1 min read

ପଞ୍ଚମ ଜାତୀୟ ଜଳ ପୁରସ୍କାର-୨୦୨୩

ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ପୁରସ୍କୃତ କଲେ ରାଷ୍ଟ୍ରପତି ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ପଞ୍ଚମ ଜାତୀୟ ଜଳ ପୁରସ୍କାର-୨୦୨୩ରେ ଓଡ଼ିଶାକୁ ଚାରିଟି ବର୍ଗରେ ପୁରସ୍କୁତ କରାଯାଇଛି। ଆଜି ସ୍ଥାନୀୟ ବିଜ୍ଞାନ ଭବନର ପ୍ଲିନାରି ହଲ୍‌ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ ଶ୍ରେଷ୍ଠ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଓଡ଼ିଶାକୁ ପୁରସ୍କୁତ କରିଥିଲେ। ଉନ୍ନୟନ କମିସନର୍‌ ତଥା ଜଳ ସଂପଦ […]

1 min read

ବାତ୍ୟା ପ୍ରସ୍ତୁତି: ହେଡ୍‌କ୍ୱାର୍ଟର ଛାଡ଼ିବେନି ବିଏମ୍‌ସି ଅଧିକାରୀ

ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ୱାଟ୍‌କୋ, ଟିପିସିଓଡିଏଲ୍‌, ଇଡ୍‌କୋ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଯନ୍ତ୍ରୀ, ଏନ୍‌ଏଚ୍‌ଏଆଇ, ଓଡ୍ରାଫ, ବ୍ଲକ ଶିକ୍ଷା ଅଧିକାରୀ, ଖାଦ୍ୟ ଓ ଯୋଗାଣ ବିଭାଗ ଅଧିକାରୀ ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ୱାଟ୍‌କୋ, ଟିପିସିଓଡିଏଲ୍‌, ଇଡ୍‌କୋ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଯନ୍ତ୍ରୀ, […]

1 min read

ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର

ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର। ଅତିରିକ୍ତ ୧୦ ଏନଡିଆରଏଫ ଟିମ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ଟିମ୍ ମୁତୟନ ଆଇନଶୃଙ୍ଖଳା ଏଡ଼ିଜିଙ୍କୁ ଚିଠି ଲେଖି ଅଵଗତ କରିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା। ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର। ଅତିରିକ୍ତ ୧୦ ଏନଡିଆରଏଫ ଟିମ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ […]

1 min read

ଅକ୍ଟୋବର ୨୩ରେ ଓଡ଼ିଶା ଗସ୍ତରେ ଆସିବେନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ ତାରିଖରେ ଓଡ଼ିଶା ଆସିବେ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗ୍ରସ୍ତ ସ୍ଥଗିତ କରାଯାଇଛି। ଏନେଇ ମୟୂରଭଂଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହେବ। ଭୁବନେଶ୍ୱର ୨୧-୧୦-୨୦୨୪(ପିପିଏସ) :ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ ତାରିଖରେ ଓଡ଼ିଶା ଆସିବେ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗ୍ରସ୍ତ ସ୍ଥଗିତ ରଖା ଯାଇଛି। ଏନେଇ ମୟୂରଭଂଜ ଜିଲ୍ଲା ପ୍ରଶାସନ […]

1 min read

ଝାରପଡ଼ା ଜେଲ୍‌ରେ ପୁଣି କଏଦୀଙ୍କ ମୃତ୍ୟୁ: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଉତ୍ତେଜନା

ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଗତ ୯ବର୍ଷ ଭିତରେ ୧୧ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜିର ଘଟଣାକୁ ନେଇ ପୁଣି ବିବାଦ ଭିତରକୁ ଆସିଛି ଏହି ଜେଲ୍‌।  ଆଜି ହଠାତ୍ ମୃତ୍ୟୁର ଶିକାର ହୋଇଥିବା ବିଚାରାଧୀନ କଏଦୀ ହେଲେ ନୂଆପଲ୍ଲୀ ବେହେରାସାହିରେ ରହୁଥିବା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ବିଦ୍ୟାଧର ଗୁରୁ(୪୮)। ଗଞ୍ଜେଇ ଚାଲାଣ ଅଭିଯୋଗରେ ସେ ଗିରଫ ହୋଇ ଜେଲ୍‌ ହାଜତରେ […]

