PAKISTAN VIRAL VIDEO NEWS
କେକ୍ ପାଇଁ ଭିଡ଼ରେ ହଙ୍ଗାମା; ଭାଇରାଲ ହେଉଛି ପାକିସ୍ତାନର ଭିଡିଓ
ନୂଆଦିଲ୍ଲୀ, ୧୫/୮: ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଭିଡିଓରେ ପାକିସ୍ତାନୀ ପତାକା ଡିଜାଇନ୍ର ଏକ ବଡ଼ କେକ୍କୁ ନେଇ ଲୋକଙ୍କ ମଧ୍ୟରେ ହଠାତ୍ ଭିଡ଼ ଜମିଥିବା ଦେଖାଯାଉଛି। ଦାବି ଅନୁସାରେ, ଏହି ଘଟଣା ଲାହୋରର ଲିବର୍ଟି ମାର୍କେଟରେ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ଘଟିଥିଲା। କେକ୍ଟିକୁ ଆନୁଷ୍ଠାନିକ ଭାବେ କାଟିବା ଓ ଲୋକଙ୍କ ମଧ୍ୟରେ ବାଣ୍ଟିବାର ଯୋଜନା ଥିବାବେଳେ, ଏହା ପୂର୍ବରୁ ଅନେକ […]
