1 min read

‘ଷ୍ଟାର୍ଟଅପ୍ ଓଡ଼ିଶା’ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟଙ୍କୁ ୯.୨୨ ଲକ୍ଷ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯-୦୮-୨୪(ପିପିଏସ) : ‘ଷ୍ଟାର୍ଟଅପ୍ ଓଡ଼ିଶା’ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟଙ୍କଠୁ ୯ଲକ୍ଷ ୨୨ହଜାର ୫୩୦ଟଙ୍କା ଆଦାୟ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ବିଭାଗର ସ୍ପଷ୍ଟୀକରଣ ଆଧାରରେ ରାଜ୍ୟ ଏମଏସଏମଇ ବିଭାଗ ତାଙ୍କଠୁ ଏହି ଅତିରିକ୍ତ ଟଙ୍କା ଆଦାୟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ୨୦୨୨ ଏପ୍ରିଲରୁ ୨୦୨୪ ଜୁଲାଇ ମଧ୍ୟରେ ସେ ନିଜର ଧାର୍ଯ୍ୟ ଦରମା ତୁଳନାରେ ଅଧିକ ଅର୍ଥ ଦରମା ଆକାରରେ ନେଇଥିବା ଜଣାପଡ଼ିଛି । ରାଜ୍ୟ ଏମଏସଏମଇ […]

1 min read

ମା’ କଟକଚଣ୍ଡୀଙ୍କ ମନ୍ଦିର ଉନ୍ନତୀକରଣ କାର୍ଯ୍ୟର ଅନୁଧ୍ୟାନ କଲେ ସାଂସଦ ମହତାବ

କଟକ, ୨୮-୦୮-୨୪(ପିପିଏସ) : ମା’ କଟକଚଣ୍ଡୀଙ୍କ ମନ୍ଦିର ଉନ୍ନତୀକରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ବର୍ତ୍ତମାନ ଚାଲିଥିବା କାର୍ଯ୍ୟଗୁଡ଼ିକ ଦଶହରା ପୂର୍ବରୁ ସରିଯିବ ଏବଂ ଦଶହରା ପରେ ନୂତନମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆନୁଷଙ୍ଗିକ ପଥର କାମ ଚାଲୁରହିଛି । ତେବେ ନୂତନ ମନ୍ଦିର ନିର୍ମାଣବେଳେ ଯେଭଳି ପୂଜାବିଧିରେ କୌଣସି ବାଧା ନଉପୁଜେ ତାହାକୁ ସୁନିଶ୍ଚିତ କରାଯିବ । ମା’ଙ୍କ ଆସ୍ଥାନ ଯେପରି ରହିଛି ସେହିପରି […]

1 min read

ବାଚସ୍ପତିଙ୍କ କଡ଼ା ନିର୍ଦ୍ଦେଶ : ବିଧାନସଭାକୁ ମୋବାଇଲ୍ ଫୋନ୍ ଓ ପାଣି ବୋତଲ ମନା

ଭୁବନେଶ୍ୱର, ୨୮-୦୮-୨୪(ପିପିଏସ) : ବିଧାନସଭା ଗୃହ ଭିତରେ ମୋବାଇଲ୍ ଫୋନର ଉପଯୋଗ ନକରିବା ପାଇଁ ବିଧାୟକମାନଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ବିଧାୟକମାନେ ଗୃହ ଭିତରକୁ ପାଣି ବୋତଲ ଧରି ନଆସିବା ପାଇଁ ମଧ୍ୟ ବାଚସ୍ପତି ତାଗିଦ୍ କରିଛନ୍ତି । ବିଧାନସଭା ଗୃହ ଭିତରେ ମୋବାଇଲ ଫୋନରେ ବିଧାୟକମାନେ କଥା ହେଉଥିବା ଓ ଫଟୋ ଉଠାଇବା ଘଟଣା ନଜରକୁ ଆସିବା ପରେ ବାଚସ୍ପତି ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଆଜି ବାଚସ୍ପତି […]