1 min read

ଏସସିବିର ସ୍ଥିତି ସମୀକ୍ଷା କଲେ ଆଡ଼ଭୋକେଟ୍ କମିଟି

କଟକ,୧୮-୧୦-୨୦୨୪(ପିପିଏସ) : ଏସସିବି ମେଡିକାଲ କଲେଜର ସ୍ଥିତି ସମୀକ୍ଷା କରିଛନ୍ତି ଆଡ଼ଭୋକେଟ କମିଟି। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଶୁକବ୍ରାର ଦ୍ୱିତୀୟ ଥର ଏସସିବି ମେଡିକାଲରେ ବିଭିନ୍ନ ୱାର୍ଡ଼ ବୁଲି ସମୀକ୍ଷା କରିଛନ୍ତି କମିଟି ଅଧ୍ୟକ୍ଷ ବିଜୟ କୁମାର ଦାଶ ଓ ସମସ୍ତ ସଦସ୍ୟ। ହସ୍ତଗତ ହୋଇଥିବା ୧୦ରୁ ଅଧିକ ଅଭିଯୋଗ ଆଧାରରେ ମେଡିକାଲ କର୍ତ୍ତୃପକ୍ଷ, ସିଏମସି କମିଶନର ଓ ଜିଲା ପ୍ରଶାସନ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କମିଟି ସଦସ୍ୟ ସରୋଜ କୁମାର ପାଢୀଙ୍କ ମତରେ, […]

1 min read

ପୁରୀ ବିମାନବନ୍ଦର ପାଇଁ ଖୁବ୍‌ ଶୀଘ୍ର ଜମି ଅଧିଗ୍ରହଣ

ପୁରୀରେ ନିର୍ମାଣ ହେବାକୁ ଥିବା ‘ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ପାଇଁ ଖୁବ୍‌ ଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ପୁରୀରେ ନିର୍ମାଣ ହେବାକୁ ଥିବା ‘ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ପାଇଁ ଖୁବ୍‌ ଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ୧୨ଜଣିଆ କମିଟି ଗଠନ ହୋଇଛି। ଏହି କମିଟି ଜମି ଅଧିଗ୍ରହଣ କରିବା ସହ ଜମି ମାଲିକମାନଙ୍କୁ ତୁରନ୍ତ ଉଚିତ ପ୍ରାପ୍ୟ […]

1 min read

ହବିଷ୍ୟାଳି ମା’ମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ

ହବିଷିଆଳି ଯୋଜନା ଯଦି ହେଉଛି, ସବୁ ହବିଷିଆଳିଙ୍କ ପାଇଁ ହେଉ। କିନ୍ତୁ ଅଧା ରହିବେ, ଆଉ ଅଧା କାହିଁକି ରହିବେନି? ଏ ପାତରଅନ୍ତର ନ ହେଉ। ହବିଷିଆଳି ଶିବିରରେ ପହଞ୍ଚି ରହିବାକୁ ଜାଗା ନ ପାଇ ଦହଗଞ୍ଜ ହେବା ପରେ ଜିଲ୍ଲାରୁ ଆସିଥିବା ହବିଷିଆଳିମାନେ ଏଭଳି ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ପୂଣ୍ୟମାସ ‘କାର୍ତ୍ତିକ’ ପାଇଁ ପୁରୀ ଶ୍ରୀମନ୍ଦିରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳିମାନେ ଏକଜୁଟ ହୋଇଛନ୍ତି। ବ୍ରତରଖି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବରିଷ୍ଠ ନାଗରିକମାନେ […]

1 min read

ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନୀଲ ଅଗ୍ରଓ୍ବାଲ ବେଦାନ୍ତ ରାଜ୍ୟରେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବାକୁ ଘୋଷଣା କରିଛି । ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ’ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲଙ୍କ ଆଲୋଚନାବେଳେ କମ୍ପାନି ଏହି ନିବେଶ ସଂପର୍କରେ ଘୋଷଣା କରିଛି । ମୁମ୍ବାଇ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ବେଦାନ୍ତ ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ […]

1 min read

ଭରତପୁର ଥାନା ଘଟଣା: କେସ୍ ଡାଏରି ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ,୧୮-୧୦-୨୦୨୪(ପିପିଏସ) : ରାଜଧାନୀ ଭୁବନେଶ୍ବରର ବହୁଚର୍ଚ୍ଚିତ ଭରତପୁର ଥାନା ଘଟଣାରେ ନିଲମ୍ବିତ ପୁଲିସ ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସାଗରିକା ରଥ, ସଲିଳାମୟୀ ସାହୁ, କନଷ୍ଟେବଳ ବଳରାମ ହାଁସଦାଙ୍କ ଅଡ଼ୁଆ ବଢିଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠରେ ଏହି ଚାରି ପୁଲିସ କର୍ମଚାରୀଙ୍କ ତରଫରୁ ଦାୟର ପୃଥକ ଆଗୁଆ ଜାମିନ ଆବେଦନ ଗୁଡ଼ିକର ଏକତ୍ର ପ୍ରାରମ୍ଭିକ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ମାମଲାରେ କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କ […]