1 min read

ଶୁଆର ୨ଘଣ୍ଟାର ଅସ୍ତ୍ରୋପଚାର

ନୂଆଦିଲ୍ଲୀ/ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ): ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଡାକ୍ତର ଦଳ ଏପରି ଏକ ଚମତ୍କାର କରିଛନ୍ତି ଯାହା ବିଷୟରେ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଘଟଣାଟି ହେଉଛି ଏପରି, ଏକ ୨୧ ବର୍ଷ ବୟସ୍କା ଶୁଆ, ଯାହାର ନାମ ବେଟୁ ରଖାଯାଇଛି। ବେଟୁର ନିକଟରେ ସଫଳ ଟ୍ୟୁମର ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଙ୍କ ଦଳ ମିଳିତ ଭାବେ ଶୁଆ ବେକରୁ ୨୦ଗ୍ରାମର ଏକ ଟ୍ୟୁମର ବାହାର କରି ଏକ […]

1 min read

ଦାବି ମାନିବାକୁ ରାଜିହେଲେ ମମତା

କୋଲକାତା/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଘୋଷଣା କରିଛନ୍ତି ଯେ ସେ ଆନ୍ଦୋଳନରତ ଡାକ୍ତରମାନଙ୍କ କଥା ମାନିବାକୁ ରାଜି। କୋଲକାତା ପୁଲିସ କମିସନର ଭିନିତ୍‌ ଗୋୟଲଙ୍କୁ ତାଙ୍କ ପଦରୁ ହଟାଇ ଦିଆଯିବ ବୋଲି ମମତା ସ୍ପଷ୍ଟ କରିଛନ୍ତି। କୋଲକାତାର ଏକ ଡାକ୍ତରଖାନାରେ ଟ୍ରେନି ଡାକ୍ତରଙ୍କ ମୃତ୍ୟୁକୁ ବିରୋଧ କରୁଥିବା ଡାକ୍ତରଙ୍କ ସହ ଏକ ୬ ଘଣ୍ଟିଆ ବୈଠକ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ସେ। କୋଲକାତା ପୁଲିସର ଡେପୁଟି କମିସନରଙ୍କ ବିରୋଧରେ ପୀଡିତାଙ୍କ […]

1 min read

ଦେଶରେ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ଜନଗଣନା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଥିଲେ ମଧ୍ୟ ଏହି ପ୍ରକ୍ରିୟାରେ ଜାତି ସମ୍ବନ୍ଧୀୟ ସ୍ତମ୍ଭକୁ ଅନ୍ତର୍ଭୁକ୍ତ କରିବା ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇନାହିଁ। ସୂତ୍ରରୁ ରବିବାର ଏହି ସୂଚନା ଦିଆଯାଇଛି। ନାମ ଗୋପନ ରଖିବା ସର୍ତ୍ତରେ ଏକ ସୂତ୍ରରୁ ପ୍ରକାଶ ଯେ ଖୁବଶୀଘ୍ର ଦେଶରେ ଜନଗଣନା କରାଯିବ। ଭାରତରେ ୧୮୮୧ ମସିହାରୁ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଛି । ଶେଷ ଥର ପାଇଁ ୨୦୧୧ରେ ଜନଗଣନା ହୋଇଥିଲା । ଏହି କ୍ରମରେ […]

1 min read

ମାଓବାଦୀଙ୍କ ବର୍ବର କାଣ୍ଡ : ଶିକ୍ଷା ଦୂତଙ୍କୁ ପିଟି ପିଟି ମାରିଦେଲେ

ସୁକମା/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ଓଡ଼ିଶା ସୀମାନ୍ତରେ ନକ୍ସଲଙ୍କ ବର୍ବରତା। ଛତିଶଗଡ଼ ସୁକମାରେ ଜଣେ ଶିକ୍ଷା ଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ମୃତ ଶିକ୍ଷା ଦୂତଙ୍କ ନାଁ ଦୁଧି ଅର୍ଜୁନ। ତାଙ୍କୁ ନକ୍ସଲମାନେ ପିଟିପିଟି ହତ୍ୟା କରିଛନ୍ତି । ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ଶିକ୍ଷା ଦୂତ ନିଯୁକ୍ତ କରିଛନ୍ତି ଛଡିଶଗଡ଼ ରାଜ୍ୟ ସରକାର। ବନ୍ଦ ସ୍କୁଲ ଚାଲୁ କରିବା ଓ ପିଲାଙ୍କୁ ବୁଝାସୁଝା କରି ସ୍କୁଲ ଆଣିଥା’ନ୍ତି ଶିକ୍ଷା ଦୂତ। ସୁକମାରେ ନକ୍ସଲଙ୍କ ଭୟରେ ବନ୍ଦ ଥିବା ସ୍କୁଲ […]

1 min read

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରୱାଲ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ମଦ ନୀତି ମାମଲାରେ ତିହାର ଜେଲରୁ ମୁକ୍ତ ହେବାର ୨ ଦିନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଘୋଷଣା କରିଛନ୍ତି ଯେ ସେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ। କେଜ୍ରିୱାଲ୍‌ ଗୁରୁତ୍ୱାରୋପ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍‌)ର ଭବିଷ୍ୟତ ବର୍ତ୍ତମାନ ଜନସାଧାରଣଙ୍କ ହାତରେ। ମଦ ନୀତି ମାମଲାରେ ତିହାର ଜେଲରୁ ମୁକ୍ତ ହେବାର ୨ ଦିନ ପରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ସେ […]

