1 min read

ପୁସ୍ତକମେଳାରୁ ଓହରିଲେ ୭ ପ୍ରକାଶକ

ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ସରକାର ରାଜ୍ୟ ପୁସ୍ତକ ମହୋତ୍ସବ ଆୟୋଜନ କରୁଛନ୍ତି। ଡିସେମ୍ବର ୬ରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ୧୨ ଦିନ ଧରି ପୁସ୍ତକ ମହୋତ୍ସବ ଅନୁଷ୍ଠିତ ହେବ। ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ସରକାର ରାଜ୍ୟ ପୁସ୍ତକ ମହୋତ୍ସବ ଆୟୋଜନ କରୁଛନ୍ତି। ଡିସେମ୍ବର ୬ରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ୧୨ ଦିନ ଧରି ପୁସ୍ତକ ମହୋତ୍ସବ ଅନୁଷ୍ଠିତ ହେବ। ଗୋଟେ ପଟେ […]

1 min read

ପନ୍ନୁ ଡର… ରାତି ସାରା ଧରପଗଡ଼

ଡିଜିପି ସମ୍ମିଳନୀ ସମୟରେ ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକକୁ ଆଖିଆଗରେ ରଖି ଆଜି ସହରରେ ରାତିଅଧିଆ ଯାଞ୍ଚକୁ ଅତି କଡ଼ାକଡ଼ି କରାଯାଇଛି। ରାଜଧାନୀର ୨୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନରେ କଡ଼ା ଚେକିଂ ହେଉଛି। ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଡିଜିପି ସମ୍ମିଳନୀ ସମୟରେ ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକକୁ ଆଖିଆଗରେ ରଖି ଆଜି ସହରରେ ରାତିଅଧିଆ ଯାଞ୍ଚକୁ ଅତି କଡ଼ାକଡ଼ି କରାଯାଇଛି। ରାଜଧାନୀର ୨୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନରେ କଡ଼ା […]

1 min read

ବରଗଡ଼ ଧନୁଯାତ୍ରା

ଏଥର ମଞ୍ଚ ଦୁଲୁକାଇବେ ଭୁବନେଶ୍ୱର ପ୍ରଧାନ ବରଗଡ଼/ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ନୂଆ କଂସ ମିଳିଛି। ଏଥର ଭୁବନେଶ୍ବର ପ୍ରଧାନ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଧନୁଯାତ୍ରା ସମୟରେ ବରଗଡ଼ ସହରରେ ରାଜ୍ କରିବେ। ତାଙ୍କର ଇସାରାରେ ବରଗଡ଼ ପରିଚାଳିତ ହେବ। ସେ କଡ଼ା ସଂଳାପ କହି ମୁକ୍ତାକାଶ ରଂଗମଞ୍ଚକୁ ଦୁଲୁକାଇବେ। ଚୟନ କମିଟି ଆଜି ଭୁବନେଶ୍ବର ପ୍ରଧାନଙ୍କ ନାମରେ ମୋହର ମାରିଛି। ଶ୍ରୀ […]

1 min read

ଆଶାକର୍ମୀଙ୍କୁ ବୀଭତ୍ସ ହତ୍ୟା

ନିଖୋଜ ଥିଲେ ଆଶାକର୍ମୀ, ପୋଖରୀରୁ ଉଦ୍ଧାର ହେଲା କ୍ଷତବିକ୍ଷତ ମୃତଦେହ ସୁନ୍ଦରଗଡ଼/ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଭସ୍ମା ଥାନା ଅଧୀନ କୁଡ଼ାବଗା ପତ୍ରାପାଲି ଗାଁରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ନିଖୋଜ ଥିବା ଆଶାକର୍ମୀ ସୁଭାଷିନୀ ନାଏକଙ୍କର ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ଆଜି ଅପରାହ୍‌ଣ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ଜମିବାଡ଼ିକୁ କେନ୍ଦ୍ର କରି ପାରିବାରିକ ଶତ୍ରୁତା ଯୋଗୁଁ ଆଶାକର୍ମୀଙ୍କୁ ହତ୍ୟା କରାଯାଇ […]

1 min read

ଘରକୁ ପହଞ୍ଚିବା ପୂର୍ବରୁ ସ୍ବାମୀଙ୍କ ଠାରୁ ସ୍ତ୍ରୀଙ୍କୁ ଛଡ଼ାଇ ନେଲା ଯମ

ସୁନ୍ଦରଗଡ଼ ଟାଉନ୍‌ ଥାନା ଅଧୀନ ୧୦ ନମ୍ବର ଜାତୀୟ ରାଜପଥର ପଣ୍ଡରିଢ଼ିପା ଛକ ନିକଟରେ ଆଜି ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼/ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଆଉ ଅଳ୍ପ ସମୟ ପରେ ସ୍ବାମୀ-ସ୍ତ୍ରୀ ଘରେ ପହଞ୍ଚି ଥାନ୍ତେ। ପରିବାର ଲୋକଙ୍କ ସହ ହସଖୁସି ବାଣ୍ଟିଥାନ୍ତେ। ଏଥି ପାଇଁ ଗାଁ ନିକଟ ଛକରେ ଅଟୋରୁ ଓହ୍ଲାଇ ଘରକୁ ଯିବା ପାଇଁ ବାହାରିଥିଲେ। ଏତିକି ବେଳେ ସ୍ବାମୀ-ସ୍ତ୍ରୀଙ୍କ […]

