ଓଡିଶା
ବନ୍ଧୁକମୁନରେ ଲୁଟିନେଲେ ବସ୍ତା ବସ୍ତା କେନ୍ଦୁପତ୍ର
ଦଶପଲ୍ଲା ବନାଞ୍ଚଳ ସାକେଣୀ କେନ୍ଦୁପତ୍ର ଫଡ଼ିରେ ବଡ଼ ଧରଣର ଡକାୟତି ହୋଇଛି। ବନ୍ଧୁକ ଦେଖାଇ ମୁଖା ପିନ୍ଧା ୧୦ଜଣ ଯୁବକ ଲୁଟିନେଇଛନ୍ତି ବସ୍ତା ବସ୍ତା କେନ୍ଦୁପତ୍ର। ଦଶପଲ୍ଲା/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ସାକେଣୀ କେନ୍ଦୁପତ୍ର ଫଡ଼ିରେ ବଡ଼ ଧରଣର ଡକାୟତି ହୋଇଛି। ବନ୍ଧୁକ ଦେଖାଇ ଲୁଟିନେଇଛନ୍ତି ବସ୍ତା ବସ୍ତା କେନ୍ଦୁପତ୍ର। ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ଫଡିରେ ପତ୍ର ବାନ୍ଧିବା ସହ ଭଲ ପତ୍ର ଗୁଡିକୁ ବାଛି ରଖା ଯାଉଥିଲା ଏହି କାମରେ […]
ବାଘ ଆତଙ୍କ! ଆଳିରେ ପହଞ୍ଚିଲେ ବନବିଭାଗ ଅଧିକାରୀ
ଆଳି/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଆଳିରେ ବାଘ ପଇଁତରା ମାରୁଛି। ଏମିତି ଭିଡିଓ ଭାଇରାଲକୁ ନେଇ ଗତ ରାତି ଠାରୁ ଆଳିରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଛି।ଆଳିର ଏକ ନିକାଞ୍ଚନ ପଡ଼ିଆରେ ବାଘ ବୁଲୁଛି। ସିମେଣ୍ଟ ପାଚେରୀ ଉପରେ କୁଦିକୁଦି ଚାଲୁଛି।ଗଛ ଉପରେ ଶୋଇଛି। ଏମିତି ସବୁ ଦୃଶ୍ୟର ଗୋଟିଏ ପରେ ଗୋଟିଏ ଭିଡିଓ ପୋଷ୍ଟରେ ଘୂରି ବୁଲୁଥିବାର ଦେଖି ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଥିଲେ। ଆଳିରେ ବାଘ ପଇଁତରା ମାରୁଛି। ଏମିତି ଭିଡିଓ ଭାଇରାଲକୁ ନେଇ ଗତ […]
କିଡ୍ନି ରୋଗ ନେଉଛି ମୁଣ୍ଡ
୨୮ ପରିବାରର ୩୧ ମୃତ ବୌଦ୍ଧ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ସ୍ବାଧୀନତାର ୭୭ବର୍ଷ ପରେ ବି ପିଇବା ପାଣି ପାଇଁ ଡହଳବିକଳ। ଯେଉଁ ପାଣି ପିଉଛନ୍ତି, ତାହା ପାଲଟିଛି ଜହର। ଆଉ ଏହାର ଭୟଙ୍କର ମୂଲ୍ୟ ଦେବାକୁ ପଡୁଛି ଗ୍ରାମବାସୀଙ୍କୁ। ଦୂଷିତ ପାଣି ବ୍ୟବହାର କରି ଲୋକେ କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଏଭଳି ଏକ ଗାଁ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ଜବଲପୁର। ୨୮ ପରିବାର ରହୁଥିବା ଏହି ଗାଁରେ […]
ସ୍ଥାୟୀ ଡିଜିପି ନିଯୁକ୍ତି ପ୍ରସଙ୍ଗ