1 min read

ଓଏଏସ୍ ମେନ୍, ୧୩୬୭ ପରୀକ୍ଷାର୍ଥୀ କୃତକାର୍ଯ୍ୟ : ୯ରୁ ଡକ୍ୟୁମେଂଟ ଯାଂଚ ଓ ସାକ୍ଷାତକାର

ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଓଡ଼ିଶା ପ୍ରଶାସନିକ ସେବା-୨୦୨୨ ମେନ୍ (ଲିଖିତ) ପରୀକ୍ଷାରେ ମୋଟ ୧୩୬୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆଜି ଏହି ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆସନ୍ତା ସେପ୍ଟେମ୍ବର ୯ତାରିଖରୁ ଏହି ପ୍ରାର୍ଥୀମାନଙ୍କର ଡକ୍ୟୁମେଂଟ ଯାଂଚ ଓ ପର୍ସନାଲଟି ଟେଷ୍ଟ କରାଯିବ। ସେଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟସୂଚୀ ଆୟୋଗଙ୍କ ଦ୍ୱାରା ଜାରି କରାଯିବ ବୋଲି ଜଣାପଡ଼ିଛି। ଓଡ଼ିଶା ପ୍ରଶାସନିକ ସେବା-୨୦୨୨ରେ ମୋଟ ୩୯୯ଟି ପଦବୀ ନିମନ୍ତେ ଓଡ଼ିଶା ଲୋକସେବା […]

1 min read

ବାଇପାସ୍‌ ପାଇଁ ବଳି ପଡ଼ିଲା ଗଛ : କାଟିଦେଲେ, ଲଗାଇଲେନି

ଜୟପୁର/ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଜୟପୁର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବଳି ପଡ଼ିଲା ଅନେକ ଗଛ । କଟିଲା ୫୦ରୁ ଊର୍ଦ୍ଧ୍ବ ତେନ୍ତୁଳି, ଆମ୍ବ ଭଳି ଫଳନ୍ତୀ ଗଛ । ଇତିମଧ୍ୟରେ ଗଛକଟାକୁ ବିତିଗଲାଣି ଦେଢ଼ ବର୍ଷ । ଅଥଚ ଜାତୀୟ ରାଜପଥ ବିଭାଗ ଗୋଟିଏ ବି ଗଛ ଲଗାଇବାରେ ସକ୍ଷମ ହୋଇନି। ଆଗକୁ ଆହୁରି ୧୨/୧୩ଟି ଆମ୍ବ ଗଛ କାଟିବା ପାଇଁ ଚିହ୍ନଟ ସରିଛି । କ୍ଷତିପୂରଣ ଦିଆଯାଇନଥିବାରୁ ବ୍ୟକ୍ତିଗତ ଜମିରେ ଥିବା ଆମ୍ବ ଗଛ […]

1 min read

ଗ୍ରାହକଙ୍କୁ ଠକୁଛନ୍ତି ୩୭୦ ପେଟ୍ରୋଲ ପମ୍ପ ଏବଂ ୨୮୪୬ଟି ଦୋକାନୀ : ଯୋଗାଣ ମନ୍ତ୍ରୀ ମନ୍ତ୍ରୀ

ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ରାଜ୍ୟରେ ମାପ ଓ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କେତେକ ବ୍ୟବସାୟୀ । ବର୍ଷକରେ ୨,୮୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି । ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଠକୁଥିବା ଜଣାପଡିଛି । ସେହିପରି ୧୦୧ ଜଣ ବ୍ୟବସାୟୀ ବଟକରା ଓ ୯୫ ଜଣ ପଳାରେ ଠକୁଛନ୍ତି । ବୁଧବାର ବିଧାନସଭାରେ ଏପରି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେପଟେ ପେଟ୍ରୋଲ୍‌ ପମ୍ପରେ […]

