1 min read

ଅବକାରୀ ବିଭାଗ ନିଷ୍କ୍ରିୟ! ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

ମଦ ଯୋଗୁଁ ସମାଜ ଆଜି ବାଟବଣା ହେବାକୁ ଲାଗିଲାଣି। ଯୁବପିଢି ବିପଥଗାମୀ ହେବାରେ ଲାଗିଛନ୍ତି। ଘର ସଂସାର ଉଜୁଡିବାରେ ଲାଗିଛି। ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ମହିଳାମାନେ ପ୍ରତ୍ୟକ ଦିନ ନିର୍ଯାତିତ ହେବାରେ ଲାଗିଛନ୍ତି। ଘୁ.ଉଦୟଗିରି/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ସମାଜରେ ମଦ ଯୋଗୁଁ ବ୍ୟାପକ କ୍ଷତି ହେଉଥିବା ବେଳେ ରାଜ୍ୟ ସରକାର ଏହାର ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରୁ ନଥିବା ଅଭିଯୋଗ ହେଉଛି। ମଦ ଯୋଗୁଁ ସମାଜ ଆଜି ବାଟବଣା ହେବାକୁ […]

1 min read

ଜନସ୍ୱାସ୍ଥ୍ୟ ନୀରିକ୍ଷଣରେ ଉତ୍କୃଷ୍ଟତା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟ୍ ସମ୍ବର୍ଦ୍ଧିତ

ନୂଆଦିଲ୍ଲୀରେ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମ ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସ୍ୱୀକୃତି ଓଡିଶାର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟର ଉତ୍ସର୍ଗିକୃତ ସେବା ମନୋଭାବ ଏବଂ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ନିର୍ଦ୍ଦେଶକ, […]

1 min read

ଦିଲ୍ଲୀର ୬୯ ପ୍ରତିଶତ ପରିବାର ପ୍ରଦୂଷଣ ସମ୍ବନ୍ଧିତ ସମସ୍ୟାର ଶିକାର

ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି। ଏକ ସର୍ବେକ୍ଷେଣରୁ ଜଣାପଡ଼ିଛି ଯେ ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି। ନୂଆଦିଲ୍ଲୀ/ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) :  ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି। ଏକ ସର୍ବେକ୍ଷେଣରୁ ଜଣାପଡ଼ିଛି ଯେ ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି। […]

1 min read

କନ୍ଧମାଳରେ ଶୀତ: ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଲା

ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ଶୀତର ପହିଲି ସ୍ପର୍ଶ ଅନୁଭୂତ ହୋଇଛି। ଶୁକ୍ରବାର ଠାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ଆଜି ସକାଳୁ ସକାଳୁ ଥଣ୍ଡା ଅନୁଭୂତ ହୋଇଛି। ଦିନରେ ସାମାନ୍ୟ ଗ୍ରୀଷ୍ମ ଅନୁଭୂତ ହେଉଥିବା ବେଳେ ରାତିରେ ଶୀତ ଲାଗୁଛି। ସକାଳ ସମୟରେ ଘନ କୁହୁଡ଼ି ମଧ୍ୟ ପଡ଼ିଲାଣି। ଫୁଲବାଣୀ/ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) : କନ୍ଧମାଳ ଜିଲ୍ଲାରେ ଶୀତର ପହିଲି ସ୍ପର୍ଶ ଅନୁଭୂତ ହୋଇଛି। ଶୁକ୍ରବାର ଠାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ଆଜି ସକାଳୁ ସକାଳୁ […]

1 min read

ବଢ଼ିଲା ଏଲ୍‌ପିଜି ଦର; ଆହୁରି ୬୨ ଟଙ୍କା ଅଧିକରେ କିଣିବେ ଗ୍ରାହକ

ଦୀପାବଳି ପରେ ପରେ ଲୋକଙ୍କୁ ଲାଗିଛି ବଡ଼ ଧରଣର ଝଟ୍‌କା। ଆଜିଠାରୁ ଏଲ୍‌ପିଜି ଗ୍ୟାସ୍‌ର ଦର ୬୨ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନି ୧୯ କିଲୋର ବାଣିଜ୍ୟିକ ସିଲିଣ୍ଡର୍‌ ଉପରେ ଏଲ୍‌ପିଜି ଦର ବୃଦ୍ଧି କରିଥିବା ସୂଚନା ରହିଛି। ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଦୀପାବଳି ପରେ ପରେ ଲୋକଙ୍କୁ ଲାଗିଛି ବଡ଼ ଧରଣର ଝଟ୍‌କା। ଆଜିଠାରୁ ଏଲ୍‌ପିଜି ଗ୍ୟାସ୍‌ର ଦର ୬୨ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନି ୧୯ କିଲୋର ବାଣିଜ୍ୟିକ ସିଲିଣ୍ଡର୍‌ […]

