ରାଜନୀତି
ବିଷ ବଳୟରେ ତାଳଚେର
ଦେଶର ଆର୍ଥିକ ବିକାଶରେ ତାଳଚେରର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଦେଶ ସ୍ବାଧୀନତା ଲାଭ କରିବା ପୂର୍ବରୁ ତାଳଚେରରେ କୋଇଲା ଖଣିର ସନ୍ଧାନ ମିଳିଥିଲା। ଏଥିରୁ ମିଳୁଥିବା ବିପୁଳ ରାଜସ୍ବ ଦେଶର ଆର୍ଥିକ ସମ୍ବଳ ବୃଦ୍ଧି କରୁଛି। ତାଳଚେର/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଦେଶର ଆର୍ଥିକ ବିକାଶରେ ତାଳଚେରର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଦେଶ ସ୍ବାଧୀନତା ଲାଭ କରିବା ପୂର୍ବରୁ ତାଳଚେରରେ କୋଇଲା ଖଣିର ସନ୍ଧାନ ମିଳିଥିଲା। ଏଥିରୁ ମିଳୁଥିବା ବିପୁଳ ରାଜସ୍ବ ଦେଶର ଆର୍ଥିକ ସମ୍ବଳ ବୃଦ୍ଧି କରୁଛି। […]
କ’ଣ ରାହୁଲ ଗାନ୍ଧୀ ଏମଏସପିର ସଂପୂର୍ଣ୍ଣ ଅର୍ଥ ଜାଣିଛନ୍ତି : ଅମିତ ଶାହା
ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : କୃଷକଙ୍କ ସ୍ୱାର୍ଥକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ଯେ ସେ ଏମଏସପିର ସମ୍ପୂର୍ଣ୍ଣ ଅର୍ଥ ଜାଣିଛନ୍ତି କି? ସେ ଆହୁରି ମଧ୍ୟ କହିଛନ୍ତି ଯେ ହରିୟାଣାର ବିଜେପି ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ରେ ୨୪ଟି ଫସଲ କିଣୁଛନ୍ତି। ରେଓ୍ଵାରିରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଅମିତ ଶାହା ଦୁର୍ନୀତି ଓ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ […]
ଆଗାମୀ ଦିନରେ ଓଡ଼ିଶାକୁ ସାରା ବିଶ୍ୱର ଲୋକଙ୍କ ସୁଅ ଛୁଟିବ: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ବିଶ୍ୱ ପର୍ଯ୍ୟଟନ ଦିବସରେ ଆଜି ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ବାଇକ ରାଲି ହୋଇଯାଇଛି। ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଧଉଳିରୁ କୋଣାର୍କ ପର୍ଯ୍ୟନ୍ତ ଏକ “ଐତିହ ସୁପରବାଇକ ରାଲି”ର ଶୁଭାରମ୍ଭ କରାଯାଇଛି। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସୁପରବାଇକ ରାଲିକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆଗାମୀ ଦିନରେ ଓଡ଼ିଶାକୁ ସାରା ବିଶ୍ୱର ଲୋକଙ୍କ ସୁଅ ଛୁଟିବ। ପର୍ଯ୍ୟଟନ ବିଭାଗ ଏ […]
ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା
ନୀଳଗିରି/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ନୀଳଗିରି ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟିଂରେ ପରାସ୍ତ ହୋଇଛନ୍ତି ବିଜେଡି ସମର୍ଥିତ ଅଧ୍ୟକ୍ଷା ଅମ୍ବିକା ଦାସ। ନୀଳଗିରି ଏନଏସି ମୋଟ ୧୩ଜଣ କାଉନସିଲର ଥିବା ବେଳେ ଏହି ଭୋଟିଂରେ ମୋଟ ୧୧ ଜଣ ଉପସ୍ଥିତ ରହିଥିବା ବେଳେ ଦୁଇଜଣ ଭୋଟିଂ ପକ୍ରିୟାରେ ନିଜକୁ ସାମିଲ କରିନଥିଲେ। ୭ ନମ୍ବର ଓ ୧୩ ନମ୍ବର କାଉନସିଲର ଏହି ଭୋଟିଂ ପକ୍ରିୟାରେ ନିଜକୁ ସାମିଲ କରିନଥିଲେ। ୧୧ ଗୋଟି ଭୋଟରୁ […]
ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବଢ଼ାଇଲା କେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କୋଠା ନିର୍ମାଣ, ମାଲ ବୋଝେଇ ଓ ଖଲାସ, ସୁରକ୍ଷା, ସଫେଇ, ହାଉସକିପିଂ, କୃଷି ଏବଂ ଖଣି କାର୍ଯ୍ୟ କରୁଥିବା ଶ୍ରମିକମାନେ ଏହାଦ୍ବାରା ଉପକୃତ ହେବେ। ଆସନ୍ତା ଅକ୍ଟୋବର ପହିଲାରୁ ବର୍ଦ୍ଧିତ ମଜୁରି ମିଳିବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ […]
ଭର୍ତ୍ତୃହରି ମହତାବ ଅର୍ଥ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ
୨୦୧୪ରେ ଅର୍ଥମବୀ ଅରୁଣ ଜେଟ୍ଲିଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲେ ନବୀନ ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସଂସଦର ଗୁରୁତ୍ୱପୂର୍ଣ୍ଣ ଅର୍ଥ ଷ୍ଟାଣ୍ଡିଙ୍ଗ୍ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ପାର୍ଲାମେଣ୍ଟାରୀ ବୁଲେଟିନ୍ରୁ ମିଳିଥିବା ସୂଚନାନୁଯାୟୀ, ନବଗଠିତ କମିଟିରେ ରାଜ୍ୟସଭାରୁ ୧୦ ଏବଂ ଲୋକସଭାରୁ ୨୧ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି । ଶ୍ରୀ ମହତାବ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଅନେକ ବରିଷ୍ଠ ଓ ଅଭିଜ୍ଞସାଂସଦଙ୍କୁ ଏଥିରେ ସ୍ଥାନ ମିଳିଛି । ସୂଚନାଯୋଗ୍ୟ […]
ଭୁବନେଶ୍ବରରେ ନଡ୍ଡା
ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଛନ୍ତି। ନଡ୍ଡା ଏଜି ଛକ ସ୍ଥିତ ବାବା ସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଏହାପରେ ନଡ୍ଡା ଦଳର ସଦସ୍ୟତା ଅଭିଯାନରେ ସାମିଲ ହେବେ। ମଧ୍ୟାହ୍ନରେ ନଡ୍ଡା ରାଜ୍ୟ କାର୍ଯ୍ୟାଳୟଠାରେ […]
ନେତାଙ୍କ ପୁଅ ନେତା ହୁଅନ୍ତିନି:ଜେପି ନଡ୍ଡା
ବିଜେପି ଲାଷ୍ଟ୍ ମ୍ୟାନ୍ ଆଟ୍ ଲାଷ୍ଟ୍ ମାଇଲରେ ବିଶ୍ବାସ କରେ। ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ନଡ୍ଡା ଦଳର ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କହିଥିଲେ, ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର […]
ସୁଭଦ୍ରା ଯୋଜନାରେ ୯୨ ଲକ୍ଷ ଆବେଦନ: ପ୍ରଭାତୀ ପରିଡ଼ା
ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ଏଯାଏ ୯୨ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି। ଏନେଇ ଆଜି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ସଂଖ୍ୟ ସପ୍ତାହକ ଭିତରେ ଏକ କୋଟି ଛୁଇଁବ ବୋଲି ସେ ଆଶା ପ୍ରକାଣ କରିଛନ୍ତି। ରାଜ୍ୟର ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ବୋଲି ସେ ପୁଣିଥରେ ଦୋହରାଇଛନ୍ତି। ଏଯାଏ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା […]
ଗଜିଆଗୁଡ଼ା ଗାଁକୁ ଦେଶୀ ଡଙ୍ଗା ଭରଷା
ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡ଼ା ଗାଁ। ସ୍ଥଳପଥରେ ଗାଁକୁ ସିଧାସଳଖ ରାସ୍ତା ନଥିଲା ବେଳେ ନଦୀରେ ଜଳଯାତ୍ରା କରିବାକୁ ପଡ଼ୁଛି। ବର୍ଷା ବଢ଼ିଲେ ଜଳପଥ ମଧ୍ୟ ଏକପ୍ରକାର ବନ୍ଦ ହୋଇ ବାହ୍ୟଜଗତରୁ ଚ୍ଛିନ୍ନ ହୋଇଯାଉଛି। ତେଣୁ ବିଧାୟକଙ୍କୁ ବି ଏହି ଗାଁକୁ ଦେଶୀ ଡଙ୍ଗାରେ ଯିବାକୁ ପଡ଼ିଛି। ପ୍ରାୟ ଶହେ ପରିବାର ଗଜିଆଗୁଡ଼ା ଗାଁରେ ବସବାସ କରୁଛନ୍ତି। ସଂପୂର୍ଣ୍ଣ ଗାଁକୁ ଘେରି ରହିଛି ପାହାଡ଼ିଆ ନଦୀ। ବର୍ଷ ତମାମ ଲୋକେ ନଦୀ […]