1 min read

ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ଆଲୋଚନା

କଟକ,୧୯-୧୧-୨୦୨୪(ପିପିଏସ) : ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ସମ୍ବିଧାନ ସପ୍ତାହ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଦୀପକ ମିଶ୍ର ଯୋଗଦେଇ ବିଭିନ୍ନ ମାମଲାର ଶୁଣାଣି ବିଷୟରେ ଆଲୋକପାତ କରିଥିଲେ। କୁଳପତି ପ୍ରଫେସର ଡ. କମଳଜିତ୍‌ ସିଂହ,କୁଳସଚିବ ନିରୂପମା ସ୍ବାଇଁ, ଛାତ୍ର କଲ୍ୟାଣ ନିର୍ଦେଶିକା ନିଧୀ ଚୌହାନ, ସ୍ନାତକତ୍ତୋର ପରିଷଦର ଅଧ୍ୟକ୍ଷ ଡ. ​‌େ​‌ସୗମିତ କୁମାର ଚାଟାର୍ଜୀ, ବିତ୍ତ ନିୟନ୍ତ୍ରଣ ଡ. ଚିତ୍ତରଞ୍ଜନ ନାୟକ, ସ୍ନାତକୋତ୍ତର ବିଭାଗର ଅଧ୍ୟକ୍ଷା […]

1 min read

ଡିସେମ୍ବର ୧୯ରେ ବିଧାନସଭା ଘେରିବେ ଅଙ୍ଗନବାଡ଼ି କର୍ମୀ

ଅଙ୍ଗନବାଡ଼ି କର୍ମୀଙ୍କୁ ଆର୍ଥିକ ଶୋଷଣ ବନ୍ଦ ଓ ଅନାବଶ୍ୟକ କାର୍ଯ୍ୟଭାର ପ୍ରତ୍ୟାହାର ସହ ଭତ୍ତା ବୃଦ୍ଧିର ପ୍ରତିଶ୍ରୁତି ପୂରଣ ନକଲେ ଆଗାମୀ ଡିସେମ୍ବର ୧୯ ତାରିଖରେ ବିଧା‌ନସଭା ଘେରାଉ କରିବ ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା। ଭୁବନେଶ୍ୱର ୧୯-୧୧-୨୦୨୪(ପିପିଏସ) : ଅଙ୍ଗନବାଡ଼ି କର୍ମୀଙ୍କୁ ଆର୍ଥିକ ଶୋଷଣ ବନ୍ଦ ଓ ଅନାବଶ୍ୟକ କାର୍ଯ୍ୟଭାର ପ୍ରତ୍ୟାହାର ସହ ଭତ୍ତା ବୃଦ୍ଧିର ପ୍ରତିଶ୍ରୁତି ପୂରଣ ନକଲେ ଆଗାମୀ ଡିସେମ୍ବର ୧୯ ତାରିଖରେ ବିଧା‌ନସଭା ଘେରାଉ କରିବ ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ […]

1 min read

ଡିସେମ୍ବର ୩ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ୬ରେ ପହଞ୍ଚିବେ ମୟୂରଭଞ୍ଜ

ଡିସେମ୍ବର ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବତରଣ କରିବେ ବୋଲି ତାଙ୍କ ଗସ୍ତ ସୂଚୀରୁ ଜଣାପଡ଼ିଛି। ରାଇରଙ୍ଗପୁର/ଭୁବନେଶ୍ୱର ୧୯-୧୧-୨୦୨୪(ପିପିଏସ) : ଡିସେମ୍ବର ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ […]

1 min read

କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ

କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ। ଗତକାଲି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯିବା ପରେ କଟକକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। କାମାକ୍ଷାନଗର/ଭୁବନେଶ୍ୱର ୧୯-୧୧-୨୦୨୪(ପିପିଏସ) : କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ। ଗତକାଲି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯିବା ପରେ କଟକକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଭିଜିଲାନ୍ସ ଗିରଫ […]

1 min read

୨୬ରୁ ବିଧାନସଭା ଅଧିବେଶନ, ୨୫ରେ ସର୍ବଦଳୀୟ ବୈଠକ

ଆସନ୍ତା ୨୬ ତାରିଖଠାରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସର୍ବଦଳୀୟ ବୈଠକ ୨୫ ତାରିଖ ଦିନ ଅନୁଷ୍ଠିତ ହେବ। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଭୁବନେଶ୍ୱର ୧୯-୧୧-୨୦୨୪(ପିପିଏସ) : ଆସନ୍ତା ୨୬ ତାରିଖଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସର୍ବଦଳୀୟ ବୈଠକ ୨୫ ତାରିଖ ଦିନ ଅନୁଷ୍ଠିତ ହେବ। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। […]

