1 min read

ଚଳିତବର୍ଷ ବାଲିଯାତ୍ରା କଟକ ଉତ୍ସବରେ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବସ ଚଳାଚଳ ବ୍ୟବସ୍ଥା

କଟକ ୧୭-୧୧-୨୦୨୪(ପିପିଏସ ) : ଚଳିତ ବର୍ଷ ବାଲିଯାତ୍ରା କଟକ ଉତ୍ସବରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ,ଶ୍ରୀ ଭାଉସାହେବ ଶିନ୍ଦେ ଜନସାଧାରଣଙ୍କ ସୁବିଧାରେ ନିଶୁଳ୍କ ଯାତାୟତ ଓ ଗମନାଗମନ ନିମନ୍ତେ ବାଲିଯାତ୍ରା ପଡିଆକୁ ସଂଯୋଗ କରୁଥିବା ରିଂବନ୍ଧ ରାସ୍ତାର ଉଭୟ ପଟୁ ବସ ଚଳାଚଳ ବ୍ୟବସ୍ଥା କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ ବିଡାନାସୀ ଚହଟା ନିକଟସ୍ଥ ଭୁଆସୁଣୀ ଗଡାଠାରୁ ୧୮ଟି ବସ ଏବଂ ବୋଷ ଇଞ୍ଜିିୟରିଙ୍ଗ୍ […]

1 min read

ପିଲାଙ୍କ ପାଇଁ ଆସିଥିବା ସରକାରୀ ୟୁନିଫର୍ମ-ଜୋତା ଡମ୍ପିଂୟାର୍ଡରେ ଖତ ଖାଉଛି

ପିଲାଙ୍କ ମଧ୍ୟରେ ସ୍କୁଲ ଯିବା ଲାଗି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସହିତ ୟୁନିଫର୍ମ ଓ ଜୋତା ପିଲାଙ୍କୁ ଯୋଗାଇ ଦିଆଯାଉଛି। ତେବେ ୟୁନିଫର୍ମ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଡମ୍ଫିୟାର୍ଡରେ ଖତ ଖାଉଛି ଜୟପୁର/ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) : ପିଲାଙ୍କ ମଧ୍ୟରେ ସ୍କୁଲ ଯିବା ଲାଗି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମଧ୍ୟାହ୍ନ […]

1 min read

ରାଜନୈତିକ ଶତ୍ରୁତା: ସରପଞ୍ଚଙ୍କ ସ୍ବାମୀ-ସମିତି ସଭ୍ୟ ହଣାହଣି

ନୟାଗଡ଼ର ଇଟାମାଟି ଥାନା ଶରଧାପୁରରେ ସରପଞ୍ଚଙ୍କ ସ୍ବାମୀ ଏବଂ ସମିତି ସଭ୍ୟଙ୍କ ମଧ୍ୟରେ ହଣାହଣି ମାମଲା ଘଟିଛି। ଉଭୟଙ୍କୁ ଗୁରୁତର ଏବଂ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱରରେ ଏକ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି ନୟାଗଡ଼/ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) : ନୟାଗଡ଼ର ଇଟାମାଟି ଥାନା ଶରଧାପୁରରେ ସରପଞ୍ଚଙ୍କ ସ୍ବାମୀ ଏବଂ ସମିତି ସଭ୍ୟଙ୍କ ମଧ୍ୟରେ ହଣାହଣି ମାମଲା ଘଟିଛି। ଉଭୟଙ୍କୁ ଗୁରୁତର ଏବଂ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱରରେ ଏକ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ […]

