1 min read

ଠପ ହେବ ଟ୍ରାମ ସେବା!

କୋଲକାତା/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ପଶ୍ଚିମବଙ୍ଗର କୋଲକାତାରେ ଟ୍ରାମ ସର୍ଭିସ କେବଳ ଯେ ଟ୍ରାନ୍ସପୋର୍ଟ ମୋଡ଼ ତାହା ନୁହେଁ ଏହା ହେଉଛି ୧୫୦ବର୍ଷର ପୁରୁଣା ଇତିହାସ। କୋଲକାତାବାସୀଙ୍କ ଏହି ଟ୍ରାମ ସର୍ଭିସ ସହିତ ଗଭୀର ଭାବେ ଜଡ଼ିତ।  ପ୍ରକାଶିତ ରିପୋର୍ଟ ମୁତାବକ,‘ ପଶ୍ଚିମବଙ୍ଗର  ସରକାର ଏସପ୍ଲେନେଡରୁ ମୈଦାନ ପର୍ଯ୍ୟନ୍ତ ଏକ ଅଂଶକୁ ଛାଡ଼ିଦେଲେ ଏହି ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ପରିବହନ ମନ୍ତ୍ରୀ ସ୍ନେହାସିସ ଚକ୍ରବର୍ତ୍ତୀ କହିଛନ୍ତି, ‘ସରକାର ପର୍ଯ୍ୟଟନ ଉଦ୍ଦେଶ୍ୟ  ପାଇଁ ଏହି ମାର୍ଗକୁ […]

1 min read

କ’ଣ ରାହୁଲ ଗାନ୍ଧୀ ଏମଏସପିର ସଂପୂର୍ଣ୍ଣ ଅର୍ଥ ଜାଣିଛନ୍ତି : ଅମିତ ଶାହା

 ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : କୃଷକଙ୍କ ସ୍ୱାର୍ଥକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ଯେ ସେ ଏମଏସପିର ସମ୍ପୂର୍ଣ୍ଣ ଅର୍ଥ ଜାଣିଛନ୍ତି କି? ସେ ଆହୁରି ମଧ୍ୟ କହିଛନ୍ତି ଯେ ହରିୟାଣାର ବିଜେପି ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ରେ ୨୪ଟି ଫସଲ କିଣୁଛନ୍ତି। ରେଓ୍ଵାରିରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଅମିତ ଶାହା ଦୁର୍ନୀତି ଓ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ […]

1 min read

ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କୋଠା ନିର୍ମାଣ, ମାଲ ବୋଝେଇ ଓ ଖଲାସ, ସୁରକ୍ଷା, ସଫେଇ, ହାଉସକିପିଂ, କୃଷି ଏବଂ ଖଣି କାର୍ଯ୍ୟ କରୁଥିବା ଶ୍ରମିକମାନେ ଏହାଦ୍ବାରା ଉପକୃତ ହେବେ। ଆସନ୍ତା ଅକ୍ଟୋବର ପହିଲାରୁ ବର୍ଦ୍ଧିତ ମଜୁରି ମିଳିବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ […]

1 min read

ଭର୍ତ୍ତୃହରି ମହତାବ ଅର୍ଥ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

୨୦୧୪ରେ ଅର୍ଥମବୀ ଅରୁଣ ଜେଟ୍‌ଲିଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲେ ନବୀନ ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସଂସଦର ଗୁରୁତ୍ୱପୂର୍ଣ୍ଣ ଅର୍ଥ ଷ୍ଟାଣ୍ଡିଙ୍ଗ୍ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ପାର୍ଲାମେଣ୍ଟାରୀ ବୁଲେଟିନ୍‌ରୁ ମିଳିଥିବା ସୂଚନାନୁଯାୟୀ, ନବଗଠିତ କମିଟିରେ ରାଜ୍ୟସଭାରୁ ୧୦ ଏବଂ ଲୋକସଭାରୁ ୨୧ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି । ଶ୍ରୀ ମହତାବ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଅନେକ ବରିଷ୍ଠ ଓ ଅଭିଜ୍ଞସାଂସଦଙ୍କୁ ଏଥିରେ ସ୍ଥାନ ମିଳିଛି । ସୂଚନାଯୋଗ୍ୟ […]

