ଜଗତସିଂହପୁର ରେ କଞ୍ଚା ପରିବା ଆକାଶ ଛୁଆଁ।
ଜଗତ ସିଂହପୁର,୧୭-୧୦-୨୦୨୪ (ପିପିଏସ) : ଉପକୂଳ ଅଞ୍ଚଳର ଏହି ଜିଲ୍ଲା ଟି ଏକ କୃଷି ଭିତ୍ତିକ ଜିଲ୍ଲା ।ଆବଶ୍ୟକତା ଅନୁଯାୟୀ କଞ୍ଚା ପରିବା ଉତ୍ପାଦନ କ୍ଷେତ୍ରରେ ଆତ୍ମ ନିର୍ଭର ଶିଳ ହୋଇଥିଲେ ମଧ୍ୟ ସାମୟିକ ଭାବରେ ବାହାର ରାଜ୍ୟରୁ ଆମଦାନୀ କରିଥାଏ।ମୁଖ୍ୟତଃ ଆଳୁ କଖାରୁ ବାହାର ବଜାରରୁ ଆଣିବାକୁ ପଡ଼ିଥାଏ।ଜିଲ୍ଲା ମୁଖ୍ୟ ଦପ୍ତର ନିକଟବର୍ତ୍ତୀ ତିନୋଟି ସ୍ଥାନରେ ପରିବା ମିଳିଥାଏ।ପ୍ରଥମଟି ସୋମନାଥ ହାଟ,ଦ୍ୱିତୀୟ ସାନ ବଜାର ଓ ଗାନ୍ଧୀ ଛକ।ଏହା।ବ୍ୟତୀତ ସାନ ବଜାର ଟାଉନ ହଲ ଛକ […]
ଆୟୁଷ ଡାକ୍ତରଙ୍କୁ ନିୟମିତ ଓ ଉଚିତ ପାରିଶ୍ରମିକ ଦାବି
ଏନ୍ଏଚ୍ଏମ୍ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ପିଏଚ୍ସି-ସିଏଚ୍ସିରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି କରିଛି ଓଡ଼ିଶା ଆୟୁଷ ଚିକିତ୍ସକ ମହାସଂଘ। ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ଏନ୍ଏଚ୍ଏମ୍ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ପିଏଚ୍ସି-ସିଏଚ୍ସିରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି କରିଛି ଓଡ଼ିଶା ଆୟୁଷ ଚିକିତ୍ସକ ମହାସଂଘ। ସଂଘ ସଭାପତି ଡା. ବିଶ୍ବରଞ୍ଜନ ଜେନା କହିଛନ୍ତି, ୨୦୦୭ ମସିହାରେ କେନ୍ଦ୍ର […]
ବିଏମ୍ସି ଆଦାୟ କରିବ ପ୍ରପର୍ଟି ଟ୍ୟାକ୍ସ
ପ୍ରସ୍ତାବ ପାରିତ ପରେ ପ୍ରସ୍ତୁତି ଆରମ୍ଭ ହୋଲ୍ଡିଂ ଟିକସରେ ରହିଥିବା ଦୋଷ ଦୁର୍ବଳତା ଯୋଗୁ ବିଏମ୍ସିର ରାଜସ୍ବ ବଢ଼ୁନାହିଁ। ତା ସହିତ ଏଥିରେ ଥିବା ଗଳାବାଟରେ ୱାର୍ଡ ଅଫିସର ଓ କେତେକ କର୍ମଚାରୀ ଫାଇଦା ଉଠାଉଛନ୍ତି। ବିଏମ୍ସିର ରାଜସ୍ବ କମି କମି ଯାଉଥିବା ବେଳେ କେତେକ ନିର୍ଦ୍ଦିଷ୍ଟ କର୍ମଚାରୀ ମାଲେମାଲ୍ ହେଉଛନ୍ତି। ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ହୋଲ୍ଡିଂ ଟିକସରେ ରହିଥିବା ଦୋଷ ଦୁର୍ବଳତା ଯୋଗୁ ବିଏମ୍ସିର ରାଜସ୍ବ ବଢ଼ୁନାହିଁ। ତା ସହିତ ଏଥିରେ ଥିବା ଗଳାବାଟରେ […]
ବେଙ୍ଗାଲୁରୁ ଟେଷ୍ଟ : ଭାରତର ଲଜ୍ଜାଜନକ ବ୍ୟାଟିଂ ପରେ ଦୃଢ ସ୍ଥିତିରେ ନ୍ୟୁଜିଲାଣ୍ଡ
ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ନ୍ୟୁଜିଲାଣ୍ଡ ନିଜର ସ୍ଥିତି ମଝବୁତ କରିଛି । ଭାରତକୁ ମାତ୍ର ୪୬ ରନରେ ଅଲଆଉଟ କରିବା ପରେ ନ୍ୟୁଜିଲାଣ୍ଡ ୩ ଓ୍ବିକେଟ ହରାଇ ୧୮୦ ରନ କରିଛି ଓ ୧୪୩ ରନରେ ଆଗୁଆ ହୋଇପାରିଛି । ବେଙ୍ଗାଲୁରୁ/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ନ୍ୟୁଜିଲାଣ୍ଡ ନିଜର ସ୍ଥିତି ମଝବୁତ କରିଛି । ଭାରତକୁ ମାତ୍ର ୪୬ […]
ହାତୀ ଘଉଡ଼ାଇବା ହେଲା କାଳ
ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଟେକି କଚାଡ଼ି ଦେଲା ଦନ୍ତା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା, ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ କେନ୍ଦୁଝର/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ହାତୀ ଉତ୍ପାତ ଅଭିଯୋଗ ପାଇବା ପରେ ହାତୀପଲଙ୍କୁ ଘଉଡ଼ାଇବାକୁ ଯାଇଥିଲେ। ତେବେ ହାତୀପଲର ଏକ ଦନ୍ତା ହାତୀ ଉତ୍ୟକ୍ତ ହୋଇ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଗୋଡ଼ାଇଥିଲା। ଜୀବନ ଭୟରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ସୁରକ୍ଷିତ ସ୍ଥାନକୁ ଦୌଡୁଥିବାବେଳେ […]