1 min read

ଚାନ୍ଦ ସାକ୍ଷୀ ବାପ୍ଲା ସାନ୍ତାଳୀ ମାଟ୍ରିମନିକୁ ଉଦଘାଟନ କଲେ ସାଂସଦ ନବ ଚରଣ ମାଝୀ

ସାନ୍ତାଳ ସମ୍ପ୍ରଦାୟର ବିବାହ ପାଇଁ ନୂଆ ଯୁଗ ଆରମ୍ଭ ହୋଇଛି। ପୂର୍ବରୁ କୌଣସି ଯାତ୍ରା କିମ୍ବା ଆଦିବାସୀଙ୍କ କାର୍ଯକ୍ରମରୁ ସେମାନେ ପୁଅ ପାଇଁ ଝିଅ ଖୋଜୁଥିଲେ ଏବେ ମୋବାଇଲରେ ସମସ୍ତ ତଥ୍ୟ ପାଇ ବିବାହ କରି ପାରିବେ। ଯାତ୍ରାରେ ଝିଅ ଦେଖିବା ପରମ୍ପରା ସମାପ୍ତ ହେବ ରାଇରଙ୍ଗପୁର/ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) : ଛୋଟ ଗାଁ ରୁ ବଡ ପ୍ରୟାସ ଏବେ ମନପସନ୍ଦର ବର କନ୍ୟା ବାଛିବା ଏବେ  ସହଜ ‌ହେବ। ବିବାହ ମାଟ୍ରିମୋନି ସହ ଯୋଡି   […]

1 min read

ମଞ୍ଚରୁ ଅସୀମାଙ୍କୁ ଓହ୍ଲାଇଦେଲା ପୁଲିସ

ନିୟମ ମାନିଲେନି, ଆଉ ନିର୍ଦ୍ଧାରିତ ସମୟଠାରୁ ବି ଅଧିକ ସମୟ କାର୍ଯ୍ୟକ୍ରମ କରିବାରୁ ହଟହଟା ହୋଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା କଟକ,୧୭-୧୧-୨୦୨୪(ପିପିଏସ ) : ନିୟମ ମାନିଲେନି, ଆଉ ନିର୍ଦ୍ଧାରିତ ସମୟଠାରୁ ବି ଅଧିକ ସମୟ କାର୍ଯ୍ୟକ୍ରମ କରିବାରୁ ହଟହଟା ହୋଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା | ଗତକାଲି କଟକ ବାଲିଯାତ୍ରାର ବୈଷ୍ଣବ ପାଣି ମଞ୍ଚରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି | ଅସୀମାଙ୍କ କାର୍ଯ୍ୟକ୍ରମ ବନ୍ଦ ହୋଇଯିବାରୁ ଦର୍ଶକ ନିରାଶ ହୋଇଥିବାବେଳେ ପୁଲିସ କହିଛି ଯେ […]

1 min read

ବିନା ଅନୁମତିରେ ରାସ୍ତା ଖୋଳିଲେ ଜରିମାନା

ରାଜ୍ୟ ସରକାର ରାସ୍ତା ନିର୍ମାଣ ପାଇଁ ସ୍ବତନ୍ତ୍ର ନୀତି ଆଣିବେ ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) : ରାସ୍ତା ନିର୍ମାଣକୁ ନେଇ ରାଜ୍ୟ ସରକାର  ସ୍ୱତନ୍ତ୍ର ନୀତି ଆଣିବାକୁ ଯୋଜନା କରୁଛନ୍ତି। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଅଧିନରେ ରହିଥିବା ରାସ୍ତାଗୁଡ଼ିକର ନିର୍ମାଣକୁ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ଆଣିବେ । ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏହି ନୀତିରେ ନିୟମାବଳୀ ରହିବ । ଏନେଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗ ମନ୍ତ୍ରୀ […]

1 min read

ଅଭିଭାବକ ବେଫିକର, ପୁଲିସର ନିଘା ନାହିଁ

ପିଲାମାନେ ବି ବେଫିକର ହୋଇ ରାସ୍ତାରେ ଗାଡ଼ ଚଲାଇ ସ୍କୁଲକୁ ଯାଉଛନ୍ତି। ଯଦି କିଛି ବି ଘଟେ ତେବେ ସିଧା ପ୍ରଶାସନ ଉପରେ ଉଙ୍ଗୁଳି ଉଠିବ। ମାଲକାନଗିରିରେ ଦୁଇଟି ବାଇକ୍‌ରେ ତିନି ଜଣ ପିଲା ସ୍କୁଲ ଯାଉଥିବା ବେଳେ ରାସ୍ତାରେ କଥାବାର୍ତ୍ତା ହୋଇ ବେଫିକର ହୋଇ ଗାଡ଼ି ଚଲାଉଥିଲେ। ମାଲକାନଗିରି/ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) : ଅଭିଭାବକ ବେଫିକର, ପୁଲିସର ନିଘା ନାହିଁ। ପିଲାମାନେ ବି ବେଫିକର ହୋଇ ରାସ୍ତାରେ ଗାଡ଼ ଚଲାଇ ସ୍କୁଲକୁ ଯାଉଛନ୍ତି।ଯଦି କିଛି ବି […]

