1 min read

ପୁଣି ତେଜିଲା ଅନ୍ତଃରାଜ୍ୟ ସୀମା ବିବାଦ: ଜବରଦଖଲ ପାଇଁ ପଶ୍ଚିମବଙ୍ଗର ଉଦ୍ୟମ

ଓଡ଼ିଶା-ପଶ୍ଚିମବଙ୍ଗ ଅନ୍ତଃରାଜ୍ୟ ସୀମା ବିବାଦ ଥମିବାର ନାଁ ନେଉନି। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଉଦୟପୁରଠାରେ ପୂର୍ବରୁ ଥିବା ବିବାଦ ଆପାତତଃ ଥଣ୍ଡା ପଡ଼ିଥିବା ବେଳେ ଏବେ ବ୍ଲକ୍‌ ଅଧୀନ ସାହାବାଜିପୁରରେ ପୁଣି ବିବାଦ କଡ଼ ଲେଉଟାଇଛି। ଚନ୍ଦନେଶ୍ୱର/ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) : ଓଡ଼ିଶା-ପଶ୍ଚିମବଙ୍ଗ ଅନ୍ତଃରାଜ୍ୟ ସୀମା ବିବାଦ ଥମିବାର ନାଁ ନେଉନି। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଉଦୟପୁରଠାରେ ପୂର୍ବରୁ ଥିବା ବିବାଦ ଆପାତତଃ ଥଣ୍ଡା ପଡ଼ିଥିବା ବେଳେ ଏବେ ବ୍ଲକ୍‌ ଅଧୀନ ସାହାବାଜିପୁରରେ ପୁଣି […]

1 min read

ଓଡ଼ିଶାର କଳା ଓ ସଂସ୍କୃତିକୁ ଆଦିବାସୀ ସଂସ୍କୃତି ହିଁ ଉଜ୍ଜ୍ୱଳ କରିଛି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆଜି ଆମ ରାଜ୍ୟ ଓଡିଶା ଏକ ନୂତନ ବିକାଶ ପଥର ଯାତ୍ରୀ ହୋଇଛି। ଗତ ପ୍ରାୟ ଅଢେଇ ଦଶନ୍ଧି ଧରି ବିକାଶ ନାଁରେ ଏକ ପ୍ରକାର ଭଣ୍ଡାମି ଚାଲିଥିଲା, କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କରି ବିକାଶର ଡିଣ୍ଡିମ ପିଟୁଥିଲେ। ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) : ମୟୂରଭଞ୍ଜର କପ୍ତିପଦା ଉପଖଣ୍ଡ ପାଇଁ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ପକ୍ଷରୁ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ୫୨ ଗୋଟି ପ୍ରକଳ୍ପର […]

1 min read

ଆଇଏଫ୍‌ଏସ୍‌ ସୁରେଶ ପନ୍ତଙ୍କୁ ନୂଆ ଦାୟିତ୍ବ ଦେଲେ ରାଜ୍ୟ ସରକାର

ରାଜ୍ୟ ସରକାର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ସୁରେଶ ପନ୍ତଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଶ୍ରୀ ପନ୍ତଙ୍କୁ ମୋହନ ସରକାର ପିସିସିଏଫ୍‌ ପଦବିରେ ନିଯୁକ୍ତି ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) : ରାଜ୍ୟ ସରକାର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ସୁରେଶ ପନ୍ତଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଶ୍ରୀ ପନ୍ତଙ୍କୁ ମୋହନ ସରକାର ପିସିସିଏଫ୍‌ ପଦବିରେ ନିଯୁକ୍ତି ଦେଇଛନ୍ତି। ଏନେଇ ସାଧାରଣ […]

1 min read

ବ୍ୟକ୍ତି କୈନ୍ଦ୍ରିକ ଭାବେ ଖର୍ଚ୍ଚ ହେଉଥିଲା ପର୍ଯ୍ୟଟନ ଟଙ୍କା: ଉପମୁଖ୍ୟମନ୍ତ୍ରୀ

ରାଜ୍ୟରେ ପର୍ଯ୍ୟଟନ ବିକାଶକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବତନ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କାହାରି ନାମ ନନେଇ ସେ ପୂର୍ବତନ ସରକାରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ଙ୍କ ବିରୋଧରେ ପ୍ରତକ୍ଷ୍ୟ ଭାବେ ନହେଲେ ବି ପରୋକ୍ଷାରେ ବର୍ଷିଛନ୍ତି। ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) : ରାଜ୍ୟରେ ପର୍ଯ୍ୟଟନ ବିକାଶକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବତନ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କାହାରି ନାମ ନନେଇ ସେ ପୂର୍ବତନ ସରକାରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ଙ୍କ ବିରୋଧରେ […]

1 min read

ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପ୍ରିୟଜନ

ଲିଭର୍‌ ସିରୋସିସ୍‌ ସହ ଲଢ଼ି ଶେଷରେ ନିରବି ଗଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ଭଞ୍ଜମାଟିର କୁନିଆ ଦାଦା (ଉତ୍ତମ ମହାନ୍ତି)। ବାରିପଦା ସହରରୁ ଅଭିନୟର ଖଡ଼ିଛୁଆଁ ହୋଇଥିଲା ତାଙ୍କର। ବାରିପଦାରେ କଟିଥିଲା ପିଲାଦିନ ଓ ଆଦ୍ୟ ଯୁବାବସ୍ଥା। ବାରିପଦା/ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) : ଲିଭର୍‌ ସିରୋସିସ୍‌ ସହ ଲଢ଼ି ଶେଷରେ ନିରବି ଗଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ଭଞ୍ଜମାଟିର କୁନିଆ ଦାଦା (ଉତ୍ତମ ମହାନ୍ତି)। ବାରିପଦା ସହରରୁ ଅଭିନୟର ଖଡ଼ିଛୁଆଁ ହୋଇଥିଲା ତାଙ୍କର। […]

