୧୮୫ ମଇଁଷିଙ୍କୁ ଉଦ୍ଧାର କଲା ପୁଲିସ
1 min read

୧୮୫ ମଇଁଷିଙ୍କୁ ଉଦ୍ଧାର କଲା ପୁଲିସ

୬ ଗୋଚାଲାଣକାରୀ ଅଟକ

ମୋରଡ଼ା/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ମୟୂରଭଞ୍ଜ ଜିଲ୍ଲା ଥାନା ମୋରଡ଼ା ଥାନା ଅଧୀନ ଖୁରୁଣ୍ଟିଆ ନିକଟରୁ ୧୮୫ ମଇଁଷିଙ୍କୁ ଉଦ୍ଧାର କରିଛି ପୁଲିସ। ଏହାପରେ ଥାନାକୁ ମୋରଡ଼ା ଥାନା ପୁଲିସ ଆଣିଛି। ଏହି ମାମଲାରେ ୬ ଜଣ ଗୋଚାଲାଣକାରୀଙ୍କୁ ଥାନାରେ ଅଟକ ରଖିଛି।ମଇଁଷିଙ୍କୁ ଗୋ-ମାଫିଆମାନେ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲା। ଏନେଇ ଅଧିକ ତଦନ୍ତ କରୁଛି ମୋରଡ଼ା ଥାନା ପୁଲିସ।

Leave a Reply

Your email address will not be published. Required fields are marked *