1 min read

ଦୀର୍ଘ ୩୦ବର୍ଷ ପରେ ‘କୁଲି’ ସିନେମାରେ ଏକାଠି ନଜର ଆସିବେ ଅମୀର ଖାନ ଏବଂ ରଜନୀକାନ୍ତ

ଏହି ଦୁଇ ସୁପରଷ୍ଟାର ଶେଷ ଥର ପାଇଁ ୧୯୯୫ ଚଳଚ୍ଚିତ୍ର ‘ଆତଙ୍କ ହିଁ ଆତଙ୍କ’ରେ ଏକାଠି କାମ କରିଥିଲେ। ମୁମ୍ବାଇ/ଭୁବନେଶ୍ୱର ୨୮-୦୮-୨୪(ପିପିଏସ): ବଲିଉଡର ଆମୀର ଖାନ ଏବଂ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତ ପୁଣି ଥରେ ବଡ ପରଦାରେ ଏକାଠି କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଦୁଇ ସୁପରଷ୍ଟାର ଶେଷ ଥର ପାଇଁ ୧୯୯୫ ଚଳଚ୍ଚିତ୍ର ‘ଆତଙ୍କ ହିଁ ଆତଙ୍କ’ରେ ଏକାଠି କାମ କରିଥିଲେ। ବର୍ତ୍ତମାନ ଅମୀର ଓ ରଜନୀକାନ୍ତଙ୍କୁ ଗତ  ୩୦ ପରେ […]

1 min read

କୁକୁଡ଼ା ବ୍ୟବସାୟକୁ କେନ୍ଦ୍ରକରି ଗୁଳିମାଡ଼ ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୪ଗିରଫ

ଝାରସୁଗୁଡ଼ା/ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : କୁକୁଡ଼ା ବ୍ୟବସାୟକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ପୁଲିସ ଏସପି ସ୍ମିତ ପରମାର ପୁରୁଷୋତ୍ତମ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କଠାରୁ ଏକ ଦେଶୀ ରିଭଲଭର୍,୧୫ଟି ଜୀବନ୍ତ ଗୁଳି ଜବତ, କାର୍ ଏବଂ ଏକ ସ୍କୁଟି ଜବତ କରାଯାଇଛି । ଅଭିଯୁକ୍ତମାନେ ହେଲେ ୱାସିମ୍ ଆକ୍ରମ୍, ଶାହାବାଜ୍ ଖାନ୍ ଇମରାନ ଓ ଇଜାଜ୍ ଖାନ୍। ପୁଲିସ୍ ସୂଚନାନୁସାରେ, […]

1 min read

ବ୍ୟବସାୟକୁ କେନ୍ଦ୍ର କରି ହତ୍ୟା ୪ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା/ଭୁବନେଶ୍ୱର ୨୮-୦୮-୨୪(ପିପିଏସ): କୁକୁଡ଼ା ବ୍ୟବସାୟକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏନେଇ ପୁଲିସ ଏସପି ସ୍ମିତ ପରମାର ପୁରୁଷୋତ୍ତମ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କଠାରୁ ଏକ ଦେଶୀ ରିଭଲଭର୍,୧୫ଟି ଜୀବନ୍ତ ଗୁଳି ଜବତ, କାର୍ ଏବଂ ଏକ ସ୍କୁଟି ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ୱାସିମ୍ ଆକ୍ରମ୍, ଶାହାବାଜ୍ ଖାନ୍ ଇମରାନ ଓ ଇଜାଜ୍ ଖାନ୍। ପୁଲିସ୍ ସୂଚନାନୁସାରେ, ମଙ୍ଗଳବଜାରର ୨ ସମ୍ପର୍କୀୟ […]

1 min read

ଭିଜିଲାନ୍ସ ପଞ୍ଝାରେ CHSE ରେକର୍ଡ ସପ୍ଲାୟର୍ : ୩ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ପୁରେନ୍ଦ୍ରଙ୍କ ଭୁବନେଶ୍ୱରର କାନନବିହାରରେ ଥିବା ୪ ମହଲା ଘର, ସାମନ୍ତରାପୁରରେ ଥିବା ଅଫିସ୍ ଓ ଜଗତସିଂହପୁରର କେଉପଡ଼ା ଥିବା ପୈତୃକ ଘରେ ଏକକାଳୀନ ଚଢାଉ କରାଯାଇଛି । ପୁରେନ୍ଦ୍ର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ […]