Browsing Tag

indian navy

ଭାରତୀୟ ନୌସେନାର ଶକ୍ତିବୃଦ୍ଧି: ସାମିଲ ହେଲା ସ୍ୱଦେଶୀ ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ‘ମାଲଭାନ୍’

ବେଙ୍ଗାଲୁରୁ, ୨୩/୭: ଭାରତୀୟ ନୌସେନାରେ ସାମିଲ ହୋଇଛି ଆଉ ଏକ ସ୍ୱଦେଶୀ ଯୁଦ୍ଧଜାହାଜ। ଦ୍ୱିତୀୟ ସ୍ୱଦେଶୀ ‘ମାହେ’ କ୍ଲାସ୍ ଆଣ୍ଟି-ସବ୍‌ମେରିନ୍ ୱାରଫେୟାର ଶାଲୋ ୱାଟର କ୍ରାଫ୍ଟ (ASW SWC) ଆଇଏନ୍‌ଏସ୍‌ ମାଲଭାନ୍ (INS Malvan) କୁ ବୁଧବାର ଦିନ ଔପଚାରିକ ଭାବେ ନୌସେନାରେ ସାମିଲ କରାଯାଇଛି।
Read More...