘଟଣା ସଂପର୍କିତ ଫୌଜଦାରୀ ମାମଲା ଓ ତଦନ୍ତର ସ୍ଥିତି ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକ ୧୨-୦୨-୨୦୨୫ (ପିପିଏସ) : ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ନବ ଦାସଙ୍କୁ ଗୁଳି ମାରି ହତ୍ୟା କରାଯିବା ଘଟଣା ସଂପର୍କିତ ଫୌଜଦାରୀ ମାମଲା ଓ […]
ଆପାର୍ଟମେଣ୍ଟ ପଞ୍ଜିକରଣ ବିଜ୍ଞପ୍ତି: ହାଇକୋର୍ଟଙ୍କ ରହିତାଦେଶ
ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଗୃହ ଓ ନଗର ନିର୍ମାଣ ବିଭାଗ ଦ୍ବାରା ଅଣାଯାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଜାରି ହୋଇଛି କଟକ: ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଗୃହ ଓ ନଗର ନିର୍ମାଣ ବିଭାଗ ଦ୍ବାରା ଅଣାଯାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଜାରି ହୋଇଛି । ଗତ ଫେବ୍ରୁଆରି ପହିଲାରେ ବିଭାଗ ପକ୍ଷରୁ […]
ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ
ଲକ୍ଷ୍ମୀପୁର ଥାନାରେ ୪ ଯୁବକ ଅଟକ ଶନିବାର ରାତ୍ରିରେ ବିରିଗୁଡା ଗାଁରେ ଚାଲିଥିଲା ବୁଢୀ ଠାକୁରାଣୀ ଯାତ୍ରା ସମୟରେ ଜଣେ ନାବାଳିକା ସାଙ୍ଗ ସହ କଥା ହେଉଥିବା ସମୟରେ ୪ ଜଣ ଯୁବକ ସାଙ୍ଗଙ୍କୁ ଅତର୍କିତ ଆକ୍ରମଣ କରି ଝିଅକୁ ପାହାଡ଼ ଉପରକୁ ନେଇ ଗଣଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରାଯାଇଥିଲା। ଲକ୍ଷ୍ମୀପୁର/ଭୁବନେଶ୍ୱର ୧୧-୦୨-୨୦୨୫(ପିପିଏସ ) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ସଦରମହକୁମାର ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ବିରିଗୁଡା ଗାଁରେ ଏକ ଅଭାବନୀୟ ଘଟଣାଥିଲା। […]
ଚାକିରି ନାମରେଲ କ୍ଷାଧିକ ଟଙ୍କା ଠକେଇ
ଡାବୁଗାଁ/ଭୁବନେଶ୍ୱର ୧୧-୦୨-୨୦୨୫(ପିପିଏସ ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ଚାଞ୍ଚଲ୍ୟ। ୧୯ ଜଣ ନିରୀହ ଆଦିବାସୀ ଯୁବକଙ୍କୁ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ଦେବି କହି ଜଣେ ଦଲାଲ ଲକ୍ଷାଧିକ ଟଙ୍କା ଠକେଇ କରିଛି। ଏ ନେଇ ଆଜି ଠକାମୀର ଶିକାର ହୋଇଥିବା କିଛି ଯୁବକ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଥାନାରେ ଅଭିଯୋଗ ଅନୁଯାଇ ପାପଡାହାଣ୍ଡି ବ୍ଲକ ପାତ୍ରି ପଞ୍ଚାୟତ ଅନ୍ତର୍ଗତ ଖରକିଆ […]
‘ବନ୍ଦ କର…’: ଛି… ଛି… ଛିରେ ନନୀ
ରାଗିଯାଇ ଡିଜେ ବନ୍ଦ ପାଇଁ ଇସାରା ଦେଇଥିଲେ ରୋହିତ ! ଅନ୍ୟ ଏକ କାରଣ ପାଇଁ ବି ରୋହିତ ପଡିଆରେ ଟିକେ ଚିଡି ଯାଇଥିବା ନଜର ଆସିଥିଲେ । ଆଉ ସେ କାରଣଟି ହେଲା ଡିଜେ ଗୀତ ଶୁଣି ବିରକ୍ତ ହୋଇଥିଲେ କ୍ୟାପଟେନ ରୋହିତ ଶର୍ମା । କଟକ ୧୦-୦୨-୨୦୨୫(ପିପିଏସ ) : ୨ୟ ଇନିଙ୍ଗସ୍, ସାମ୍ନାରେ ୩୦୪ ରନର ଟାର୍ଗେଟ୍ । ଇଂଲଣ୍ଡ ବିପକ୍ଷରେ ଲଢେଇ କରିବାକୁ ମୈଦାନରେ ଥିଲେ ରୋହିତ୍ ଏବଂ ଗିଲ୍ । […]
୧୩,୬୦୦ ଦେଶୀ ମଦ ପାଉଚ୍ ଜବତ