କେତେ ସ୍ମାର୍ଟ ହେଲା ଭୁବନେଶ୍ବର? ପ୍ରକଳ୍ପ ବନ୍ଦ ହେବାକୁ ଆଉ ୬ ମାସ ବାକି
ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପ୍ରକଳ୍ପ ବନ୍ଦ ହେବାକୁ ଆଉ ୬ ମାସ ବାକି। ଏବେ କେବଳ ନିର୍ମାଣାଧୀନ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ରହିଛି। ତେଣୁ ଏହାଦ୍ବାରା ଭୁବନେଶ୍ବର କେତେ ସ୍ମାର୍ଟ ହୋଇଛି, ସେ ପ୍ରଶ୍ନ ପଚାରିବାର ସମୟ ଆସିଛି। ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପ୍ରକଳ୍ପ ବନ୍ଦ ହେବାକୁ ଆଉ ୬ ମାସ ବାକି। ଏବେ କେବଳ ନିର୍ମାଣାଧୀନ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ରହିଛି। ତେଣୁ ଏହାଦ୍ବାରା ଭୁବନେଶ୍ବର କେତେ […]
ଅଜୟ କୁମାର ଓ ଶରତ ପଟ୍ଟନାୟକଙ୍କ ସମେତ ୩ କଂଗ୍ରେସ ନେତାଙ୍କ ନାମରେ ଠକେଇ ମାମଲା
ନିର୍ବାଚନ ପରେ ଦେଉ ନାହାନ୍ତି ବାକି କୋଟିଏ ୪୨ ଲକ୍ଷ ଟଙ୍କା ୨୦୨୪ ସାଧାରଣ ନିର୍ବାଚନ ସମୟରେ ଗାଡ଼ିରେ ଏଲଇଡି ଟିଭିରେ କଂଗ୍ରେସର ଦଳୀୟ ପ୍ରଚାର ପାଇଁ ୧କୋଟି ୫୦ ଲକ୍ଷ ଟଙ୍କାର ଡିଲ୍ କଲେ। ଏଥିପାଇଁ ଆଗୁଆ ୮ ଲକ୍ଷ ଟଙ୍କା ମଧ୍ୟ ଦେଲେ। କିନ୍ତୁ ନିର୍ବାଚନ ପରେ ଆଉ ଟଙ୍କା ଦେଉନାହାନ୍ତି କଂଗ୍ରେସ ନେତା। ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ୨୦୨୪ ସାଧାରଣ ନିର୍ବାଚନ ସମୟରେ ଗାଡ଼ିରେ ଏଲଇଡି ଟିଭିରେ କଂଗ୍ରେସର ଦଳୀୟ ପ୍ରଚାର […]
ମଣିଷ ଖପୁରୀ ସହ ଦାନ୍ତ ଓ ହାଡ଼ ଉଦ୍ଧାର
ହତ୍ୟା ସନ୍ଦେହରେ ସ୍ୱାମୀ ଓ ଦିଅର ଅଟକ ସୁଭଦ୍ରା ଯୋଜନା ଆବେଦନ କରିବାକୁ ଯାଇ ଫେରି ନ ଥିଲେ ମା’ ଝିଅ ! ଭଦ୍ରକ/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏକ ନାଳ ପାଖରୁ ମଣିଷ ଖପୁରୀ ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖପୁରୀ ସହ ଦାନ୍ତ ଓ ହାଡ଼ ମଧ୍ୟ ଉଦ୍ଧାର ହୋଇଛି। ପ୍ରାୟ ୧୫ ଦିନ ହେବ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଓ […]
ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ:୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ
ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅକ୍ଟୋବର ୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି… ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ଆସନ୍ତା ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅକ୍ଟୋବର ୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।ପରବର୍ତ୍ତୀ ସମୟରେ ଲଘୁଚାପ […]
ଶୁଦ୍ଧ ଦେଶୀ ଗାଈ ଘିଅରେ ମହାପ୍ରସାଦର ପ୍ରସ୍ତୁତି ହେବ !
ସୁଆର ସେବାୟତ ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ପୁରୀ/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବ୍ୟବସ୍ଥାକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି। ଭକ୍ତଙ୍କ ପାଇଁ ଚାରିଦ୍ବାର ଖୋଲାଯିବା, ରତ୍ନଭଣ୍ଡାର ଖୋଲାଯିବା ପରେ ଏବେ ମହାପ୍ରସାଦର ପ୍ରସ୍ତୁତ କେବଳ ଖାଣ୍ଟି ଦେଶୀ ଗୁଆଘିଅରେ କରାଯିବାକୁ ଦାବି ହୋଇଛି। ଏନେଇ ସୁଆର ସେବାୟତ ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗତକାଲି ଏକ ଚିଠି ଲେଖିଛନ୍ତି। […]
