1 min read

ଆଉ ୪ ଦିନ ‘ଇ-କେୱାଇସି’ ଅପଡେଟ୍ : ଯୋଗାଣ ମନ୍ତ୍ରୀ

ଆଉ ୪ ଦିନ ପରେ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ସରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ସରକାର ଦିନ ଧାର୍ଯ୍ୟ କରିଛନ୍ତି ଭୁବନେଶ୍ୱର ୨୭-୦୧-୨୦୨୫-(ପିପିଏସ) : ଆଉ ୪ ଦିନ ପରେ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ସରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି।ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ […]

1 min read

କଳା, ସାହିତ୍ୟ ଓ ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ  ଓଡ଼ିଶାରୁ ୪ ଜଣଙ୍କୁ ‘ପଦ୍ମଶ୍ରୀ’

ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ସରକାର ପଦ୍ମ ପୁରସ୍କାରରେ ସମ୍ମାନିତ କରିବେ। ଭୁବନେଶ୍ୱର ୨୫-୦୧-୨୦୨୫(ପିପିଏସ ) : ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି […]

1 min read

ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ….

ସ୍ବତନ୍ତ୍ର ସ୍ଥାୟୀ ଆର୍ଥିକ ବ୍ୟବସ୍ଥା କରିବା ପାଇଁ ଦାବି କୋଣାର୍କ/ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ଭାରତ ବର୍ଷର ପ୍ରାଚୀନ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରତୀକ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ଉତ୍ତର ପ୍ରଦେଶର ପ୍ରସିଦ୍ଧ କୁମ୍ଭ ମେଳା ଓ ଓଡିଶାର ପ୍ରସିଦ୍ଧ ବିଶ୍ବ ବିଦିତ ବରଗଡର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ନିମନ୍ତେ ସରକାରଙ୍କ ପକ୍ଷରୁ ଯେଭଳି  ସ୍ବତନ୍ତ୍ର ଭାବେ ସ୍ଥାୟୀ ଆର୍ଥିକ ସହାୟତା ବ୍ୟବସ୍ଥା କରାଯାଇ ଏହାର ଶୋଭା ବର୍ଦ୍ଧନ କରାଯାଉ ଥିବା ବେଳେ […]

1 min read

ନାଗା ସାଧ୍ବୀ ହୋଇଗଲେ ମମତା କୁଲକର୍ଣ୍ଣି

ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଏବେ ପୁରୁଣା ଜୀବନକୁ ତ୍ୟାଗ କରି ନାଗା ସାଧ୍ବୀ ହୋଇଛନ୍ତି ଓ ମହାମଣ୍ଡଳେଶ୍ୱର ଉପାଧି ଗ୍ରହଣ କରିଛନ୍ତି । ସେ ସଙ୍ଗମରେ ନିଜର ପିଣ୍ଡଦାନ କରି ସନ୍ୟାସ ଗ୍ରହଣ କରିଥିଲେ ଓ ନୂଆ ନାମ ଶ୍ରୀ ୟାମି ମମତାନନ୍ଦ ଗିରି ଗ୍ରହଣ କରିଥିଲେ । ମୁମ୍ବାଇ/ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଏବେ ପୁରୁଣା ଜୀବନକୁ ତ୍ୟାଗ କରି ମହାମଣ୍ଡଳେଶ୍ୱର ହୋଇଛନ୍ତି। ଗ୍ଲାମର ଓ ଫିଲ୍ମର ମାର୍ଗକୁ ସେ […]

1 min read

୧୮ଟି ଜିଲ୍ଲାକୁ କୁହୁଡି ଚେତାବନୀ

ନିଖୋଜ ହୋଇଯାଇଛି ‘ମାଘ’ ମାସର ବାଘ ଭଳି ଶୀତ-ଜାଡ଼ ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ମାଘ ମାସର ବାଘ ଭଳି ଶୀତ ଓ ଜାଡ଼ ଆଉ ନାହିଁ। ମୟୂରଂଭଜ, ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଏବେ ରାତିରେ ଶୀତ ଅନୁଭୂତ ହେଉଥିବା ବେଳେ ଦିନ ବେଳା ଶୀତଋତୁର ପ୍ରଭାବ ଆଉ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଳବାୟୂ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି। ଜାନୁଆରି ଶେଷ ହୋଇ ନଥିବା […]

1 min read

ଝାଡ଼ାବାନ୍ତିରେ ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ

ଖାତିଗୁଡାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଝାଡାବାନ୍ତି ବ୍ୟାପିଛି। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ୯ ଜଣ ଛାତ୍ରଛାତ୍ରୀଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି। ତେନ୍ତୁଳିଖୁଣ୍ଟି/ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଝାଡାବାନ୍ତି ବ୍ୟାପିଛି। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ୯ ଜଣ ଛାତ୍ରଛାତ୍ରୀଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି। ଖବର […]

