1 min read

ଦୁର୍ଗାପୂଜା ପାଇଁ ନିର୍ମିତ ତୋରଣ ଭୁଶୁଡ଼ିଲା

ଚାପି ହୋଇଗଲା କାର୍‌-ବାଇକ୍‌ ରାସ୍ତାକଡ଼ରେ ମଣ୍ଡପ ଓ ତୋରଣଗୁଡ଼ିକ ଅସଜଡ଼ା ହୋଇଥିବା ଦେଖିବାକୁ ମିଳୁଛି। ପୂର୍ବରୁ ପୂଜା ମଣ୍ଡପ ସ୍ଥଳ ଓ ଏହାର ଆଖପାଖ ଯେମିତି ସଫାସୁଥୁରା ଥିଲା, ସେମିତି ନାହିଁ। ତୋରଣ ଓ ମଣ୍ଡପଗୁଡ଼ିକରୁ ବାଉଁଶ ଓ ଅନ୍ୟାନ୍ୟ ସାମଗ୍ରୀ ଖୋଲିବା ପାଇଁ ଆହୁରି ଅନେକ ଦିନ ଲାଗିପାରେ ବୋଲି ଆଶା କରାଯାଉଛି। କଟକ,୧୮-୧୦-୨୦୨୪(ପିପିଏସ) : ଶାରଦୀୟ ଦୁର୍ଗାପୂଜା ସରିଛି। ଧରାପୃଷ୍ଠରୁ ମା’ ଦୁର୍ଗା ବିଦାୟ ନେଇସାରିଛନ୍ତି। କିନ୍ତୁ ମା’ଙ୍କ ସ୍ବାଗତ ପାଇଁ ସୁସଜ୍ଜିତ କରାଯାଇଥିବା […]

1 min read

ଶାଶୁଘରେ ପହଞ୍ଚିବା ପୂର୍ବରୁ ନବବଧୂଙ୍କ ମଥାରୁ ଲିଭିଲା ସିନ୍ଦୁର

ଧୁମଧାମରେ ବିବାହ ପରେ ନବବଧୂଙ୍କୁ ନେଇ ଟ୍ରେନ ଯୋଗେ ଘରକୁ ଫେରୁଥି‌ଲେ ବର। ବାଟରେ ଦୁର୍ଘଟଣାରେ ସମ୍ମୁଖୀନ ହେଲେ ବର। ଶାଶୁଘରେ ପହଞ୍ଚିବା ପୂର୍ବରୁ ନବବଧୂଙ୍କ ମଥାରୁ ଲିଭିଲା ସିନ୍ଦୂର। ନୂଆଦିଲ୍ଲୀ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) :  ଉତ୍ତରପ୍ରଦେଶ ସିକରିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହ ପରେ ଶାଶୁଘରେ ପହଞ୍ଚିବା ପୂର୍ବରୁ ନବବଧୂର ମଥାରୁ ସିନ୍ଦୁର ଲିଭି ଯାଇଛି। ରେଳ ଧାରଣାରୁ ମିଳିଛି ବରର ମୃତଦେହ। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ସିକରିର ବେନିୟା ବାସ ଗ୍ରାମରେ ବସବାସ କରୁଥିବା […]

1 min read

ଆୟୁଷ ଡାକ୍ତରଙ୍କୁ ନିୟମିତ ଓ ଉଚିତ ପାରିଶ୍ରମିକ ଦାବି

ଏନ୍‌ଏଚ୍‌ଏମ୍‌ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ପିଏଚ୍‌ସି-ସିଏଚ୍‌ସିରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସମା‌ଧାନ ଦାବି କରିଛି ଓଡ଼ିଶା ଆୟୁଷ ଚିକିତ୍ସକ ମହାସଂଘ। ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ଏନ୍‌ଏଚ୍‌ଏମ୍‌ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ପିଏଚ୍‌ସି-ସିଏଚ୍‌ସିରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସମା‌ଧାନ ଦାବି କରିଛି ଓଡ଼ିଶା ଆୟୁଷ ଚିକିତ୍ସକ ମହାସଂଘ। ସଂଘ ସଭାପତି ଡା. ବିଶ୍ବରଞ୍ଜନ ଜେନା କହିଛନ୍ତି, ୨୦୦୭ ମସିହାରେ କେନ୍ଦ୍ର […]

1 min read

ହାତୀ ଘଉଡ଼ାଇବା ହେଲା କାଳ

ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଟେକି କଚାଡ଼ି ଦେଲା ଦନ୍ତା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା, ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ କେନ୍ଦୁଝର/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ହାତୀ ଉତ୍ପାତ ଅଭିଯୋଗ ପାଇବା ପରେ ହାତୀପଲଙ୍କୁ ଘଉଡ଼ାଇବାକୁ ଯାଇଥିଲେ। ତେବେ ହାତୀପଲର ଏକ ଦନ୍ତା ହାତୀ ଉତ୍ୟକ୍ତ ହୋଇ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ  କର୍ମଚାରୀଙ୍କୁ ଗୋଡ଼ାଇଥିଲା। ଜୀବନ ଭୟରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ସୁରକ୍ଷିତ ସ୍ଥାନକୁ ଦୌଡୁଥିବାବେଳେ […]

1 min read

ନାକେଦମ୍‌ କଲେ ନିଶାସକ୍ତ ମହିଳା

ସିଟ୍‌ ଛାଡ଼ି ଦୌଡ଼ିଲେ ଡାକ୍ତର ଶବକୁ ଆଲିଙ୍ଗନ କଲେ କାମୁଡ଼ାରେ ଘାଇଲା କନେଷ୍ଟବଳ ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଦିନକୁ ଦିନ ରାଜଧାନୀରେ ନିଶାସକ୍ତ ମହିଳାଙ୍କ ଉତ୍ପାତ ପୁଲିସକୁ ନାକେଦମ୍‌ କରୁଛି। କଳ୍ପନା ଛକରୁ ଉଦ୍ଧାର ହୋଇଥିବା ଜଣେ ନିଶାସକ୍ତ ମହିଳାଙ୍କ ପାଇଁ ହର୍‌ ଟିମ୍‌ ହରଡ଼ଘଣାରେ ପଡ଼ିଥିଲା। ବଡ଼ କଷ୍ଟରେ ତାଙ୍କୁ ନିୟନ୍ତ୍ରଣକୁ ଆଣି ପରିବାର ଲୋକଙ୍କ ଜିମା ଦିଆଯାଇଥିଲା। ସେହିଭଳି ଗତକାଲି ରାତିରେ ଘଟିଥିବା ଅନୁରୂପ ଘଟଣାରେ ପୁଲିସକୁ ହରବର ହେବାକୁ ପଡ଼ିଛି। କେବଳ […]

1 min read

ନିର୍ମାଣାଧୀନ ଛାତ ଭୁଶୁଡ଼ି ଜଣେ ମୃତ, ୨ ଗୁରୁତର

ଏକ ତାରକା ହୋଟେଲ୍‌ ପାଖରେ ସଂପ୍ରସାରଣ କାର୍ଯ୍ୟ ବେଳେ ଅଘଟଣ ଘଟିଛି। ତିନି ମହଲାର ନିର୍ମାଣ ଛାତଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ଅଘଟଣର ଶିକାର ହୋଇଥିବା ଅନ୍ୟ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତମାନଙ୍କର ପରିଚୟ ମିଳିପାରି ନାହିଁ।  ଢେଙ୍କାନାଳ/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟଠାରେ ବୁଧବାର ଅପରାହ୍‌ଣରେ ଏକ ତାରକା ହୋଟେଲ୍‌ ପଛପାଖରେ ସଂପ୍ରସାରଣ କାର୍ଯ୍ୟ କରାଯାଉଥିବା ଅଘଟଣ ଘଟିଛି। ତିନି ମହଲାର ଛାତ […]

