ଅସ୍ତରଙ୍ଗ ରାକ୍ଷୀ ବଜାରରେ ଭିଡ଼
:-ଫ୍ୟାନସି, ଷ୍ଟୋନ ରାକ୍ଷୀର ଚାହିଦା ବେଶୀ:-ଅନଲାଇନି କାରଣରୁ ବ୍ୟବସାୟୀ ମାନ୍ଦାଅସ୍ତରଙ୍ଗ :୧୭-୦୮-୨୪ (ପିପିଏସ ):ଭାଇ ଭଉଣୀ ଙ୍କ ସ୍ନେହ ପ୍ରୀତିର ବନ୍ଧନର ରାକ୍ଷୀ। ରାକ୍ଷୀ ପାଇଁ ଏବେ ଅସ୍ତରଙ୍ଗ ବଜାର ଚଳଚଞ୍ଚଳ। ଅଗଷ୍ଟ ୧୯ତଥା ରାତି ପାହିଲେ ରକ୍ଷା ବନ୍ଧନ ଥିବା ବେଳେ ରଙ୍ଗ ବେରଙ୍ଗର ରାକ୍ଷୀ ଦୋକାନରେ ବିକ୍ରି ହେଉଛି। ଏ ନେଇ ରାକ୍ଷୀ ଷ୍ଟଲ ମାନଙ୍କରେ ଗ୍ରାହକଙ୍କ ଭିଡ଼ ରହୁଛି। ବର୍ତମାନ ଡିଜିଟାଲ ଯୁଗ। ତେଣୁ ଅନେକ ଘରେ ବସି ଅନଲାଇନି ରୁ ରାକ୍ଷୀ […]
ଲୁସାନେ ଡାଇମଣ୍ଡ ଲିଗରେ ଭାଗନେବେ ନୀରଜ ଚୋପ୍ରା
ନୂଆଦିଲ୍ଲୀ/ଭୁବନେଶ୍ୱର ୧୭-୦୮-୨୪ (ପିପିଏସ ): ପ୍ୟାରିସ୍ ଅଲିମ୍ପିକ୍ସରେ ୮୯.୪୫ ମିଟର ଥ୍ରୋ ସହ ରୌପ୍ୟ ପଦକ ଜିତିଥିବା ଭାରତର ତାରକା ଜାଭେଲିନ୍ ଥ୍ରୋ ଆଥଲେଟ୍ ନୀରଜ ଚୋପ୍ରାଙ୍କୁ ଖୁବ୍ ଶୀଘ୍ର ପୁଣି ଥରେ ଆକ୍ସନରେ ଦେଖିବାକୁ ମିଳିବ। ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ଆଘାତ ଜନିତ କାରଣରୁ ସମ୍ପୂର୍ଣ୍ଣ ଫର୍ମରେ ନଥିବା ବୟାନ ଦେଇଥିବା ନୀରଜ ଏବେ ଅଗଷ୍ଟ ୨୨ରେ ହେବାକୁ ଥିବା ଲୁସାନେ ଡାଇମଣ୍ଡ ଲିଗ୍ ରେ ଭାଗ ନେବେ।ପ୍ୟାରିସ୍ ଅଲିମ୍ପିକ୍ସ ସମୟରେ […]
ସାଢେ ସାତ ମାସର ଦାୟିତ୍ବ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲା:ଅରୁଣ ଷଡ଼ଙ୍ଗୀ
କଟକ /୧୭-୦୮-୨୪ (ପିପିଏସ ): ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ଅବସରରେ ଅରୁଣ କୁମାର ଷଡ଼ଙ୍ଗୀ ଓଡ଼ିଶା ପୁଲିସର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କର ସହଯୋଗ ଯୋଗୁଁ ସେ ସାଢେ ସାତ ମାସର ଆହ୍ବାନକୁ ସଫଳତାର ସହ ମୁକାବିଲା କରି ପାରିଲେ ବୋଲି କହିଛନ୍ତି। ସେଥିପାଇଁ ସେ ସମସ୍ତଙ୍କ ନିକଟରେ ଚିର ଋଣୀ ରହିବେ ବୋଲି କହିଛନ୍ତି। ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ଗଲା ସାଢ଼େ ମାସର […]
ଥାନା ସାମ୍ନାରେ ଅଭାବନୀୟ କାଣ୍ଡ
