1 min read

ଆରଜି ମେଡିକାଲ କଲେଜର ଦୁଷ୍କର୍ମ ଓ ହତ୍ୟା ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ

କୋଲକାତା/ଭୁବନେଶ୍ୱର: ୧୩-୦୮-୨୪(ପିପିଏସ ): କୋଲକାତାର ଆରଜି ମେଡିକାଲ କଲେଜର ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ତୁରନ୍ତ ସମସ୍ତ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ରାଜ୍ୟ ପୁଲିସକୁ କହିଛନ୍ତି। ସେପଟେ ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ଅନ୍ୟ  ଏକ କଲେଜର ପ୍ରିନ୍ସିପାଲ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ।କଲିକତା ହାଇକୋର୍ଟ ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ନିଜେ ଛୁଟିରେ ଯିବାକୁ କହିଛନ୍ତି, […]

1 min read

ହତ୍ୟାକାଣ୍ଡ ପଛରେ କିଏ ? : ଖୋଲିବ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଗୁମର

ଭୁବନେଶ୍ୱର,୧୩/୮/୨୪(ପିପିଏସ) : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ପୁଣି ଖୋଲିବାକୁ ଯାଉଛନ୍ତି ଭାଜପା ସରକାର। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ଜାତୀୟ ଗଣମାଧ୍ୟମକୁସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ଏହି ମାମଲା ରିଓପନ୍‌ କରାଯିବ। ନବ ଦାସ ବିଜେଡି ନେତା ହେଲେ ମଧ୍ୟ ସେ ଜଣେ ମନ୍ତ୍ରୀ ଥିଲେ। ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ହାଲକା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। […]

1 min read

ବୁଡ଼ିଲା ରାଜସ୍ଥାନ

*ଟ୍ରେନ ଓ ବିମାନସେବା ପ୍ରଭାବିତ*ଆଇଏମଡି ପକ୍ଷରୁ ଦିଲ୍ଲୀ ପାଇଁ ୟେଲୋ ଆଲର୍ଟ ଜୟପୁର/ଭୁବନେଶ୍ୱର:୧୩-୦୮-୨୪(ପିପିଏସ ): ରାଜସ୍ଥାନରେ ଶନିବାରଠାରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ଘଟଣାରେ ୨୦ ଜଣଙ୍କର ପ୍ରାଣହାନି ଘଟିଛି। ବର୍ଷା ଯୋଗୁଁ ଜୟପୁର, କରାଉଲି, ସଓନ୍ବାଇ ମାଧୋପୁର ଏବଂ ଦୌସା ଭଳି ଜିଲାର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ଏହି ଜିଲାଗୁଡିକରେ ସୋମବାର ସବୁ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ […]

1 min read

ଆଗେଇ ଚାଲିଛି “ଭଗିଆ ଭାରିଜା”

*ପସନ୍ଦ କରୁଛନ୍ତି ଦର୍ଶକ*ଓଡ଼ିଆ ଚଳଚିତ୍ର ଜଗତକୁ ଆଉପାଦେ ଆଗକୁ ନେବାପାଇଁ ହେବ ସହାୟକ | ଭୁବନେଶ୍ବର:୧୩-୦୮-୨୪(ପିପିଏସ ) ଓଡ଼ିଶାର ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଭଗିଆ ଭାରିଯା’।ଭୁବନେଶ୍ୱରରେ ସମୁଦାୟ ୬ଟି ସୋ’ରେ ପ୍ରଦର୍ଶନ ଜାରି ରଖିଥିବା ବେଳେ ସ୍ଥାନୀୟ ମହାରାଜା ହଲରେ ଏହାର ପ୍ରିମିୟର ସୋ’ ଅନୁଷ୍ଠିତ ହୋଇଯାଇଛି। ପ୍ରିମିୟର ସୋ’ ରେ ନିଜର ପ୍ରିୟ ତାରକାଙ୍କୁ ପାଖରେ ଦେଖିବାକୁ ଦର୍ଶକଙ୍କ ଭିଡ କହିଲେ ନସରେ । ଚଳଚ୍ଚିତ୍ରର କଳାକାର ଓ […]

1 min read

୧୦ କୋଟି କରଜ ପାଇଁ ଜୀବନ ହାରିଲେ ଦମ୍ପତି

ଆତ୍ମହତ୍ୟା ପୂର୍ବରୁ ସେଲ୍ଫି ଉଠାଇଲେ, ଚିଠି ଲେଖିଲେ… ନୂଆଦିଲ୍ଲୀ/ଭୁବନେଶ୍ୱର : ୧୩-୦୮-୨୪ (ପିପିଏସ ): କରଜ କାରଣରୁ ଚିନ୍ତିତ ରହି ଉତ୍ତର ପ୍ରଦେଶର ସହାରନପୁରରେ ଜଣେ ଯୁବ ବ୍ୟବସାୟୀ ନିଜ ପତ୍ନୀଙ୍କ ସହ ସୋମବାର ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରି ଥିବା ଖବର ମିଳିଛି । ୩୫ ବର୍ଷୀୟ ସୌରଭ ଓ ତାଙ୍କ ପତ୍ନୀ ମୋନା ହାଥୀପୁଲରେ ନଦୀକୁ ଡେଇଁବା ପୂର୍ବରୁ ସେଲଫି ନେବା ପରେ ଫଟୋକୁ ନିଜ ପରିବାର ସଦସ୍ୟଙ୍କ ନିକଟକୁ ଶେୟାର କରିଥିଲେ […]

1 min read

ଏବେବି ମାନବିକତା ବଞ୍ଚିଛି !

ଫୁଲବାଣୀ :୧୨-୦୮-୨୪ (ପିପିଏସ ): ଦୁର୍ଘଟଣା ରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରାଇ ଜୀବନ ବଞ୍ଚାଇବା ସହ ମାନବିକତାର ପରିଚୟ ଦେଇଛନ୍ତି ବିଏଏସଏଫ ଯବାନ। ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଳନ୍ଦାପାଡା ଅଞ୍ଚଳରେ। ସୂଚନା ଅନୁସାରେ ବାଳନ୍ଦାପଡା ପଞ୍ଚାୟତ ବାଘଡଙ୍ଗୁରି ଗାଁର ଚିତ୍ତ ନାୟକ ନାମକ ଜଣେ ବ୍ୟକ୍ତି ଏକ ବାଇକରେ ବାଳନ୍ଦାପଡା ବଜାରରୁ ନିଜ ଗାଁ ବାଘଡଙ୍ଗୁରିକୁ ଫେରୁଥିବା ସମୟରେ ବଣିଆସାହି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ […]

1 min read

ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଶକ୍ତ ଧକ୍କା : ଆଣ୍ଟି ଡୋପିଂ ନିୟମ ଉଲ୍ଲଘଂନ ଅଭିଯୋଗରେ ପ୍ରମୋଦ ନିଲମ୍ବିତ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ନିଲମ୍ବିତ । ୧୮ ମାସ ପାଇଁ ନିଲମ୍ବିତ କରିଛି ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ । ଆଣ୍ଟି ଡୋପିଂ ନିୟମ ଉଲ୍ଲଘଂନ ଅଭିଯୋଗରେ ପ୍ରମୋଦଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଫଳରେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇପାରିବେନି ପ୍ରମୋଦ । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପ୍ରମୋଦ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଥିଲେ ।ଓଡ଼ିଶାର ଗର୍ବ ତଥା ପ୍ରଥମ ଓ ଖେଳାଳି ଭାବରେ ଭାରତର […]

1 min read

ବନ୍ଧାହେଲେ ତାରା ପ୍ରସାଦ : କଳାଧନ ଦେଖାଇଲା ଜେଲ୍ କୁ ରାସ୍ତା

*ସୌଖୀନ ଦାମୀ କାର୍‌ ଚଢ଼ୁଥିଲେ*ରଖିଥିଲେ ବିପୁଳ ସୁନା ଅଳଙ୍କାର*ଦାମୀ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ସାଙ୍ଗକୁ ଏକାଧିକ ପ୍ଲଟ୍‌*୩୭୦ ଗ୍ରାମ ହୀରା ସହିତ ୭ ଦେଶର ବିଦେଶୀ ମୁଦ୍ରାଭୁବନେଶ୍ୱର,୧୩/୮/୨୪(ପିପିଏସ) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ସୋମବାର ତାରାଙ୍କ ବିଭିନ୍ନ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । ଏହି ସମୟରେ ୧୦ଟି ଫ୍ଲାଟ, ୭ଟି ପ୍ଲଟ୍‌, ଅଢେଇ କେଜି ପାଖାପାଖି ସୁନା ଠାବ […]

1 min read

ପରଲୋକରେ ଗୋପାଳ ସାହୁ : ୨୩ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିଲେ

ବରଗଡ଼,୧୩/୮/୨୪(ପିପିଏସ) : ବିଶ୍ୱ ପ୍ରସିଦ୍ଧ ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ଜଣାଯାଇଛି। ୨୩ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ଗୋପାଳ। ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମର ସେ ବାସିନ୍ଦା ଥିଲେ । ଝାରସୁଗୁଡ଼ାରେ ରହୁଥିବା ସାନପୁଅଙ୍କ ଘରେ ଗୋପାଳ […]

1 min read

ଦୋବଲ ବଜାରକୁ ଜବରଦଖଲ ମୁକ୍ତ କରିବାକୁ ପ୍ରଶାସନର ନିଷ୍ପତି : ୧୪ ବଦଳରେ ୧୬ ତାରିଖରେ ହେବ ଉଚ୍ଛେଦ

ଭଦ୍ରକ,୧୩/୮/୨୪(ପିପିଏସ) : ଭଦ୍ରକ,୧୩/୮/୨୪(ପିପିଏସ) : ଭଦ୍ରକ ଜିଲ୍ଲା ଧାମନଗର ତହସିଲ ପକ୍ଷରୁ ନିକଟରେ ଧାମନଗର ହାଟଛକକୁ ଜବରଦଖଲ ମୁକ୍ତ କରିଥିବାବେଳେ ଏବେ ଦୋବଲ ବଜାରକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଚଳିତମାସ ୧୪ ତାରିଖରେ ମୁସ୍ତାଫାପୁର ପଂଚାୟତର ଦୋବଲ ବଜାର ଓ ରାସ୍ତା ମାପ ପାଇଁ ଜବରଦଖଲ ସ୍ଥାନମାନଙ୍କରେ ନୋଟିସ୍ ଜାରି କରାଯାଇଥିଲା । ମାପ ପରେ ଚିହ୍ନଟ ସରକାରୀ ଜାଗା ଉଚ୍ଛେଦ ପରେ ରାସ୍ତା ସଂପ୍ରସାରଣ କରାଯିବ […]