1 min read

ହାତୀ ଆକ୍ରମଣରେ ଆହତ ୩ ବନ କର୍ମଚାରୀଙ୍କ ମଧ୍ୟରୁ ୨ ଜଣ ଗୁରୁତର

ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ଏଥି ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ସତ୍ତ୍ବେ ଜଙ୍ଗଲର କଳେବର ବଢୁନାହିଁ କି ବନ୍ୟଜନ୍ତୁମାନେ ସୁରକ୍ଷିତ ନାହାନ୍ତି। କଣ୍ଟାବାଞ୍ଜି/ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ଏଥି ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ସତ୍ତ୍ବେ ଜଙ୍ଗଲର […]

1 min read

ପୁଅ-ବୋହୂଙ୍କୁ ବାପା ଜାଳିଦେବା ଘଟଣା : ଚାଲିଗଲା ବୋହୂଙ୍କ ଜୀବନ

ପୁଅ-ବୋହୂଙ୍କୁ ବାପା ଜାଳିଦେବା ଘଟଣାରେ ଗୁରୁତର ବୋହୂ ଆଖି ବୁଜିଛନ୍ତ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସସ୍ମିତା ରାଉତ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ଏଣେ ପୁଅ ମୃତ୍ୟୁ ସହ ସଂଘର୍ଷ କରୁଥିବା କୁହାଯାଉଛି। କଟକ ୦୧-୧୨-୨୦୨୪ (ପିପିଏସ ) : ପୁଅ-ବୋହୂଙ୍କୁ ବାପା ଜାଳିଦେବା ଘଟଣାରେ ଗୁରୁତର ବୋହୂ ଆଖି ବୁଜିଛନ୍ତ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସସ୍ମିତା ରାଉତ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ଏଣେ ପୁଅ ମୃତ୍ୟୁ […]

1 min read

ଜୟନାରାୟଣ ମିଶ୍ର କହିଲେ- ମୁଁ ତଡ଼ାଖିଆ ଲୋକ

ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିଷ ଓଗାଳିଛନ୍ତି। ନିଜ ମନ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷକୁ ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସେ ବିଜେପିରେ ଥାଇ ମଧ୍ୟକୁ ଦଳକୁ ପରୋକ୍ଷରେ ତେରଛା ବାଣ ମାରିଛନ୍ତି। ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିଷ ଓଗାଳିଛନ୍ତି। ନିଜ ମନ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷକୁ ସେ ଗଣମାଧ୍ୟମ […]

1 min read

ରୋଷେୟା ନିଯୁକ୍ତିରେ ଅନିୟମିତତା।

ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ। ୪ ଦିନ ହେଲା ଗଛମୂଳେ ଶିଶୁ, ଖାଉଛନ୍ତି ବିସ୍ଫୁଟ । ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ରୋଷେୟା ନିଯୁକ୍ତିରେ ଅନିୟମିତତା କୁ ନେଇ ମାଲକାନଗିରି ଜିଲ୍ଳା ମାଥିଲି ବ୍ଲକ ଚାଉଳମେନ୍ଦି ପଞ୍ଚାୟତ ପଦରସାହି ରେ ଉତ୍ତେଜନା । ୪ ଦିନ ହେଲା ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଗ୍ରାମବାସି। ଅଙ୍ଗୱାଡି କେନ୍ଦ୍ର ବନ୍ଦ୍ ଥିବାରୁ ଶିଶୁମାନେ ଗଛମୂଳେ ପଢୁଛନ୍ତି ପାଠ । ରନ୍ଧା ଖାଦ୍ୟ […]

1 min read

କଲେଜ ରେ ତାଲା ପକାଇଲେ ଠିକାଦାର  !

ଜଗତସିଂହପୁର ୩୦-୧୧-୨୦୨୪ (ପିପିଏସ ) : ଆଜି ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଜଗତ ସିଂହପୁର ସ୍ବାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ରେ ତାଲା ପଡ଼ିବା ଘଟଣା ବୁଦ୍ଧିଜୀବୀ ମହଲକୁ ବ୍ୟଥିତ କରିଥିବା ଚର୍ଚ୍ଚା ଜୋର ଧରିଛି।ଘଟଣାରୁ ଜଣା ପଡ଼ିଛି ଯେ କଜେଜରେ କ୍ରୀଡା ନିମନ୍ତେ ଉଦ୍ଦିଷ୍ଟ ଘର ର ନବୀକରଣ କରିଥିବା ଜନୈକ ଠିକାଦାର ତାର ପ୍ରାପ୍ୟ ନପାଇବାରୁ ସେ ଘରଟି କୁ ତାଲା ପକାଇଲେ।ଆଜି ପିଲାମାନେ ଆନ୍ତ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ନିମନ୍ତେ ଅଭ୍ୟାସ […]