ରାଜନୀତି
ପୂଜାମଣ୍ଡପ ବୁଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ପୂଜାମଣ୍ଡପ ବୁଲିଛନ୍ତି। ନବୀନ ପଟ୍ଟନାୟକ ରସୁଲଗଡ଼ ପୂଜା ମଣ୍ଡପରେ ପହଞ୍ଚି ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ପୂଜାମଣ୍ଡପ ବୁଲିଛନ୍ତି। ନବୀନ ପଟ୍ଟନାୟକ ସକାଳ ସାଢେ ୧୦ଟାରେ ନବୀନ ନିବାସରୁ ବାହାରି ୧୦ଟା ୪୫ରେ ରସୁଲଗଡ଼ […]
ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ
ରାଜଧାନୀର ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ସେଠାରେ ପହଞ୍ଚି ମାଆଙ୍କର ଆଳତି କରିଛନ୍ତି। ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ରାଜଧାନୀର ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ସେଠାରେ ପହଞ୍ଚି ମାଆଙ୍କର ଆଳତି କରିଛନ୍ତି। ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। […]
ଆବାସ ଘର ଭଡ଼ାରେ ଦେଇ ପୁଣି ବସ୍ତିରେ ଡେରା
୮ ପ୍ରକଳ୍ପରେ ବିଏମ୍ସିର ଚଢ଼ଉ ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଆବାସ କରି ଘର ଦେଲେ। କିନ୍ତୁ ଘର ପାଇବା ପରେ ତାକୁ ଭଡ଼ାରେ ଲଗାଇ ସେମାନେ ପୁଣି ବସ୍ତିକୁ ଫେରିଗଲେ। ଫଳରେ ବସ୍ତି ବଢ଼ିବଢ଼ି ଚାଲିଲା। ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଆବାସ କରି ଘର ଦେଲେ। କିନ୍ତୁ ଘର ପାଇବା ପରେ ତାକୁ ଭଡ଼ାରେ ଲଗାଇ ସେମାନେ ପୁଣି ବସ୍ତିକୁ ଫେରିଗଲେ। ଫଳରେ ବସ୍ତି ବଢ଼ିବଢ଼ି […]
ମାସ ମାସ ଧରି ଖତ ଖାଉଛି ଇ-ବସ୍, ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ
୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ ଏଇ ଗୋଟିଏ ଗୋଟିଏ ବସର ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ ପୁରୀ/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ […]
ସମସ୍ୟା ଘେରରେ ଯୁବାଗୁଡା ପଞ୍ଚାୟତ
ଫୁଲବାଣୀ/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ସ୍ୱାଧୀନତାର ୭୭ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ଏବେବି ଅନେକ ଗ୍ରାମାଞ୍ଚଳରେ ବିକାଶ ଅପହଞ୍ଚ। ନା ଅଛି ରାସ୍ତା ଘାଟ, ନା ଅଛି ବିଦ୍ୟୁତ ଆଲୋକ, ନା ମିଳୁଛି ଗ୍ରାମବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟ ବରଦା ମଧ୍ୟ କରୁଛନ୍ତି। ସବୁ କାଗଜ କଲମରେ ଚାଲିଛି କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଜାହାର ଜଳନ୍ତା ଉଦାହୋରଣ ଦେଖିବାକୁ […]
ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଲେ ମୋହନ ସରକାର
ଦଶହରା ପୂର୍ବରୁ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି। ମୋହନ ମାଝୀଙ୍କ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି। ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଦଶହରା ପୂର୍ବରୁ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି। ମୋହନ ମାଝୀଙ୍କ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି।ପୂର୍ବରୁ ଏହା ୪୬ ପ୍ରତିଶତ […]
ମହିଳାଙ୍କୁ ପୂଜା ଭେଟି:ଖାତାକୁ ଗଲା ‘ସୁଭଦ୍ରା ‘ଟଙ୍କା
‘ସୁଭଦ୍ରା’ ପ୍ରଥମ ପର୍ଯ୍ୟାୟର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ୱରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିବିଟି ମାଧ୍ୟମରେ ମହିଳାଙ୍କ ଖାତାକୁ ପ୍ରଦାନ କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବାରିପଦାରେ ରାଜ୍ୟର ୪୦ଲକ୍ଷ ରୁ ଅଧିକ ମହିଳାଙ୍କୁ ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାରିପଦା/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ‘ସୁଭଦ୍ରା’ ପ୍ରଥମ ପର୍ଯ୍ୟାୟର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ୱରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିବିଟି ମାଧ୍ୟମରେ ମହିଳାଙ୍କ ଖାତାକୁ ପ୍ରଦାନ କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବାରିପଦାରେ […]
ସୁଭଦ୍ରା ଯୋଜନାର ସଫଳ ରୂପାୟନ କରିଛୁ : ମୁଖ୍ୟମନ୍ତ୍ରୀ
ବାରିପଦା/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଆମେ ଦେଇଥିବା କଥା ରଖିଛୁ ଏବଂ ମା’ମାନଙ୍କୁ ‘ସୁଭଦ୍ରା’ ଯୋଜନାରେ ଟଙ୍କା ପ୍ରଦାନ କରିଛୁ। ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ସଫଳ ରୂପାୟନ କରିଛୁ। ମହିଳାଙ୍କୁ ସ୍ବାବଲମ୍ବୀ କରିବାରେ ଏହା ସହାୟକ ହେଉଛି। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡିବିଟି ମାଧ୍ୟମରେ ଦ୍ବିତୀୟ ପର୍ଯ୍ୟାୟରେ ବାରିପଦାରେ ରାଜ୍ୟର ୪୦ଲକ୍ଷ ରୁ ଅଧିକ ମହିଳାଙ୍କୁ ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବଟନ୍ ଟିପି ଏହି […]
ଶସ୍ତ୍ର ପୂଜନ କାର୍ଯ୍ୟକ୍ରମରେ ଯୋଗଦେଲେ ଶତାଧିକ ସାଧୁସନ୍ଥ, ମହିଳା
ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଜଗତଜନନୀ ମା’ ଦୁର୍ଗାଙ୍କର ପବିତ୍ର ଷଷ୍ଠୀ ଉତ୍ସବ ପାଳନ ରାଜଧାନୀ ଭୁବନେଶ୍ୱରସ୍ଥିତ ରାମମନ୍ଦିର ଠାରେ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ରକ୍ଷା ମଞ୍ଚ ତରଫରୁ ଅୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ବିଶାଳ ସନାତନ ସଂସ୍କୃତି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଭାରତ ରକ୍ଷା ମଞ୍ଚର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ସୂର୍ଯ୍ୟକାନ୍ତ କେଲେକରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତ ରକ୍ଷା ମଞ୍ଚର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଶୋକ […]
ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି : ୨୦୨୮ ପର୍ଯ୍ୟନ୍ତ ମାଗଣା ରାସନ
ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ବୁଧବାର ଦିନ ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଅନ୍ୟାନ୍ୟ ହିତାଧିକାରୀ ଯୋଜନା ଅଧୀନରେ ମାଗଣା ରାସନ ଜାରି ରଖିବାକୁ କ୍ୟାବିନେଟ ଅନୁମତି ଦେଇଛି।କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସ୍ପନ୍ଦନ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ରାଜସ୍ଥାନ ଏବଂ ପଞ୍ଜାବର ସୀମାନ୍ତ ଅଞ୍ଚଳରେ ୨୨୮୦ କିଲୋମିଟର ରାସ୍ତା ନିର୍ମାଣ ନିଷ୍ପତ୍ତି ମଧ୍ୟ […]