ପ୍ରମୁଖ ଖବର
ଭାରତ -ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍
କୋହଲିଙ୍କ ବିରାଟ ଶତକ ସହ ଭାରତର ମହାବିଜୟ ୨୦୧୭ ର ବଦଲା ନେଲା ରୋହିତ ବାହିନୀ ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ମହାବିଜୟ ହୋଇଛି। ଧାର୍ଯ୍ୟ ୨୪୨ ରନ୍ ଲକ୍ଷ୍ୟର ପିଛା କରି ଭାରତ ବିରାଟ କୋହଲିଙ୍କ ବିରାଟ ଶତକ ଶହିତ ୪୨.୩ ଓଭରରେ ୪ ୱିକେଟ ହରାଇ ୨୪୪ ରନ୍ କରିଛି ଦୁବାଇ/ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର […]
ମିସନ ଶକ୍ତି ଗୃହରେ ଲାଗିଲା ନିଆଁ, ଜଳିଗଲା ଆସବାବପତ୍ର
ବାଲେଶ୍ବର ଜିଲ୍ଲା ନୀଳଗିରିରେ ସନ୍ଧ୍ୟା ସମୟରେ ଅଦିନିଆ ବର୍ଷା ସାଙ୍ଗକୁ,ବଜ୍ରପାତ ହେବା କାରଣରୁ ଜାମୁଡିହା ଗ୍ରାମରେ ଥିବା ମିସନ ଶକ୍ତି ଗୃହରେ ଅଚାନକ ନିଆଁ ଲାଗିଯାଇଥିଲା। ନୀଳଗିରି/ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ବାଲେଶ୍ବର ଜିଲ୍ଲା ନୀଳଗିରିରେ ସନ୍ଧ୍ୟା ସମୟରେ ଅଦିନିଆ ବର୍ଷା ସାଙ୍ଗକୁ ବଜ୍ରପାତ ହେବା କାରଣରୁ ଜାମୁଡ଼ିହା ଗ୍ରାମରେ ଥିବା ମିସନ ଶକ୍ତି ଗୃହରେ ଅଚାନକ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ମିସନ ଶକ୍ତି ଗୃହରୁ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ। […]
ଆଫ୍ରିକାରେ ଚମକିଲେ ଓଡ଼ିଆ ପୁଅ
ହାଫ୍ ମାରାଥନ୍ ଦେଲା ସଫଳତା, ଉଡ଼ାଇଲେ ତ୍ରିରଙ୍ଗା ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ ପୁଣି ଏକ ସ୍ମୁତି ସାଉଟିବା ସହିତ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ଆଇରନ୍ ମ୍ୟାନ୍ ଭାବେ ଜଣାଶୁଣା ଶ୍ରୀ ରଥ ଆଫ୍ରିକାର କିଲିମାନଜାରୋ ଆନ୍ତର୍ଜାତୀୟ ମାରାଥନରେ ହାଫ୍ ମାରାଥନ୍ରେ ସଫଳତା ହାସଲ କରିଛନ୍ତି। ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ ପୁଣି ଏକ ସ୍ମୁତି ସାଉଟିବା ସହିତ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ଆଇରନ୍ ମ୍ୟାନ୍ ଭାବେ ଜଣାଶୁଣା […]
ଆଧ୍ୟାତ୍ମିକତା ଦ୍ବାରା ଶାନ୍ତି ଓ ସମୃଦ୍ଧି ସମ୍ଭବ: ମୁଖ୍ୟମନ୍ତ୍ରୀ
ଆଧ୍ୟାତ୍ମିକ ଜୀବନଶୈଳୀ ଆମର ଅସନ୍ତୁଳିତ ଇଚ୍ଛାକୁ ନିୟନ୍ତ୍ରିତ କରିଥାଏ। ଭବିଷ୍ୟତ ପିଢ଼ିର ସୁଖ, ସମୃଦ୍ଧିକୁ ସଂରକ୍ଷଣ କରିବାର ପ୍ରଜ୍ଞାକୁ ପ୍ରଜ୍ଜ୍ୱଳିତ କରିଥାଏ। ପରିବେଶ ପ୍ରତି ସମ୍ବେଦନଶୀଳ ଏବଂ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ଜାଗ୍ରତ କରାଏ। କେନ୍ଦୁଝର/ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ଆଧ୍ୟାତ୍ମିକ ଜୀବନଶୈଳୀ ଆମର ଅସନ୍ତୁଳିତ ଇଚ୍ଛାକୁ ନିୟନ୍ତ୍ରିତ କରିଥାଏ। ଭବିଷ୍ୟତ ପିଢ଼ିର ସୁଖ, ସମୃଦ୍ଧିକୁ ସଂରକ୍ଷଣ କରିବାର ପ୍ରଜ୍ଞାକୁ ପ୍ରଜ୍ଜ୍ୱଳିତ କରିଥାଏ। ପରିବେଶ ପ୍ରତି ସମ୍ବେଦନଶୀଳ ଏବଂ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ଜାଗ୍ରତ କରାଏ। ଏହାଦ୍ବାରା […]
ପୁଷ୍ଟିକର ଆହାର ହିଁ ଯକ୍ଷ୍ମା ବିରୋଧରେ ସବୁଠାରୁ ମଜବୁତ୍ ଅସ୍ତ୍ର ଅଟେ: ଧର୍ମେନ୍ଦ୍ର
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜନଭାଗିଦାରୀରେ ହିଁ ଜିଲ୍ଲାରୁ ଟିବି ମୁକ୍ତ ଲକ୍ଷ୍ୟ ସାଧିତ ହୋଇପାରିବ। ଅନୁଗୁଳ ଠାରେ ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ “ନିକ୍ଷୟ ମିତ୍ର” କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଅନୁଗୁଳ/ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ଅନୁଗୁଳ ଜିଲ୍ଲାରୁ ୨୦୨୫ ଡିସେମ୍ବର ସୁଦ୍ଧା କ୍ଷକ୍ଷ୍ମା ରୋଗ ମୁକ୍ତ କରିବା ପାଇଁ ହେଲେ ଆମକୁ ଟିବି ମୁକ୍ତ ଭାରତ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ। […]