1 min read

ପ୍ରସ୍ତାବିତ ବନ୍ଦର କୁ ବିସ୍ଥାପିତ ଙ୍କ ତୀବ୍ର ବିରୋଧ 

: ସରିଲା ୩ୟ ପର୍ଯ୍ୟାୟ ଜନଶୁଣାଣି  : ଜୀବନ ଶେଷ ରକ୍ତବିନ୍ଦୁ ଯାଏଁ ଲଢ଼ିବୁ, ବନ୍ଦର ହେବ ନାହିଁ  : ଅସ୍ତରଙ୍ଗ ରେ ବନ୍ଦର ସ୍ବପ୍ନ ଭୁଲିଯାଅ ସରକାର  ଅସ୍ତରଙ୍ଗ/ଭୁବନେଶ୍ୱର ୨୩-୦୧-୨୦୨୫(ପିପିଏସ ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ରେ ପ୍ରସ୍ତାବିତ ବନ୍ଦରକୁ ନେଇ ବିରୋଧ ସ୍ୱର ତୀବ୍ର ହେବାରେ ଲାଗିଛି। ପ୍ରସ୍ତାବିତ ବନ୍ଦରକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଏଠାରେ ବନ୍ଦର ପ୍ରତିଷ୍ଠା ହେଲେ ସ୍ଥାନୀୟ ଲୋକେ ଭିଟାମାଟି ହରାଇବେ ଏବଂ ଜୈବ ବିବିଧତା ପ୍ରତି ବିପଦ […]

1 min read

ବିରଳ ମହାଜାଗତିକ ଘଟଣା, ଗୋଟିଏ ଧାଡ଼ିରେ ୬ ଗ୍ରହ

ମହାକାଶରେ ଏକ ବିରଳ ଘଟଣା ଦେଖାଯାଇଛି । ସୌରଜଗତର ୬ଟି ଗ୍ରହକୁ ଏକା ସାଙ୍ଗରେ ଗୋଟିଏ ସରଳ ରେଖାରେ ଦେଖାଯାଇଛନ୍ତି, ଅର୍ଥାତ୍ ଛଅଟି ଗ୍ରହ ଗୋଟିଏ ରେଖାରେ ପରିକ୍ରମା କରୁଛନ୍ତି ।  ନୂଆଦିଲ୍ଲୀ /ଭୁବନେଶ୍ୱର ୨୧-୦୧-୨୦୨୫(ପିପିଏସ) : ମହାକାଶରେ ଏକ ବିରଳ ଘଟଣା ଦେଖାଯାଇଛି । ସୌରଜଗତର ୬ଟି ଗ୍ରହକୁ ଏକା ସାଙ୍ଗରେ ଗୋଟିଏ ସରଳ ରେଖାରେ ଦେଖାଯାଇଛନ୍ତି, ଅର୍ଥାତ୍ ଛଅଟି ଗ୍ରହ ଗୋଟିଏ ରେଖାରେ ପରିକ୍ରମା କରୁଛନ୍ତି ।  ବିନା ଟେଲିସ୍କୋପରେ ଅର୍ଥାତ୍ ଖାଲି ଆଖିରେ […]

1 min read

କୋଲକାତା ମେଡିକାଲ ଛାତ୍ରୀ ଦୁଷ୍କର୍ମ-ହତ୍ୟା ମାମଲା: ରାୟ ନେଇ ଖୁସି ନାହାନ୍ତି କଟକ ଛାତ୍ରଛାତ୍ରୀ

ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ପଶ୍ଚିମବଙ୍ଗର ସିଆଲଦା କୋର୍ଟରେ ରାୟ ପ୍ରକାଶ ପାଇଛି। ଦୋଷୀ ସଞ୍ଜୟ ରାୟଙ୍କୁ ମିଳିଥିବା ଦଣ୍ଡ ନେଇ କଟକ ଏସ୍‌ସିବି ମେଡିକାଲ କଲେଜର ଡାକ୍ତର ଛାତ୍ରଛାତ୍ରୀମାନେ ଖୁସି ନାହାନ୍ତି। କଟକ ,୨୦-୦୧-୨୦୨୫(ପିପିଏସ) : କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ଗତବର୍ଷ ଅଗଷ୍ଟ ୯ ତାରିଖ ଦିନ ଦୁଷ୍କର୍ମ ଏବଂ ହତ୍ୟା […]

1 min read

ରାମାୟଣ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନର ପ୍ରଥମ ବାର୍ଷିକୀ ପାଳନ

ଭୁବନେଶ୍ୱର ୨୦-୦୧-୨୦୨୫(ପିପିଏସ) : ୨୦୨୪ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସହିତ ଭାରତ ଏକଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରତ୍ୟକ୍ଷ କରିଥିଲା ଯାହା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଦଶନ୍ଧିର ଯାତ୍ରାର ସମାପ୍ତି ଥିଲା । ଏହି ଐତିହାସିକ ଘଟଣା କେବଳ ଏକ ବହୁ ପ୍ରତୀକ୍ଷିତ ସ୍ୱପ୍ନକୁ ପୂରଣ କରିନଥିଲା ବରଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପୁନରୁଦ୍ଧାର ମଧ୍ୟ କରିଥିଲା । ଜାନୁଆରୀ ୨୨, ୨୦୨୫ରେ ସାରା ବିଶ୍ୱ ଅଯୋଧ୍ୟା ରାମ ମନ୍ଦିରର […]