1 min read

ହାଇଆଲର୍ଟରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର

ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରେଡ୍ ଜୋନ୍‌ରେ ଥିବା କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। କଟକ/ରାଜନଗର/କେନ୍ଦ୍ରାପଡ଼ା/ଜଗତସିଂହପୁର,୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରେଡ୍ ଜୋନ୍‌ରେ ଥିବା କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ନିଆଳି, କଣ୍ଟାପଡ଼ା ତଥା  ବିଭିନ୍ନ […]

1 min read

ବାତ୍ୟା ‘ଦାନା’ପାଇଁ ପାରାଦୀପରେ ଶିଳ୍ପ ମନ୍ତ୍ରୀ ଙ୍କ ପ୍ରାକ ପ୍ରସ୍ତୁତି ବୈଠକ

ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ   ବାତ୍ୟାରେ ଜିଲ୍ଲାର ପ୍ରାୟ ୮୮ ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ପାରାଦୀପ,୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା “ଦାନା”କୁ ଦୃଷ୍ଟିରେ ରଖି  ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ ବୃହତ୍ ଶିଳ୍ପ ଗୁଡିକର ପଦାଧୂକାରୀ ମାନଙ୍କୁ ନେଇ ଆଜି ପାରାଦ୍ବୀପ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକରେ ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ […]

1 min read

ମାଡି ଆସୁଛି ବାତ୍ୟା, “ଦାନା “

ନେଇଯିବ କି ଚାଷୀଙ୍କ ଦାନା  ଅଧା ପାଚିଲା ଫସଲ କୁ ଆଣିଲେ କିଛି ଚାଷୀ। ଅସ୍ତରଙ୍ଗ,୨୩-୧୦-୨୦୨୪(ପିପିଏସ ) : ଦାନା ମାଡି ଆସୁଛି। ଚାଷୀଙ୍କ ବର୍ଷକର ଦାନା ଛଡାଇନେବ। ସମ୍ଭାବ୍ୟ ବାତ୍ୟା ଦାନା ଭୟରେ ଭୟଭୀତ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳର ଚାଷୀକୂଳ। ଦାନା ଉଜାଡିବ ନେବ କି ସହ ସହ ହେକ୍ଟର ଜମିର ଫସଲ। ଏବେ ଦାନା ଚିନ୍ତାରେ ଅସ୍ତରଙ୍ଗ ବ୍ଲକ ବେଗୁନିଆବସ୍ତ, ନଈଗୁଆଁ, କେନ୍ଦ୍ରାପଟି, ଛୁରିଆନା, ପାଟଳଦା, ଅନନ୍ତା ଏମିତି କେତେ କେତେ […]

1 min read

ବାତ୍ୟା ‘ଦାନା’ର ପ୍ରାଶାସନିକ ପ୍ରସ୍ତୁତି ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ 

ଧାମନଗର ୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ବୈଠକ ପଞ୍ଚାୟତ ସେମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସମ୍ଭାବ୍ୟ ବାତ୍ୟା ଦାନାକୁ ନଜର ରଖି ପର୍ଯ୍ୟାପ୍ତ ପରିମାଣରେ ସରକାରୀ ଡାକ୍ତରଖାନାରେ ବିଭିନ୍ନ ପ୍ରକାର ଔଷଧ, ସାପକାମୁଡା ଇଞ୍ଜେକ୍‌ସନ୍‌, ଓଆରଏସ୍‌ଏସ୍, ବ୍ଲିଚିଂ ପାଉଡର […]

1 min read

ସମ୍ଭାବ୍ୟ ବାତ୍ୟା ‘ ଦାନା ‘  ଛଡ଼ାଇ ନେବକି ଦାନା ?ସଜାଗ ଜିଲ୍ଲା ପ୍ରଶାସନ

ଜଗତସିଂହପୁର,୨୩-୧୦-୨୦୨୪(ପିପିଏସ ) : ପୂର୍ବ ବଙ୍ଗୋପ ସାଗରରେ  ସୃଷ୍ଟି ହୋଇଥିବା ଅବପାତ  ବାତ୍ୟା ର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଯାହାଫଳରେ  ଜଗତସିଂହପୁର ଜିଲ୍ଲାରେ ୨୪ଓ ୨୫ ତାରିଖ ପ୍ରବଳ ରୁ ଅତି ପ୍ରବଳ ବର୍ଷା  ସହ ୧୧୦ ରୁ ୧୨୦ କି .ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ବାତ୍ୟା ପରିସ୍ଥିତି ସମୀକ୍ଷା ନିମନ୍ତେ ଆଜି ପୂର୍ବାହ୍ନ ରେ ପାରାଦ୍ୱୀପ ସ୍ପେଶାଲ ସର୍କିଟ ହାଉସ ଠାରେ ମାନ୍ୟବର ମନ୍ତ୍ରୀ, […]

1 min read

ପୁରୀ ଏସ୍ପିଙ୍କ ଅସ୍ତରଙ୍ଗ ଅଚାନକ ଗ୍ରସ୍ତ।

ବାତ୍ୟା ଦାନା କୁ ନେଇ ଏସ୍ପିଙ୍କ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ  ଅସ୍ତରଙ୍ଗ,୨୩-୧୦-୨୦୨୪(ପିପିଏସ ) : ବଙ୍ଗୋପସାଗର ସୃଷ୍ଟି ଘୁର୍ଣ୍ଣିଝଡ଼ ଦାନା କୁ ନେଇ ପ୍ରଶାସନ ସଜାଗ ଥିବା ବେଳେ ବୁଧବାର ସନ୍ଧ୍ୟା ରେ ପୁରୀ ଜିଲ୍ଲା ଏସ୍ପି ବିନୀତ ଅଗ୍ରୱାଲ ଅଚାନକ ଅସ୍ତରଙ୍ଗ ଗ୍ରସ୍ତ କରିବା ସହ ନୂତନ ଥାନା ପରିଦର୍ଶନ କରି ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ବାତ୍ୟା ଦାନା କୁ ନେଇ ଆଭାସୀ ବୈଠକ ସାମିଲ ହୋଇଥିଲେ।ଅସ୍ତରଙ୍ଗ ଅଂଚଳ ବିଭିନ୍ନ […]

1 min read

ସ୍ଥଳଭାଗ ଅଭିମୁଖେ ‘ଦାନା’

ବାତ୍ୟା ସମୟରେ ପବନ ଅପେକ୍ଷା ବର୍ଷାର ପ୍ରଭାବ ଓଡ଼ିଶା ଉପରେ ଅଧିକ ରହିବ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗିତ୍‌ସିଂହପୁର ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହୋଇପାରେ। କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ପୁରୀରେ ଅତିପ୍ରବଳ ବର୍ଷା ହେବ। ପାଖାପାଖି ୧୯ଟି ଜିଲ୍ଲାରେ ବର୍ଷା ପବନର ତାଣ୍ଡବ ଦେଖିବାକୁ ମିଳିବ। ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସାମୁଦ୍ରିକ ବାତ୍ୟା ‘ଦାନା’ ସୃଷ୍ଟି ହୋଇଛି। ‘ଦାନା’ର ପ୍ରଭାବ କେନ୍ଦ୍ରାପଡ଼ାଠାରୁ ବାଲେଶ୍ବର ଉପକୂଳ […]

1 min read

ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ: ମନମୋହନ ସାମଲ

ବାତ୍ୟା ପାଇଁ ବିଜେପିର ସାଂଗଠନିକ ନିର୍ବାଚନ କାମକୁ ସ୍ଥଗିତ ରଖାଯାଇଛି। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ ସାମଲ କହିଛନ୍ତି, ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ। ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ବାତ୍ୟା ପାଇଁ ବିଜେପିର ସାଂଗଠନିକ ନିର୍ବାଚନ କାମକୁ ସ୍ଥଗିତ ରଖାଯାଇଛି। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ […]

1 min read

ବାତ୍ୟା ପ୍ରସ୍ତୁତି: ହେଡ୍‌କ୍ୱାର୍ଟର ଛାଡ଼ିବେନି ବିଏମ୍‌ସି ଅଧିକାରୀ

ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ୱାଟ୍‌କୋ, ଟିପିସିଓଡିଏଲ୍‌, ଇଡ୍‌କୋ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଯନ୍ତ୍ରୀ, ଏନ୍‌ଏଚ୍‌ଏଆଇ, ଓଡ୍ରାଫ, ବ୍ଲକ ଶିକ୍ଷା ଅଧିକାରୀ, ଖାଦ୍ୟ ଓ ଯୋଗାଣ ବିଭାଗ ଅଧିକାରୀ ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ୱାଟ୍‌କୋ, ଟିପିସିଓଡିଏଲ୍‌, ଇଡ୍‌କୋ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଯନ୍ତ୍ରୀ, […]

1 min read

ଛାନିଆରେ ବୋହିନେ‌ଲେ ଆଳୁ: ଆଳୁ ୬୫, ପିଆଜ ୭୦

ବାତ୍ୟା ପ୍ରତି ସତର୍କ ରହିବାକୁ ସରକାରଙ୍କ ପରାମର୍ଶ ପରେ ଆଳୁ ଗୋଦାମ ଉପରେ ଏହାର ପ୍ରଚଣ୍ଡ ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟା ହେଲେ ସେହି ସମୟରେ ତଥା ତା’ର ଆଉକିଛି ଦିନଯାଏ ଦୋକାନ ବଜାର ବନ୍ଦ ରହିବା ସହିତ ଯୋଗାଣ ବନ୍ଦ ହୋଇଯିବାରୁ ଜିନିଷପତ୍ରର ଅଭାବ ସୃଷ୍ଟିହେବାର ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ବାତ୍ୟା ପ୍ରତି ସତର୍କ ରହିବାକୁ ସରକାରଙ୍କ ପରାମର୍ଶ ପରେ ଆଳୁ ଗୋଦାମ ଉପରେ ଏହାର ପ୍ରଚଣ୍ଡ ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟା ହେଲେ ସେହି […]