1 min read

ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ଆନନ୍ଦ ନାଗେଶ୍ବରନ୍ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ଯକ୍ଷତାରେ ଗଠିତ ସଂସଦୀୟ ଅର୍ଥ କମିଟି ନିକଟରେ ମତାମତ ଉପସ୍ଥାପନ କରୁଛନ୍ତି

1 min read

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସାଂସଦ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୦-୧୨-୨୦୨୪ (ପିପିଏସ) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କ ନେତୃତ୍ୱରେ ଗୁରୁବାର ଓଡ଼ିଶାର ସାଂସଦଙ୍କ ଏକ ପ୍ରତିନିଧୂମଣ୍ଡଳୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁଙ୍କୁ ଭେଟିଛନ୍ତି । ରାଜ୍ୟରେ ନୂତନ ବିମାନବନ୍ଦର ନିର୍ମାଣ, ନୂତନ ଟର୍ମିନାଲ ନିର୍ମାଣ, ବିମାନବନ୍ଦର ସମ୍ପ୍ରସାରଣ ଓ ସଂଯୋଗୀକରଣ, ଯାତ୍ରୀ ସୁବିଧା ଏବଂ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏହି ପ୍ରତିନିଧୂମଣ୍ଡଳୀଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। […]

1 min read

‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା: ଗଠନ ହେବ ରାଜ୍ୟ, ଜିଲ୍ଲାସ୍ତରୀୟ କମିଟି

ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ବଦଲାଇ ‘ପଞ୍ଚସଖା ଶିକ୍ଷା ସେତୁ ସଂଗଠନ’ ନାମରେ ନାମିତ କରାଯାଇଛି। ‘ମୋ ସ୍କୁଲ ଅଭିଯାନ’ ପରିଚାଳନା ସଂଗଠନର ସମସ୍ତ ଅଧିକାର ଏବଂ ପାଣ୍ଠି ଓ କର୍ମଚାରୀଙ୍କୁ ପଞ୍ଚସଖା ଶିକ୍ଷା ସେତୁ ସଂଗଠନକୁ ଆଇନ ଗତ ଭାବେ ହସ୍ତାନ୍ତର କରାଯିବ। ଭୁବନେଶ୍ୱର ୨୦-୧୨-୨୦୨୪ (ପିପିଏସ) : ରାଜ୍ୟରେ ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା ଲାଗୁ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏନେଇ ବିଜ୍ଞପତି ଜାରି ହୋଇଛି। ମୋ ସ୍କୁଲ […]

1 min read

ନିଶାସକ୍ତ ବାପାର କଟୁରି ଚୋଟରେ ପୁଅ ଗୁରୁତର: ଭୁବନେଶ୍ବର ଏମସରେ ଭର୍ତ୍ତି

ନିଶାସକ୍ତ ବାପାର କଟୁରି ଚୋଟରେ ପୁଅ ଗୁରୁତର ହୋଇ ଭୁବନେଶ୍ବର ଏମସରେ ଭର୍ତ୍ତି ହୋଇଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜାଗିରିକୁଦା ଗାଁରେ ଘଟିଛି ଏଭଳି ଅଘଟଣ। କୃଷ୍ଣପ୍ରସାଦ/ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ଜଣେ ବାପାର ଉନ୍ମତ୍ତ କାଣ୍ଡ ଘଟଣା ଲୋକେ ଭୁଲି ନଥିବା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରୁ ସାମ୍ନାକୁ ଆସିଛି ସେଭଳି ଏକ ଅଭାବନୀୟ ଘଟଣା।  ଏଠାରେ ଜଣେ ନିଶାସକ୍ତ ବାପାର କଟୁରି ଚୋଟରେ ପୁଅ ଗୁରୁତର ହୋଇ […]

1 min read

ରାଷ୍ଟ୍ରଭକ୍ତ ଛାତ୍ର ଗଠନରେ ଶିଶୁ ମନ୍ଦିରର ଭୂମିକା ଗୁରୁତ୍ୱପୂର୍ଣ୍ଣ

କେନ୍ଦୁଝର/ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : ଜେଲରୋଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡ଼଼ର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତି ଉପସଭାପତି ପ୍ରିୟବ୍ରତ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜେ ରାଜ୍ୟରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ବର୍ଣ୍ଣନା କରିବା ସହ […]