1 min read

ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ

ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଘରୋଇ ବସ ମାଲିକ ସଂଘର ବୈଠକ ପରେ ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଛି। ଏନେଇ ଉଭୟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଘରୋଇ ବସ ମାଲିକ ସଂଘର ବୈଠକ ପରେ ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଛି। ଏନେଇ ଉଭୟ ସଂଘ […]

1 min read

କେନ୍ଦୁଝର ଢେଙ୍କିକୋଟରେ ବଡ ଦୁର୍ଘଟଣା

ଟ୍ରଲର ଧକ୍କାରେ ତିନି ଯୁବକଙ୍କର ମୃତ୍ୟୁ ଘଟଗାଁ/ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : କେନ୍ଦୁଝର ଜିଲ୍ଲା ଢେଂକିକୋଟ ଗୋଦାବରୀ ହୋଟେଲ ନିକଟରେ ବାଇକକୁ ପିଟିଲା ଟ୍ରଲର | ଆଉ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତଙ୍କର ଘଟଗାଁ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି l ମୃତକମାନେ ଢେଂକିକୋଟରୁ ଘଟଗାଁ ଆଡକୁ ଆସୁଥିବାବେଳେ ଟ୍ରଲରଟି କେନ୍ଦୁଝର ଆଡକୁ ଯାଉଥିଲା | ତେବେ ଏହି ରାସ୍ତା ୱାନୱେ ହୋଇଥିବାରୁ ଦୁର୍ଘଟଣା ଘଟିଥିଲା |  ଢେଂକିକୋଟରେ ଓବରବ୍ରିଜ […]

1 min read

ଦୁଇ ମହିଳା ସାମାଜିକ କର୍ମୀ ହାତାହାତି

ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଜୟଦେବଭବନ ପାର୍କିଂରେ ଦୁଇ ମହିଳା ସାମାଜିକ କର୍ମୀ ଶୁଭଲକ୍ଷ୍ମୀ ରାଉତ ଓ  ମୋନାଲିସା ମଲ୍ଲିକ ହାତାହାତି ହୋଇଛନ୍ତି। ଏନେଇ ଉଭୟ ପକ୍ଷରୁ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି। ସୂଚନାନୁସାରେ ଅପରାହ୍ନରେ ଜଣେ ମହିଳା ସମାଜସେବୀ ଜୟଦେବଭବନ ପାର୍କିଂରେ ଗଣମାଧ୍ୟମକୁ ବାଇଟ୍ ଦେଉଥିବା ବେଳେ ଅନ୍ୟ ଜଣେ ସମାଜସେବୀ ସେଠାରେ ପହଞ୍ଚିଥିଲେ। ବାଇଟ୍‌ ଦେବାକୁ ତାଙ୍କୁ ମନା କରିଥିଲେ। ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଆଜି […]

1 min read

ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ୍‌, ଚାଳକ ଗୁରୁତର ୩ ଆହତ

ବ୍ରହ୍ମପୁର,୦୬-୧୦-୨୦୨୪ (ପିପିଏସ) : ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ପଛରୁ ଟ୍ରକ ଧକ୍କା ଦେବା ଫଳରେ ଅଟୋ ଓଲଟି ୩ଜଣ ଆହତ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ଅଟୋ ଚାଳକଜଣଙ୍କ ହେଲେ ପଦ୍ମପୁର ଗ୍ରାମର ବିଜୟ ନାୟକ ଏବଂ ସାମାନ୍ୟ ଆହତ ହୋଇଥିବା ୩ଜଣ ମହିଳା ରଣ୍ଢା ହରିଜନ ସାହିର ବୋଲି ଜଣାପଡିଛି । ସୂଚନା ଅନୁଯାଇ ରବିବାର ସନ୍ଧ୍ୟା […]