1 min read

ସୁଭଦ୍ରା ଶକ୍ତି ମେଳା ୨୦୨୫: ୬ ଦିନରେ ବ୍ୟବସାୟ ୨ କୋଟିରୁ ଅଧିକ

ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ସୁଭଦ୍ରା ଶକ୍ତି ମେଳା ୨୦୨୫ ହଜାର ହଜାର ଦର୍ଶକଙ୍କ ପାଇଁ ପାରମ୍ପରିକ କଳା, ସଂସ୍କୃତି ଓ ଐତିହ୍ୟ ସହ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ହାତ ତିଆରି ଉତ୍ପାଦର ଏକ କେନ୍ଦ୍ର ସାଜିଥିବା ବେଳେ,  ମିଲେଟ୍-ଆଧାରିତ ସ୍ନାକ୍ସ୍ ଓ ନାନା ରକମର ଓଡ଼ିଆ ବ୍ୟଞ୍ଜନର ଭୁବନେଶ୍ୱର ୨୮-୦୨-୨୦୨୫ (ପିପିଏସ ) : ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ସୁଭଦ୍ରା ଶକ୍ତି ମେଳା ୨୦୨୫ ହଜାର ହଜାର ଦର୍ଶକଙ୍କ ପାଇଁ ପାରମ୍ପରିକ କଳା, […]

1 min read

ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରାର ଦ୍ଵିତୀୟ କିସ୍ତି

ଆସନ୍ତା ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ମିଳିବ | ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କିସ୍ତି ଟଙ୍କା ମିଳିବ | ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା | ପାଖାପାଖି ୧ କୋଟି ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ | ଭୁବନେଶ୍ୱର ୨୮-୦୨-୨୦୨୫ (ପିପିଏସ ) : ଆସନ୍ତା ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ମିଳିବ | ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କିସ୍ତି […]

1 min read

ଉତ୍ତମଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ହୋଇଛି: ରାଷ୍ଟ୍ରପତି

ରାଷ୍ଟ୍ରପତି ନିଜ ଶୋକବାର୍ତ୍ତାରେ କହିଛନ୍ତି ଯେ, ‘ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ଉତ୍ତମ ମହାନ୍ତିଙ୍କ ବିୟୋଗ ସମ୍ବାଦ ଜାଣି ମୁଁ ମର୍ମାହତ । ଶ୍ରୀ ମହାନ୍ତି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ଅସଂଖ୍ୟ ଦର୍ଶକଙ୍କ ହୃଦୟ ଜୟ କରିଥିଲେ । ଭୁବନେଶ୍ୱର ୨୮-୦୨-୨୦୨୫ (ପିପିଏସ ) : ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କର ମନ ଜିଣିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ […]

1 min read

ଗ୍ରାମସଭା ପାଲଟିଲା ରଣକ୍ଷେତ୍ର

 କମ୍ପାନି ସମର୍ଥକ, ବିସ୍ଥାପିତ ମୁହାମୁହିଁ ଆଦାନିକୁ ଆବଣ୍ଟିତ ସୁନ୍ଦରଗଡ଼ ହେମଗିର ବ୍ଲକ ବିଜାହାନ୍ କୋଇଲା ଖଣି ପାଇଁ ଆଜି ଡକା ଯାଇଥିବା ଜମି ଅଧିଗ୍ରହଣ ଗ୍ରାମସଭା ରଣକ୍ଷେତ୍ର ପାଲଟିଛି। ସଭା ଆରମ୍ଭ ହେଉଣୁ କମ୍ପାନି ସମର୍ଥକ ଓ ବିସ୍ଥାପିତଙ୍କ ମଧ୍ଯରେ ମାଡପିଟ, ଠେଲାପେଲା, ଚୌକି ଭଙ୍ଗାରୁଜା, ଟଣାଓଟରା ହୋଇଥିଲା। ଭୁବନେଶ୍ୱର ୨୮-୦୨-୨୦୨୫ (ପିପିଏସ ) : ଆଦାନିକୁ ଆବଣ୍ଟିତ ସୁନ୍ଦରଗଡ଼ ହେମଗିର ବ୍ଲକ ବିଜାହାନ୍ କୋଇଲା ଖଣି ପାଇଁ ଆଜି ଡକା ଯାଇଥିବା ଜମି ଅଧିଗ୍ରହଣ ଗ୍ରାମସଭା […]

1 min read

ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ‘ବଜେଟ୍‌ର ୮୫% ଅର୍ଥ ଖର୍ଚ୍ଚ କର’

୨୦୨୪-୨୫ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ୧ ମାସ ଅଛି। ତେଣୁ ରାଜ୍ୟ ସରକାର ଚଳିତ ବଜେଟ୍‌ରେ ବିଭିନ୍ନ ବିଭାଗକୁ ଯେଉଁ ଅର୍ଥ ବରାଦ କରିଥିଲେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ତା’ର ଅନ୍ୟୁନ ୮୫% ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭାଗୀୟ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ୨୮-୦୨-୨୦୨୫ (ପିପିଏସ ) : ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ୧ ମାସ ଅଛି। ତେଣୁ ରାଜ୍ୟ ସରକାର ଚଳିତ […]