1 min read

କଡାକଡି ହେଲା ବୁକ ସର୍କୁଲାର-୪୭, ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ ବାଧ୍ୟ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : ଏଣିକି ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରିପାରିବେନି ପ୍ରଶାସନିକ ଅଧିକାରୀ। ପୂର୍ବରୁ ନିର୍ବାଚିତ ପ୍ରତିନିଧି ବିଶେଷ କରି ବିଧାୟକ ଓ ସଂସଦ ମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ସମ୍ମାନ ପ୍ରଦର୍ଶନ ନ କରିବା ଓ ଦୁର୍ବ୍ୟବହାର କରିବା ଭଳି ଅନେକ ଘଟଣା ଘଟିଛି କିନ୍ତୁ ଆଉ ସେଭଳି ହେବ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ବୁକ ସର୍କୁଲାର-୪୭ ଅନୁଯାୟୀ ନିୟମ କଡାକଡି ଭାବେ ପାଳନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।ବୁକ ସର୍କୁଲାର-୪୭ ଅନୁଯାୟୀ ବିଧାୟକ ଓ […]

1 min read

ଯଦି ଖଡଗେ ଚାହୁଁଛନ୍ତି, ମୁଁ ଇସ୍ତଫା ଦେବି: ଶାହ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : ଯଦି ଖଡଗେ ଚାହୁଁଛନ୍ତି, ତେବେ ମୁଁ ଇସ୍ତଫା ଦେବି। ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ଵରାଷ୍ଟ ମନ୍ତ୍ରୀ ଅମିତ ଶାହ। ଡ. ବି.ଆର. ଆମ୍ବେଦକରଙ୍କ ସମ୍ପର୍କରେ ଶାହ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କର ବହିଷ୍କାର ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ପ୍ରକୃତରେ ଆମ୍ବେଦକରଙ୍କୁ ସମ୍ମାନ କରୁଥିବେ, ତେବେ ସେ ଶାହଙ୍କୁ ବୁଧବାର ମଧ୍ୟରାତ୍ରି ସୁଦ୍ଧା ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଉଚିତ ବୋଲି ଖଡଗେ […]

1 min read

ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦ୍‌ଯାପିତ

‘ଜଗତୀକରଣ ସାରସ୍ବତ ଜଗତକୁ ଛୋଟ କରିପାରିବ ନାହିଁ’ ଅନେକ କହୁଛନ୍ତି ବହି ବିପଦରେ ପଡ଼ିଛି। ହେଲେ ବହି ବିପଦରେ ପଡ଼ିନାହିଁ। ଡିଜିଟାଲ ଦୁନିଆ କେବେ ବି ବହିର ସ୍ଥାନ ନେଇ ପାରିବ ନାହିଁ। ବଜାରବାଦ ବିଶ୍ବକୁ ଛୋଟ କରି ଦେଇ ପାରେ ଭୁବନେଶ୍ୱର: ଅନେକ କହୁଛନ୍ତି ବହି ବିପଦରେ ପଡ଼ିଛି। ହେଲେ ବହି ବିପଦରେ ପଡ଼ିନାହିଁ। ଡିଜିଟାଲ ଦୁନିଆ କେବେ ବି ବହିର ସ୍ଥାନ ନେଇ ପାରିବ ନାହିଁ। ବଜାରବାଦ ବିଶ୍ବକୁ ଛୋଟ କରି ଦେଇ ପାରେ, […]

1 min read

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ଇଡି

ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ପଶିଲା ଇଡି।  ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ସମେତ ସମ୍ବଲପୁରର ତିନିଟି ସ୍ଥାନରେ ଇଡି ଚଢ଼ାଉ କରୁଛି। ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବାର ସୂଚନା ରହିଛି। ସମ୍ବଲପୁର/ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ […]

1 min read

ସା‌ନ୍ତାଳୀ ଭାଷାରେ ଶିକ୍ଷାଦାନ ପାଇଁ ସରକାର ଚିନ୍ତା କରୁଛନ୍ତି: ମୁଖ୍ୟମନ୍ତ୍ରୀ

ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ସାନ୍ତାଳୀ ଭାଷା ଅଲ୍‌ଚିକି ଲିପିରେ ‘କେଜି’ରୁ ‘ପିଜି’ ପର୍ଯ୍ୟନ୍ତ ଶିକ୍ଷାଦାନ କେନ୍ଦୁଝର/ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ସାନ୍ତାଳୀ ଭାଷା ଅଲ୍‌ଚିକି ଲିପିରେ ‘କେଜି’ରୁ ‘ପିଜି’ ପର୍ଯ୍ୟନ୍ତ ଶିକ୍ଷାଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ […]