Donot Miss
Latest Posts
Highlight
Popular News
ଭୁଶୁଡ଼ିଲା ବୁଲେଟ ଟ୍ରେନ ପାଇଁ ନିର୍ମାଣାଧୀନ ପୋଲ : ୨ ମୃତ
ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ଚାଲିଥିବା ସମୟରେ ଏକ ଦୁର୍ଘଟଣା ଘଟିଛି। ଗୁଜରାଟର ଆନନ୍ଦରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଏହାଫଳରେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଅହମଦାବାଦ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ଚାଲିଥିବା ସମୟରେ ଏକ ଦୁର୍ଘଟଣା ଘଟିଛି। ଗୁଜରାଟର ଆନନ୍ଦରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଏହାଫଳରେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ […]
ରାଢୋ ଗ୍ରାମ୍ୟ ରାସ୍ତା ଅବସ୍ଥା ଦୟନୀୟ
ଭଦ୍ରକ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ବଡ଼ବଡ଼ ଗ୍ରାମ ଓ ପଡ଼ାକୁ ଗମନାଗମନ ସୁବିଧା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମସଡକ ସହିତ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଓ ଅନ୍ୟାନ୍ୟ ଯୋଜନାରେ ନୂତନ ରାସ୍ତା ନିର୍ମାଣ ହେଉଥିବା ବେଳେ ଅନେକ ରାସ୍ତାର ପୁନଃରୁଦ୍ଧାର ମଧ୍ୟ ହେଉଛି । ଏହାସତ୍ୱେ ପ୍ରଶାସନିକ ଅପାରଗତା ହେଉ କିମ୍ବା ଆଂଚଳିକ ସ୍ତରରେ ରାଜନୈତିକ ନେତୃବୃନ୍ଦଙ୍କ ପରସ୍ପର ବିରୋଧାଭାସ ଯୋଗୁ ଆଜି […]
ପ୍ରଜାତନ୍ତ୍ରର ପ୍ରଭାବ, ଚର୍ଚ୍ଚିକା ପ୍ରାଥମିକ ବିଦ୍ୟାଳରେ ମଧ୍ୟାହ୍ନଭୋଜନ କେଳେଙ୍କାରୀ, ତଦନ୍ତ କଲେ ଦୁଇ ଅଧିକାରୀ ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ
ଗୋପ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଗୋପ ବ୍ଲକ ଷୋଳପୁର ଚର୍ଚ୍ଚିକା ସରକାରୀ ନୋଡାଲ ବିଦ୍ୟାଳୟର ମଧ୍ୟାହ୍ନ୍ନ ଭୋଜନ କେଳେଙ୍କାରୀ ସମ୍ପର୍କିତ ଖବର ଗତକାଲି ପ୍ରକାଶ ପାଇବା ପରେ ଆଜି ଦୁଇ ଅଧିକାରୀ ବିଦ୍ୟାଳୟରେ ପହଁଚି ତଦନ୍ତ କରିଛନ୍ତି। ସୂଚନା ଅନୁସାରେ ଗୋପ ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଧେଶକ୍ରମେ ଏବିଇଓ ବେଣୁଧର ମଲ୍ଲିକ ଓ ମଧ୍ୟାହ୍ନ ଭୋଜନ ଦାଇତ୍ୱରେ ଥିବା ଅଧିକାରୀ ଅଶୋକ ବେହେରା ଉକ୍ତ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି। ଏ ସମ୍ପର୍କିତ ଘଟଣାକୁ ନେଇ ତଦନ୍ତକାରି […]
ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ
୧୦୦ ସିଟ୍ରେ ପାଠପଢ଼ା ପାଇଁ ଆବେଦନ କରାଯିବ ଅନୁଗୁଳ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଅନିଶ୍ଚିତତା ଘେରରେ ରହିଥିବା ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବା ନେଇ ପୁଣି ଆଶା ସଂଚାର ହୋଇଛି। ଏହି ମେଡିକାଲ କଲେଜ ପରିଚାଳନା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ମେଡିକାଲ କଲେଜ ଚଳାଇବା ନେଇ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ଏଥିରେ ଆଲୋଚନା କରାଯିବା ସହ […]
ହ୍ୟୁଷ୍ଟନ୍ରେ ଆୟୋଜନ ହେବନି ଅଦିନିଆ ରଥଯାତ୍ରା, ବାତିଲ କଲା ଇସ୍କନ୍
ମହାପ୍ରଭୁଙ୍କ ଭକ୍ତଙ୍କ ପାଇ ଭଲ ଖବର ଆସିଛି। କୋଟିକୋଟି ଓଡ଼ିଆ ଯାହା ଦାବି କରୁଥିଲେ, ତାହା ହିଁ ହୋଇଛି। ଇସ୍କନ୍ର ପ୍ରତକ୍ଷ୍ୟ ତତ୍ବାବଧାନରେ ଆମେରିକୀୟ ସହର ହ୍ୟୁଷ୍ଟନ୍ରେ ଆୟୋଜନ ହେବାକୁ ଥିବା ରଥଯାତ୍ରା ବାତିଲ ହୋଇଛି। ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର ଆସିଛି। ମହାପ୍ରଭୁଙ୍କ ଓଡ଼ିଆ ଭକ୍ତଙ୍କ ପାଇ ଭଲ ଖବର ଆସିଛି। କୋଟିକୋଟି ଓଡ଼ିଆ ଯାହା ଦାବି କରୁଥିଲେ, ତାହା ହିଁ ହୋଇଛି। ଶ୍ରୀଲା ପ୍ରଭୁପାଦଙ୍କ ଦ୍ବାରା ପ୍ରତିଷ୍ଠିତ […]
