NUTRITION FOOD
କିଡ୍ନି ଷ୍ଟୋନ୍ ସମସ୍ୟାରୁ ମୁକ୍ତି ଦେବ ‘କୋଲଥ ଡାଲି’: ଜାଣନ୍ତୁ ଏହାର ଅଦ୍ଭୁତ ଫାଇଦା ଓ ସେବନ ବିଧି
ଭୁବନେଶ୍ୱର: ଆଜିକାଲିର ଅସନ୍ତୁଳିତ ଜୀବନଶୈଳୀ, କମ୍ ପାଣି ପିଇବା ଓ ଖାଦ୍ୟପେୟ ଯୋଗୁଁ କିଡ୍ନି ଷ୍ଟୋନ୍ (ପଥୁରୀ) ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ତେବେ ଏହି ଯନ୍ତ୍ରଣାଦାୟକ ସମସ୍ୟାରୁ ପ୍ରାକୃତିକ ଉପାୟରେ ମୁକ୍ତି ପାଇବା ପାଇଁ ଆମ ରୋଷେଇ ଘରେ ଥିବା ‘କୋଲଥ ଡାଲି’ (Horse Gram) ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରେ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ, ଫାଇଟେଟ୍ସ ଏବଂ ମୂତ୍ରବର୍ଦ୍ଧକ (Diuretic) ଗୁଣ କିଡ୍ନିରୁ ପଥର ବାହାର କରିବାରେ ବହୁତ ସାହାଯ୍ୟ କରିଥାଏ। କୋଲଥ ଡାଲିର […]