ପେଟ୍ରୋଲ୍ ଢାଳି ଦେହରେ ନିଆଁ ଲଗାଇଲେ ମହିଳା କଟକ/ମାହାଙ୍ଗା ୧୭-୦୮-୨୪ (ପିପିଏସ ): କଟକ ଜିଲ୍ଲା ମାହାଙ୍ଗା ଥାନା ସମ୍ମୁଖରେ ଆଜି ଜଣେ ମହିଳା ନିଜ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସ୍ବାମୀଙ୍କୁ ଏକ ଚୋରି ମାମଲାରେ ଫସାଇ ଥାନାରେ ନିର୍ଯାତନା ଦିଆଯିବା ପ୍ରତିବାଦରେ ମହିଳାଜଣକ ଏଭଳି କରିଥିବା କହିଛନ୍ତି।ମାହାଙ୍ଗା ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତ ଖର୍ତ୍ତାଙ୍ଗ […]
କମାଲ କଲା ‘ସ୍ତ୍ରୀ-୨’
କମାଲ କଲା ‘ସ୍ତ୍ରୀ-୨’ ୨ଦିନରେ ୧୦୦କୋଟିରୁ ଅଧିକ ଟଙ୍କା ଆୟ କଲା ଫିଲ୍ମ ମୁମ୍ବାଇ /ଭୁବନେଶ୍ୱର ୧୭-୦୮-୨୪ (ପିପିଏସ ): ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ତିନୋଟି ବଡ ଚଳଚ୍ଚିତ୍ର ‘ସ୍ତ୍ରୀ-୨’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ରିଲିଜ୍ ହୋଇଥିଲା। ସମସ୍ତ ତିନୋଟି ଚଳଚ୍ଚିତ୍ରରେ ବଲିଉଡର ବଡ଼ ବଡ଼ କଳାକାର କାମ କରିଥିବା ବେଳେ ଏବେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଜନ୍ ଆବ୍ରାହିମଙ୍କୁ ଟକ୍କର ଦେଇ ଆଗେଇ ଚାଲିଛନ୍ତି ରାଜକୁମାର ରାଓ। ଅର୍ଥାତ୍ ତାଙ୍କ […]
ଦୁଷ୍କର୍ମ ପୀଡିତା ଚିକିତ୍ସିତ ଅବସ୍ଥାରେ ମୃତ
ନୂଆଦିଲ୍ଲୀ /ଭୁବନେଶ୍ୱର ୧୭-୦୮-୨୪(ପିପିଏସ ): କୋଲକାତାରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇବା ପରେ ଉତ୍ତରପ୍ରଦେଶର ସୋନଭଦ୍ରରେ ଜଣେ ୧୪ ବର୍ଷର ନାବାଳିକାକୁ ତାଙ୍କ ଶିକ୍ଷକ ଦୁଷ୍କର୍ମ କରିଥିବା ବେଳେ ନିକଟରେ ତାଙ୍କର ମୃତ୍ୟୁ ଘଟିଛି।ସୋନଭଦ୍ରା ଜିଲ୍ଲାର ଦୁଧୀ ଗାଁର ୧୪ ବର୍ଷୀୟା ପୀଡିତା ମଙ୍ଗଳବାର ବିଳମ୍ବିତ ରାତିରେ ବାରାଣାସୀର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି; ଯେଉଁଠାରେ ତାଙ୍କୁ ୨୦ ଦିନ ତଳେ ଭର୍ତ୍ତି […]
ଅତି ଜରୁରୀ ନଥିଲେ ଏସସିବି ଆସନି:ଅଧୀକ୍ଷକ
କଟକ: /୧୬/୦୮/୨୪(ପିପିଏସ ) କୌଣସି ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି କଣ ହେବ । ଏପଟେ ସମସ୍ତ ଫ୍ୟାକଲ୍ଟିଙ୍କ ଛୁଟି ବାତିଲ କରାଯାଇଛି । ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଏସସିବି ଅଧୀକ୍ଷକ । ସେପଟେ କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତୀବ୍ର ହେଉଛି ପ୍ରତିବାଦ । ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ରାଜ୍ୟବ୍ୟାପୀ […]
