1 min read

ଘରୋଇ ଉପାୟରେ ଦାନ୍ତକୁ କରନ୍ତୁ ଉଜ୍ଜ୍ୱଳ, ଫେରାନ୍ତୁ ସ୍ୱାଭାବିକ ଚମକ

କଟକ, ୭|୭ (ଉଦୟ): ସୁନ୍ଦର ହସ ପାଇଁ ସଫା ଓ ଧଳା ଦାନ୍ତର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନିୟମିତ ଖାଦ୍ୟାଭ୍ୟାସ, ଚା-କଫିର ଅଧିକ ସେବନ, ତମାଖୁ ବ୍ୟବହାର କିମ୍ବା ମୁହଁର ଠିକ୍‌ ଯତ୍ନ ନ ନେବା କାରଣରୁ ଦାନ୍ତ ହଳଦିଆ ହୋଇପାରେ। ଅନେକେ ଏହି ସମସ୍ୟାର ସମାଧାନ ପାଇଁ ଦାମୀ ଚିକିତ୍ସାର ସହାୟତା ନେଇଥାନ୍ତି, ଯେତେବେଳେ କିଛି ସରଳ ଘରୋଇ ଅଭ୍ୟାସ ମଧ୍ୟ ଦାନ୍ତର ପରିଷ୍କାରତା ବଜାୟ ରଖିବାରେ ସହାୟକ ହୋଇପାରେ। ସର୍ବପ୍ରଥମେ ଦିନକୁ ଅତି […]

1 min read

ନୀଳକଣ୍ଠେଶ୍ଵର ମନ୍ଦୀର ରେ ସମୂହ ବ୍ରତୋପନୟନ|

ଭୁବନେଶ୍ୱର – ତା ୭-୪-୨୫:-ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ  ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦୀର ତରଫରୁ ମନ୍ଦିର ପ୍ରାଙ୍ଗଣରେ ସମୂହ ବ୍ରତୋପନୟନ କାର୍ଯ୍ୟକ୍ରମ ସମସ୍ତ ଆଜି ରୀତି ନୀତି ଅନୁଯାୟୀ ସଂପାଦନ କରାଯାଇଅଛି ।ସକାଳ ୬  ଘଟିକାରୁ ବେଦପାଠ ଠୁଁ ଆରମ୍ଭ କରି ଚାରି କର୍ମ,ଭିକ୍ଷା ଗ୍ରହଣ କରିବା ପରେ ବ୍ରହ୍ମଚାରୀ ମାନେ ଏକ ଶୋଭାଯାତ୍ରା ରେ ଯାଇ ମହାଦେବ ଶ୍ରୀ ଲିଙ୍ଗରାଜ ଙ୍କ ଦର୍ଶନ କରିବା ପରେ ସନ୍ଧ୍ୟା ୮  ଘଟିକାରେ କାର୍ଯ୍ୟକ୍ରମ ସରିଥିଲା। ଏହା ଦୀର୍ଘ ୧୪ […]

1 min read

ଗ୍ରୀଷ୍ମପ୍ରବାହ ବଢିବା ସାଙ୍ଗକୁ ବଢୁଛି ଜଳକଷ୍ଟ ,

ଅଭିଯୋଗ ପରେବି ଶୁଣୁନି ପ୍ରଶାସନ ଫିରିଙ୍ଗିଆ,୪l୪:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ କାଶିନିପଦର ପଞ୍ଚାୟତ ଅନ୍ତର୍ଗତ ଶାଶିପଦର ରାଜେନିପ୍ଡିଆ ଗ୍ରାମରେ ଦେଖିବାକୁ ମିଳିଛି ,ପାଣି ର ସମସ୍ୟା ଲୋକେ ଯେପରି ପିଇବା ପାଣି ପାଇପାରିବେ ସେଥିପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଥିବାବେଳେ ଫିରିଙ୍ଗିଆ ବ୍ଲକ୍ କାଶିନିପଦର ପଞ୍ଚାୟତ ଅନ୍ତର୍ଗତ ଶାଶିପଦର ରାଜେନିପ୍ଡିଆ ଗ୍ରାମର ଲୋକମାନେ ପ୍ରତିଦିନ ଏହି ଗାଁ ର ଲୋକେ ପାଣି ପାଇଁ ଅନେକ ଦୂରକୁ ୧ କିଲୋମିଟର୍ […]

1 min read

ତାତିରେ ସିଝିଲା ଓଡ଼ିଶା: ବୌଦ୍ଧରେ ସର୍ବାଧିକ ୪୩.୬

ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ରବିବାର ରାଜ୍ୟର ସାତଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ବୌଦ୍ଧ ସହର ୪୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଛି ଭୁବନେଶ୍ୱର ୧୬-୦୩-୨୦୨୫(ପିପିଏସ ) : ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ରବିବାର ରାଜ୍ୟର ସାତଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ବୌଦ୍ଧ ସହର ୪୩.୬ ଡିଗ୍ରୀ ସେଲସିୟସ […]