1 min read

ବିଜେଡିକୁ ଶକ୍ତଧକ୍କା: ବିଜେପି ହାତକୁ ଗଲା ସଦର ବ୍ଲକ୍‌

ଢେଙ୍କାନାଳ ସଦର ବ୍ଲକ୍‌ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୋଧରେ ଅନାସ୍ଥା ବୈଠକ ଆଜି ସଦର ବ୍ଲକ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।  ଅଧ୍ୟକ୍ଷା ଶ୍ରୀମତି ନାୟକଙ୍କ ସପକ୍ଷରେ ମାତ୍ର ୧୭ଟି ଭୋଟ୍‌ ଯାଇଥିବା ବେଳେ ୪୪ଟି ଭୋଟ ତାଙ୍କ ବିପକ୍ଷରେ ଯାଇଥିଲା। ଢେଙ୍କାନାଳ/ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) : ଢେଙ୍କାନାଳ ସଦର ବ୍ଲକ୍‌ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୋଧରେ ଅନାସ୍ଥା ବୈଠକ ଆଜି ସଦର ବ୍ଲକ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।  ଅଧ୍ୟକ୍ଷା ଶ୍ରୀମତି ନାୟକଙ୍କ ସପକ୍ଷରେ ମାତ୍ର ୧୭ଟି ଭୋଟ୍‌ […]

1 min read

ଋଣ କରିବ ଦେଶର ସବୁଠୁ ବଡ଼ ଋଣଦାତା

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଏବେ ଦେଶର ସବୁଠାରୁ ବଡ଼ ଋଣଦାତା ହିସାବରେ ଜଣାଶୁଣା । କିନ୍ତୁ ଏବେ ସବୁଠୁ ବଡ଼ ଋଣଦାତା ସବୁଠୁ ବଡ଼ ଋଣ କରିବାକୁ ପ୍ରସ୍ତୁତି ଚଳାଇଛି । ବ୍ୟାଙ୍କ ପ୍ରାୟ ୧୦ ବିଲିୟନ ଡଲାର ଋଣ ନେବାକୁ ଯୋଜନା କରୁଛି । ମୁମ୍ବାଇ/ଭୁବନେଶ୍ୱର ୧୬-୧୧-୨୦୨୪(ପିପିଏସ) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଏବେ ଦେଶର ସବୁଠାରୁ ବଡ଼ ଋଣଦାତା ହିସାବରେ ଜଣାଶୁଣା । କିନ୍ତୁ ଏବେ ସବୁଠୁ ବଡ଼ ଋଣଦାତା ସବୁଠୁ […]

1 min read

ଏସସିବିରେ ପ୍ରଥମଥର ପାଇଁ ହେବ ହୃତପିଣ୍ଡ ପ୍ରତିରୋପଣ

କଟକ,୧୬-୧୧-୨୦୨୪(ପିପିଏସ) : ଓଡ଼ିଶାବାସୀଙ୍କୁ ଉନ୍ନତ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ, କଟକରେ ହୃତପିଣ୍ଡ ପ୍ରତିରୋପଣ ପାଇଁ ପ୍ରଥମ ରୋଗୀଙ୍କ ସ୍କ୍ରିନିଂ ପ୍ରକ୍ରିୟା ଚାଲୁଅଛି। ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଆଜି ଏସ.ସି.ବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନରେ ଯାଇ ହୃତପିଣ୍ଡ ପ୍ରତିରୋପଣ ହେବାକୁ ଥିବା ପ୍ରଥମ ରୋଗୀଙ୍କ […]