ରାଜନୀତି
ମାଟ୍ରିକ ପରୀକ୍ଷାରେ ଅନିୟମିତତା, ୬ ଶିକ୍ଷକ ନିଲମ୍ବିତ
ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ ମୁରିବାହାଲ ବ୍ଲକ ହଦଳୀ ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ପରୀକ୍ଷାକେନ୍ଦ୍ର ଅଧୀକ୍ଷକ ଉମେଶ ବିଶ୍ଵାଳ ଓ ସହକାରୀ ଶିକ୍ଷୟିତ୍ରୀ ବୈଜୟନ୍ତୀ ସୁବୁଦ୍ଧିଙ୍କୁ ନିଲମ୍ବିତ କରିଛନ୍ତି। କଣ୍ଟାବାଞ୍ଜି/ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ ମୁରିବାହାଲ ବ୍ଲକ ହଦଳୀ ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ପରୀକ୍ଷାକେନ୍ଦ୍ର ଅଧୀକ୍ଷକ ଉମେଶ ବିଶ୍ଵାଳ ଓ ସହକାରୀ ଶିକ୍ଷୟିତ୍ରୀ ବୈଜୟନ୍ତୀ ସୁବୁଦ୍ଧିଙ୍କୁ […]
ଶିବମୟ ଦୈତ୍ୟନଗରୀ
ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ପବନରେ ଭାସି ଆସୁଥିଲା ମହାମୃତ୍ୟୁଞ୍ଜୟ ମନ୍ତ୍ରର ଧ୍ବନି। ଶିବ ପଞ୍ଚାକ୍ଷରରେ ପ୍ରକମ୍ପିତ ହେଉଥିଲା ଶିବାଳୟ। ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ସକାଳୁ ରାତିଯାଏ ରାଜଧାନୀର ସମସ୍ତ ଶୈବପୀଠରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ବ୍ରତଧାରୀ ଦିନ ସାରା ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ଉପବାସ ରହି ନିଜର ତଥା ପରିବାରର ମଙ୍ଗଳ ମନାସିଥିଲେ। ବିଳମ୍ବିତ ରାତି ଯାଏ ଲକ୍ଷ ଲକ୍ଷ ଦୀପଶିଖାରେ ଝଲସି ଉଠିଥିଲା ଶୈବପୀଠ। ‘ଓମ୍ ନମଃ ଶିବାୟ’ ମନ୍ତ୍ରର ଗୁଞ୍ଜରଣ […]
ଧୀରେଧୀରେ ସବୁ ବନ୍ଦ କରିଦେଲେ କି?
କାଡାଭରିକ୍, ଲିଭର୍ ପ୍ରତିରୋପଣ ବନ୍ଦ କଟକ ୨୭-୦୨-୨୦୨୫(ପିପିଏସ) : କଟକ ବଡ଼ଡାକ୍ତରଖାନାରେ ବନ୍ଦ ହୋଇଗଲାଣି କି ବ୍ୟବସ୍ଥା? କାଡାଭରିକ୍ ପ୍ରତିରୋପଣ ବ୍ୟବସ୍ଥା ସାଢ଼େ ୩ମାସରୁ ଅଧିକ ସମୟ ହେଲା ହୋଇପାରିନି। ସେହିପରି ଲିଭର୍ ପ୍ରତିରୋପଣ ବ୍ୟବସ୍ଥା ବି ଏକପ୍ରକାର ଠପ୍। ହୃତ୍ପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ପାଇଁ ଚୁକ୍ତି ହୋଇଛି ସିନା, ତା’ ବି ଆଗେଇ ପାରୁନି। ଓଏସ୍ଏମ୍ସିଏଲ୍ ଉପକରଣ ବି ଦେଉନି। ତା’ ସାଙ୍ଗକୁ ପ୍ରାଶାସନିକ ଦ୍ବନ୍ଦ୍ବ ଓ ସ୍ଥାଣୁତା କାରଣରୁ ୫ମାସରୁ ଅଧିକ ସମୟ […]
୨୮ ଫେବ୍ରୁଆରିରେ ଓଡ଼ିଶା ଆସିବେ ଜେପି ନଡ୍ଡା
ଫେବ୍ରୁଆରି ୨୮ରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିବେ। ପୁରୀରେ ଜାତୀୟ ସ୍ଵାସ୍ଥ୍ୟ ମିସନ କାର୍ଯ୍ୟକ୍ରମରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ସ୍ଵାସ୍ଥ୍ୟ ସଚିବ ମଧ୍ୟ ଯୋଗ ଦେଉଛନ୍ତି ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ଫେବ୍ରୁଆରି ୨୮ରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିବେ। ପୁରୀରେ ଜାତୀୟ ସ୍ଵାସ୍ଥ୍ୟ ମିସନ […]
ଜିଲ୍ଲାପାଳଙ୍କୁ ଭେଟିବାକୁ ୨୫ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ
ପୁଣି ରାଜରାସ୍ତାରେ ଚାଲିଲେ ଅନ୍ତେବାସୀ। ରାତିର ଅନ୍ଧାରରେ ଚାଲିଚାଲି ୨୫ କି.ମି ରାସ୍ତା ଅତିକ୍ରମ କରି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ବାସିପିଠା ସ୍ଥିତ ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟର ଶତାଧିକ ଅନ୍ତେବାସୀ ବାରିପଦାରେ ପହଞ୍ଚିଛନ୍ତି। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିଛନ୍ତି। ବାରିପଦା/ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ପୁଣି ରାଜରାସ୍ତାରେ ଚାଲିଲେ ଅନ୍ତେବାସୀ। ରାତିର ଅନ୍ଧାରରେ ଚାଲିଚାଲି ଆସି ବାରିପଦାରେ ପହଞ୍ଚିଛନ୍ତି। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଏବଂ ଶିକ୍ଷକମାନେ ବିଭିନ୍ନ ସମୟରେ ବିନା […]