1 min read

ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

‘ଶ୍ରୀରାଧା’ର ସ୍ରଷ୍ଟା ତଥା ପ୍ରଖ୍ୟାତ ସାହିତ୍ୟିକ ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ୧୬-୦୩-୨୦୨୫(ପିପିଏସ ) : ‘ଶ୍ରୀରାଧା’ର ସ୍ରଷ୍ଟା ତଥା ପ୍ରଖ୍ୟାତ ସାହିତ୍ୟିକ ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପଦ୍ମ ଭୂଷଣ ପୁରସ୍କାରପ୍ରାପ୍ତ ପୂର୍ବତନ […]

1 min read

ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ରମାକାନ୍ତ ରଥଙ୍କ  ଅନ୍ତିମସଂସ୍କାର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ଶେଷକୃତ୍ୟ

ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ପୁରୀ ସ୍ବର୍ଗଦ୍ବାରରେ ହେବ ସାହିତ୍ୟିକ ରମାକାନ୍ତ ରଥଙ୍କ ଅନ୍ତିମସଂସ୍କାର। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱର ୧୬-୦୩-୨୦୨୫(ପିପିଏସ ) : ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ପୁରୀ ସ୍ବର୍ଗଦ୍ବାରରେ ହେବ ସାହିତ୍ୟିକ ରମାକାନ୍ତ ରଥଙ୍କ ଅନ୍ତିମସଂସ୍କାର। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ତେଣେ ପରିବାର ପକ୍ଷରୁ କୁହାଯାଉଛି ଯେ […]

1 min read

ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର

୧୬୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ ଜଣାଯିବା ପରେ ତାଙ୍କୁ ଗିରଫ କରାଯାଇଛି। ଭୁବନେଶ୍ବର/କେନ୍ଦୁଝର/ଗୁଆଲି/ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) : ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ […]

1 min read

ବନ୍ଧା ହେଲେ ବାପା ଓ ଜେଜେମା

ଦ୍ୱିତୀୟ ବିବାହକୁ ବାରଣ କରିବାରୁ ଦୁଇ ନାବାଳକ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କଲା ପିଶାଚ ବାପା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ ବାପାର ଦ୍ୱିତୀୟ ବିବାହକୁ ବାରଣ କରିବାରୁ ନିଜର ଦୁଇ ନାବାଳକ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିଛି ପିଶାଚ ବାପା। ଆଉ ଏଥିରେ ଅଭିଯୁକ୍ତ ପ୍ରକାଶ ମହାନ୍ତିକୁ ସାହାଯ୍ୟ କରିଥିଲେ ନାବାଳକ ପୁଅଙ୍କ ଜେଜେମା ସୌରୀ ମହାନ୍ତି। ନୟାଗଡ଼/ଭାପୁର/ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) :  ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ […]

1 min read

ଗଠନ ହେବ ଅପେରା ସେନ୍ସର ବୋର୍ଡ

ଅପେରା ଶୋ’ରେ ଅଶ୍ଳୀଳତା ରୋକିବା ପାଇଁ ବିଧାନସଭା ସ୍ଥାୟୀ କମିଟି ଓଡ଼ିଶାରେ ଏକ ଅପେରା ସେନ୍ସର ବୋର୍ଡ ଗଠନ କରିବାକୁ ସୁପାରିଶ କରିଛି। ବୋର୍ଡ ନିଶ୍ଚିତ କରିବ ଯେ, ଅପେରା ପ୍ରଦର୍ଶନଗୁଡ଼ିକ ନିର୍ଦ୍ଦେଶାବଳୀ ଏବଂ ନିୟମାବଳୀ ପାଳନ କରିବ ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) : ଅପେରା ସୋ’ରେ ଅଶ୍ଳୀଳତା ରୋକିବା ପାଇଁ ବିଧାନସଭା ସ୍ଥାୟୀ କମିଟି ଓଡ଼ିଶାରେ ଏକ ଅପେରା ସେନ୍ସର ବୋର୍ଡ ଗଠନ କରିବାକୁ ସୁପାରିଶ କରିଛି। ବୋର୍ଡ ନିଶ୍ଚିତ କରିବ ଯେ, ଅପେରା […]

1 min read

ସୋମେଶ ରଣବିଜୁଳି ଓଜେଏସ-୨୦୨୩ ପରୀକ୍ଷାରେ ଟପ୍ପର

ଓପିଏସସି ଓଜେଏସ୍-୨୦୨୩ ପରୀକ୍ଷା ଫଳ ପ୍ରକାଶ ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗୁରୁବାର ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)-୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ୍ ଜଜ୍ ପଦବୀରେ ନିଯୁକ୍ତି ପାଇଁ ୨୪ ମହିଳା ପ୍ରାର୍ଥୀଙ୍କ ସମେତ ୩୩ ଜଣ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇଛି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ଝିଅ ରହିଛନ୍ତି ।ସଫଳ ହୋଇଥିବା ପ୍ରାର୍ଥୀଙ୍କ ତାଲିକାରେ ନୟାଗଡ଼ ଖଣ୍ଡପଡାର ସୋମେଶ ରଣବିଜୁଳି […]