ପୁରୀ ଏସ୍ପିଙ୍କ ଅସ୍ତରଙ୍ଗ ଅଚାନକ ଗ୍ରସ୍ତ।
1 min read

ପୁରୀ ଏସ୍ପିଙ୍କ ଅସ୍ତରଙ୍ଗ ଅଚାନକ ଗ୍ରସ୍ତ।

ଅସ୍ତରଙ୍ଗ,୨୩-୧୦-୨୦୨୪(ପିପିଏସ ) : ବଙ୍ଗୋପସାଗର ସୃଷ୍ଟି ଘୁର୍ଣ୍ଣିଝଡ଼ ଦାନା କୁ ନେଇ ପ୍ରଶାସନ ସଜାଗ ଥିବା ବେଳେ ବୁଧବାର ସନ୍ଧ୍ୟା ରେ ପୁରୀ ଜିଲ୍ଲା ଏସ୍ପି ବିନୀତ ଅଗ୍ରୱାଲ ଅଚାନକ ଅସ୍ତରଙ୍ଗ ଗ୍ରସ୍ତ କରିବା ସହ ନୂତନ ଥାନା ପରିଦର୍ଶନ କରି ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ବାତ୍ୟା ଦାନା କୁ ନେଇ ଆଭାସୀ ବୈଠକ ସାମିଲ ହୋଇଥିଲେ।ଅସ୍ତରଙ୍ଗ ଅଂଚଳ ବିଭିନ୍ନ ବାତ୍ୟାଆଶ୍ରୟସ୍ଥଳୀ ବୁଲି ଆନୁସାଙ୍ଗିକ ଜିନିଷ ତଦାରଖ କରିଥିଲେ। ଗ୍ରସ୍ତ ରେ ଡ଼ିଏସପି ଜେ. କେ ଦେହୁରୀ ଙ୍କ ସହ ଅସ୍ତରଙ୍ଗ ଥାନାଧିକାରୀ ରାଜେଶ ବଳିୟାର ସିଂ ବାତ୍ୟାଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *