1 min read

ତିନିଦିନିଆ ବିଦେଶ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ; କରିବେ ରୋଡ୍ ସୋ’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୮ ତାରିଖରୁ ବିଦେଶ ଗସ୍ତ କରିବେ। ଏହି ଗସ୍ତକାଳରେ ସେ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁରରେ ରହିବେ। ସେଠାରେ ଶ୍ରୀ ମାଝୀ ମେକ୍‌ ଇନ୍‌ ଓଡ଼ିଶା, ଉତ୍କର୍ଷ ଓଡ଼ିଶା-୨୦୨୫ ପାଇଁ ରୋଡ୍‌ ସୋ’ କରିବେ। ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ମୁଖ୍ୟମନ୍ତ୍ରୀ ହେଲା ପରେ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିବାକୁ ଯାଉଛନ୍ତି। ତାଙ୍କର ଏହି ଗସ୍ତ ସିଙ୍ଗାପୁରକୁ ହେବ। ଏହି ଗସ୍ତକାଳରେ […]

1 min read

ବିଏମ୍‌ସି ବରବାଦ କଲା କୋଟିଏ: ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍‌ ବିଫଳ

ଡୁମୁଡ଼ୁମାରେ ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍‌ ପ୍ରତିଷ୍ଠା କରି ବିଏମ୍‌ସି କୋଟିଏ ଟଙ୍କା ବରବାଦ୍‌ କରିଛି। ଏଠାରେ ‌ଭେଣ୍ଡିଂ ଜୋନ୍ ନିର୍ମାଣ ହେବା ଦିନ‌ଠାରୁ ଅଧିକାଂଶ ବ୍ୟବସାୟୀ ଦୋକାନ ଖୋଲୁ ନାହାନ୍ତି। ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ଡୁମୁଡ଼ୁମାରେ ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍‌ ପ୍ରତିଷ୍ଠା କରି ବିଏମ୍‌ସି କୋଟିଏ ଟଙ୍କା ବରବାଦ୍‌ କରିଛି। ଏଠାରେ ‌ଭେଣ୍ଡିଂ ଜୋନ୍ ନିର୍ମାଣ ହେବା ଦିନ‌ଠାରୁ ଅଧିକାଂଶ ବ୍ୟବସାୟୀ ଦୋକାନ ଖୋଲୁ ନାହାନ୍ତି। ଉଦ୍‌ଘାଟନୀ […]

1 min read

କୋଏଲନଦୀରେ ବୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ର ନିଖୋଜ

କୋଏଲ ନଦୀରେ ଆଜି ପୁଣି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି। ସ୍କୁଲ ବନ୍ଧୁଙ୍କ ସହ ଗାଧେଇବାକୁ ଯାଇଥି‌ବାବେଳେ ଏହି ଅଘଟଣ ଘଟିଥିଲା। ଏକାସାଙ୍ଗରେ ତିନି ଜଣ ସାଙ୍ଗ ବୁଡ଼ିଯାଇଥିଲେ। -ସୁରକ୍ଷିତ ଉଦ୍ଧାରହେଲେ ୨ ନାବାଳକ ରାଉରକେଲା/ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ଆଜି ପୁଣି ଜଣେ ନାବାଳକ କୋଏଲ ନଦୀରେ ନିଖୋଜ ହୋଇଯାଇଛନ୍ତି। ସ୍କୁଲ ବନ୍ଧୁଙ୍କ ସହ ଗାଧେଇବାକୁ ଯାଇଥି‌ବାବେଳେ ଏହି ଅଘଟଣ ଘଟିଥିଲା। ଏକାସାଙ୍ଗରେ ତିନି ଜଣ ସାଙ୍ଗ ବୁଡ଼ିଯାଇଥିଲେ। ତେବେ ୨ ଜଣ ନାବାଳକଙ୍କୁ ସ୍ଥାନୀୟ […]

1 min read

ଜବରଦଖଲରେ ୟୁଜିଆଇଇର ୨ ଏକର ଜମି: ଦୁଇବର୍ଷ ହେଲା ଚାଲିଛି ମିକ୍ସର ପ୍ଲାଣ୍ଟ

ରାଉରକେଲାରେ ଯିଏ ଯେଉଁଠି ସୁଯୋଗ ପାଇଲା, ସେଠାକାର ଜମି ଜବରଦଖଲକୁ ନେଇ ଘର ତିଆରାକଲା। ବସ୍ତିଠାରୁ ଆରମ୍ଭକରି ଅନ୍ୟ ସମସ୍ତ ପ୍ରମୁଖ ଅଞ୍ଚଳରେ ଏଭଳି ଜବରଦଖଲ ନିତିଦିନିଆ ହେଲାଣି। -ସବୁ ଜାଣି ପ୍ରଶାସନ ଚୁପ୍‌ ରାଉରକେଲା: ସ୍ମାର୍ଟସିଟିରେ ଜମି ଜବରଦଖଲ ନୂଆ ନୁହେଁ। ଯିଏ ଯେଉଁଠି ସୁଯୋଗ ପାଇଲା, ସେଠାକାର ଜମି ଜବରଦଖଲକୁ ନେଇ ଘର ତିଆରାକଲା। ବସ୍ତିଠାରୁ ଆରମ୍ଭକରି ଅନ୍ୟ ସମସ୍ତ ପ୍ରମୁଖ ଅଞ୍ଚଳରେ ଏଭଳି ଜବରଦଖଲ ନିତିଦିନିଆ ହେଲାଣି। ଏବେ ଯାନ୍ତ୍ରିକ ଶିକ୍ଷାନୁଷ୍ଠାନର ବହୁମୂଲ୍ୟ […]