ମାର୍ଚ୍ଚ ୩୧ ପରେ ଧାନ ନେବେନି ସରକାର
ଧାନକିଣା ପାଇଁ ଧାର୍ଯ୍ୟ ଲକ୍ଷ୍ୟର ୯୦ ପ୍ରତିଶତ ଧାନ ନେଇସରିଲାଣି ରାଜ୍ୟ ସରକାର: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ମାର୍ଚ୍ଚ ୩୧ ତାରିଖ ପରେ ଆଉ ଚାଷୀଙ୍କଠାରୁ ଧାନ ନେବେନି ସରକାର। ମଣ୍ଡିରେ ଧାନକିଣା ପ୍ରସଙ୍ଗରେ ଏହି କଥା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଧାନକିଣା ପାଇଁ ମାର୍ଚ୍ଚ ୩୧ ଯାଏ ଡେଡ୍ଲାଇନ୍ ଧାର୍ଯ୍ୟ କରିଛନ୍ତି ସରକାର। ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୩୧ ପରେ ମଣ୍ଡିରୁ […]
ପ୍ରକୃତରେ ଯିଏ ଗରିବ, ତାଙ୍କର ରାସନ କାର୍ଡ କଟାଯିବନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ରାସନ କାର୍ଡ କଟାଯିବା ପ୍ରସଙ୍ଗରେ ଆଜି ବଡ଼ ବୟାନ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ | ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର | ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ରାସନ କାର୍ଡ କଟାଯିବା ପ୍ରସଙ୍ଗରେ ଆଜି ବଡ଼ ବୟାନ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଆୟକର ଫାଇଲ କରିଥିଲେ ବି କଟିବନି […]
ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟ ବିଜେପି ସଭାପତି ଚୟନ
ବିଜେପି ରାଜ୍ୟ ସଭାପତି ଚୟନ ବିଳମ୍ବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନାଁ ହେବ ଘୋଷଣା କରାଯିବ। ରାଜ୍ୟ ବିଜେପି ସଭାପତି କିଏ ହେବେ, ଏପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ବିଜେପି ରାଜ୍ୟ ସଭାପତି ଚୟନ ବିଳମ୍ବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। […]
ରାଜ୍ୟ ଟିକା ଭଣ୍ଡାରକୁ ଆଇଏସ୍ଓ ସାର୍ଟିଫିକେଟ୍
ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାର ଗୁଣବତ୍ତା ସମ୍ପୂର୍ଣ୍ଣ ପରିଚାଳନା ପାଇଁ ରାଜ୍ୟ ଟିକା ଭଣ୍ଡାର ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ଆଇଏସଓ ୯୦୦୦୧-୨୦୧୫ ସାର୍ଟିଫିକେଟ୍ ପାଇଛି ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାର ଗୁଣବତ୍ତା ସମ୍ପୂର୍ଣ୍ଣ ପରିଚାଳନା ପାଇଁ ରାଜ୍ୟ ଟିକା ଭଣ୍ଡାର ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ଆଇଏସଓ ୯୦୦୦୧-୨୦୧୫ ସାର୍ଟିଫିକେଟ୍ ପାଇଛି । ଟିକାର ଉପଯୁକ୍ତ ସଂରକ୍ଷଣ, କୋଲ୍ଡ ଚେନ୍ ପରିଚାଳନା, ଯୋଗାଣ ଶୃଙ୍ଖଳ […]
ବିବାଦରେ କାନ୍ଥଚିତ୍ର
ଗୋଟିଏ ପଟେ ସରକାର ଓଡ଼ିଆ ଅସ୍ମିତାର କଥା କହୁଛନ୍ତି। ଅନ୍ୟପଟେ ବିଏମ୍ସି ସରକାରଙ୍କୁ ବଦନାମ କରିବାକୁ ଅଣ୍ଟା ଭିଡ଼ିଛି। କେବଳ ସରକାରଙ୍କୁ ବଦନାମ କରୁନାହିଁ, ବରଂ ପଶ୍ଚିମ ଓଡ଼ିଶାର ମହାମନିଷୀମାନଙ୍କ ନାମକୁ ଏଭଳି କଦର୍ଥ କରିଛି ଯେ, ସେମାନଙ୍କର ସମ୍ମାନହାନି ହେଉଛି। ଭୁବନେଶ୍ୱର ୨୪-୦୨-୨୦୨୫ (ପିପିଏସ) : ଗୋଟିଏ ପଟେ ସରକାର ଓଡ଼ିଆ ଅସ୍ମିତାର କଥା କହୁଛନ୍ତି। ଅନ୍ୟପଟେ ବିଏମ୍ସି ସରକାରଙ୍କୁ ବଦନାମ କରିବାକୁ ଅଣ୍ଟା ଭିଡ଼ିଛି। କେବଳ ସରକାରଙ୍କୁ ବଦନାମ କରୁନାହିଁ, ବରଂ ପଶ୍ଚିମ ଓଡ଼ିଶାର […]