ଜୀବନଚର୍ଯ୍ୟା
ଚାକିରି ନାମରେଲ କ୍ଷାଧିକ ଟଙ୍କା ଠକେଇ
ଡାବୁଗାଁ/ଭୁବନେଶ୍ୱର ୧୧-୦୨-୨୦୨୫(ପିପିଏସ ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ଚାଞ୍ଚଲ୍ୟ। ୧୯ ଜଣ ନିରୀହ ଆଦିବାସୀ ଯୁବକଙ୍କୁ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ଦେବି କହି ଜଣେ ଦଲାଲ ଲକ୍ଷାଧିକ ଟଙ୍କା ଠକେଇ କରିଛି। ଏ ନେଇ ଆଜି ଠକାମୀର ଶିକାର ହୋଇଥିବା କିଛି ଯୁବକ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଥାନାରେ ଅଭିଯୋଗ ଅନୁଯାଇ ପାପଡାହାଣ୍ଡି ବ୍ଲକ ପାତ୍ରି ପଞ୍ଚାୟତ ଅନ୍ତର୍ଗତ ଖରକିଆ […]
୧୩,୬୦୦ ଦେଶୀ ମଦ ପାଉଚ୍ ଜବତ
ଇସ୍ପାତ ସହରରେ ପୁଣି ଦେଶୀ ମଦ ମାଫିଆଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ନିୟମିତଭାବେ ସହରକୁ ମଦ ଚୋରାଚାଲାଣ ହେଉଛି। ଓଡ଼ିଶା ସୀମାନ୍ତ ବୀରମିତ୍ରପୁର, କୁଆରମୁଣ୍ଡା, ବିଶ୍ରା ଆଦି ଅଞ୍ଚଳରୁ ଦେଶୀ ମଦ ଅଣାଯାଉଛି ରାଉରକେଲା/ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ଇସ୍ପାତ ସହରରେ ପୁଣି ଦେଶୀ ମଦ ମାଫିଆଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ନିୟମିତଭାବେ ସହରକୁ ମଦ ଚୋରାଚାଲାଣ ହେଉଛି। ଓଡ଼ିଶା ସୀମାନ୍ତ ବୀରମିତ୍ରପୁର, କୁଆରମୁଣ୍ଡା, ବିଶ୍ରା ଆଦି ଅଞ୍ଚଳରୁ ଦେଶୀ ମଦ ଅଣାଯାଉଛି। ସିଧାସଳଖ ସହର ଭିତରକୁ […]
ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା କ୍ରୀଡ଼ା ବିଭାଗ
ବାରବାଟୀ ଦିନିକିଆରେ ଫ୍ଲଡ୍ ଲାଇଟ୍ ବନ୍ଦ ବିଭ୍ରାଟ ଘଟଣା ବାରବାଟୀ ଦିନିକିଆରେ ଫ୍ଲଡ୍ ଲାଇଟ୍ ବନ୍ଦ ବିଭ୍ରାଟ ଘଟଣାକୁ ନେଇ ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କ୍ରୀଡ଼ା ବିଭାଗ। କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ୧୦ଦିନ ଭିତରେ ଉତ୍ତର ରଖିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। କଟକ ୧୦-୦୨-୨୦୨୫(ପିପିଏସ ) : ବାରବାଟୀ ଦିନିକିଆରେ ଫ୍ଲଡ୍ ଲାଇଟ୍ ବନ୍ଦ ବିଭ୍ରାଟ ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। […]
ଭୁବନେଶ୍ୱରରେ ଜାତୀୟ ମହିଳା କମିସନଙ୍କ ଜନଶୁଣାଣି