କେନ୍ଦ୍ର, ଓଡ଼ିଶା ସମେତ ସାତ ରାଜ୍ୟକୁ ସୁପ୍ରିମ୍କୋର୍ଟଙ୍କ ନୋଟିସ୍ ନୂଆଦିଲ୍ଲୀ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ପୁଲିସ ମହାନିର୍ଦ୍ଦେଶକଙ୍କ ନିଯୁକ୍ତି ନେଇ ପ୍ରକାଶ ସିଂହ ମାମଲା ମାର୍ଗଦର୍ଶିକାକୁ ଲାଗୁ କରିବା ତଥା ଦୁଇ ବର୍ଷର ନିଶ୍ଚିତ କାର୍ଯ୍ୟକାଳ ପାଇଁ ନିୟମିତ ନିଯୁକ୍ତି ଦାବି ସଂପର୍କିତ ଅର୍ଜିର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ନୋଟିସ୍ ଜାରି କରିଛନ୍ତି। ଛଅ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ […]
ଦଶହରା ଛୁଟି ପରେ ନବମ, ଦଶମ ଷାଣ୍ମାସିକ ପରୀକ୍ଷା
କଟକ,୦୪-୧୦-୨୪ (ପିପିଏସ) : ଚଳିତ ବର୍ଷ ଅକ୍ଟୋବର ୪ରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବ୍ଲକ୍ସ୍ତରୀୟ ସୁରଭି, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ପ୍ରାଥମିକ ବିଦ୍ୟାଳୟରେ ସ୍କ୍ରିମାଟିକ୍ ଶିକ୍ଷକ ନିଯୁକ୍ତି ମେଳା ଆଦି ସରକାରୀ କାର୍ଯ୍ୟକ୍ରମ ପାଇଁ ଅର୍ଦ୍ଧବାର୍ଷିକ ପରୀକ୍ଷାକୁ ଦଶହରା ଛୁଟି ପରେ କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟର ପ୍ରାୟ ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଏହି ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଏହି […]
୧୨ଘଣ୍ଟିଆ କୋରାପୁଟ ବନ୍ଦ
କୋରାପୁଟ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ବାନକ୍ରମେ ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ସକାଳୁ ସକାଳୁ ପରିଲକ୍ଷିତ ହେଉଛି। କୋରାପୁଟରେ ଦୋକାନବଜାର ଯାନବାହାନ ଚଳାଚଳ ବନ୍ଦ ରହିଛି। ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ଜିଲ୍ଲାଭିତ୍ତିକ କରାଯାଉ। ଅନ୍ତତଃ ଏହି ଡି ଗ୍ରେଡ ପଦବୀକୁ ଜିଲ୍ଲାଭିତ୍ତିକ କରାଯାଉ ବୋଲି […]
ସମ୍ବଲପୁର ଓ ବରଗଡ଼ କାରାଗାରରେ ଅଚାନକ ଚଢ଼ାଉ
ସମ୍ବଲପୁର/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଆଜି ସମ୍ବଲପୁର ଓ ବରଗଡ଼ କାରାଗାରରେ ଅଚାନକ ଚଢ଼ାଉ କରାଯାଉଛି। ଭୋର ପ୍ରାୟ ୪ଟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଛି। ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସ ଫୋର୍ସ ସହ ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ସଦର ଏସଡିପିଓଙ୍କ ନେତୃତ୍ବରେ ଏହି ଚଢ଼ାଉ ହେଉଛି। ସମ୍ବଲପୁର ମଣ୍ଡଳ କାରାଗାର ଭିତରୁ ବିପୁଳ ପରିମାଣର ଗୁଟ୍ଖା, ଖଇନି ସହ ଲାଇଟର ଜବତ ହୋଇଥିବାର ସୂଚନା ରହିଛି। ଏଣେ ବରଗଡ଼ରେ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତରେ […]