ଆରମ୍ଭ ହେଲା ‘ସୁଭଦ୍ରା ଶକ୍ତି ମେଳା’: ‘ସୁଭଦ୍ରା’ମାନେ ହେବେ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ
ସୁଭଦ୍ରା ମା’ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ‘ସୁଭଦ୍ରା ଶକ୍ତି ମେଳା’ ଆୟୋଜିତ ହୋଇଛି। ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ। ପ୍ରତ୍ୟେକ ମହିଳା କିଭଳି ଦକ୍ଷ ଉଦ୍ୟୋଗୀ ହୋଇ ଆର୍ଥିକ ସ୍ୱତନ୍ତ୍ରତା ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ସୁଭଦ୍ରା ମା’ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ‘ସୁଭଦ୍ରା ଶକ୍ତି ମେଳା’ ଆୟୋଜିତ ହୋଇଛି। ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ। ପ୍ରତ୍ୟେକ […]
ଉପରେ ମାଛ ତଳେ କଇଁଛ
ଆନ୍ଧ୍ରରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କଇଁଛ; ଜଙ୍କିଆରେ ଧରିଲା ବନ ବିଭାଗ ଜଂକିଆ/ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପଶ୍ଚିମବଙ୍ଗକୁ ଅଭିନବ ଉପାୟରେ କଇଁଛ ଚୋରାଚାଲାଣ ବିଫଳ ହୋଇଛି। ଲକ୍ଷ୍ୟସ୍ଥଳରେ କଇଁଛ ପହଞ୍ଚିବା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଜଂକିଆରେ ଧରାପଡ଼ିଛି। ଆୟକର ବିଭାଗ ଓ ବନ ବିଭାଗର ଚଢ଼ାଉ ବେଳେ ମାଛ ଓ କଇଁଛ ଜବତ ହୋଇଛି। ଚାଲାଣକାରୀମାନେ ବୁଦ୍ଧି ଲଗାଇ ଗାଡ଼ିର ତଳେ କଇଁଛ ରଖି ଉପରେ ମାଛ ରଖିଥିଲେ। ଦୈନଦିନ ୧୬ନଂ ଜାତୀୟ […]
ଓସିଏ ସଭାପତି ହେଲେ ପଙ୍କଜ ଲୋଚନ
‘ବାରବାଟୀ ଷ୍ଟାଡିୟମ୍ର ଉନ୍ନତି ପାଇଁ ସରକାରଙ୍କ ସହଯୋଗରେ କାମ କରାଯିବ’ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ କରିଥିବାରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ କରିଥିବାରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ସେ […]
ମହାକୁମ୍ଭରେ ବୁଡ଼ ପକାଇଲେ ମୋହନ
ଓଡ଼ିଶା ତଥା ଦେଶର କଲ୍ୟାଣ ପାଇଁ ମା’ ଗଂଗାଙ୍କୁ ପ୍ରାର୍ଥନା କରିଛି: ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ମହାକୁମ୍ଭରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି। ଏଥି ସହିତ ତାଙ୍କର ପରିବାର ଲୋକେ ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ତ୍ରିବେଣୀ ସଂଗମରେ ଗଂଗା ଆରତୀ କରିଛନ୍ତି। ମହାକୁମ୍ଭ ନଗର/ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ମହାକୁମ୍ଭରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି। ଏଥି ସହିତ ତାଙ୍କର ପରିବାର […]
ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚ୍ ରବିବାର ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ପାକିସ୍ତାନ ୪୯.୪ ଓଭରରେ ଅଲ୍ଆଉଟ୍ ହୋଇ ୨୪୧ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍ ରହିଛି ଦୁବାଇ/ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚ୍ ରବିବାର ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଚାମ୍ପିଅନ୍ସ ଟ୍ରଫିର […]