ଜାତୀୟ ମହିଳା କମିସନ (ଏନସିଡବ୍ଲୁ) ମଙ୍ଗଳବାର ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କାର୍ଯ୍ୟାଳୟରେ “ମହିଳା ଜନ ସୁନୱାଇ” ନାମକ ଏକ ଜନଶୁଣାଣି କରିବାକୁ ଯାଉଛନ୍ତି. ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ଜାତୀୟ ମହିଳା କମିସନ(ଏନସିଡବ୍ଲୁ) ମଙ୍ଗଳବାର ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କାର୍ଯ୍ୟାଳୟରେ “ମହିଳା ଜନ ସୁନୱାଇ” ନାମକ ଏକ ଜନଶୁଣାଣି କରିବାକୁ ଯାଉଛନ୍ତି।ଏନସିଡିବ୍ଲୁ ଅଧ୍ୟକ୍ଷା ବିଜୟା କିଶୋର ରାହତକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପଡ଼ି ରହିଥିବା ଅଭିଯୋଗଗୁଡ଼ିକର ସମାଧାନ କରିବା ଏବଂ […]
ଧଉଳି-କଳିଙ୍ଗ ମହୋତ୍ସବ ଉଦ୍ଯାପିତ
ରୋମାଞ୍ଚ ଭରିଲା ଶୁମ୍ଭ-ନିଶୁମ୍ଭ ବଧ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ମିଳିତ ଆନୁକୂଲ୍ୟରେ ଶାନ୍ତିସ୍ତୂପ ପାଦଦେଶରେ ୩ଦିନ ଧରି ଚାଲିଥିବା ୨୧ତମ ଧଉଳି-କଳିଙ୍ଗ ମହୋତ୍ସବ ଆଜି ଉଦ୍ଯାପିତ ହୋଇଛି। ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ମିଳିତ ଆନୁକୂଲ୍ୟରେ ଶାନ୍ତିସ୍ତୂପ ପାଦଦେଶରେ ୩ଦିନ ଧରି ଚାଲିଥିବା ୨୧ତମ ଧଉଳି-କଳିଙ୍ଗ ମହୋତ୍ସବ […]
ପ୍ରେମକୁ ଅକ୍ଷୁଣ୍ଣ ରଖିବ ଟେଡି
ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’ ପ୍ରେମୀଯୁଗଳଙ୍କ ମଧ୍ୟରେ ଖୁବ ଲୋକପ୍ରିୟ। ଚକଲେଟ ଡେ’ର ଜୀବନରେ ମଧୁରତା ଭରିଥିବା ବେଳେ ଟେଡି ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଟେଡି ଦିଆନିଆ ହେବେ। ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’ ପ୍ରେମୀଯୁଗଳଙ୍କ ମଧ୍ୟରେ ଖୁବ ଲୋକପ୍ରିୟ। ଚକଲେଟ ଡେ’ର ଜୀବନରେ ମଧୁରତା ଭରିଥିବା ବେଳେ ଟେଡି ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଟେଡି ଦିଆନିଆ ହେବେ। କଥାରେ ଅଛି ଟେଡି ଯେତେ ଦିନ […]
କୃମି ଔଷଧ ଖାଇ ୬ଛାତ୍ରୀ ଗୁରୁତର
କୃମି ଔଷଧ ଖାଇ ୬ ଜଣ ଛାତ୍ରୀ ଗୁରୁତର ହୋଇ ଚିକିତ୍ସା ପାଇଁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସୋମବାର ମଧ୍ୟାହ୍ନରେ କେଦାରପୁର ପଞ୍ଚାୟତ ଥାନେଶ୍ୱର ସ୍ଥିତ ବିଦ୍ୟାଳୟରେ ପିଲାମାନଙ୍କୁ କୃମି ଔଷଧ ଦିଆଯାଇଥିବା ବେଳେ କିଛି ସମୟ ପରେ ୬ଜଣ ଛାତ୍ରୀ ବାନ୍ତି କରିଥିଲେ. ବାଲେଶ୍ବର/ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : କୃମି ଔଷଧ ଖାଇ ୬ ଜଣ ଛାତ୍ରୀ ଗୁରୁତର ହୋଇ ଚିକିତ୍ସା ପାଇଁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।ସୂଚନାଯୋଗ୍ୟ, […]