ଦୁର୍ଗାପୂଜାରେ ଡିଜେର ଶଦ୍ଦ ୬୫ ଡିସେବଲ୍ ମଧ୍ୟରେ ସୀମିତ ରହିବ: ହାଇକୋର୍ଟ
ଭୁବନେଶ୍ବର/କଟକ,୦୩-୧୦-୨୦୨୪ (ପିପିଏସ) : ଶାରଦୀୟ ନବରାତ୍ରୀ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଦେବୀ ମନ୍ଦିରଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ମା’ଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରଗୁଡ଼ିକରେ ସ୍ବତନ୍ତ୍ର ଆୟୋଜନ ପ୍ରସ୍ତୁତ ହୋଇଛି। ମଣ୍ଡପରେ ଦୁର୍ଗାପୂଜାର ଆୟୋଜନ ପାଇଁ ବିଭିନ୍ନ ଅନୁଷ୍ଠାନ ଯୁଦ୍ଧକାଳୀନ ଭିତ୍ତିରେ ସାଜସଜ୍ଜା କରୁଛନ୍ତି। ସପ୍ତମୀ ଠାରୁ ମଣ୍ଡପରେ ମା’ଙ୍କ ପୂଜା ଆରମ୍ଭ ହୋଇଯିବ। ଦଶହରା ପରଦିନ ମା’ଙ୍କ ଭସାଣି ଅନୁଷ୍ଠିତ। ତେବେ ଡିଜେ ନେଇ ଆଜି ହୋଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, […]
ମହାଷ୍ଟମୀରେ ମାଛ ଓ ଉଷୁନା ଚାଉଳ ଖେଚୁଡ଼ି
ପାର୍ବଣରେ ମହାମାୟୀ ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ପମ୍ପାଲୋ ପଞ୍ଚାୟତ କୁଳନ୍ତିରାଶାସନସ୍ଥିତ ମା’ସଂକଟ ତାରିଣୀ ପୀଠରେ ବିଧିବିଧାନ ଅନୁସାରେ ଷୋଳ ପୂଜା ଚାଲିଛି। ସକାଳୁ ରାତି ପର୍ଯ୍ୟନ୍ତ ମା’ଙ୍କ ପୀଠରେ ଲାଗିରହିଛି ଆଧ୍ୟାତ୍ମିକ ପରିବେଶ। ସକାଳେ ବାଳ ଭୋଗ, ମଧ୍ୟାହ୍ନ ଓ ରାତିରେ ଅନ୍ନପ୍ରସାଦ ସାଙ୍ଗକୁ ଅପରାହ୍ଣରେ ଅଥରା ପିଠା ଲାଗି କରାଯାଉଛି। ଏଠାରେ ଚଳିଆସୁଥିବା ପ୍ରଥା ଓ ପରମ୍ପରା ଅନୁସାରେ ମହାଷ୍ଟମୀ ତିଥିରେ ହେବାକୁ ଥିବା ସାମୂହିକ ଖେଚୁଡ଼ି ଭୋଗ ଓ ଜନ୍ତାଳ ପାଇଁ ଶ୍ରଦ୍ଧାଳୁମାନେ […]
ପାର୍ବଣରେ ମହାମାୟୀ
ନବରଙ୍ଗପୁରବାସୀଙ୍କ ସୁରକ୍ଷାକବଚ ମା’ଭଣ୍ଡାରଘରଣୀ ନବରଙ୍ଗପୁର/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ନବରଙ୍ଗପୁରବାସୀଙ୍କ ଇଷ୍ଟଦେବୀ ମା’ ଭଣ୍ଡାରଘରଣୀ। ଏ ମାଟିର ସନ୍ତାନଙ୍କୁ ଯୁଗ ଯୁଗ ଧରି ନିଜ ଅଭୟ ପଣତ ତଳେ ସୁରକ୍ଷିତ ରଖି ଆସିଛନ୍ତି। କେବଳ ନବରଙ୍ଗପୁର ସହର ନୁହେଁ, ସାରା ଜିଲ୍ଲାବାସୀଙ୍କ ପାଇଁ ସୁରକ୍ଷାକବଚ ପାଲଟିଛନ୍ତି ମା’। ଅନେକ କିମ୍ବଦନ୍ତି ଓ ଲୋକକଥା ମା’ଙ୍କ ମନ୍ଦିର ସହ ଜଡ଼ିତ ହୋଇ ରହିଛି। ନବରଙ୍ଗପୁର ସଦର ମହକୁମାରୁ ୩୦ କିମି ଦୂର ଜଗନ୍ନାଥପୁରରେ ୧୮୨୦ରେ ପ୍ରତିଷ୍ଠା ହୋଇଥିଲା ନବରଙ୍ଗପୁର […]