1 min read

ଅସ୍ବାଭାବିକ ଭାବେ ୫୦ଟି ହାତୀର ମୃତ୍ୟୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ରାଜ୍ୟରେ ଅସ୍ବାଭାବିକ ହାତୀ ମୃତ୍ୟୁ ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସିଂହଖୁଣ୍ଟିଆ ନିଜ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ରାଜ୍ୟରେ ଅସ୍ବାଭାବିକ ହାତୀ ମୃତ୍ୟୁ ଘଟଣା ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସିଂହଖୁଣ୍ଟିଆ ନିଜ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ […]

1 min read

କାମରେ ଆସୁନି ଅଙ୍ଗନବାଡି କେନ୍ଦ୍ର, ଗଛ ମୂଳରେ ଚାଲିଛି ପାଠପଢ଼ା

ସିମୁଳିଆ/ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ସମନ୍ବିତ ଶିଶୁ ବିକାଶ ଯୋଜନାରେ ପ୍ରତି ଅଙ୍ଗନବାଡି କେନ୍ଦ୍ର ପାଇଁ ସ୍ଥାୟୀ ପକ୍କା ଗୃହ ଯୋଗାଇ ଦିଆ ଯାଇଛି । ହେଲେ ପ୍ରଶାସନିକ ଆନ୍ତରିକତା ଅଭାବ ଯୋଗୁଁ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇ ଯାଇଥିଲେ ବି ନିର୍ମିତ ଗୃହ କାମରେ ଆସୁନି । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ସିମୁଳିଆ ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପଂଖିଆ ଗ୍ରାମର ଥିବା ଅଙ୍ଗନବାଡି କେନ୍ଦ୍ର । ଅଙ୍ଗନବାଡି କେନ୍ଦ୍ର ପାଇଁ […]

1 min read

ଫେବୃୟାରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ଟିକେଟ ମୂଲ୍ୟ ୮୦୦ରୁ ଆରମ୍ଭ

କଟକ,୦୩-୧୧-୨୦୨୪(ପିପିଏସ ) : ଆଗାମୀ ଫେବୃୟାରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ। ଏଥିପାଇଁ ଟିକେଟ ମୂଲ୍ୟ ନିର୍ଦ୍ଧାରଣ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)। ଟିକେଟ ମୂଲ୍ୟ ସର୍ବନିମ୍ନ ୮୦୦ ଟଙ୍କାରୁ ଆରମ୍ଭ ହୋଇ ୨୦ ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି।ଷ୍ଟାଡିୟମର ୧ ନମ୍ବର ୩ ନମ୍ବର ଓ ୬ ନମ୍ବର ଗ୍ୟାଲେରୀରେ ବସି ଖେଳ ଦେଖିବା ଲାଗି ଦର୍ଶକଙ୍କ ପାଇଁ ଟିକେଟ ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି […]

1 min read

ରାଜଧାନୀରେ ମୃଦୁ ଭୂମିକମ୍ପ ନେଇ ଚର୍ଚ୍ଚା, କୌଣସି କ୍ଷୟକ୍ଷତିର ସୂଚନା ନାହିଁ

ରାଜଧାନୀରେ ଆଜି ସକାଳ ପ୍ରାୟ ୭ଟା ୧୫ ମିନିଟ୍ ସମୟରେ ମୃଦୁ ଭୂମିକମ୍ପ ହୋଇଥିବା ନେଇ ଚର୍ଚ୍ଚା ହେଉଛି। କେତେକ ସ୍ଥାନରେ ବଡ଼ ଶବ୍ଦ ହୋଇଥିବା ବେଳେ ଆଉ କେହି କେହି ଝଟକା ଅନୁଭବ କରିଥିବା କହୁଛନ୍ତି। ତେବେ  ସେସମୋଲୋଜି ବିଭାଗ ପାଖରେ ଏନେଇ କୌଣସି ସୂଚନା ନାହିଁ। ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ରାଜଧାନରେ ଆଜି ସକାଳ ପ୍ରାୟ ୭ଟା ୧୦ ମିନିଟ୍ ସମୟରେ ମୃଦୁ ଭୂମିକମ୍ପ ହୋଇଥିବା ନେଇ ଚର୍ଚ୍ଚା ହେଉଛି। କେତେକ ସ୍ଥାନରେ […]

1 min read

ଧଉଳି ଏକ ସାଧାରଣ ପାହାଡ଼ ନୁହେଁ, କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ: ମୁଖ୍ୟମନ୍ତ୍ରୀ

ଧଉଳି ଶାନ୍ତିସ୍ତୁପର ୫୨ତମ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ‌ ଦେଇଛନ୍ତି। ସେ କଳିଙ୍ଗର ବୀର ସନ୍ତାନ ମାନଙ୍କର ସାହସ, ସାମର୍ଥ୍ୟ ଏବଂ ଶୌର୍ଯ୍ୟର ପ୍ରତୀକ ହେଉଛି ଏ ଧର୍ମଭୂମି ଧଉଳି। ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ଏକ ମୁଖ୍ୟ ଅଂଶ ହେଉଛି ଧଉଳି ଶାନ୍ତିସ୍ତୁପ, ଯାହାକି ଆଜି ବିଶ୍ଵ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା କେବଳ ଏକ […]

1 min read

ଦିଲ୍ଲୀର ୬୯ ପ୍ରତିଶତ ପରିବାର ପ୍ରଦୂଷଣ ସମ୍ବନ୍ଧିତ ସମସ୍ୟାର ଶିକାର

ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି। ଏକ ସର୍ବେକ୍ଷେଣରୁ ଜଣାପଡ଼ିଛି ଯେ ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି। ନୂଆଦିଲ୍ଲୀ/ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) :  ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି। ଏକ ସର୍ବେକ୍ଷେଣରୁ ଜଣାପଡ଼ିଛି ଯେ ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି। […]