ବିମାନବନ୍ଦରରୁ ଧରାପଡ଼ିଲା ଧୋକାବାଜ ପ୍ରେମିକ
ପେସାରେ ଦୁଇଜଣଯାକ ସଫ୍ଟୱେର୍ ଇଞ୍ଜିନିୟର୍। ମାଟ୍ରିମୋନି ସାଇଟ୍ରେ ପରସ୍ପରକୁ ଜାଣିଲେ। ଏହାପରେ ଫୋନ୍ରେ କଥାବାର୍ତ୍ତା। ଧୀରେଧୀରେ ମିଳାମିଶା ବଢ଼ିଲା। ଭାବିପତ୍ନୀ ତଥା ପ୍ରେମିକାଙ୍କୁ ଭେଟିବା ପାଇଁ ଯୁବକଜଣକ ବେଙ୍ଗାଲୁରୁରୁ ଧାଇଁ ଆସୁଥିଲେ ଭୁବନେଶ୍ବର। ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ପେସାରେ ଦୁଇଜଣଯାକ ସଫ୍ଟୱେର୍ ଇଞ୍ଜିନିୟର୍। ମାଟ୍ରିମୋନି ସାଇଟ୍ରେ ପରସ୍ପରକୁ ଜାଣିଲେ। ଏହାପରେ ଫୋନ୍ରେ କଥାବାର୍ତ୍ତା। ଧୀରେଧୀରେ ମିଳାମିଶା ବଢ଼ିଲା। ଭାବିପତ୍ନୀ ତଥା ପ୍ରେମିକାଙ୍କୁ ଭେଟିବା ପାଇଁ ଯୁବକଜଣକ ବେଙ୍ଗାଲୁରୁରୁ ଧାଇଁ ଆସୁଥିଲେ ଭୁବନେଶ୍ବର। କିନ୍ତୁ କିଛି ଦିନ […]
କନ୍ଧମାଳ ଜିଲ୍ଲାରେ ରୋଜଗାର ଶୂନ: ଯୁବପିଢ଼ି ଦାଦନ ମୁଁହା
କନ୍ଧମାଳରେ ବିକାଶର ନଗ୍ନ ଚିତ୍ର ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି। ଜିଲ୍ଲାରେ ସରକାରଙ୍କ ମନରେଗା ଯୋଜନା ଫେଲ୍ ହୋଇଛି। ଦାଦନ ପାଇଁ ପୋଷ୍ଟର ଗାଁ ଗାଁରେ ଲାଗିଛି। ଦାଦନ ଶ୍ରମିକଙ୍କୁ ନେଇ ପ୍ରତ୍ୟକ ସପ୍ତାହରେ ବସ୍ କେରଳ ଯାଉଛି ଘୁ.ଉଦୟଗିରି/ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : କନ୍ଧମାଳରେ ବିକାଶର ନଗ୍ନ ଚିତ୍ର ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି। ଜିଲ୍ଲାରେ ସରକାରଙ୍କ ମନରେଗା ଯୋଜନା ଫେଲ୍ ହୋଇଛି। ଦାଦନ ପାଇଁ ପୋଷ୍ଟର ଗାଁ ଗାଁରେ ଲାଗିଛି। ଦାଦନ […]
ଯାଜପୁର ରୋଡରେ ଚାଞ୍ଚଲ୍ୟ: ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା
ଯାଜପୁର ରୋଡ ଥାନା ସୋବରା ଅଞ୍ଚଳରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଷ୍ଟୁଡିଓ ଭିତରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓର ମାଲିକ ଦୀପକ କୁମାର ସାହୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଯାଜପୁର/ଭୁବବେଶ୍ୱର ୦୯-୦୨-୨୦୨୫(ପିପିଏସ) : ଯାଜପୁର ରୋଡ ଥାନା ସୋବରା ଅଞ୍ଚଳରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଷ୍ଟୁଡିଓ ଭିତରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓର ମାଲିକ ଦୀପକ କୁମାର […]