1 min read

ଗୁଣି ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ପିଟି ପିଟି ମାରିଦେଲେ

ସୁକମା/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ଛତିଶଗଡ଼ର ସୁକମାରେ ଗୁଣି ଗାରେଡ଼ି ଓ କଳାଯାଦୁ କରୁଥିବା ସନ୍ଦେହରେ ୫ ଜଣଙ୍କୁ ଲାଠିରେ ପିଟି ପିଟି ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଏହି ଘଟଣା ଘଟିଛି କୋଣ୍ଟା ଥାନା ଅଧୀନ ଇଟାଲ ଗାଁରୁ। ସମସ୍ତ ମୃତକ ଇଟାଲ ଗ୍ରାମର ବାସିନ୍ଦା । ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ, କୋଣ୍ଟା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ […]

1 min read

ରାଉରକେଲା ଓ ବ୍ରହ୍ମପୁର ଷ୍ଟେସନରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍

ରାଉରକେଲା/ବ୍ରହ୍ମପୁର/ଭୁବନେଶ୍ବର,୧୫-୦୯-୨୦୨୪(ପିପିଏସ) : ଓଡ଼ିଶାରେ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ଏକ୍ସପ୍ରେସ୍ ଟ୍ରେନ। ରାଉରକେଲା-ହାୱାଡ଼ା ଓ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରେନର ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲାରୁ ହାୱଡ଼ା ଭିତରେ କେବଳ ୩ଟି ଷ୍ଟେସନ ଚକ୍ରଧରପୁର, ଟାଟାନଗର ଓ ଖଡ଼ଗପୁରରେ ଅଟକିବ ବୋଲି ସୂଚନା ମିଳିଛି। ଏହାର ଶୁଭାରମ୍ଭ ବେଳେ ରାଉରକେଲା ଷ୍ଟେସନରେ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ। ସେହିପରି ବ୍ରହ୍ମପୁର-ଟାଟା ବନ୍ଦେ ଭାରତ […]

1 min read

୪ର୍ଥ ସର୍ବଭାରତୀୟ ରାଜଭାଷା ସମ୍ମିଳନୀ ଉଦଘାଟିତ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ) : ଶନିବାର ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭାରତ ମଣ୍ଡପମ୍ ରେ ହିନ୍ଦୀ ଦିବସ ଏବଂ ଚତୁର୍ଥ ସର୍ବଭାରତୀୟ ରାଜଭାଷା ସମ୍ମିଳନୀର ଉଦଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ତଥା ସଂସଦୀୟ ରାଜଭାଷା ସମିତିର ଅଧ୍ୟକ୍ଷ ଅମିତ ଶାହ ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ବଣ୍ଡି ସଞ୍ଜୟ କୁମାର, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ସଂସଦୀୟ […]

1 min read

ସମାଜର ଦୁର୍ବଳଶ୍ରେଣୀଙ୍କୁ ସେବା ବର୍ତ୍ତମାନର ଆହ୍ୱାନ : ପ୍ରଫେସର ସାନ୍ୟାଲ୍

କଟକ,୧୪-୦୯-୨୦୨୪ (ପିପିଏସ୍) : ମହାତ୍ମାଗାନ୍ଧୀଙ୍କ ଦ୍ୱାରା ୧୯୩୨ରେ ପ୍ରତିଷ୍ଠିତ ‘ହରିଜନ ସେବକ ସଂଘ’ର ରାଷ୍ଟ୍ରୀୟ ସଭାପତି ପ୍ରଫେସର ଡକ୍ଟର ଶଙ୍କର କୁମାର ସାନ୍ୟାଲ୍ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଓଡ଼ିଶାରେ ଗାନ୍ଧୀ ବିଚାରଧାରାକୁ ଆଗେଇନେବାକୁ ଆହ୍ୱାନ ଦେଇଛନ୍ତି । କଟକର ଐତିହାସିକ ସ୍ୱରାଜ ଆଶ୍ରମ ପରିଦର୍ଶନ କରି ପ୍ରଫେସର ସାନ୍ୟାଲ୍ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଆଗମନ ଏବଂ ଗାନ୍ଧିଜୀଙ୍କ ସହ ଓଡ଼ିଶାର ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ […]

1 min read

ରିହାତି ଦରରେ ପିଆଜ ବିକ୍ରି

ନୂଆଦିଲ୍ଲୀ/ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ପିଆଜ ଦର ବୃଦ୍ଧି ଯୋଗୁ ଅସୁବିଧାରେ ପଡ଼ିଥିବା ଜନସାଧାରଣଙ୍କୁ ଶନିବାର ଦିନ ବ୍ୟାପାର ମନ୍ତ୍ରଣାଳୟ କିଛି ଆଶ୍ବସ୍ତି ପ୍ରଦାନ କରିଛି। ସେପ୍ଟେମ୍ବର ୫ରୁ ସରକାର ସବସିଡିଯୁକ୍ତ ପିଆଜ ବିକ୍ରୟ ପାଇଁ ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ଖବର ଆସୁଛି ଯେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ପ୍ରମୁଖ ସହରର ଲୋକମାନେ କିଛି ଦିନ ମଧ୍ୟରେ ପିଆଜର ବଢ଼ନ୍ତା ଦରରୁ ଆଶ୍ବସ୍ତି ପାଇଛନ୍ତି।  କାରଣ ଏହି ସହରଗୁଡ଼ିକରେ ପିଆଜ ଦର ଅଳ୍ପ ସମୟ ମଧ୍ୟରେ ହ୍ରାସ ପାଇଛି।ଦିଲ୍ଲୀରେ […]