ପୁଣି ବୋମା ଆତଙ୍କ: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ
ପୁଣି ବିମାନରେ ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନର ହେଲା ଜରୁରୀ ଅବତରଣ କରିଥିବାର ଖବର ମିଳିଛି। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବେଳେ କଲା ଜରୁରୀ ଅବତରଣ କରିଛି ବିମାନ। ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ପୁଣି ବିମାନରେ ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନର ହେଲା ଜରୁରୀ ଅବତରଣ କରିଥିବାର ଖବର ମିଳିଛି। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବେଳେ କଲା ଜରୁରୀ ଅବତରଣ […]
ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼, କାରଣ ଅସ୍ପଷ୍ଟ
ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଆଜି ସକାଳ ସା୍ଢ଼େ ୯ଟାରୁ ୧୦ଟା ଭିତରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଭଦ୍ରକ-ବାଉଦପୁର ସେକସନ୍ ମଝିରେ ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଭଦ୍ରକ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଆଜି ସକାଳ ସା୍ଢ଼େ ୯ଟାରୁ ୧୦ଟା ଭିତରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଭଦ୍ରକ-ବାଉଦପୁର ସେକସନ୍ ମଝିରେ ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଏନେଇ ସମ୍ପୃକ୍ତ […]
ଅବକାରୀ ବିଭାଗ ନିଷ୍କ୍ରିୟ! ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ
ମଦ ଯୋଗୁଁ ସମାଜ ଆଜି ବାଟବଣା ହେବାକୁ ଲାଗିଲାଣି। ଯୁବପିଢି ବିପଥଗାମୀ ହେବାରେ ଲାଗିଛନ୍ତି। ଘର ସଂସାର ଉଜୁଡିବାରେ ଲାଗିଛି। ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ମହିଳାମାନେ ପ୍ରତ୍ୟକ ଦିନ ନିର୍ଯାତିତ ହେବାରେ ଲାଗିଛନ୍ତି। ଘୁ.ଉଦୟଗିରି/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ସମାଜରେ ମଦ ଯୋଗୁଁ ବ୍ୟାପକ କ୍ଷତି ହେଉଥିବା ବେଳେ ରାଜ୍ୟ ସରକାର ଏହାର ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରୁ ନଥିବା ଅଭିଯୋଗ ହେଉଛି। ମଦ ଯୋଗୁଁ ସମାଜ ଆଜି ବାଟବଣା ହେବାକୁ […]
ନିଜର ଫାଇଦା ପାଇଁ ଐତିହ୍ୟସ୍ଥଳୀକୁ ବିପଦଆଡ଼କୁ ଠେଲିଦେଲେ ବିଗତ ସରକାର: ବିଜେପି
ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପାଚେରୀ ‘ମେଘନାଦ ପାଚେରୀ’ରେ ଫାଟ ସୃଷ୍ଟି ହୋଇଛି। ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଉଦ୍ବେଗ ପ୍ରକାଶ ପାଇ ଥିବା ବେଳେ ରାଜନୈତିକ ବୟାନବାଜୀ ମଧ୍ୟ ଜାରି ରହିଛି। ପୁରୀ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : କିଛି ଭୁଲ ଅଛି, ଯାହାର କ୍ଷମା ନାହିଁ। ବିଗତ ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଭୈରବ […]
ଜନସ୍ୱାସ୍ଥ୍ୟ ନୀରିକ୍ଷଣରେ ଉତ୍କୃଷ୍ଟତା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟ୍ ସମ୍ବର୍ଦ୍ଧିତ
ନୂଆଦିଲ୍ଲୀରେ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମ ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସ୍ୱୀକୃତି ଓଡିଶାର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟର ଉତ୍ସର୍ଗିକୃତ ସେବା ମନୋଭାବ ଏବଂ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ନିର୍ଦ୍ଦେଶକ, […]
