1 min read

କିଟ୍ କାଣ୍ଡ

ଜାତୀୟ ମାନବାଧିକାର କମିସନଙ୍କ ତଦନ୍ତ ନିର୍ଦ୍ଦେଶ କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ମୃତ୍ୟୁ ଘଟଣାକୁ ଜାତୀୟ ମାନବାଧିକାର କମିସନ୍ ଗୁରୁତ୍ବର ସହ ନେଇଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟିମ୍ ଗଠନ କରି କିଟ୍ ବିଶ୍ବବିଦ୍ୟାଳୟ ପରିସରକୁ ଯାଇ ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ୦୪-୦୩-୨୦୨୫(ପିପିଏସ) : କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ମୃତ୍ୟୁ ଘଟଣାକୁ ଜାତୀୟ ମାନବାଧିକାର କମିସନ୍ ଗୁରୁତ୍ବର ସହ ନେଇଛନ୍ତି। […]

1 min read

ବନ୍ଦ କୋଠରୀରୁ ଗର୍ଭବତୀ ପତ୍ନୀ ଓ ତାଙ୍କ ସ୍ବାମୀଙ୍କ ଗଳିତ ମୃତଦେହ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ଆମାପାରା ଗ୍ରାମଠାରେ ଏକ ବନ୍ଦ ଘରରୁ ଦମ୍ପତିଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମୃତକ ଦୁହେଁ ହେଲେ ଦୁର୍ଜନ ଗଣ୍ଡ (୪୦) ଓ ପତ୍ନୀ ବିଜବାଇ ଗଣ୍ଡ (୩୫) l ଦୁଇଟି ଶବ ବେକରେ ଗାମୁଛା ରହିଥିବା ଵେଳେ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ି ନାହିଁ। ରାଇଘର/ଭୁବନେଶ୍ୱର ୦୪-୦୩-୨୦୨୫(ପିପିଏସ) : ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ଆମାପାରା ଗ୍ରାମଠାରେ ଏକ ବନ୍ଦ ଘରରୁ ଦମ୍ପତିଙ୍କ ଗଳିତ […]

1 min read

ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ଘଟଣା

 ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଜେରା ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ଘଟଣାରେ ପୁଣି ଜଣଙ୍କୁ ଆଜି ପୁଲିସ ଜେରା କରୁଛି। ଜେରା ହେଉଥିବା ବ୍ୟକ୍ତି ହେଲେ ବିକାଶ ମହାବଳ। ତାଙ୍କ ଘର ସମ୍ବଲପୁର ଧନୁପାଲିରେ ଏବଂ ସେ  ନବ ଦାସଙ୍କ ନିକଟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ। ଝାରସୁଗୁଡ଼ା/ଭୁବନେଶ୍ୱର ୦୪-୦୩-୨୦୨୫(ପିପିଏସ) : ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ଘଟଣାରେ ପୁଣି ଜଣଙ୍କୁ ଆଜି ପୁଲିସ ଜେରା କରୁଛି। ଜେରା […]

1 min read

ଶାରିରୀକ ପରୀକ୍ଷା ବେଳେ ଚାଲିଗଲା ଦୁଇ ଜୀବନ

୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ମୃତକ କେନ୍ଦୁଝରର ବ୍ୟୋମକେଶ ନାୟକ ଓ ସୁନ୍ଦରଗଡ଼ର ପ୍ରବୀଣ କୁମାର ପଣ୍ଡାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବ। ସୁନ୍ଦରଗଡ଼/ଭୁବନେଶ୍ୱର ୦୪-୦୩-୨୦୨୫(ପିପିଏସ) : ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ […]

1 min read

ସ୍ୱାମୀକୁ ହାଣି ମଥାରୁ ସିନ୍ଦୁର ପୋଛିଦେଲା ସ୍ତ୍ରୀ

ଘରୋଇ ଗଣ୍ଡଗୋଳ କାରଣରୁ ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ମୃତ କୁଚିଣ୍ଡା/ଭୁବନେଶ୍ୱର ୦୩-୦୩-୨୦୨୫( ପିପିଏସ) : ପାରିବାରିକ କଳହର କରୁଣ ପରିଣତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଜଣେ ମହିଳା ସ୍ବାମୀଙ୍କୁ ହତ୍ୟା କରି ନିଜ ମଥାରୁ ସିନ୍ଦୁର ପୋଛି ଦେଇଛି। ସିରିଡ ଗ୍ରାମପଞ୍ଚାୟତ କୁଇଲେରଯୋର ଗ୍ରାମରେ ପତ୍ନୀ ଦ୍ବାରା ସ୍ବାମୀ ହତ୍ୟା ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ଗଜେନ୍ଦ୍ର କିସାନ (୪୦)। ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଅଟକ […]

1 min read

ମାସକର ଛୁଆକୁ ଚେଙ୍କ 

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ଅସୁସ୍ଥ ମାସକର ଶିଶୁକୁ ଚେଙ୍କ ଚିକିତ୍ସା। ଅବସ୍ଥା ଆହୁରି ଗୁରୁତର ହେବାରୁ ଆଜି ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ୟାପକ ସଚେତନତା ସତ୍ତ୍ବେ ନବରଙ୍ଗପୁର ଜିଲ୍ଲାରେ ଚେଙ୍କ ଚିକିତ୍ସା ବନ୍ଦ ହୋଇନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ଉମରକୋଟ/ଭୁବନେଶ୍ୱର ୦୩-୦୩-୨୦୨୫( ପିପିଏସ) : ଅସୁସ୍ଥ ମାସକର ଶିଶୁକୁ ଚେଙ୍କ ଚିକିତ୍ସା। ଅବସ୍ଥା ଆହୁରି ଗୁରୁତର ହେବାରୁ ଆଜି ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ୟାପକ ସଚେତନତା ସତ୍ତ୍ବେ ନବରଙ୍ଗପୁର ଜିଲ୍ଲାରେ ଚେଙ୍କ […]