ଇସ୍ପାତ ସହରରେ ପୁଣି ଦେଶୀ ମଦ ମାଫିଆଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ନିୟମିତଭାବେ ସହରକୁ ମଦ ଚୋରାଚାଲାଣ ହେଉଛି। ଓଡ଼ିଶା ସୀମାନ୍ତ ବୀରମିତ୍ରପୁର, କୁଆରମୁଣ୍ଡା, ବିଶ୍ରା ଆଦି ଅଞ୍ଚଳରୁ ଦେଶୀ ମଦ ଅଣାଯାଉଛି ରାଉରକେଲା/ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ଇସ୍ପାତ ସହରରେ ପୁଣି ଦେଶୀ ମଦ ମାଫିଆଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ନିୟମିତଭାବେ ସହରକୁ ମଦ ଚୋରାଚାଲାଣ ହେଉଛି। ଓଡ଼ିଶା ସୀମାନ୍ତ ବୀରମିତ୍ରପୁର, କୁଆରମୁଣ୍ଡା, ବିଶ୍ରା ଆଦି ଅଞ୍ଚଳରୁ ଦେଶୀ ମଦ ଅଣାଯାଉଛି। ସିଧାସଳଖ ସହର ଭିତରକୁ […]
ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା କ୍ରୀଡ଼ା ବିଭାଗ
ବାରବାଟୀ ଦିନିକିଆରେ ଫ୍ଲଡ୍ ଲାଇଟ୍ ବନ୍ଦ ବିଭ୍ରାଟ ଘଟଣା ବାରବାଟୀ ଦିନିକିଆରେ ଫ୍ଲଡ୍ ଲାଇଟ୍ ବନ୍ଦ ବିଭ୍ରାଟ ଘଟଣାକୁ ନେଇ ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କ୍ରୀଡ଼ା ବିଭାଗ। କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ୧୦ଦିନ ଭିତରେ ଉତ୍ତର ରଖିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। କଟକ ୧୦-୦୨-୨୦୨୫(ପିପିଏସ ) : ବାରବାଟୀ ଦିନିକିଆରେ ଫ୍ଲଡ୍ ଲାଇଟ୍ ବନ୍ଦ ବିଭ୍ରାଟ ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। […]
କୃମି ଔଷଧ ଖାଇ ୬ଛାତ୍ରୀ ଗୁରୁତର
କୃମି ଔଷଧ ଖାଇ ୬ ଜଣ ଛାତ୍ରୀ ଗୁରୁତର ହୋଇ ଚିକିତ୍ସା ପାଇଁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସୋମବାର ମଧ୍ୟାହ୍ନରେ କେଦାରପୁର ପଞ୍ଚାୟତ ଥାନେଶ୍ୱର ସ୍ଥିତ ବିଦ୍ୟାଳୟରେ ପିଲାମାନଙ୍କୁ କୃମି ଔଷଧ ଦିଆଯାଇଥିବା ବେଳେ କିଛି ସମୟ ପରେ ୬ଜଣ ଛାତ୍ରୀ ବାନ୍ତି କରିଥିଲେ. ବାଲେଶ୍ବର/ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : କୃମି ଔଷଧ ଖାଇ ୬ ଜଣ ଛାତ୍ରୀ ଗୁରୁତର ହୋଇ ଚିକିତ୍ସା ପାଇଁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।ସୂଚନାଯୋଗ୍ୟ, […]
ବିମାନବନ୍ଦରରୁ ଧରାପଡ଼ିଲା ଧୋକାବାଜ ପ୍ରେମିକ
ପେସାରେ ଦୁଇଜଣଯାକ ସଫ୍ଟୱେର୍ ଇଞ୍ଜିନିୟର୍। ମାଟ୍ରିମୋନି ସାଇଟ୍ରେ ପରସ୍ପରକୁ ଜାଣିଲେ। ଏହାପରେ ଫୋନ୍ରେ କଥାବାର୍ତ୍ତା। ଧୀରେଧୀରେ ମିଳାମିଶା ବଢ଼ିଲା। ଭାବିପତ୍ନୀ ତଥା ପ୍ରେମିକାଙ୍କୁ ଭେଟିବା ପାଇଁ ଯୁବକଜଣକ ବେଙ୍ଗାଲୁରୁରୁ ଧାଇଁ ଆସୁଥିଲେ ଭୁବନେଶ୍ବର। ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ପେସାରେ ଦୁଇଜଣଯାକ ସଫ୍ଟୱେର୍ ଇଞ୍ଜିନିୟର୍। ମାଟ୍ରିମୋନି ସାଇଟ୍ରେ ପରସ୍ପରକୁ ଜାଣିଲେ। ଏହାପରେ ଫୋନ୍ରେ କଥାବାର୍ତ୍ତା। ଧୀରେଧୀରେ ମିଳାମିଶା ବଢ଼ିଲା। ଭାବିପତ୍ନୀ ତଥା ପ୍ରେମିକାଙ୍କୁ ଭେଟିବା ପାଇଁ ଯୁବକଜଣକ ବେଙ୍ଗାଲୁରୁରୁ ଧାଇଁ ଆସୁଥିଲେ ଭୁବନେଶ୍ବର। କିନ୍ତୁ କିଛି ଦିନ […]