୭୦ ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ ଘୋଷଣା
* ପୁରସ୍କାର ତାଲିକାରେ ଓଡ଼ିଆ ସିନେମା ‘ଦମନ’ *ଓଡିଆ ସିନେମାର ଚିରାଚରିତ କାହାଣୀକୁ ଦମନ ବଦଳାଇ ଦେଇଛି ଭୁବନେଶ୍ୱର:୧୬-୦୮-୨୪(ପିପିଏସ ): ୭୦ ତମ ନ୍ୟାସନାଲ ଫିଲ୍ମ୍ ଆୱାର୍ଡ ଘୋଷଣା କରାଯାଇଛି । ପୁରସ୍କାର ପାଇବାକୁ ଥିବା ସିନେମା ତାଲିକାରେ ଓଡିଆ ସିନେମା ଦମନ ସ୍ଥାନ ପାଇଛି । ବେଷ୍ଟ ଓଡିଆ ଫିଚର ଫିଲ୍ମ ଭାବେ ଦମନ ସିନେମାକୁ ମନୋନୀତ କରାଯାଇଛି । ଏହି ସିନେମାରେ ମୁଖ୍ୟ ଅଭିନେତା ଭୂମିକାରେ ଅଭିନୟ କରିଥିବା ବାବୁସାନ ମହାନ୍ତି କହିଛନ୍ତି କି, […]
ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ କର୍ପୋରଟର ବନ୍ଦିତା ପାଲ
ଭୁବନେଶ୍ୱର:୧୬-୦୮-୨୪(ପିପିଏସ ): ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ବିଏମସି କର୍ପୋରଟର। ଭୁବନେଶ୍ୱର ୩୭ ନମ୍ୱର ୱାର୍ଡର କର୍ପୋରଟର ବନ୍ଦିତା ପାଲ ଓ ତାଙ୍କ ସ୍ୱାମୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଉଭୟେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଉଭୟୟେ ବିଜେପିରେ ଯୋଗ ଦେଇଛନ୍ତି।
ହକି ଇଣ୍ଡିଆ ପକ୍ଷରୁ ଜର୍ସି ନମ୍ୱର ୧୬କୁ ଦିଆଗଲା ଅବସର
*ଗୋଲକିପର ଶ୍ରୀଜେଶଙ୍କ ଅବସର * ଜର୍ସିକୁ ସ୍ମରଣୀୟ କରିବା ପାଇଁ ବଡ଼ ନିଷ୍ପତ୍ତି ଭୁବନେଶ୍ୱର:୧୬-୦୮-୨୪(ପିପିଏସ ):ଶ୍ରୀଜେସଙ୍କ ଜର୍ସିକୁ ଦିଆଗଲା ଅବସର। ଜର୍ମି ନମ୍ବର ୧୬ ଏବେ ଅବସର ନେଇଛି କାରଣ ହକିକୁ ବିଦାୟ କହିଛନ୍ତି ଶ୍ରୀଜେସ। ତାଙ୍କ ସମ୍ମାନରେ ତାଙ୍କ ଜର୍ସିକୁ ମଧ୍ୟ ଅବସର ଦିଆଯାଇଛି। ହକି ଇଣ୍ଡିଆ ପକ୍ଷରୁ ଜର୍ସି ନମ୍ୱର ୧୬କୁ ଅବସର ଦିଆଯାଇଛି। ଗୋଲକିପର ଶ୍ରୀଜେଶଙ୍କ ଅବସର ପରେ ତାଙ୍କ ଜର୍ସିକୁ ସ୍ମରଣୀୟ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ୟାରିସ୍ ଅଲିମ୍ପିକ୍ସରେ […]
