ରାଜନୀତି
ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିସନରଙ୍କ କଡ଼ା ଚେତାବନୀ
ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଐତିହ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ନିର୍ଦେଶ ଦିଆଯାଇଛି। ସବୁ ଯାତ୍ରା କମିଟି ଏନେଇ ଅବଗତ ଅଛନ୍ତି। ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ଅନୁଷ୍ଠିତ ହେବ। ଭୁବନେଶ୍ୱର ୦୩-୦୨-୨୦୨୫( ପିପିଏସ) : ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଐତିହ ପରମ୍ପରା ମର୍ଯ୍ୟାଦା ଭିତରେ […]
ଅଷ୍ଟମ ଅଭିଯୋଗ ଶୁଣାଣିରେ ୧୦୦୦ ଦରଖାସ୍ତ ପଞ୍ଜିକୃତ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଷ୍ଟମ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ୧୦୦୦ ଦରଖାସ୍ତ ପଞ୍ଜିକୃତ ହୋଇଛି। ୭୦୦ ଅଭିଯୋଗ ଶୁଣି କାର୍ଯ୍ୟକରି କରିବାକୁ ବିଭିନ୍ନ ବିଭାଗକୁ ପଠାଯାଇଛି ଭୁବନେଶ୍ୱର ୦୩-୦୨-୨୦୨୫( ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଷ୍ଟମ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି […]
ରେଳବଜେଟରେ ଓଡ଼ିଶା ପାଇଁ ୧୦,୫୯୯ କୋଟିର ବ୍ୟୟବରାଦ: ଅଶ୍ବିନୀ ବୈଷ୍ଣବ
ଓଡ଼ିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ବ୍ୟୟବରାଦ କରାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଏହା ଅନ୍ତର୍ଗତ ଅମୃତ ଷ୍ଟେସନ ପାଇଁ ୨ ହଜାର ୩୭୯ କୋଟି ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି ନୂଆଦିଲ୍ଲୀ/ଭୁବନେଶ୍ୱର ୦୩-୦୨-୨୦୨୫( ପିପିଏସ) : ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଯେ, ଓଡ଼ିଶା ପାଇଁ ରେଳ ବଜେଟରେ ୧୦, ୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ ୧୦ ବର୍ଷ ଭିତରେ ଓଡିଶାରେ […]
ସମିତି ସଭ୍ୟାଙ୍କ ଇସ୍ତଫା
ଚନ୍ଦାହାଣ୍ଡି ବ୍ଲକ୍ ଅଧିନସ୍ଥ ଧୋଡ଼ିପାଣି ଏବଂ କୁହୁଡି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ଚନ୍ଦାହାଣ୍ଡି/ଭୁବନେଶ୍ୱର ୦୩-୦୨-୨୦୨୫( ପିପିଏସ) : ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ୍ ଅଧିନସ୍ଥ ଧୋଡ଼ିପାଣି ଏବଂ କୁହୁଡି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଭାନୁମତି ମାଝୀ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ […]
ଅଶ୍ଳୀଳ ନୃତ୍ୟ ରୋକିବ ବାବୁଙ୍କ ଠେଙ୍ଗା ବାହିନୀ
ଏକାମ୍ର ବିଧାୟକ ବାବୁ ସିଂ ଭୁବନେଶ୍ୱରର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ବିରୋଧରେ ଏକ ‘ଠେଙ୍ଗା ଅଭିଯାନ’ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ସେ ମହିଳାଙ୍କର ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି। ଯାହାକୁ ସେ ‘ଠେଙ୍ଗା ବାହିନୀ’ ନାମରେ ନାମିତ କରିଛନ୍ତି ଭୁବନେଶ୍ୱର ୦୩-୦୨-୨୦୨୫( ପିପିଏସ) : ଏକାମ୍ର ବିଧାୟକ ବାବୁ ସିଂ ଭୁବନେଶ୍ୱରର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ବିରୋଧରେ ଏକ ‘ଠେଙ୍ଗା ଅଭିଯାନ’ ଆରମ୍ଭ କରିଛନ୍ତି।ଏହି ଅଭିଯାନ ଅନ୍ତର୍ଗତ ସେ […]
ବଦଳିବ ବହୁ ରାଜସ୍ବ ନିୟମ: ସୁରେଶ ପୂଜାରୀ
ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ସରକାର ପରବର୍ତ୍ତନ ଆଣିବେ। ସେଥିମଧ୍ୟରେ ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ୍ ଏନକ୍ରୋଚ୍ମେଣ୍ଟ ଆକ୍ଟ ଏବଂ ଓଡ଼ିଶା ଲ୍ୟାଣ୍ଡ୍ ସେଟଲମେଣ୍ଟ ଆକ୍ଟରେ ଅନେକ ସଂଶୋଧନ ରହିଛି ଝାରସୁଗୁଡ଼ା/ଭୁବନେଶ୍ୱର ୦୩-୦୨-୨୦୨୫( ପିପିଏସ) : ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ସରକାର ପରବର୍ତ୍ତନ ଆଣିବେ। ସେଥିମଧ୍ୟରେ ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ୍ ଏନକ୍ରୋଚ୍ମେଣ୍ଟ ଆକ୍ଟ ଏବଂ ଓଡ଼ିଶା ଲ୍ୟାଣ୍ଡ୍ ସେଟଲମେଣ୍ଟ ଆକ୍ଟରେ ଅନେକ ସଂଶୋଧନ ରହିଛି। ସୋମବାର ଝାରସୁଗୁଡ଼ା ଜିଲ୍ଲା […]
ଏନ୍କାଉଣ୍ଟରରେ ୮ ନକ୍ସଲ ନିପାତ
ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଓଡ଼ିଶା-ଛତିଶଗଡ଼ର ସୀମାରେ ସୁରକ୍ଷା ବାହିନୀ ଏକ ବଡ଼ଧରଣର ଅପରେସନ୍କୁ ସଫଳତାର ରୂପ ଦେଇଛନ୍ତି। ଗୁଳି କରି ୮ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ମାଲକାନଗିରି/ଭୁବନେଶ୍ୱର ୦୧-୦୨-୨୦୨୫(ପିପିଏସ ) : ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଓଡ଼ିଶା-ଛତିଶଗଡ଼ର ସୀମାରେ ସୁରକ୍ଷା ବାହିନୀ ଏକ ବଡ଼ଧରଣର ଅପରେସନ୍କୁ ସଫଳତାର ରୂପ ଦେଇଛନ୍ତି। ଗୁଳି କରି ୮ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ତୋଡ଼କା ଜଙ୍ଗଲରେ […]
ଏଥର ବଜେଟରେ ଦୁଇଟି ଇଞ୍ଜିନିର କଥା କହିଛନ୍ତି ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୦୨-୨୦୨୫(ପିପିଏସ ) : ଏଥର ବଜେଟରେ ଦୁଇଟି ଇଞ୍ଜିନିର କଥା ଅର୍ଥମନ୍ତ୍ରୀ କହିଛନ୍ତି ଗୋଟେ ହେରିଛି ଏଗ୍ରିକଲଚର ଗୋଟେ ହେଉଛି ଏମ ଏସ ଏମ ଇ ଯାହାଉପରେ ମୁଁ ଆଗରୁ ବାରମ୍ବାର କହିଆସୁଥିଲି ଏ ଦୁଇଟିଯାକ ଆମ ପ୍ରଗତିର ଇଞ୍ଜିନି |ଆଗରୁ ଏମିତି ନୁହଁଇ ଯେ ଏମ ଏସ ଏମ ଇ ଉପରେ ଧ୍ୟାନ ଦିଆଯାଉନଥିଲା କିନ୍ତୁ ଏଥର ଯେପରି ମେଥଡିକାଲି ଏଗ୍ରିକଲଚର ଉପରେ ଧ୍ୟାନ ଦିଆଯାଇଛି ସେଥିରେ ଗୋଟିଏ ଆମର ବଡ଼କଥା କଳାହାଣ୍ଡି ଆଉ […]
ମୁଖ୍ୟମନ୍ତ୍ରୀଙ୍କ ପୂର୍ତ୍ତ ବିଭାଗ ସମୀକ୍ଷା: ନୂଆ ରୂପ ନେବ ତାରିଣୀ ମନ୍ଦିର
କେନ୍ଦୁଝର ମା’ ତାରିଣୀ ମନ୍ଦିରର ବିକାଶ ସହ ଚାରିପାର୍ଶ୍ୱର ସୌନ୍ଦର୍ଯ୍ୟୀକରଣ ହେବ। ଏଥିପାଇଁ ୨୧୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବ୍ୟତୀତ ବଡବିଲ୍ ପାଇଁ ଏକ ରିଙ୍ଗ୍ ରୋଡ୍ ନିର୍ମାଣ ହେବ। ଭୁବନେଶ୍ୱର ୦୧-୦୨-୨୦୨୫(ପିପିଏସ ) : କେନ୍ଦୁଝର ମା’ ତାରିଣୀ ମନ୍ଦିରର ବିକାଶ ସହ ଚାରିପାର୍ଶ୍ୱର ସୌନ୍ଦର୍ଯ୍ୟୀକରଣ ହେବ। ଏଥିପାଇଁ ୨୧୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବ୍ୟତୀତ ବଡବିଲ୍ ପାଇଁ ଏକ ରିଙ୍ଗ୍ ରୋଡ୍ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ […]
୧୨ ଲକ୍ଷ ପର୍ଯ୍ୟନ୍ତ ଯାଏ ପଡ଼ିବନି ଆୟକର, ବଜେଟକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ
କେନ୍ଦ୍ର ସରକାରଙ୍କ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ଼ ଘୋଷଣାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କୃତଜ୍ଞତା ଜଣାଇଛନ୍ତି। ଭୁବନେଶ୍ୱର ୦୧-୦୨-୨୦୨୫(ପିପିଏସ ) : କେନ୍ଦ୍ର ସରକାରଙ୍କ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ଼ ଘୋଷଣାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର […]