avoid alcohol
ମଦ୍ୟପାନ କେବଳ ଯକୃତ ନୁହେଁ, ହୃଦୟ ଓ ମସ୍ତିଷ୍କକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରେ
ଭୁବନେଶ୍ୱର: ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି। ଅଧିକାଂଶ ଲୋକ ଏହାକୁ କେବଳ ଯକୃତ (ଲିଭର) କ୍ଷତି ସହ ଯୋଡ଼ି ଦେଖନ୍ତି। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ମଦ୍ୟପାନ କେବଳ ଯକୃତ ନୁହେଁ, ହୃଦୟ ଓ ମସ୍ତିଷ୍କକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରେ। ନିୟମିତ କିମ୍ବା ଅତ୍ୟଧିକ ମଦ୍ୟପାନ ହୃଦରୋଗର ଆଶଙ୍କା ବଢ଼ାଇବା ସହ ସ୍ମୃତିଶକ୍ତି, ଏକାଗ୍ରତା ଓ ନିଷ୍ପତ୍ତି ନେବାର କ୍ଷମତାକୁ ମଧ୍ୟ ହ୍ରାସ କରିପାରେ। ଫୋର୍ଟିସ୍ ହସ୍ପିଟାଲ୍, ନୋଏଡାର ବରିଷ୍ଠ […]