1 min read

କାନ୍ଦିଲେ ଶ୍ରେୟା ଭାବବିହ୍ବଳ ହେଲେ ବିଗବି

‘କୌନ ବନେଗା କରୋଡ଼ପତି’ର ସୋ ରେ ବୃଦ୍ଧାଙ୍କ ଦୁଃଖ ବଖାଣିଲେ ସୋନୁ କାନ୍ଦି‌ଲେ ଶ୍ରେୟା ଭାବବିହ୍ବଳ ହେଲେ ଦର୍ଶକ ଓ ବିଗବି। ଲେଖକ ପୁଅ ନିର୍ଯାତନା ଦେଇ ମା’ର ଜୀବନ ନେଲା। ମୁମ୍ବାଇ/ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ‘କୌନ ବନେଗା କରୋଡ଼ପତି’ର ନିକଟତର ଅଧ୍ୟାୟରେ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଓ ସୋନୁ ନିଗମଙ୍କୁ ସୋ’ରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଶ୍ରେୟା ଓ ସୋନୁ ସ୍ମିତ ଫାଉଣ୍ଡେସନକୁ ସମର୍ଥନ କରିବା ଏହି ସୋ’ରେ ଯୋଗ ଦେଇଥିଲେ। ଏହି ସଂସ୍ଥା ଏକ […]

1 min read

ହରିଆଣା ନିର୍ବାଚନ ଯୁଦ୍ଧରେ ଦୁଇ ମହିଳା ମଲ୍ଲଯୋଦ୍ଧା

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ) : ହରିଆଣାରେ ଆଗାମୀ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୁଆନା ନିର୍ବାଚନମଣ୍ଡଳୀରେ ସବୁଠାରୁ ରୋଚକ ଲଢ଼େଇ ଦେଖିବାକୁ ମିଳିବ। ଏହି ନିର୍ବାଚନ ଯୁଦ୍ଧରେ ଦୁଇ ମହିଳା ମଲ୍ଲଯୋଦ୍ଧାଙ୍କର ଦଙ୍ଗଲ ସମସ୍ତଙ୍କୁ ଆକର୍ଷିତ କରିଛି। ଜୁଆନାର ବୋହୂ ଓ ଝିଅ ନିର୍ବାଚନ ପ୍ରଚାର ସବୁଠାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଅକ୍ଟୋବର ୫ ତାରିଖରେ ଏଠାରେ ନିର୍ବାଚନ ହେବ ଏବଂ ୮ ତାରିଖ ଦିନ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଦୁଇ ମହିଳା […]

1 min read

ମାଲାୟାଲାମ୍‌ ଚଳଚ୍ଚିତ୍ରରେ ଓଡ଼ିଶୀ ଗୀତ

ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦେଶର ଅଗ୍ରଗଣ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ କେରଳ ଅନ୍ୟତମ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଲୟାଲି ସିନେମାର ଢେର୍ ପ୍ରାଧାନ୍ୟ ରହିଛି। ବାସ୍ତବଧର୍ମୀ ଓ ନୂଆସ୍ବାଦର ଚଳଚ୍ଚିତ୍ର ନିର୍ମାଣ ପାଇଁ କେରଳୀ ନିର୍ମାତା ନିର୍ଦ୍ଦେଶକମାନେ ସଦାବେଳେ ପରୀକ୍ଷାନିରୀକ୍ଷା ଚଳାଇଥାନ୍ତି। କିନ୍ତୁ, କୌତୂହଳର କଥା ଯେ ମଲୟାଲମ୍‌ ଚଳଚ୍ଚିତ୍ର ଜଗତର ଜଣେ ନାମକରା ନିର୍ଦ୍ଦେଶକ ୨୦୧୩ ମସିହା ମେ ମାସରେ ମୁକ୍ତିଲାଭ କରିଥିବା ତାଙ୍କର ଏକ ଚଳଚ୍ଚିତ୍ରରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତକୁ ସ୍ଥାନ ଦେଇଥିଲେ। ସବୁଠାରୁ […]

1 min read

ମହଙ୍ଗା ହେଲା ସୋରିଷ ଓ ସୋୟାବିନ ତେଲ

ନୂଆଦିଲ୍ଲୀ /ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ଦେଶରେ ବିଭିନ୍ନ ଖାଇବା ତେଲର ଦାମ ବଢିଚାଲିଛି । ଗତ ସପ୍ତାହରେ ବିଭିନ୍ନ ଖାଇବା ତେଲର ଦର ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି ସୋରିଷ ତେଲ, ସୋୟବିନ ତେଲ, ସୂର୍ଯ୍ୟମୂଖୀ ଓ ପାମ୍ ଅଏଲର ମୂଲ୍ୟ ବୃଦ୍ଧି ପାଇଛି । ଦେଶରେ ବିଭିନ୍ନ ଖାଇବା ତେଲର ଦାମ ବଢିଚାଲିଛି । ଗତ ସପ୍ତାହରେ ବିଭିନ୍ନ ଖାଇବା ତେଲର ଦର ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି […]

1 min read

ଆମେ ତିରୁପତି ମନ୍ଦିରକୁ କେବେ ଘିଅ ଦେଇନୁ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧-୦୯-୨୦୨୪ (ପିପିଏସ): ଆନ୍ଧ୍ରର ତିରୁପତି ଜିଲ୍ଲାର ତିରୁମାଲା ମନ୍ଦିରରେ ଦିଆଯାଇଥିବା ପ୍ରସାଦରେ ପଶୁ ଚର୍ବିର ବ୍ୟବହାରକୁ ନେଇ ଅମୁଲ ଶୁକ୍ରବାର ଦିନ ସ୍ପଷ୍ଟୀକରଣ ଦେଇଛି। ଅମୁଲ କହିଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)କୁ ସେ କେବେ ବି ଘିଅ ଯୋଗାଇନାହିଁ। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିବା ପରେ ଆମୁଲ ଏବେ ଏକ୍ସରେ ଏକ ବିବୃତି ପୋଷ୍ଟ କରି କହିଛି ଯେ ଅମୁଲ ଘିଅ କେବେ ବି ଟିଟିଡିକୁ ଯୋଗାଇ ଦିଆଯାଇନାହିଁ। କିଛି […]

1 min read

ନୂଆଁଖାଇ ଦେଶରେ ନୂଆ ପରିଚୟ ତିଆରି କରିଛି: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୦୯-୨୦୨୪ (ପିପିଏସ): ଗଣପର୍ବ “ନୂଆଁଖାଇ” ସାରା ଦେଶରେ ଓଡ଼ିଶାର ନୂଆ ପରିଚୟ ତିଆରି କରିଛି। ଗାଁରୁ ସହର, ରାଜ୍ୟରୁ ଦେଶ ତଥା ବିଦେଶରେ ମଧ୍ୟ ଓଡ଼ିଆମାନେ ଉତ୍ସାହ ଉଦ୍ଦୀପନାରେ ଏହି ପର୍ବ ସହ ଯୋଡିହେବା ଖୁସିର ବିଷୟ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ଜୁହାର୍ ନୂଆଁଖାଇ ପରବ୍-୨୦୨୪’ର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରୀୟ ରାଜଧାନୀରେ ସମସ୍ତେ ଏକାଠି ହୋଇ ନୂଆଁଖାଇ ପାଳନ କରିବା ଏକ ଅପୂର୍ବ ଅବସର। […]