1 min read

ଆବଶ୍ୟକ ପଡ଼ିଲେ ପଶ୍ଚିମବଙ୍ଗକୁ ପାଠ ପଢ଼ାଇ ରାସ୍ତା ଦେଖାଇବ ଓଡ଼ିଶା: ସୁରେଶ ପୂଜାରୀ

ଓଡ଼ିଶା ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ସୁରେଶ ପୂଜାରୀ  କହିଛନ୍ତି, ପଶ୍ଚିମବଙ୍ଗ ଅସଭ୍ୟ ସରକାର। ଆବଶ୍ୟକ ପଡ଼ିଲେ ପଶ୍ଚିମବଙ୍ଗକୁ ପାଠ ପଢ଼ାଇ ରାସ୍ତା ଦେଖାଇବ ଓଡ଼ିଶା। ଭୁବନେଶ୍ୱର ୦୩-୦୩-୨୦୨୫( ପିପିଏସ) : ଓଡ଼ିଶା ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପଶ୍ଚିମବଙ୍ଗ ଅସଭ୍ୟ ସରକାର। ଆବଶ୍ୟକ […]

1 min read

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ ବିବାଦ

ଷ୍ଟୁଡିଓ ମାଲିକଙ୍କୁ ଗିରଫ କଲା କମିସନରେଟ୍ ପୁଲିସ ଭୁବନେଶ୍ୱର ୦୩-୦୩-୨୦୨୫( ପିପିଏସ) : ବହୁ ଚର୍ଚ୍ଚିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ ବିବାଦରେ, ସୋମବାର ଦିନ ଟାଟୁ ଷ୍ଟୁଡିଓର ମାଲିକଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଜଣେ ବିଦେଶୀ ମହିଳା ତାଙ୍କ ଜଙ୍ଘରେ ପ୍ରଭୁ ଜଗନ୍ନାଥଙ୍କ ଟାଟୁ ତିଆରି କରିଛନ୍ତି। ଏହି ମାମଲାରେ ସହିଦ ନଗର ପୁଲିସ ରକି ଷ୍ଟୁଡିଓର ମାଲିକଙ୍କୁ ଗିରଫ କରିଛି। ସୋସିଆଲ ମିଡିଆରେ ଟାଟୁର ଫଟୋ ସେୟାର ହେବା ପରେ କିଛି ଧାର୍ମିକ ସଂଗଠନ […]

1 min read

୩ କିମି ଦୂରରେ ଥିବା ସ୍କୁଲକୁ ପାଠପଢ଼ିବାକୁ ଯାଉଛନ୍ତି କୁନିକୁନି ଛାତ୍ରଛାତ୍ରୀ

ପୁଣି ସାମ୍ନାକୁ ଆସିଲା ଉପାନ୍ତରେ ଶିକ୍ଷାର ବିକଳ ଚିତ୍ର। ସ୍କୁଲରେ ତାଲା ପଡ଼ିବା ପରେ ଛୋଟଛୋଟ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ୩ କିଲୋମିଟର ଦୂରକୁ ଚାଲିଚାଲି ଯାଉଛନ୍ତି ଭବିଷ୍ୟତ ଗଢିବା ପାଇଁ। ରାଇରଙ୍ଗପୁର /ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) :  ପୁଣି ସାମ୍ନାକୁ ଆସିଲା ଉପାନ୍ତରେ ଶିକ୍ଷାର ବିକଳ ଚିତ୍ର। ସ୍କୁଲରେ ତାଲା ପଡ଼ିବା ପରେ ଛୋଟଛୋଟ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ୩ କିଲୋମିଟର ଦୂରକୁ ଚାଲିଚାଲି ଯାଉଛନ୍ତି ଭବିଷ୍ୟତ ଗଢିବା ପାଇଁ। ଏଭଳି […]

1 min read

ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରାଯିବାର ଲକ୍ଷ୍ୟ ରହିଛି: ମନ୍ତ୍ରୀ

କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ଚାଳିଛି। ଏହାକୁ ସୁଯୋଗରେ ନେଇ ସମଗ୍ର ଓଡିଶାର ସାମଗ୍ରୀକ ବିକାଶକୁ ପ୍ରାଧାନ୍ୟତା ଦିଆଯାଉଛି। ଦେଶର ଏକ ନମ୍ବର ରାଜ୍ୟ ଭାବେ ପରିଣତ କରିବା ବର୍ତ୍ତମାନ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ରହିଛି। କୋରାପୁଟ/ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) : କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ଚାଳିଛି। ଏହାକୁ ସୁଯୋଗରେ ନେଇ ସମଗ୍ର ଓଡିଶାର ସାମଗ୍ରୀକ ବିକାଶକୁ ପ୍ରାଧାନ୍ୟତା ଦିଆଯାଉଛି। ଦେଶର ଏକ ନମ୍ବର ରାଜ୍ୟ ଭାବେ ପରିଣତ […]