natural calamity
ନେପାଳରେ ବନ୍ୟା ବିପର୍ଯ୍ୟୟ: ୧୬୦ ମୃତ, ୭୦୦ରୁ ଅଧିକ ନିଖୋଜ; ସହାୟତାର ହାତ ବଢ଼ାଇଲା ଭାରତ
କାଠମାଣ୍ଡୁ, ୨୭/୮: ନେପାଳରେ ବନ୍ୟା ପରିସ୍ଥିତି ଭୟାବହ ରୂପ ନେଇଛି। ବନ୍ୟା ଓ ଏହାଜନିତ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଏହି ଦୁର୍ଦ୍ଦିନରେ ପଡ଼ୋଶୀ ନେପାଳକୁ ସହାୟତାର ହାତ ବଢ଼ାଇଛି ଭାରତ। ନେପାଳର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଭାରତ ପକ୍ଷରୁ ରିଲିଫ ସାମଗ୍ରୀ ପଠାଯାଇଛି। ଏଥିସହ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଭାରତୀୟ ଟିମ୍ଗୁଡ଼ିକ ସହଯୋଗ କରୁଥିବା ଜଣାପଡ଼ିଛି। ଏହି ବିପର୍ଯ୍ୟୟକୁ ନେଇ ପ୍ରଧାନମନ୍ତ୍ରୀ […]
