1 min read

ବ୍ରହ୍ମପୁର ସହରରେ ରୋଟାରୀ କ୍ଳବ ସମୂହର ମହାତ୍ରିରଙ୍ଗା ଯାତ୍ରା : ଅଂଶ ଗ୍ରହଣ କଲେ ଶହସ୍ରାଧିକ ଛାତ୍ର ଓ ଯୁବକ

ବ୍ରହ୍ମପୁର,,୧୪/୮(ପିପିଏସ) : ଭାରତ ସ୍ବାଧୀନତାର 78 ବର୍ଷ ଜୟନ୍ତୀର ପ୍ରାକ୍ କାଳରେ ବ୍ରହ୍ମପୁର ସହରର ରୋଟାରୀ କ୍ଳବ ସମୂହର ଏକ ମହା ତ୍ରିରଙ୍ଗା ଯାତ୍ରା ସହର ପରିକ୍ରମା କରି ଜନ ସାଧାରଣଙ୍କ ମଧ୍ଯରେ ସ୍ବାଧୀନତାର ଏକ ସୁଖଦ ବାର୍ତ୍ତା ପ୍ରଦାନ ପାଇଁ ଚେଷ୍ଟା କରା ଯାଇଛି । ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର, ବ୍ରହ୍ମପୁର ଈଷ୍ଟ, ସେଣ୍ଟ୍ରାଲ,ମିଡ୍ ଟାଉନ୍, ଇନୋଭେଟିଭ୍ ପ୍ରଭୃତି 5ଟି କ୍ଳବର କର୍ମକର୍ତ୍ତା ଓ ସଭ୍ଯବୃନ୍ଦ, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହି ରାଲିରେ […]

1 min read

ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିଶ

ଭୁବନେଶ୍ୱର: ୧୪-୦୮-୨୪(ପିପିଏସ ): ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିଶ। ଆଜି ସକାଳ ୯ଟାରେ ସିଂହ କ୍ରିଶର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୬ଜୁନ ୨୦୦୪ରେ ଜନ୍ମ ହୋଇଥିଲା କ୍ରିଶ। କ୍ରିଶର ଦୁଇଟି ସନ୍ତାନ ଅଛନ୍ତି। ସେମାନେ କଳ୍ପନା ଏବଂ ଜିତ୍‌‌। ତେବେ ସିଂହ କ୍ରିଶ ଦିର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ହୋଇପଡିଥିଲା। ଏହି କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

1 min read

ଗାୟିକା ଜସ୍ମିନ୍ ୱାଲିଆଙ୍କୁ ଡେଟ୍‌ କରୁଛନ୍ତି ପାଣ୍ଡ୍ୟା!

ନୂଆଦିଲ୍ଳୀ/ଭୁବନେଶ୍ୱର ୧୪-୦୮-୨୪(ପିପିଏସ ): ନିକଟରେ ପତ୍ନୀ ନତାସା ଷ୍ଟାନକୋଭିକଙ୍କଠାରୁ ଅଲଗା ହେବା ଖବର ଘୋଷଣା କରିଥିବା ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଗ୍ରିସରେ ଏବେ ଛୁଟି କାଟୁଛନ୍ତି। ତେବେ ସେ ଛୁଟି କାଟିବାକୁ ଯାଇଥିବା ବେଳେ କିଛି ଫଟୋକୁ ନେଇ ସେ ବ୍ରିଟିଶ ଗାୟକ ତଥା ଟିଭି ବ୍ୟକ୍ତିତ୍ୱ ଜସ୍ମିନ୍ ୱାଲିଆଙ୍କୁ ଡେଟ କରୁଥିବା ଗୁଜବ ସୃଷ୍ଟି ହୋଇଛି।କ୍ରିକେଟରଙ୍କ ପ୍ରଶଂସକମାନେ ତାଙ୍କୁ ଏବଂ ଜସ୍ମିନଙ୍କୁ ସମାନ ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଫଟୋ ଉଠାଇଥିବାର ଦେଖି ସେମାନେ ସାଥୀ ହୋଇ ଛୁଟି […]

1 min read

ଭାରତ ସହିତ ଯୁଦ୍ଧ ଚାହୁଁଛି କି ବାଂଲାଦେଶ ?

ଢାକା:/ଭୁବନେଶ୍ୱର ୧୪-୦୮-୨୪(ପିପିଏସ ): ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରରେ ଗୃହ ମନ୍ତ୍ରଣାଳୟର ଉପଦେଷ୍ଟା ଅବସରପ୍ରାପ୍ତ ବ୍ରିଗେଡିୟର୍ ଜେନେରାଲ୍ ଏମ୍ ସାଖାୱତ ହୁସେନ୍ କାହାର ନାମ ନ ନେଇ ଭାରତକୁ ଟାର୍ଗେଟ କରିଛନ୍ତି। ସେ ଏକ ମନ୍ତବ୍ୟରେ କହିଛନ୍ତି ବାଂଲାଦେଶର ସୀମା ସୁରକ୍ଷା କର୍ମୀ(ବିଜିବି)ଙ୍କର ସୀମାରୁ ପଛକୁ ହଟିବାର ଏକ ଅଭ୍ୟାସ ହୋଇ ଯାଇଛି। ସେମାନେ ସେଭଳି କରିବାରେ ସନ୍ତୁଷ୍ଟ ଅଛନ୍ତି।ସେ କହିଛନ୍ତି, ସୀମାନ୍ତରେ ଆମ ଲୋକଙ୍କୁ ଆକ୍ରମଣ କରାଯାଇଛି ଏବଂ ବିଜିବିକୁ ଫ୍ଲାଗ୍ ବୈଠକ କରିବାକୁ ବାଧ୍ୟ କରାଯାଉଛି। […]

1 min read

ଛାତ୍ରୀଙ୍କୁ ୧୯୦ ଥର ଉଠାବସା ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

ରାଇରଙ୍ଗପୁର/ଭୁବନେଶ୍ୱର:୧୪-୦୮-୨୪(ପିପିଏସ ): ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ସାନମଉଦା ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜନୈକ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ନିର୍ମଳା ଜେନାଙ୍କ ଅମାନବୀୟ ଭାବେ ୧୯୦ ଥର ଉଠା ବସା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚ୍ୟ ବିଷୟବସ୍ତୁ ପାଲଟିଛି। ଏହା ଅଭିଭାବକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସମ୍ପୃକ୍ତ ଛାତ୍ରୀଙ୍କ ପିତା ରାଇରଙ୍ଗପୁର ବିଇଓଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣାର ନିରପେକ୍ଷ ତଦନ୍ତ ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାର ଫଳସ୍ୱରୂପ ରାଇରଙ୍ଗପୁର ଅତିରିକ୍ତ […]

1 min read

ପାକିସ୍ତାନ ଭାରତରେ ମିଶିବ, ନହେଲେ ଇତିହାସରୁ ସବୁଦିନ ପାଇଁ ଲିଭିଯିବ : ଯୋଗୀ

ଲକ୍ଷ୍ନୌ/ଭୁବନେଶ୍ୱର :୧୪-୦୮-୨୪(ପିପିଏସ ): ପାକିସ୍ତାନ ଭାରତରେ ମିଶିବ, ନହେଲେ ଇତିହାସରୁ ସବୁଦିନ ପାଇଁ ଲିଭିଯିବ । ଲକ୍ଷ୍ନୌର ବିଭାଜନ ବିଭୀଷକା ସ୍ମୃତି ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି କହିଛନ୍ତି। ସେ ଆହୁରି କହିଛନ୍ତି ମହର୍ଷି ଅରୋବିନ୍ଦ ୧୯୪୭ ମସିହାରେ ଘୋଷଣା କରିଥିଲେ ଯେ ଆଧ୍ୟାତ୍ମିକ ଜଗତରେ ପାକିସ୍ତାନର କୌଣସି ବାସ୍ତବତା ନାହିଁ। ତାଙ୍କ କହିବା ମୁତାବକ, “ଆଧ୍ୟାତ୍ମିକ ଜଗତରେ ପାକିସ୍ତାନର ପ୍ରକୃତ ରୂପ ନାହିଁ, ତେଣୁ ତା’ର ବିନାଶ ହିଁ […]