1 min read

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଶାହ

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ। ଉଭୟେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପୁଲିସ ଡ଼ିଜି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ନଭେମ୍ବର ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜି ସମ୍ମିଳନୀ । ସରକାରୀ ସ୍ତରରେ ଘୋଷଣା କରାଯିବ। ଭୁବନେଶ୍ୱର ୧୯-୧୧-୨୦୨୪(ପିପିଏସ) :  ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ। ଉଭୟେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପୁଲିସ […]

1 min read

ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ଦୋଳାରେ ୮ କିମି ବୁହା ହେଲେ ମହିଳା

ରାଜ୍ୟରେ ଆଜି ବି ଏମିତି ଅନେକ ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ଲୋକେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବା ସହ ଆମ୍ବୁଲାନ୍‌ସ ଭଳି ଜରୁରୀକାଳୀନ ସେବା ସାତସପନ ପାଲଟିଛି। ଭାତହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଏହାର ଜ୍ବଳନ୍ତ ଉଦାହରଣ ପାତ୍ରପୁର/ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ରାଜ୍ୟରେ ଆଜି ବି ଏମିତି ଅନେକ ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ଲୋକେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବା ସହ ଆମ୍ବୁଲାନ୍‌ସ ଭଳି ଜରୁରୀକାଳୀନ ସେବା ସାତସପନ ପାଲଟିଛି। ଭାତହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ […]

1 min read

ଖଣି ଆନ୍ଦୋଳନ ରୋକିବାକୁ ସରକାରଙ୍କ କଠୋର ନିଷ୍ପତ୍ତି: ତାଳଚେରରେ ୬ ମାସ ପାଇଁ ‘ଏସ୍‌ମା’ ଲାଗୁ

ତାଳଚେର ଖଣି ଅଞ୍ଚଳରେ ଚାଲିଥିବା ଆନ୍ଦୋଳନ ରୋକିବା ପାଇଁ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏମ୍‌ସିଏଲ୍‌ ଦ୍ବାରା ଚାଲିଥିବା କୋଇଲା ଖନନ ଓ ପରିବହନ ବ୍ୟବସ୍ଥାରେ ଅତ୍ୟାବଶ୍ୟକ ସେବା ଆଇନ୍‌ (ଏସ୍‌ମା) ଲାଗୁ କରାଯାଇଛି। ଅନୁଗୁଳ/ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ତାଳଚେର ଖଣି ଅଞ୍ଚଳରେ ଚାଲିଥିବା ଆନ୍ଦୋଳନ ରୋକିବା ପାଇଁ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏମ୍‌ସିଏଲ୍‌ ଦ୍ବାରା ଚାଲିଥିବା କୋଇଲା ଖନନ ଓ ପରିବହନ ବ୍ୟବସ୍ଥାରେ ଅତ୍ୟାବଶ୍ୟକ ସେବା ଆଇନ୍‌ (ଏସ୍‌ମା) ଲାଗୁ […]

1 min read

୩୫ତମ କୋଣାର୍କ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ।

୧୪ତମ ଆନ୍ତର୍ଜାତିକ ବାଲୁକା କଳାରେ ଯୋଗ ଦେବେ ୭ବିଦେଶୀ କଳାକାର। କୋଣାର୍କ/ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ଓଡିଶା କଳା, ସଂସ୍କୃତି, ପରମ୍ପରା  ଓ ପର୍ଯ୍ୟଟନର ବିକାଶ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିବର୍ଷ ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ପ୍ରସିଦ୍ଧ ୩୫ତମ କୋଣାର୍କ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଡେରି ହେଲେ ମଧ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୋମବାର ସନ୍ଧ୍ୟାରେ କୋଣାର୍କ ସ୍ଥିତ ଯାତ୍ରୀନିବାସ ସମ୍ମେଳନୀ […]

1 min read

ବାଣୀବିହାର ପାଲଟିଛି ମିନି ଡମ୍ପିଂୟାର୍ଡ: ହାତ ଟେକିଦେଲେଣି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ

ଉତ୍କଳ ବିଶ୍ବବିଦ୍ୟାଳୟ ତଥା ବାଣୀବିହାର କ୍ୟାମ୍ପସ୍‌ ପରିସର ବସ୍ତିବାସିନ୍ଦାଙ୍କ ଡମ୍ପିଂୟାର୍ଡ ପାଲଟିଛି। ବିଶ୍ବବିଦ୍ୟାଳୟର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ବକୁ ଲାଗି ଗଢ଼ି ଉଠିଥିବା ବସ୍ତିରେ ଘର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ଉତ୍କଳ ବିଶ୍ବବିଦ୍ୟାଳୟ ତଥା ବାଣୀବିହାର କ୍ୟାମ୍ପସ୍‌ ପରିସର ବସ୍ତିବାସିନ୍ଦାଙ୍କ ଡମ୍ପିଂୟାର୍ଡ ପାଲଟିଛି। ବିଶ୍ବବିଦ୍ୟାଳୟର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ବକୁ ଲାଗି ଗଢ଼ି ଉଠିଥିବା ବସ୍ତିରେ ଘର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିଣାମ ସ୍ବରୂପ ଏବେ […]