1 min read

୪୦୮ ଗାଁକୁ ଡିବିରି ଭରସା: ପାଖରେ ଦୁଇଟି ଜଳବିଦ୍ୟୁତ୍‌ ପ୍ରକଳ୍ପ ଥାଇ ବି ଅନ୍ଧାରରେ ଗ୍ରାମବାସୀ

କୋରାପୁଟ ଜିଲ୍ଲାର ୪୦୮ଗାଁକୁ ବିଦ୍ୟୁତ୍‌ ସେବା ସ୍ବପ୍ନ ପାଲଟିଛି। ଡିବିର ଓ ଜହ୍ନ ଆଲୁଅ ଏହି ଗ୍ରାମବାସୀଙ୍କ ପାଇଁ ଆଲୋକର ମାଧ୍ୟମ ପାଲଟିଛି। ପାଠପଢ଼ାଠୁ ରାତ୍ରି ଭୋଜନ, ଜାନିଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ସବୁକିଛି ଏମାନେ ଡିବିର ଆ‌ଲୁଅ ମାଧ୍ୟମରେ ହିଁ କରିଥାନ୍ତି। କୋରାପୁଟ/ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : କୋରାପୁଟ ଜିଲ୍ଲାର ୪୦୮ଗାଁକୁ ବିଦ୍ୟୁତ୍‌ ସେବା ସ୍ବପ୍ନ ପାଲଟିଛି। ଡିବିର ଓ ଜହ୍ନ ଆଲୁଅ ଏହି ଗ୍ରାମବାସୀଙ୍କ ପାଇଁ ଆଲୋକର ମାଧ୍ୟମ ପାଲଟିଛି। ପାଠପଢ଼ାଠୁ ରାତ୍ରି ଭୋଜନ, […]

1 min read

ଦୀପାବଳିରେ ଏସବୁ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ବାଣଫୁଟା ବନ୍ଦ

ଦୀପାବଳି ଖୁସି ଏବଂ ଆଲୋକର ପ୍ରତୀକ। କିନ୍ତୁ ଚଳିତ ବର୍ଷ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବାଣଫୁଟା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି… ନୂଆଦିଲ୍ଲୀ/ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ପରିବେଶ ଏବଂ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି  ଚଳିତ ଦୀପାବଳିରେ  ଦେଶର ଅନେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବାଣଫୁଟାକୁ ବାରଣ କରାଯାଇଛି। ଦିଲ୍ଲୀ ସହିତ ମହାରାଷ୍ଟ୍ର ଏବଂ ବିହାର ଭଳି ପ୍ରମୁଖ ରାଜ୍ୟରେ ବାଣଫୁଟା ବନ୍ଦ କରାଯାଇଛି। ସାତୋଟି ରାଜ୍ୟ […]

1 min read

ବାତ୍ୟା ପରେ ବାତ୍ୟା ଯାଉଛି: ସୁଲୋଚନାଙ୍କ ମୁଣ୍ଡ ଉପରୁ ହଟୁନି ଜରିପାଲ

ବାତ୍ୟା ପରେ ବାତ୍ୟା ଯାଉଛି। ମାତ୍ର ବୃଦ୍ଧା ସୁଲୋଚନାଙ୍କ ମୁଣ୍ଡ ଉପରୁ ଜରିପାଲ ଯିବା ନାଁ ଧରୁନି। ବାତ୍ୟା ଆସିବା ବେଳେ ତାଙ୍କୁ ପ୍ରଶାସନ ନେଇ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ୍‌ କୋଠା କିମ୍ବା କ୍ଲବ୍‌ ଘରକୁ ନେଇ ଆଶ୍ରୟ ଦେଉଛି। ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ବାତ୍ୟା ପରେ ବାତ୍ୟା ଯାଉଛି। ମାତ୍ର ବୃଦ୍ଧା ସୁଲୋଚନାଙ୍କ ମୁଣ୍ଡ ଉପରୁ ଜରିପାଲ ଯିବା ନାଁ ଧରୁନି। ବାତ୍ୟା ଆସିବା ବେଳେ ତାଙ୍କୁ ପ୍ରଶାସନ ନେଇ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ୍‌ […]

1 min read

ବିଧବା ଭତ୍ତା ପାଇଁ ୬ ମାସ ହେଲା ଦୌଡୁଛନ୍ତି ଆଦିବାସୀ ଅସହାୟ ମହିଳା

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ରୋଜଗାର ପନ୍ଥା ନଥିବା ହେତୁ ଗରିବୀ ହଟିବାର ନାଁ ନେଉ ନାହିଁ। ଗରିବଙ୍କ ପାଇଁ ସରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସତ, କିନ୍ତୁ ପ୍ରକୃତରେ ଏଥିରୁ ଅନେକ ଗରିବ ପରିବାର ଅଧିକାର ପାଇବାରୁ ବଞ୍ଚିତ ହେଉଥିବା ଦୃଶ୍ୟ ଦେଖୁବାକୁ ମିଳୁଛି। ଘୁ.ଉଦୟଗିରି/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ରୋଜଗାର ପନ୍ଥା ନଥିବା ହେତୁ ଗରିବୀ ହଟିବାର ନାଁ ନେଉ ନାହିଁ। ଗରିବଙ୍କ ପାଇଁ ସରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି […]

1 min read

ଭାରତର ବାଘ ମଣିଷ

ମନୁଷ୍ୟ ଓ ବାଘ ଭଳି ହିଂସ୍ର ପ୍ରାଣୀ ମଧ୍ୟରେ ବନ୍ଧୁତା ଅତି ବିରଳ। ତାହା ପୁଣି ଦୀର୍ଘସ୍ଥାୟୀ ନୁହେଁ। କିନ୍ତୁ, ଓଡ଼ିଶାର ବନ ଅଧିକାରୀ ସରୋଜ ଚୌଧୁରୀ ଓ ବାଘୁଣୀ ଖଇରୀ ମଧ୍ୟରେ ବନ୍ଧୁତା ଥିଲା ନିବିଡ଼ ଓ ସ୍ଥାୟୀ। ଦେଶରେ ବାଘ ବଂଶ ତିଷ୍ଠି ରହିବା ଏବଂ ବୃଦ୍ଧି ଘଟିବା କ୍ଷେତ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟରେ କେତେଜଣ ବନ ଅଧିକାରୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ‘ବାଘ ମଣିଷ’ ନାମରେ ଖ୍ୟାତ ଏଭଳି ତିନିଜଣ ବିରଳ ବନ୍ୟପ୍ରାଣୀ […]