1 min read

ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି : ପ୍ରାର୍ଥୀଙ୍କୁ ନେଇ କଳ୍ପନାଜଳ୍ପନା

ଭୁବନେଶ୍ୱର,୧୪/୮(ପିପିଏସ) : ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମେତ ୯ ରାଜ୍ୟର ୧୨ ଆସନରେ ହେବ ଉପନିର୍ବାଚନ। ଆସନ୍ତା ୨୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ୨୭ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ସେପ୍ଟେମ୍ବର […]

1 min read

ଛାତ୍ରୀଙ୍କୁ ୧୯୦ ଥର ବସଉଠ ଘଟଣା : ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ରାଇରଙ୍ଗପୁର/ଭୁବନେଶ୍ବର,୧୪/୮(ପିପିଏସ) : ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ସାନମଉଦା ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜନୈକ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ନିର୍ମଳା ଜେନାଙ୍କ ଅମାନବୀୟ ଭାବେ ୧୯୦ ଥର ଉଠା ବସା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚ୍ୟ ବିଷୟବସ୍ତୁ ପାଲଟିଛି। ଏହା ଅଭିଭାବକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସମ୍ପୃକ୍ତ ଛାତ୍ରୀଙ୍କ ପିତା ରାଇରଙ୍ଗପୁର ବିଇଓଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣାର ନିରପେକ୍ଷ ତଦନ୍ତ ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାର ଫଳସ୍ୱରୂପ ରାଇରଙ୍ଗପୁର ଅତିରିକ୍ତ […]

1 min read

ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ବିରୋଧର ଅଗଷ୍ଟ୨୧ରେ ଭାରତ ବନ୍ଦ : ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ ଅଖ ଚକ

ନୂଆଦିଲ୍ଲୀ/ଭୁବନେଶ୍ବର,୧୪/୮(ପିପିଏସ) : ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ଲାଗି ଅନୁସୂଚିତ ଓ ଜନଜାତି ବର୍ଗ ପକ୍ଷରୁ ଆହ୍ବାନ କରାଯାଇଛି। ଉତ୍ତରପ୍ରଦେଶର ଦାଉଦନଗର ଜଳସେଚନ ବିଭାଗ ଡାକବଙ୍ଗଳାର ଅନୁସୂଚିତ ଜାତି ସମାଜର ବରିଷ୍ଠ ନାଗରିକଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଛି। ବନ୍ଦ ପାଳନ ସମୟରେ ସମ୍ପୂର୍ଣ୍ଣ ରୂପେ ଚକ ବନ୍ଦ ରହିବ। ଏହାକୁ କିପରି ସଫଳ କରାଯିବ ସେ​ ନେଇ […]

1 min read

ରାଜଧାନୀରେ ‘ହର ଘର ତ୍ରିରଙ୍ଗା’ : ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୪/୮(ପିପିଏସ) : ୭୮ ତମ ସ୍ୱାଧୀନତା ଦିବସ ପାଇଁ ଉତ୍ସବ ମୁଖର ସାରା ଭାରତ l ପାଳିତ ହେଉଛି “ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା” l ରାଜଧାନୀ ଭୁବନେଶ୍ୱର ରେ ଆୟୋଜିତ ‘ହର ଘର ତ୍ରିରଙ୍ଗା’ ରାଲିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବିଜେପିର ବରିଷ୍ଠ ନେତା ଜଗନ୍ନାଥ […]